Breaking News

ରଙ୍ଗେଲ ଗୁଣ୍ଡା ମସ୍ତ୍ୟ ବିଜ୍ଞାନ ମହା ବିଦ୍ୟାଳୟ ରେ ଛାତ୍ର, ଛାତ୍ରୀ ଙ୍କ ନିମନ୍ତେ ସାମଗ୍ରୀକ ବିକାଶ କାର୍ଯ୍ୟକ୍ରମ |   (11-Oct-2026)       ||      ଦୁର୍ଗା ପୂଜାରେ ନୁଆଁ ଚମକ, ପଦ୍ମପୁର ରାଜବାଟି ରେ ସାଢ଼େ 6କେଜି ରୁପାରେ ତିଆରି ମୁକୁଟ ପିନ୍ଧିବେ ଦେବୀ |   (11-Oct-2026)       ||      ଲଉଡ଼ିଦର୍ହା କୁମାର ପୂର୍ଣ୍ଣିମା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ |   (10-Oct-2026)       ||      ଖଲ୍ଲିକୋଟ ପୋଲିସ ଦ୍ୱାରା ଖୋଜାପଲ୍ଲୀ ଚିତ୍ରସେନ ଜେନା ହତ୍ୟାକାଣ୍ଡ ର ଜଣେ ଆସମୀ ଗିରଫ |   (10-Oct-2026)       ||      ପାଇକମାଳ ମାଉସୀ ମା ମନ୍ଦିର ଠାରେ ଗାୟତ୍ରୀ ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ ||   (10-Oct-2026)       ||      ଉତ୍କଳ ମଣୀ ଗୋପବନ୍ଧୁ ଦାଶ ଙ୍କ ଜୟନ୍ତୀ କରୁଣା କାନ୍ତି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ପାଳିତ ||   (10-Oct-2026)       ||      2026-ମଥୁରା କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      କଂଗ୍ରେସ ପକ୍ଷରୁ ଗଣତନ୍ତ୍ର ବଞ୍ଚାଅ ନ୍ୟୟ ପଥେ ପଦଯାତ୍ରା ରଘୁନାଥ ପୁର ବ୍ଲକରେ ଅନୁଷ୍ଠିତ |   (10-Oct-2026)       ||      ଗଞ୍ଜାମ ଜିଲ୍ଲା ପାଳ ଛତ୍ରପୁର ବ୍ଳକର 5ଟି ପଞ୍ଚାୟତ କୁ ଟିବି ମୁକ୍ତ ଘୋଷଣା କଲେ |   (10-Oct-2026)       ||      ଗଞ୍ଜାମ ଜିଲ୍ଳାରେ ଧାନ ଫସଲ ରେ ରୋଗ ପୋକ ଲାଗି ବ୍ୟାପକ କ୍ଷତି |    (10-Oct-2026)       ||      ଶ୍ରୀମତୀ ସାଢ଼ି ଶାରଦା ରେଡ୍ଡୀ ଛତ୍ରପୁର ବ୍ଳକ ଅଧକ୍ଷା ଦାୟିତ୍ୱରେ ରହିଲେ |    (10-Oct-2026)       ||      ଶିକର ପାଇରେ ଭୈରବ ବାଲିଯାତ୍ରା, ନିଆଁ ମାଡି ମାନସିକ ପୁର୍ଣ କଲେ ଶ୍ରଦ୍ଧାଳୁ |   (09-Oct-2026)       ||      ତାରା ତାରିଣୀ କଲେଜ ରେ 24ଜଣଙ୍କ ନାମାଙ୍କନ ମଧ୍ୟରୁ ଜଣଙ୍କ ନାକଚ ||   (09-Oct-2026)       ||      ଅଙ୍ଗନ ୱାଡି କେନ୍ଦ୍ର ର ଅବ୍ୟବସ୍ଥା ସାମ୍ନାକୁ ଆଣିଲେ ସାମ୍ବାଦିକ ଙ୍କୁ ଧମକ ||   (09-Oct-2026)       ||      ଦୁଇ ଯୁବକଙ୍କ ମଧ୍ୟରେ ବଚସା ରୁ ଚୁରାମାଡ଼ ଜଣେ ମୃତ, ଜଣେ ଗୁରୁତର |    (09-Oct-2026)       ||      ସଭାପତି ଭାବେ ନିର୍ଦ୍ୱନ୍ଦ୍ୱ ରେ ବିଜୟୀ ହେଲେ ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟ ର ସରସ୍ବତୀ ସାହୁ |   (09-Oct-2026)       ||      ବେଲଗୁଣ୍ଠା ରେ ବେଆଇନ ବନ୍ଧୁକ ଜବତ, ଜଣେ ଗିରଫ |    (09-Oct-2026)       ||      ଗଞ୍ଜାମରେ ମାଷ୍ଟର ଟ୍ରେନର ପାଇଁ, ଜିଲ୍ଲା ସ୍ତରୀୟ ତାଲିମ ଶିବିର |   (09-Oct-2026)       ||     

