Breaking News

ପୋଖରୀରେ ବୁଡି ଯୁବକ ମେତ୍ୟୁ |    (17-Apr-2026)       ||      ପୋଲସରା ରେ ବିଜୁ ବାବୁଙ୍କୁ ଭକ୍ତି ପୁତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ |    (17-Apr-2026)       ||      ବିଜୁବାବୁ ଥିଲେ ଜଣେ ମହାନ ଜନ ନାୟକ ତଥା ଓଡ଼ିଶାର ଗର୍ବ ଗୌରବ |    (17-Apr-2026)       ||      ପୋଲିସ ପେଟ୍ରୋଲିଙ୍ଗ ସମୟ ରେ କାଠ ପଟା ବୋଝେଇ ମିନିଟ୍ରକ ଜବତ, ତିନି ଗିରଫ |   (17-Apr-2026)       ||      ପିକଅପ ଭେନ କୁ ଧକ୍କା ଦେଈ ବାଇକ ଚାଳକ ମୃତ ||   (16-Apr-2026)       ||      ରଙ୍ଗେଈଲୁଣ୍ଡା ବ୍ଳକର 17ଜଣ ସିଆରସିସି ମାନସିକ ଚାପର ଵଶବର୍ତ୍ତୀ ହୋଈ ବିଇଓ ଙ୍କୁ ଦେଲେ ସାମୁହିକ ଇସ୍ତଫାପତ୍ର |   (16-Apr-2026)       ||      ବାଇକ ଧକ୍କା ରେ ବରିଷ୍ଟ ନାଗରିକ ମୃତ |    (16-Apr-2026)       ||      ବାଇକ ଧକ୍କା ରେ ବରିଷ୍ଟ ନାଗରିକ ମୃତ |    (16-Apr-2026)       ||      ଗୋଶାଣୀ ନୂଆଙ୍ଗା ଥାନା ତରଫରୁ ବ୍ରହ୍ମପୁର ରେଳଷ୍ଟେସନ ନିକଟରେ 21କେଜି ଗଞ୍ଜେଇ, ଏକ ଅଟୋ ସହ ତିନି ଜଣକୁ ଗିରଫକଲା ପୋଲିସ |   (16-Apr-2026)       ||      ନାବାଳିକା କୁ ବସ ମଧ୍ୟରେ ଅସଦାଚରଣ କରି ରିଟାୟଡ଼ ଅଧ୍ୟାପକ ଗିରଫ |    (16-Apr-2026)       ||      ପୋଲସରା ଥାନା ପାତି ଗଡ଼ ଗ୍ରାମରେ ଚୋରିକରିବାକୁ ଆସିଥିବା ବୃଦ୍ଧାଙ୍କୁ କଲେ ଆକ୍ରମଣ |    (16-Apr-2026)       ||      ମାତୃଭାଷା ର ଐତିହ୍ୟ ସମ୍ପର୍କ ରେ ପାଠ ଚକ୍ର ||   (15-Apr-2026)       ||      ପୋଲସରା ବିଜ୍ଞାନ ମହା ବିଦ୍ୟାଳୟ ରେ ଆଠ ଦିନିଆ ଆତ୍ମ ରକ୍ଷା ତାଲିମ ଶିବିର ର ଶୁଭାରମ୍ଭ |   (15-Apr-2026)       ||      କୋଟିନଡ଼ା ଥାନା କନ୍ଧପଲି ନିକଟରେ ଗଛକୁ ଧକ୍କାଦେଇ ବାଇକ ଆରୋହୀ ମୃତ |    (15-Apr-2026)       ||      ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ |    (15-Apr-2026)       ||      ପୂର୍ବଶତ୍ରୁତାକୁ ନେଇ ଯୁବକ ଙ୍କୁ ନିର୍ମମ ହତ୍ୟା |    (15-Apr-2026)       ||      ସତାବନ ବର୍ଷ ରେ ବିବାହ ହେଲେ ଅଭିନେତା |    (15-Apr-2026)       ||      ମହା ବିଷୁବ ସଂକ୍ରାନ୍ତି ଉପଲକ୍ଷେ ମନ୍ଦାର ବେଶରେ ଦର୍ଶନ ଦେଲେ ମା ପାଟ ଖଣ୍ଡା |   (14-Apr-2026)       ||      ବିଶ୍ୱାସ ଓ ନିଷ୍ଠା ଦେଖାଇ 22ହାତ ନିଆଁ ଉପରେ ଚାଲିଲେ ମା ଅଁଳାଇ ଙ୍କ କାଳସୀ ଏବଂ ଶ୍ରଦ୍ଧାକୁ |    (14-Apr-2026)       ||      ପୁରୁଷୋତ୍ତମପୁର ସହର ସହିତ ବ୍ଳକର ବିଭିନ୍ନ ପଞ୍ଚାୟତରେ ଥିବା ମେରୁ ଯାତ୍ରା ଓ ହନୁମାନ ଜୟନ୍ତୀ ଶେଷ ହୋଇଛି |    (14-Apr-2026)       ||     

