Breaking News

ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମ ହତ୍ୟା ||   (07-Apr-2026)       ||      ନୂଆଗଡ ଗ୍ରାମରେ ଚୋରି ଘଟଣାରେ ସାତ ଜଣ ଗିରଫ ||   (07-Apr-2026)       ||      ରୁପା ବ୍ୟବସାୟୀ ଙ୍କଆକ୍ରମଣ କରି ତାଙ୍କଠାରୁ 7କେଜିର ରୁପା ବେଗ ଧରି ଛୁ ମାରିଲେ ଦୁଇ ଲୁଟେରା |    (06-Apr-2026)       ||      ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟ ର ମିଳିତ ଆନୁକୂଲ୍ୟରେ ଓଡ଼ିଆ ପକ୍ଷ -2026 ପାଳନ ||   (06-Apr-2026)       ||      ରକ୍ତ ଚାପ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର    (06-Apr-2026)       ||      କଳମ୍ବ ରେ ଦୁତୀୟ ପର୍ଯ୍ୟାୟ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଅନୁଷ୍ଠିତ |   (06-Apr-2026)       ||      ଖଲ୍ଲିକୋଟ ରେ ବିଜେପି ର 47 ତମ ସ୍ଥାପନ ଦିବସ ପାଳିତ |    (06-Apr-2026)       ||      ଖୋର୍ଦ୍ଧା ବ୍ଳକ ପକ୍ଷରୁ ଜରିପୁଟ ହନୁମାନ ମନ୍ଦିର ପରିସରରେ ଓଡ଼ିଆ ପକ୍ଷ ପାଳନ , ସ୍ୱଛତା ଅଭିଯାନ |    (06-Apr-2026)       ||      ଖୋର୍ଦ୍ଧା ରେ ଓଡ଼ିଆ ପକ୍ଷ ପାଳନ ଉପଲକ୍ଷେ ଷଷ୍ଟ ଦିନରେ ସ୍ୱଛତା ଅଭିଯାନ |    (06-Apr-2026)       ||      ଖୋର୍ଦ୍ଧା ରେ ବିଜେପିର 47 ତମ ସ୍ଥାପନା ଦିବସ ପାଳିତ ||   (06-Apr-2026)       ||      ପୋଲସରା ଠାରେ ବିଜେପିର 47ତମ ପ୍ରତିଷ୍ଠା ଦିବସ ରେ ମଣ୍ଡଳ ସ୍ତରୀୟ କାର୍ଯ୍ୟକ୍ରମ |    (06-Apr-2026)       ||      ବୋମା ବିସ୍ପୋରଣ ରେ ଦୁଇ ନାବାଳକ ଗୁରୁତର |    (06-Apr-2026)       ||      ତାରା ତାରିଣୀ ଦର୍ଶନ କଲେ ପ୍ରଧାନମନ୍ତ୍ରୀ ଙ୍କ 2ୟ ମୁଖ୍ୟ ସଚିବ ଶଶୀ କାନ୍ତ ଦାଶ |    (05-Apr-2026)       ||      ବାଇକ ଦୁର୍ଘଟଣା ରେ ତଳେ ପଡ଼ିଥିବା ମହିଳା ଙ୍କ ଉପରେ ମାଡିଗଲା ଟ୍ରକ |    (05-Apr-2026)       ||      ଘୁମୁସର ର ସ୍ୱର ର 160 ତମ ସାହିତ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ |    (05-Apr-2026)       ||      ପିଏମ ଶ୍ରୀ ଅନଶ୍ଲୋ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଖଡ଼ି ଛୁଆଁ ପ୍ରବେଶ ଉତ୍ସବ ଅନୁଷ୍ଠିତ |   (05-Apr-2026)       ||      ବାଲିଗୁଡା ଠାରେ ତେରଦଣ୍ଡ ମିଳନ ରେ କଳା ରୁଦ୍ରମଣୀ ଙ୍କୁ ଭଜ ହେ ଧ୍ଵନିରେ କମ୍ପିଲା ସମଗ୍ର ଅଞ୍ଚଳ |    (05-Apr-2026)       ||      ବାଘଛାଲ ବିକ୍ରି ଅଭିଯୋଗ ରେ ଜଣେ ବ୍ୟକ୍ତି ଙ୍କୁ ଗିରଫ କଲା ବନ ବିଭାଗ | |    (05-Apr-2026)       ||      ଅବକାରୀଗୋଇନ୍ଦା ବିଭାଗ ର ଚଢ଼ାଉ ବିପୁଳ ପରିମାଣ ର ଗଞ୍ଜେଇ ସହ ଏକ କାର ଜବତ |    (05-Apr-2026)       ||      କୋଦଳା ଥାନା ସାତନଳ ଛକରେ ଅଜଣା ଗାଡିଧକ୍କା ରେ ବାପା ମୃତ ପୁଅ ଗୁରୁତର ଏମ କେ ସିଜି ରେ ଭର୍ତ୍ତି |    (05-Apr-2026)       ||     

