Breaking News

ରାୟଗଡା ଜିଲ୍ଲା 326ନଂ ଜାତୀୟ ରାଜପଥ ଗୁମ୍ମା ଘାଟିରେ ଭୟଙ୍କର ସଡ଼କ ଦୁର୍ଘଟଣା |   (17-Oct-2026)       ||      ଦୁର୍ଗାପୂଜା ପାଇଁ ଉତ୍ସବ ମୁଖର ଓ ଚଳ ଚଞ୍ଚଳ କଲ୍ୟାଣସିଂହ ପୁର ସହର |    (17-Oct-2026)       ||      ହିଞ୍ଜିଳି କଲେଜ ଗଣ୍ଡଗୋଳ କୁ ନେଇ ବିଜେଡିର ଥାନା ଆଗରେ ଧାରଣା ||   (17-Oct-2026)       ||      ସରସ୍ବତୀ ଶିଶୁମନ୍ଦିର ରେ ଅଭିଭାବକ ଓ ଅଭିଭାବିକା ଙ୍କ ବୈଠକ ଅନୁଷ୍ଠିତ |    (17-Oct-2026)       ||      କେଶପୁର ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -26 ଅନୁଷ୍ଠିତ ||   (16-Oct-2026)       ||      ହତ୍ୟା ମାମଲାରେ କୋଦଳା ଅତିରିକ୍ତ ଦୌରାଜଜ ଙ୍କ ଅଦାଲତ ରେ ଦୁଇ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ |    (16-Oct-2026)       ||      ଅଶାନ୍ତ ହିଞ୍ଜିଳି କଲେଜ କ୍ୟାମ୍ପସ, ଶପଥ ଗ୍ରହଣ ପୂର୍ବରୁ ଦୁଇଗୋଷ୍ଟି ଛାତ୍ର ମୁହାଁମୁହିଁ ||   (16-Oct-2026)       ||      10.754 କିଲୋ ଗଞ୍ଜେଇ ଜବତ ଘଟଣାରେ ତଦନ୍ତ କଲା କ୍ରାଇମ ବ୍ରାଞ୍ଚ    (16-Oct-2026)       ||      ପୋକ ସାଲୁବାଲୂ ଚାଉଳରେ ରନ୍ଧା ହେଉଛି ପିଲାଙ୍କ ମଧ୍ୟାହ୍ନ ଭୋଜନ |   (16-Oct-2026)       ||      ପୋଲସରା ରେ ବ୍ଳକ ସ୍ତରୀୟ ପୋଷଣ ମାସ-- 26 କାର୍ଯ୍ୟକ୍ରମ ଅନୁଷ୍ଠିତ |   (16-Oct-2026)       ||      ରାୟଗଡା ଜିଲ୍ଳାର ବିକାଶ ମୂଳକ ପ୍ରକଳ୍ପ ର ସମୀକ୍ଷା କଲେ ହସ୍ତତନ୍ତ ବୟନ ବିଭାଗ କମିଶନର |    (16-Oct-2026)       ||      ରାୟଗଡା ଜିଲ୍ଳାରେ ଜିଲ୍ଲା ସ୍ତରୀୟ ପୋଷଣ ମାହ ପାଳନ |   (16-Oct-2026)       ||      ରାୟଗଡା ଜିଲ୍ଲା ରେ ଜିଲ୍ଲା ସ୍ତରୀୟ ପୋଷଣ ମାହ ପାଳନ |   (16-Oct-2026)       ||      ସର୍ପ ଦଂଶନ ଯୋଗୁଁ ଯୁବ ଚାଷୀ ମୃତ ||   (16-Oct-2026)       ||      ଚମାଖଣ୍ଡି ହାଇସ୍କୁଲ ସାମ୍ନା ରେ ଦୁର୍ଘଟଣାରେ ଜଣେ ମୃତ ସହିତ 10ରୁ ଅଧିକ ବ୍ୟକ୍ତି ଆହାତ ||   (16-Oct-2026)       ||      ବେଢ଼ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -26 ଅନୁଷ୍ଠିତ |   (16-Oct-2026)       ||      ସମଲ ଉଚ୍ଚବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ |   (16-Oct-2026)       ||      ଛାତ୍ର ସଂସଦ ନିର୍ବାଚନ ରେ କୋଦଳା କଲେଜରେ ବିଜେଡି ଛାତ୍ର ଙ୍କ ବାଜିମାତ |   (16-Oct-2026)       ||      ମହିଳାଙ୍କ ଆର୍ଥିକ ସଶକ୍ତି କରଣ ନିମନ୍ତେ ଛତୁ ଚାଷ ତାଲିମ ଓ କର୍ମଶାଳା ଅନୁଷ୍ଠିତ |    (16-Oct-2026)       ||      ଆବାସିକ ସେବାଶ୍ରମ ପାର୍ସାଲିର ପ୍ରଧାନ ସେବକ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା |    (16-Oct-2026)       ||     

