Breaking News

ଇତିହାସ ବିଭାଗ ରେ ଶେଷବର୍ଷ ର ଛାତ୍ରଛାତ୍ରୀ ଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ଅନୁଷ୍ଠିତ |   (18-Apr-2026)       ||      କନ୍ଧମାଳ ଜିଲ୍ଲା ପାଳ ଦାରିଙ୍ଗି ବାଡ଼ି ବ୍ଳକର ବିଭିନ୍ନ ଦୁର୍ଗମ ଅଞ୍ଚଳର ପ୍ରକଳ୍ପ ତଦାରଖା କଲେ |    (18-Apr-2026)       ||      ପୋଖରୀରେ ବୁଡି ଯୁବକ ମେତ୍ୟୁ |    (17-Apr-2026)       ||      ପୋଲସରା ରେ ବିଜୁ ବାବୁଙ୍କୁ ଭକ୍ତି ପୁତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ |    (17-Apr-2026)       ||      ବିଜୁବାବୁ ଥିଲେ ଜଣେ ମହାନ ଜନ ନାୟକ ତଥା ଓଡ଼ିଶାର ଗର୍ବ ଗୌରବ |    (17-Apr-2026)       ||      ପୋଲିସ ପେଟ୍ରୋଲିଙ୍ଗ ସମୟ ରେ କାଠ ପଟା ବୋଝେଇ ମିନିଟ୍ରକ ଜବତ, ତିନି ଗିରଫ |   (17-Apr-2026)       ||      ପିକଅପ ଭେନ କୁ ଧକ୍କା ଦେଈ ବାଇକ ଚାଳକ ମୃତ ||   (16-Apr-2026)       ||      ରଙ୍ଗେଈଲୁଣ୍ଡା ବ୍ଳକର 17ଜଣ ସିଆରସିସି ମାନସିକ ଚାପର ଵଶବର୍ତ୍ତୀ ହୋଈ ବିଇଓ ଙ୍କୁ ଦେଲେ ସାମୁହିକ ଇସ୍ତଫାପତ୍ର |   (16-Apr-2026)       ||      ବାଇକ ଧକ୍କା ରେ ବରିଷ୍ଟ ନାଗରିକ ମୃତ |    (16-Apr-2026)       ||      ବାଇକ ଧକ୍କା ରେ ବରିଷ୍ଟ ନାଗରିକ ମୃତ |    (16-Apr-2026)       ||      ଗୋଶାଣୀ ନୂଆଙ୍ଗା ଥାନା ତରଫରୁ ବ୍ରହ୍ମପୁର ରେଳଷ୍ଟେସନ ନିକଟରେ 21କେଜି ଗଞ୍ଜେଇ, ଏକ ଅଟୋ ସହ ତିନି ଜଣକୁ ଗିରଫକଲା ପୋଲିସ |   (16-Apr-2026)       ||      ନାବାଳିକା କୁ ବସ ମଧ୍ୟରେ ଅସଦାଚରଣ କରି ରିଟାୟଡ଼ ଅଧ୍ୟାପକ ଗିରଫ |    (16-Apr-2026)       ||      ପୋଲସରା ଥାନା ପାତି ଗଡ଼ ଗ୍ରାମରେ ଚୋରିକରିବାକୁ ଆସିଥିବା ବୃଦ୍ଧାଙ୍କୁ କଲେ ଆକ୍ରମଣ |    (16-Apr-2026)       ||      ମାତୃଭାଷା ର ଐତିହ୍ୟ ସମ୍ପର୍କ ରେ ପାଠ ଚକ୍ର ||   (15-Apr-2026)       ||      ପୋଲସରା ବିଜ୍ଞାନ ମହା ବିଦ୍ୟାଳୟ ରେ ଆଠ ଦିନିଆ ଆତ୍ମ ରକ୍ଷା ତାଲିମ ଶିବିର ର ଶୁଭାରମ୍ଭ |   (15-Apr-2026)       ||      କୋଟିନଡ଼ା ଥାନା କନ୍ଧପଲି ନିକଟରେ ଗଛକୁ ଧକ୍କାଦେଇ ବାଇକ ଆରୋହୀ ମୃତ |    (15-Apr-2026)       ||      ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ |    (15-Apr-2026)       ||      ପୂର୍ବଶତ୍ରୁତାକୁ ନେଇ ଯୁବକ ଙ୍କୁ ନିର୍ମମ ହତ୍ୟା |    (15-Apr-2026)       ||      ସତାବନ ବର୍ଷ ରେ ବିବାହ ହେଲେ ଅଭିନେତା |    (15-Apr-2026)       ||      ମହା ବିଷୁବ ସଂକ୍ରାନ୍ତି ଉପଲକ୍ଷେ ମନ୍ଦାର ବେଶରେ ଦର୍ଶନ ଦେଲେ ମା ପାଟ ଖଣ୍ଡା |   (14-Apr-2026)       ||     