ତାରା ତାରିଣୀ ମହାବିଦ୍ୟାଳୟ ର ପଦାର୍ଥ ବିଜ୍ଞାନ ର ସାପ୍ତାହିକ ପାଠଚକ୍ର ଅନୁଷ୍ଠିତ |

12-Oct-2025

ତାରାତାରିଣୀ ମହାବିଦ୍ୟଳୟ ରେପଦାର୍ଥ ବିଜ୍ଞାନ ର ସାପ୍ତାହିକ ପାଠଚକ୍ର ଅନୁଷ୍ଠିତ
ତାରାତାରିଣୀ କଲେଜରେ ପଦାର୍ଥ ବିଜ୍ଞାନ ବିଭାଗର ନିଅମିତ ସାପ୍ତାହିକ ପାଠଚକ୍ର " ଵେଣ୍ଡ୍ ଥିଓରୀ ଏଣ୍ଡ ସେମିକଣ୍ଡାକ୍ଟରସ ନିଡ୍ ଫର ସୋସାଇଟି " ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ ମୁଖ୍ୟ ଡ଼ଃ ସୁବ୍ରତ କୁମାର ଷଡଙ୍ଗୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶେଷ ବର୍ଷ ର ଛାତ୍ରୀ ଗାୟତ୍ରୀ ଓ ଛାତ୍ର ସନ୍ଦିପ୍ ପାଠଚକ୍ର ର ସନ୍ଦର୍ଭ ପିପିଟି ମାଧ୍ୟମରେ ଉପସ୍ଥାପନା କରିଥିଲେ। ଏହି ପାଠଚକ୍ର  ରେ ଡ଼ଃ ପ୍ରଦିପ କୁମାର ସାହୁ ଏଡମିନ୍ଷ୍ଟଟିଭ ଵାରସର ମୁଖ୍ୟ ଅତିଥିଭାବେ ଓ ଅଧ୍ୟାପିକା ମିନାକ୍ଷୀ ଦାସ ଓ ଡେମନଷେ୍ଟର ସିଦ୍ଧାର୍ଥ ପଣ୍ଡା ଅତିଥି ଭାବେ ଅଂଶ ଗ୍ରହଣ କରିଥିଲେ। ଡ଼ଃ  ସାହୁ ଏହି ପାଠଚକ୍ର ରେ ପ୍ରତ୍ୟକ୍ଷ ଭାବେ ଅଂଶ ଗ୍ରହଣ କରି, ସେମିକଣ୍ଡକ୍ଟର ବହୁଳ ଆବଶ୍ୟକତା ଓ ବ୍ୟବହାର ର ଉପସ୍ଥାପନା କରି  ଓ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଅଧ୍ୟାପକ ପ୍ରକାଶ ବେହେରା, ଅଧ୍ୟାପିକା ମିନାକ୍ଷୀ ଦାସ,ଡେମନଷେ୍ଟର ରାମନାଥ ପାତ୍ର,ସିଦ୍ଧାର୍ଥ ପଣ୍ଡା ଓ ଛାତ୍ରଛାତ୍ରୀମାନେ  ଏହି ପାଠଚକ୍ର ରେ ସକ୍ରିୟ  ଅଂଶ ଗ୍ରହଣ କରିଥିଲେ। ବିଭାଗୀୟ ମୁଖ୍ୟ ଡ଼ଃ ଷଡଙ୍ଗୀ ୨୦୨୫ର  ପଦାର୍ଥ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ବିଜେତା ଓ " ମାକ୍ରୋଷ୍କୋପିକ  କୋ୍ଓ୍ଣାଟାମ   ମେକାନିକାଲ ଟନେଲଙି ଏଣ୍ଡ ଏନାରଜି୍  କୋ୍ଓ୍ଣାଟାଜାଇସେନ   ଇନ ଇଲେକ୍ଟ୍ରିକାଲ ସାରକୁଈଟ" ର ସାରମର୍ମ  ଓ ଉପାଦେୟ  ପିପିଟି ମାଧ୍ୟମରେ ଉପସ୍ଥାପନା କରିଥିଲେ । ଡେମନଶେ୍ଟର  ରାମନଥ ପାତ୍ର, ଦିଗାମ୍ବର ପଣ୍ଡା ଓ  ଛାତ୍ରଛାତ୍ରୀମାନଙ୍କ   ସହଯୋଗରେ ଉକ୍ତ ପାଠଚକ୍ର ଅନୁଷ୍ଠିତ ହୋଇଥିଲା ବେଳେ ଅଧପକ ଡ଼ଃ ପ୍ରକାଶ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

News Comment

You Might Also Like

BACK TO TOP