Breaking News

ଲଉଡ଼ିଦର୍ହା କୁମାର ପୂର୍ଣ୍ଣିମା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ |   (10-Oct-2026)       ||      ଖଲ୍ଲିକୋଟ ପୋଲିସ ଦ୍ୱାରା ଖୋଜାପଲ୍ଲୀ ଚିତ୍ରସେନ ଜେନା ହତ୍ୟାକାଣ୍ଡ ର ଜଣେ ଆସମୀ ଗିରଫ |   (10-Oct-2026)       ||      ପାଇକମାଳ ମାଉସୀ ମା ମନ୍ଦିର ଠାରେ ଗାୟତ୍ରୀ ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ ||   (10-Oct-2026)       ||      ଉତ୍କଳ ମଣୀ ଗୋପବନ୍ଧୁ ଦାଶ ଙ୍କ ଜୟନ୍ତୀ କରୁଣା କାନ୍ତି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ପାଳିତ ||   (10-Oct-2026)       ||      2026-ମଥୁରା କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      କଂଗ୍ରେସ ପକ୍ଷରୁ ଗଣତନ୍ତ୍ର ବଞ୍ଚାଅ ନ୍ୟୟ ପଥେ ପଦଯାତ୍ରା ରଘୁନାଥ ପୁର ବ୍ଲକରେ ଅନୁଷ୍ଠିତ |   (10-Oct-2026)       ||      ଗଞ୍ଜାମ ଜିଲ୍ଲା ପାଳ ଛତ୍ରପୁର ବ୍ଳକର 5ଟି ପଞ୍ଚାୟତ କୁ ଟିବି ମୁକ୍ତ ଘୋଷଣା କଲେ |   (10-Oct-2026)       ||      ଗଞ୍ଜାମ ଜିଲ୍ଳାରେ ଧାନ ଫସଲ ରେ ରୋଗ ପୋକ ଲାଗି ବ୍ୟାପକ କ୍ଷତି |    (10-Oct-2026)       ||      ଶ୍ରୀମତୀ ସାଢ଼ି ଶାରଦା ରେଡ୍ଡୀ ଛତ୍ରପୁର ବ୍ଳକ ଅଧକ୍ଷା ଦାୟିତ୍ୱରେ ରହିଲେ |    (10-Oct-2026)       ||      ଶିକର ପାଇରେ ଭୈରବ ବାଲିଯାତ୍ରା, ନିଆଁ ମାଡି ମାନସିକ ପୁର୍ଣ କଲେ ଶ୍ରଦ୍ଧାଳୁ |   (09-Oct-2026)       ||      ତାରା ତାରିଣୀ କଲେଜ ରେ 24ଜଣଙ୍କ ନାମାଙ୍କନ ମଧ୍ୟରୁ ଜଣଙ୍କ ନାକଚ ||   (09-Oct-2026)       ||      ଅଙ୍ଗନ ୱାଡି କେନ୍ଦ୍ର ର ଅବ୍ୟବସ୍ଥା ସାମ୍ନାକୁ ଆଣିଲେ ସାମ୍ବାଦିକ ଙ୍କୁ ଧମକ ||   (09-Oct-2026)       ||      ଦୁଇ ଯୁବକଙ୍କ ମଧ୍ୟରେ ବଚସା ରୁ ଚୁରାମାଡ଼ ଜଣେ ମୃତ, ଜଣେ ଗୁରୁତର |    (09-Oct-2026)       ||      ସଭାପତି ଭାବେ ନିର୍ଦ୍ୱନ୍ଦ୍ୱ ରେ ବିଜୟୀ ହେଲେ ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟ ର ସରସ୍ବତୀ ସାହୁ |   (09-Oct-2026)       ||      ବେଲଗୁଣ୍ଠା ରେ ବେଆଇନ ବନ୍ଧୁକ ଜବତ, ଜଣେ ଗିରଫ |    (09-Oct-2026)       ||      ଗଞ୍ଜାମରେ ମାଷ୍ଟର ଟ୍ରେନର ପାଇଁ, ଜିଲ୍ଲା ସ୍ତରୀୟ ତାଲିମ ଶିବିର |   (09-Oct-2026)       ||      ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ ||   (09-Oct-2026)       ||      ଚିକିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ ||   (09-Oct-2026)       ||     

ମନରେଗା ମହାଦୁର୍ନୀତି ହୋଇଥିବାର ନେଇ ଦିଲ୍ଲୀ ରେ ଗର୍ଜିଲେ ଓଡିଶା ବିଜେପି ସାଂସଦ ପ୍ରଦୀପ ପୁରୋହିତ |

04-Apr-2025

ମନରେଗା ମହାଦୁର୍ନୀତି, ଦିଲ୍ଲୀରେ ଗର୍ଜିଲେ ସାଂସଦ,
ମନରେଗାରେ ମହାଦୁର୍ନୀତିର ମାଷ୍ଟରମାଇଣ୍ଡ ନବୀନ,

ଦାଦନ ଦୁଃଖ ପଛରେ ନବୀନ ପଟ୍ଟନାୟକ । ପ୍ରଦୀପ ଖୋଲିଲେ ମନରେଗା ଦୁର୍ନୀତି ପେଡ଼ି ।
ଓଡିଶା ଜନମତ,ବରଗଡ, ନିରୋଜ କୁମାର ପାଣୀ,4/4:

ଓଡ଼ିଶାରେ ମନରେଗାରେ ମହାଦୁର୍ନୀତି । ମନରେଗା ମହାଘୋଟାଲାର ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ବିଜୁ ଜନତା ଦଳ ସରକାର ସମୟରେ ରାଜ୍ୟରେ ମନରେଗା ଯୋଜାନରେ କୋଟି କୋଟି ଟଙ୍କାର ବ୍ୟାପକ ହେରଫେର ହୋଇଛି । ନିଜ ମନ ମୁତାବକ କେନ୍ଦ୍ର ସରକାରଙ୍କ ଏହି ଯୋଜନାକୁ ମୋଡ଼ି ମୋକଛି ଦେଇଥିଲେ ନବୀନ ସରକାର । ଏହାର ବଡ଼ ଧରଣର ତଦନ୍ତ ଦାବି କଲେ ବରଗଡ଼ ସାଂସଦ । ଏନେଇ ଏକ ଉଚ୍ଚସ୍ତରୀୟ ଯାଞ୍ଚ କମିଟି ଗଠନ କରିବା ସହ ମନରେଗା ଅର୍ଥର ଉଚିତ ଉପଯୋଗର ବୁଝାସୁଝା ପାଇଁ ଏକ ସ୍ଥାୟୀ ଯାଞ୍ଚ ବ୍ୟବସ୍ଥା କରିବାକୁ କେନ୍ଦ୍ର ନିକଟରେ ଦାବି ରଖିଛନ୍ତି ପ୍ରଦୀପ ପୁରୋହିତ । ସ୍ଥାୟୀ ଯାଞ୍ଚ ବ୍ୟବସ୍ଥା ହେଲେ ଭିବଷ୍ୟତରେ ଏଭଳି ଦୁର୍ନୀତି ବା ଯୋଜନାର ଦୂରୋପଯୋଗକୁ ରୋକି ହେବ ବୋଲି କହିଛନ୍ତି ସାଂସଦ । ଏହାସହ ଉପଯୁକ୍ତ ଶ୍ରମିକଙ୍କୁ ସେମାନଙ୍କ ଆବଶ୍ୟକତା ଅନୁଯାୟୀ କାମ ମିଳିପାରିବ । ଗତ ସରକାରରେ ସମ୍ପୂର୍ଣ୍ଣ ବାଟବଣା ହୋଇଥିଲା ମନରେଗା ଯୋଜନା । ମନ୍ଦ ଉଦ୍ଦେଶ୍ୟ ରଖି ବିଜେଡି ସରକାର ଏହି ଯୋଜନାକୁ ନିଜ ସ୍ୱାର୍ଥରକ୍ଷା ଦିଗରେ ଚଳାଇଥିଲା । ଯେଉଁଥିପାଇଁ ମନରେଗା ଯୋଜନାରେ ଶ୍ରମିକମାନେ ନିଜ ଅଞ୍ଚଳରେ କାମ ନ ପାଇ ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ ବାଧ୍ୟ ହେଉଥିଲେ । ଏହି ଯୋଜନାର ମୂଳ ଉଦ୍ଧେଶ୍ୟ ଥିଲା ଗ୍ରାମାଞ୍ଚଳ ଶ୍ରମିକ ମାନଙ୍କୁ ସର୍ବନିମ୍ନ ୧୦୦ ଦିନର ରୋଜଗାର ଯୋଗାଇବା । କିନ୍ତୁ ଏହାର ବାସ୍ତବ ଚିତ୍ର ହେଉଛି, ଶ୍ରମିକଙ୍କ ବଦଳରେ ବଡ଼ ବଡ଼ ମେସିନ ଦ୍ୱାରା କାମ କରାଗଲା । ଯାହା ଫଳରେ ଶ୍ରମିକ ମାନେ ସେମାନଙ୍କ କାମରୁ ବଞ୍ଚିତ ହେଲେ । ଏହି ବଡ଼ ଅନିୟମିତତା କାରଣରୁ ବହୁତ ସଂଖ୍ୟାରେ ଗ୍ରାମୀଣ ଶ୍ରମିକଙ୍କୁ କାମ ମିଳିଲା ନାହିଁ, ଫଳରେ ଅନ୍ୟ ରାଜ୍ୟକୁ ଯାଇ ଦାଦନ ଖଟିବାକୁ ବାଧ୍ୟ ହେଲେ । ଏହି ଦୁର୍ନୀତି ଯୋଗୁଁ କେବଳ ଓଡ଼ିଶାର ଗ୍ରାମାଂଚଳର ଅର୍ଥବ୍ୟବସ୍ଥା ପ୍ରଭାବିତ ହୋଇନାହିଁ ବରଂ ହଜାର ହଜାର ଗରୀବଙ୍କ ଜୀବନ ଯାପନରେ ବିରାଟ ସଙ୍କଟ ଉପୁଜିଲା । ଏତେବଡ଼ ଦୁର୍ନୀତିର ଚେର ପର୍ଯ୍ୟନ୍ତ ପହଁଚିବା ଲାଗି ଉଚ୍ଚସ୍ତରୀୟ ଯାଞ୍ଚ କମିଟି ଗଠନ କରାଯାଉ ବୋଲି କେନ୍ଦ୍ର ସରକାରଙ୍କ ନିକଟରେ ଶ୍ରୀ ପୁରୋହିତ ଅନୁରୋଧ କରିଛନ୍ତି । ଭବିଷ୍ୟତରେ ଯେଭଳି ମନରେଗା ଯୋଜନାର ଅର୍ଥ ହରିଲୁଟ୍ ନ ହେବ, ସେଥିପାଇଁ ସ୍ଥାୟୀ ବ୍ୟବସ୍ଥା କରିବାକୁ ସାଂସଦ ଶ୍ରୀ ପୁରୋହିତ ଦାବି କରିଛନ୍ତି ।

News Comment

You Might Also Like

BACK TO TOP