ସ୍ବର୍ଗତ ବିଧାୟକ ନିରଞ୍ଜନ ପ୍ରଧାନ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ଅନୁଷ୍ଠିତ |

07-Oct-2025

ସ୍ଵର୍ଗତ ବିଧାୟକ ନିରଞ୍ଜନ ପ୍ରଧାନଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ଏଵଂ "ସଂଘର୍ଷର ପ୍ରତୀକ ନିର୍ଭିକ ନିରଞ୍ଜନ" ସ୍ମରଣିକା ଉନ୍ମୋଚନ |,

ଓଡ଼ିଶା ଜନମତ,ପୋଲସରା,ସନ୍ତୋଷ କୁମାର ପଣ୍ଡା
  ତା.୦୭/୧୦/୨୦୨୫:

 ପୂର୍ବତନ ବିଧାୟକ ସ୍ଵର୍ଗତ  ନିରଞ୍ଜନ ପ୍ରଧାନଙ୍କ ଚଳିତ ମାସ ୫ ତାରିଖ ରବିବାର ପବିତ୍ର ତ୍ରୟୋଦଶୀ ତିଥି ଦିବସରେ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ପାଳିତ ହୋଇଯାଇଛି। ପୋଲସରା ଜାଭିୟର ସ୍କୁଲ ପଡିଆ ଠାରେ ପରିବାର ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ପୋଲସରା ବିଧାୟକ ତଥା ମନ୍ତ୍ରୀ ଶ୍ରୀକାନ୍ତ ସାହୁ,ରାଜ୍ୟ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ,ଅତିକ୍ଷୁଦ୍ର,କ୍ଷୁଦ୍ର ଏଵଂ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଆସ୍କା ଲୋକସଭା ସା°ସଦ ଅନିତା ଶୁଭଦର୍ଶୀନୀ   ପଟ୍ଟନାୟକ,କବିସୂର୍ଯ୍ୟନଗର ବିଧାୟକ ପ୍ରତାପ କୁମାର ନାୟକ, ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଓ ବିଶିଷ୍ଟ ସମାଜସେବୀ ତଥା ଘୁମୁସର ଜିଲ୍ଲା ବିଜେପି ଉପସଭାପତି ପ୍ରଭାକର ପଣ୍ଡା ପ୍ରମୁଖଙ୍କ ସମେତ ଗୁଣୀଜ୍ଞାନୀ ସବୁ ବର୍ଗର ବ୍ୟକ୍ତିବୃନ୍ଦ ଯୋଗଦେଇଥିଲେ। ସ୍ଵର୍ଗତଙ୍କ ସୁପୁତ୍ର ତଥା ବିଜେପି ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି,ଘୁମୁସର ସାଙ୍ଗଠନିକ ଜିଲ୍ଲାର ଦୀପକ କୁମାର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଉପରୋକ୍ତ ଉଭୟ ମନ୍ତ୍ରୀ ମହୋଦୟ ନିରଞ୍ଜନ ପ୍ରଧାନଙ୍କ ଫଟୋ ଚିତ୍ରରେ ଭକ୍ତିପୁତ ଭାବେ ପୁଷ୍ପ ମାଲ୍ୟାର୍ପଣ ଏଵଂ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ। ଏହି ଅବସରରେ ଅତିଥିବୃନ୍ଦ ନିଜନିଜର ବକ୍ତବ୍ୟ ମାଧ୍ୟମରେ ସ୍ଵର୍ଗତ ନିରଞ୍ଜନ ପ୍ରଧାନଙ୍କୁ ଜଣେ ସାହସୀ,ନିର୍ଭିକ,ଦକ୍ଷ ସ°ଗଠକ,ଦରଦୀ,ପରୋପକାରୀକ