ବିଜେଡିର ସାମ୍ବାଦିକ ସମ୍ମିଳନୀର ପାଲଟା ଜବାବ ଦେଲା ବିଜେପି ନେତା

03-Apr-2025

ପୂର୍ବତନ ବିଧାୟକ ସାମ୍ବାଦିକ ସମ୍ମିଳନୀ କରି ବିଜେପିରେ ମିଶିଥିବା ଜନପ୍ରତିନିଧି ମାନଙ୍କୁ ଟାର୍ଗେଟ କରିଥିବା ବେଳେ ପାଲଟା ଜବାବ ଦେଲା ବିଜେପି

ଓଡିଶା ଜନମତ , ପୋଲସରା, ସନ୍ତୋଷକୁମାର ପଣ୍ଡା, ୦୩/୦୪/୨୫ :

ଗତ ୦୧/୦୪/୨୫ ତାରିଖରେ ଚିରିକିପଡା ଶାସନ ଗ୍ରାମର ବାଲୁଙ୍କେଶ୍ୱର ମନ୍ଦିର ଠାରେ ବିଜେପି ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା।ଯାହାକୁ ନେଇ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଆକ୍ଷେପ କରି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ବିଜେଡି କର୍ମୀ ମାନଙ୍କୁ ଭୟଭୀତ ଓ ଡରାଇ, ଧମକାଇ ବିଜେପି ରେ ସାମିଲ କରାଇବା ସହିତ କରସିଙ୍ଗି ଗ୍ରାମର ଦୁଷ୍କର୍ମର ଶିକାର ହୋଇଥିବା ମହିଳାଙ୍କୁ ନ୍ୟାୟ ଦେବା ବଦଳରେ ଦୁଷ୍କର୍ମକାରୀଙ୍କୁ ବିଜେପି ସହଯୋଗ କରୁଥିବା ୦୧/୦୪/୨୫ ତାରିଖରେ ବିଜେଡି କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରାଇ ଅଭିଯୋଗ କରିଥିଲେ। ଏବଂ ଯେଉଁ ସରପଞ୍ଚ ଓ ସମିତି ସଭ୍ୟ ମାନେ ଦୁର୍ନୀତିଗ୍ରସ୍ତ ଥିଲେ ବିଜେପି ସେମାନଙ୍କୁ ଦଳରେ ସାମିଲ କରାଇ , ବିଜେପି କିଭଳି ଭାବେ ରାଜନୀତି କରୁଛି ବୋଲି ଆକ୍ଷେପ କରି ବିଜେପି ଉପରେ ବର୍ଷି ଥିଲେ।ଯାହାକୁ ନେଇ ଆଜି ଅର୍ଥାତ ୦୩/୦୪/୨୫ ତାରିଖ ଗୁରୁବାର ଦିନ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ନିର୍ଦ୍ଦେଶକ୍ରମେ ବିଜେପି ପକ୍ଷରୁ ପୋଲସରା ଦାଶରଥି ନଗର ସ୍ଥିତ ବିଜେପି କାର୍ଯ୍ୟାଳୟରେ ସମାଜସେବୀ ତଥା ଯୁବନେତା ଜଗନ୍ନାଥ ବାଢେଇ ଏକ ସାମ୍ବାଦିକ ସମ୍ମିଳନୀ କରି ଦୃଢ଼ ଜବାବ ଦେଇଥିଲେ। ବିଜେଡିରେ ଥିବା ସମୟରେ କୈାଣସି ଲୋକଙ୍କ ନିଜସ୍ଵ ସ୍ବାଧିନତା ଅଧିକାର ନଥିଲା। ଯାହାଦ୍ବାରା ସେଠାରେ ଆମେ ସ୍ବାଧୀନତା ହରାଇ କଣଠେସା ହୋଇ ରହୁଥିଲୁ। ଏଥିପାଇଁ ଆମେ ଗ୍ରାମର ବିକାଶ ଚିନ୍ତା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ନିତିଆର୍ଦଶରେ ଅନୁପ୍ରାଣିତ ହୋଇ ସ୍ବଇଛାରେ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିଲୁ ବୋଲି ଶ୍ରୀବାଢେଇ ଓ ସରପଞ୍ଚ ଓ ସମିତି ମେମ୍ବର ମାନେ ପ୍ରକାଶ କରିଥିଲେ। ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଚିରିକିପଡା ଶାସନ ଗ୍ରାମପଞ୍ଚାୟତ ସରପଞ୍ଚ ଭଗବାନ ସାହୁ ବିଜେଡି କର୍ମୀ ନଥିବା ପ୍ରକାଶ କରିଥିବା ବେଳେ ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ସରପଞ୍ଚ ଭଗବାନ ସାହୁ ଖଣ୍ଡନ କରି କହିଥିଲେ ଯେ ଗତ ସାଧାରଣ ନିର୍ବାଚନରେ ମୁଁ ବିଜେଡ଼ିରେ ଥିଲି ଓ ପଞ୍ଚାୟତର ନିର୍ବାଚନୀ ପ୍ରଚାରେ ପୂର୍ବତନ ମନ୍ତ୍ରୀଙ୍କ ସହିତ ରହି କରୁଥିବା ପ୍ରକାଶ କରିବା ସହ ସେହି ସମୟର ଏକ ଫୋଟ ମଧ୍ଯ ଦେଖଇ ପୂର୍ବତନ ମନ୍ତ୍ରୀ ଏହି ପରି ମିଛ କହିବା ଠାରୁ ଦୂରେଇ ରୁହନ୍ତୁ ବୋଲି ପ୍ରକାଶ କରି, ପ୍ରଥମେ ସେ କେଉଁ ଦଳର ନିଜେ କୁହନ୍ତୁ ବୋଲି ପାଲଟା ପ୍ରଶ୍ନ କରିଥିଲେ। ପୂର୍ବତନ ମନ୍ତ୍ରୀ ଯେଉଁ ଦୁର୍ନୀତି କଥା ଉଠାଇଛନ୍ତି, ସେ ଦୁର୍ନୀତି କେଉଁ ସମୟରେ ହୋଇଥିଲା,ସେ ସମୟରେ ପୋଲସରା ବିଧାୟକ କିଏ ଥିଲେ? ଏବଂ ବିଭିନ୍ନ ବିଭାଗର ଅଧିକାରୀମାନେ କାହା ନିର୍ଦ୍ଧେଶରେ କାର୍ଯ୍ଯକରୁଥିଲେ , ପୂର୍ବତନ ମନ୍ତ୍ରୀ ଏହାର ଜବାବ ପୋଲସରା ନିର୍ବାଚନ ମଣ୍ଡଳୀର ଜନସାଧାରଣ ଙ୍କୁ ଏହାର ଜବାବ ଦିଅନ୍ତୁ ବୋଲି ସରପଞ୍ଚ ଭଗବାନ ସାହୁ ଓ ଯୁବନେତା ଜଗନ୍ନାଥ ବାଢେଇ ପ୍ରଶ୍ନ ରଖିଥିଲେ। ବିଜେଡି ସରକାର ସମୟରେ ରାଜ୍ୟରେ ନାରୀ ପ୍ରତି ଅନେକ ଅତ୍ୟାଚାର ହୋଇଥିଲା ତା ବିରୋଧରେ କେହି ମଧ୍ଯ ପଦୁଟିଏ କହିନଥିଲେ। ଏବେ ନାରୀ ପ୍ରତି ଏତେ ଆନ୍ତରିକତା କ`ଣ ପାଇଁ ବୋଲି ଓଲଟା ପ୍ରଶ୍ନ କରିଥିଲେ। ଆଗାମୀ ଦିନରେ ଅନ୍ଯ ସରପଞ୍ଚ ଓ ସମିତି ମେମ୍ବର ମାନେ ଦଳରେ ସାମିଲ ହେବେ ବୋଲି ମଧ୍ଯ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ ପାଇଛି। ସମାଜସେବୀ ତଥା ଯୁବନେତା ଜଗନ୍ନାଥ ବାଢେଇ ଓ ସରପଞ୍ଚ ଭଗବାନ ସାହୁଙ୍କ ସମେତ ସରପଞ୍ଚ ବସନ୍ତ କରଣ, ସମିତି ସଭ୍ୟ ପ୍ରସାଦ ସାହୁ, ପ୍ରତିନିଧି ମନୋରଞ୍ଜନ ଗୌଡ଼, କାଳୀଚରଣ ବେହେରା, ବିଘ୍ନେଶ୍ୱର ବେହେରା, ମଣ୍ଡଳ ସଭାପତି ରଘୁନାଥ ପଣ୍ଡା, ଦିପକ ପୋଲାଇ, ମହେଶ୍ୱର ପରିଡ଼ା ଓ କାମ୍ପ ବାଢେଈ ଉପସ୍ଥିତ ଥିଲେ।

News Comment

You Might Also Like

BACK TO TOP