ରାଜ୍ୟ ବିଜେପିର 10 ସମ୍ପାଦକ ଙ୍କ ନାମ ଘୋଷିତ, ସେମଧ୍ୟରୁ ପୁରୁଷୋତ୍ତମପୁର ଏନଏସି ର ପୃଥ୍ଵୀରାଜ ମହାପାତ୍ର |

16-Oct-2025

ରାଜ୍ୟ ବିଜେପିର ନୂଆ ଟିମ୍ ଘୋଷଣା ୧୦ ଉପସଭାପତି, ୪ ସାଧାରଣ ସମ୍ପାଦକ10 ସମ୍ପାଦକ ଓ ଜଣେ କୋଷାଧକ୍ଷ ଏବଂ ଜଣେ ଯୁଗ୍ମ କୋଷାଧକ୍ଷ  ମନୋନୀତ |

ଓଡିଶା ଜନ ମତ ବ୍ୟୁରୋ,

(ପୁରୁଷୋତ୍ତମପୁର ବ୍ଲକର ଷ୍ଟେଟ ସମ୍ପାଦକ ହୋଇଛନ୍ତି  ପୃଥ୍ୱୀବି ରାଜ ମହାପାତ୍ର,

ରାଜ୍ୟ ବିଜେପିର ନୂଆ ଟିମ୍ ଘୋଷଣା । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ନୂଆ ଟିମ୍ ଘୋଷଣା କରାଯାଇଛି। ଏଥ୍ ରେ ୧୦ ଉପସଭାପତି ରହିଛନ୍ତି । ସେହି ପରି ୪ ଜଣ ସାଧାରଣ ସମ୍ପାଦକ, ୧୦ ଜଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ ଓ ଜଣେ ଯୁଗ୍ମ କୋଷାଧ୍ୟକ୍ଷଙ୍କ ନାମ ଘୋଷଣା କରାଯାଇଛି ।
ସେମାନଙ୍କ ମଧ୍ୟରେ ଷ୍ଟେଟ ସମ୍ପାଦକ ଭାବେ ପୁରୁଷୋତ୍ତମପୁର ଏନଏସି ର ପୃଥ୍ଵୀ ରାଜ ମହାପାତ୍ର  ସ୍ଥାନ ପାଇଛନ୍ତି | ସେ ବହୁପୂର୍ବରୁ ଘୁମୁସର ଜିଲ୍ଲା  ସଭାପତି ଓ ପରେ ଅନେକ ପଦ ପଦବୀ ରେ ରହିଛନ୍ତି |  ସେହିପରି ରାଜ୍ୟ ବିଜେପି କୃଷଜ ମୋର୍ଚ୍ଚାର ଉପ ସଭାପତି ପଦରେ ରହି ଦାଇତ୍ୱ କୁ ଠିକ ଭାବେ ତୁଲାଇ ପାରିଛନ୍ତି | 
ତେବେ ତାଙ୍କର ଏହି  ରାଜ୍ୟ  ସମ୍ପାଦକ ନାମ ଘୋଷଣା ହେବା ପରେଗଞ୍ଜାମ ଜିଲ୍ଲା ସହିତ ପୁରୁଷୋତ୍ତମପୁର ବ୍ଳକ ଓ ଏନଏସି ରେ ବିଜେପି ର ନେତା ଏବଂ କର୍ମୀ ଙ୍କ ମହଲ ରେ ଖୁସିର ଲହରୀ ଖେଳି ଯାଇଛି | 
ଆଗାମୀ ଦିନରେ  ଗଞ୍ଜାମ ଜିଲ୍ଲରେ ବିଜେପି ର ବିଭିନ୍ନ
ଉର୍ନ୍ନତି ମୂଳକ କାର୍ଯ୍ୟ, ସଙ୍ଘଠନ ହେବାସହ  ବହୁତ  ନୁଆଁ କାର୍ଯ୍ୟ ହୋଇ ପାରିବ ବୋଲି  ନେତା, କର୍ମୀ ଓ ଜନ ସାଧାରଣ ଆଶାବାଦୀ ହୋଇ ରହିଛନ୍ତି | ତେବେ ପୂର୍ବରୁ ଦଳୀୟ ସଙ୍ଘଠନ କରିବା ସେ ବହୁତ ମାହିର ଅଟନ୍ତି | ତେଣୁ ରାଜ୍ୟ ସଭାପତି ମନ ମୋହନ ସାମଲ ଙ୍କ ଉପସ୍ଥିତି ରେ ଘୋଷଣା ହୋଇ ଥିବା ଏହି   ଟିମ ରେ ପୃଥ୍ଵୀରାଜ ମହାପାତ୍ର ଙ୍କୁ ନେଇଥିବାରୁ ସେ ମାନ୍ୟବର ମୁଖ୍ୟମନ୍ତ୍ରୀ  ରାଜ୍ୟ ସଭାପତି ଏବଂ ସମସ୍ତ ମନ୍ତ୍ରୀ ବିଧାୟକ, ଦଳୀୟ ନେତା, କର୍ମୀ ସମସ୍ତଙ୍କୁ  କୃତଜ୍ଞତା ଜଣାଇ ଛନ୍ତି |

News Comment

You Might Also Like

BACK TO TOP