ଳାକାର,ନିଜର ମା ମାଟିକୁ ଭଲ ପାଉଥିବା ଏବଂ ଜଣେ ସଫଳ

 ନେତାଭାବେ ବର୍ଣ୍ଣନା କରିଥିଲେ। ଏଥିସହ ତାଙ୍କ ରାଜନୈତିକ ଜୀବନକାଳ ମଧ୍ୟରେ ୧୯୮୪ ମସିହା ଠାରୁ ପ୍ରଥମ କରି ସରପଞ୍ଚ ପଦବୀଠାରୁ ଆରମ୍ଭ କରି ପର୍ଯ୍ୟାୟକ୍ରମେ ଗୋଟିଏ ପରେ ପାହାଚ ବିଭିନ୍ନ ବାଧା ବିଘ୍ନକୁ ମୁକାବିଲାକରି ୨୦୦୪ ମସିହା ଏଵଂ ୨୦୦୯ ମସିହା ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀ ନିର୍ବାଚନରେ ଲଢି ସଫଳତାର ସହିତ ବିଜୟୀ ହୋଇ ଦଶ ବର୍ଷକାଳ କୋଦଳା ଏଵଂ ପୋଲସରା ବିଧାୟକ ଭାବେ ଲୋକଙ୍କ ସେବା କରିବା ଉପରେ ସ୍ମୃତିଚାରଣ କରିବା ସହିତ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରିଥିଲେ। ଏଥିସହ ଅମର ଆତ୍ମାର ସଦଗତି  କାମନା ଏବଂ   ନୀରବ ପ୍ରାର୍ଥନା ସ୍ୱରୂପ ଶ୍ରଦ୍ଧାଞ୍ଜଳୀ ଦିଆଯାଇଥିଲା। ପରେ ମଞ୍ଚାସୀନ ଅତିଥିବୃନ୍ଦଙ୍କ ଦ୍ଵାରା "ସଂଘର୍ଷର ପ୍ରତୀକ ନିର୍ଭିକ ନିରଞ୍ଜନ" ସ୍ମରଣିକାକୁ ଉନ୍ମୋଚନ କରାଯାଇଥିଲା। ଏହି ଅବସରରେ ନିଜର ପିତାଙ୍କ ନାମକୁ ଉଜ୍ଜୀବିତ ରଖିବାକୁ "ନିରଞ୍ଜନ ପ୍ରଧାନ ମେମୋରିଆଲ ଟ୍ରଷ୍ଟ" ଗଠନ କରାଯାଇଥିବାକୁ ନେଇ ଟ୍ରଷ୍ଟର ସଂସ୍ଥାପକ ଦୀପକ କୁମାର ପ୍ରଧାନ ଟ୍ରଷ୍ଟ ତରଫରୁ ଆନୁଷ୍ଠାନିକ ଭାବେ ଘୋଷଣା କରିଥିବାବେଳେ ଉପସ୍ଥିତ ସମସ୍ତ ଅତିଥିବୃନ୍ଦ  ଟ୍ରଷ୍ଟର ଉତ୍ତୋରତ୍ତର କାମନା କରିଥିଲେ। ସମ୍ପୁର୍ଣ୍ଣ ସଭାକାର୍ଯ୍ୟକୁ ସ୍ମରଣିକା ସମ୍ପାଦକ ତଥା ମଞ୍ଚ ଉପସ୍ଥାପକ ଦେବାଶିଷ ସ୍ୱାଇଁ ଅତି ସୁନ୍ଦରଭାବେ ପରିଚାଳନା କରିବାସହ ଆୟୋଜକ ପରିବାର ତରଫରୁ ସମସ୍ତ ଅତିଥିବୃନ୍ଦ ଏଵଂ ସହଯୋଗୀମାନଙ୍କୁ ଆନ୍ତରିକ ଧନ୍ୟବାଦ୍ ସହ କୃତଜ୍ଞତା ଜଣାଇଥିଲେ।

News Comment

You Might Also Like

BACK TO TOP