ପୁରୁଷୋତ୍ତମପୁର ରେ ମଧ୍ୟ ବାର ଏସୋସିଏସନ ପକ୍ଷରୁ ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା କାରିକି ଗିରଫ ଦାବିରେ ଓକିଲଙ୍କ କଲମ ଛାଡ଼ ଆନ୍ଦୋଳନ |

08-Oct-2025

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାରୀଙ୍କୁ ଗିରଫ ଦାବିରେ ଆନ୍ଦୋଳନକୁ ଓହ୍ଲାଇଲା   ପୁରୁଷୋତ୍ତମପୁରଓକିଲ ସଂଘ,

     ଓଡିଶା ଜନ ମତ ବ୍ୟୁରୋ

 ପୁରୁଷୋତ୍ତମପୁର ତା-୮/୧୦/ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ବରିଷ୍ଠ ଓକିଲ ତଥା ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦର ସଦସ୍ୟ ପୀତବାସ ପଣ୍ଡାଙ୍କୁ ବ୍ରହ୍ମପୁର ସ୍ଥିତ ତାଙ୍କ ଘର ନିକଟରେ ଦୁଇଜଣ ଦୁବୃତ୍ତ ଅତି ନିକଟରୁ ଗୁଳିକରି ହତ୍ୟା କରିଯାଇଥିବା ପ୍ରତିବାଦରେ ବୁଧୁବାର ସକାଳ ୧୧`୩୦ ମିନଟ ସମୟରେ ପୁରୁଷୋତ୍ତମପୁର କୋର୍ଟର ଆଇନଜୀବୀ ସଂଘର ସଭାପତି ଚନ୍ଦ୍ର ପଣ୍ଡାଙ୍କ ପୌରୋହିତ୍ୟରେ ସ୍ବର୍ଗତ ଆଇନଜୀବୀ ପୀତବାସ ପଣ୍ଡାଙ୍କ ଅମର ଆତ୍ମାର ସଦଗତି ପାଇ ଦୁଇ ମିନଟ ନୀରବ ପାର୍ଥନା କରାଯାଇଥିଲା। ଆଇନଜୀବୀ ପୀତବାସ ପଣ୍ଡାକୁ ଗୁଳିକରି ହତ୍ୟା ଘଟଣାକୁ ପୁରୁଷୋତ୍ତମପୁର ଓକିଲ ସଂଘ ତୀବ୍ର ନିନ୍ଦା କରିବା ସହିତ ହତ୍ୟାକାରୀକୁ ତୁରନ୍ତ ଗିରଫ କରି ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରୁଛି, ଆମ ଆଇନଜୀବିଙ୍କ ପାଇଁ ସରକାର ଆଇନଜୀବି ସୁରକ୍ଷା ଆଇନକୁ ତୁରନ୍ତ କାଯ୍ୟକାରୀ କରିବାକୁ ନିବେଦନ କରୁଛି ରାଜ୍ୟର ଶାସନ ବ୍ୟବସ୍ଥାରେ ବରିଷ୍ଠ ଆଇନଜୀବୀ ଅସୁରକ୍ଷିତ ଏକ ବିପର୍ଯ୍ୟୟ ବ୍ୟବସ୍ଥାକୁ ସ୍ପଷ୍ଟ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ୩ମାସ ତଳେ ବ୍ରହ୍ମପୁର ପୋଲିସକୁ ଆଇନଜୀବୀଙ୍କ ଅସୁରକ୍ଷିତ ଅବସ୍ଥାକୁ ନେଇ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ରାଜ୍ୟ ପୋଲିସ ବ୍ୟବସ୍ଥାର ଅପାରଗତା କାରଣରୁ ଆଜି ଭଳି ଏକ ଚଳଚଞ୍ଚଳ ଦିନରେ ସହର ମଝିରେ ଆଇନଜୀବୀଙ୍କୁ ହତ୍ୟା କରିବା ପାଇଁ ଅପରାଧୀ ମାନେ ନିର୍ଭୟ ହେବାର ଦୁଃସାହସ କରିଲେ।ରାଜ୍ୟ ସରକାର ତୁରନ୍ତ ଆଇନଜୀବୀ ସୁରକ୍ଷା ବିଲ୍ ଅନୁମୋଦନ କରନ୍ତୁ ଏହାସହ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରି କଠୋର ଦଣ୍ଡବିଧାନ କରିବା, ଘଟଣାର ନ୍ୟାୟିକ ତଦନ୍ତ କରିବା, ମୃତ ପଣ୍ଡାଙ୍କ ପରିବାରକୁ ସରକାର ୧ କୋଟି ଟଙ୍କାର ସହାୟତା ପ୍ରଦାନ କରିବା ଓ ତୁରନ୍ତ ଆଇନଜୀବୀ ସୁରକ୍ଷା ଆଇନ ପ୍ରଣୟନ କରିବାକୁ ଦାବି କରିଥିଲେ। ଏହାସହ ଓକିଲମାନେ ପେନ୍‌ଡାଉନ୍‌ କରିବା ପରେ ସ୍ବର୍ଗତ ଆଇନଜୀବୀ ପୀତବାସ ପଣ୍ଡାଙ୍କ ଉଦେଶ୍ୟରେ ବାଇକ ଶୋଭାଯାତ୍ରାରେ ବାହାରୀ ଅମର ରହେ ଧ୍ବନିରେ ପରୁଷୋତ୍ତମପୁର ସହର ପ୍ରକମ୍ପିତ ହୋଇଉଠିଛି। ଏହି ଶୋଭାଯାତ୍ରାରେ ସମ୍ପାଦକ ରବୀନ୍ଦ୍ର କୁମାର ସାହୁ , ଉପସଭାପତି ଦୁର୍ଗାଚରଣ ଦାଶ, ସହ ସମ୍ପାଦକ କେ.ଶଶାଙ୍କ ଶେଖର ରାଓ, ବରିଷ୍ଠ ଓକିଲ ଅରୁଣ କୁମାର ପଣ୍ଡା,ସରକାରୀ ଓକିଲ ପ୍ରକାଶ ଚନ୍ଦ୍ର ତ୍ରିପାଠୀ, ଉପେନ୍ଦ୍ର ପଣ୍ଡା, ଗୌରୀଶଙ୍କର ରାଉଳ,ଅଶୋକ କୁମାର ମହାଙ୍କୁଡ, ପ୍ରଭାତ କୁମାର ପଟ୍ଟନାୟକ,ପ୍ରଫୁଲ୍ଲ କୁମାର ପଣ୍ଡା, ରାମ ଆଚାର୍ଯ୍ୟ, ସୀତାରାମ ପାଣିଗ୍ରାହୀ,ପ୍ରଶାନ୍ତ କୁମାର ମହାପାତ୍ର, ନିରଞ୍ଜନ ବେହେରା, ପ୍ରମୋଦ ବେହେରା,ବାସୁଦେବ ଜେନା, ପ୍ରଭାତ କୁମାର ପଟ୍ଟନାୟକ, ଅମ୍ରେଶ ତ୍ରିପାଠୀ, ସଦାଶିବ ପଣ୍ଡା, କୃଷ୍ଣଚନ୍ଦ୍ର ସାହୁ, ରମାରଞ୍ଜନ ଦାଶ, ଅକ୍ଷୟ ବେହେରାଙ୍କ ସମେତ ବହୁ ଓକିଲ ଉପସ୍ଥିତ ଥିଲେ।

News Comment

You Might Also Like

BACK TO TOP