Breaking News

ରାୟଗଡା ଜିଲ୍ଲା 326ନଂ ଜାତୀୟ ରାଜପଥ ଗୁମ୍ମା ଘାଟିରେ ଭୟଙ୍କର ସଡ଼କ ଦୁର୍ଘଟଣା |   (17-Oct-2026)       ||      ଦୁର୍ଗାପୂଜା ପାଇଁ ଉତ୍ସବ ମୁଖର ଓ ଚଳ ଚଞ୍ଚଳ କଲ୍ୟାଣସିଂହ ପୁର ସହର |    (17-Oct-2026)       ||      ହିଞ୍ଜିଳି କଲେଜ ଗଣ୍ଡଗୋଳ କୁ ନେଇ ବିଜେଡିର ଥାନା ଆଗରେ ଧାରଣା ||   (17-Oct-2026)       ||      ସରସ୍ବତୀ ଶିଶୁମନ୍ଦିର ରେ ଅଭିଭାବକ ଓ ଅଭିଭାବିକା ଙ୍କ ବୈଠକ ଅନୁଷ୍ଠିତ |    (17-Oct-2026)       ||      କେଶପୁର ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -26 ଅନୁଷ୍ଠିତ ||   (16-Oct-2026)       ||      ହତ୍ୟା ମାମଲାରେ କୋଦଳା ଅତିରିକ୍ତ ଦୌରାଜଜ ଙ୍କ ଅଦାଲତ ରେ ଦୁଇ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ |    (16-Oct-2026)       ||      ଅଶାନ୍ତ ହିଞ୍ଜିଳି କଲେଜ କ୍ୟାମ୍ପସ, ଶପଥ ଗ୍ରହଣ ପୂର୍ବରୁ ଦୁଇଗୋଷ୍ଟି ଛାତ୍ର ମୁହାଁମୁହିଁ ||   (16-Oct-2026)       ||      10.754 କିଲୋ ଗଞ୍ଜେଇ ଜବତ ଘଟଣାରେ ତଦନ୍ତ କଲା କ୍ରାଇମ ବ୍ରାଞ୍ଚ    (16-Oct-2026)       ||      ପୋକ ସାଲୁବାଲୂ ଚାଉଳରେ ରନ୍ଧା ହେଉଛି ପିଲାଙ୍କ ମଧ୍ୟାହ୍ନ ଭୋଜନ |   (16-Oct-2026)       ||      ପୋଲସରା ରେ ବ୍ଳକ ସ୍ତରୀୟ ପୋଷଣ ମାସ-- 26 କାର୍ଯ୍ୟକ୍ରମ ଅନୁଷ୍ଠିତ |   (16-Oct-2026)       ||      ରାୟଗଡା ଜିଲ୍ଳାର ବିକାଶ ମୂଳକ ପ୍ରକଳ୍ପ ର ସମୀକ୍ଷା କଲେ ହସ୍ତତନ୍ତ ବୟନ ବିଭାଗ କମିଶନର |    (16-Oct-2026)       ||      ରାୟଗଡା ଜିଲ୍ଳାରେ ଜିଲ୍ଲା ସ୍ତରୀୟ ପୋଷଣ ମାହ ପାଳନ |   (16-Oct-2026)       ||      ରାୟଗଡା ଜିଲ୍ଲା ରେ ଜିଲ୍ଲା ସ୍ତରୀୟ ପୋଷଣ ମାହ ପାଳନ |   (16-Oct-2026)       ||      ସର୍ପ ଦଂଶନ ଯୋଗୁଁ ଯୁବ ଚାଷୀ ମୃତ ||   (16-Oct-2026)       ||      ଚମାଖଣ୍ଡି ହାଇସ୍କୁଲ ସାମ୍ନା ରେ ଦୁର୍ଘଟଣାରେ ଜଣେ ମୃତ ସହିତ 10ରୁ ଅଧିକ ବ୍ୟକ୍ତି ଆହାତ ||   (16-Oct-2026)       ||      ବେଢ଼ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -26 ଅନୁଷ୍ଠିତ |   (16-Oct-2026)       ||      ସମଲ ଉଚ୍ଚବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ |   (16-Oct-2026)       ||      ଛାତ୍ର ସଂସଦ ନିର୍ବାଚନ ରେ କୋଦଳା କଲେଜରେ ବିଜେଡି ଛାତ୍ର ଙ୍କ ବାଜିମାତ |   (16-Oct-2026)       ||      ମହିଳାଙ୍କ ଆର୍ଥିକ ସଶକ୍ତି କରଣ ନିମନ୍ତେ ଛତୁ ଚାଷ ତାଲିମ ଓ କର୍ମଶାଳା ଅନୁଷ୍ଠିତ |    (16-Oct-2026)       ||      ଆବାସିକ ସେବାଶ୍ରମ ପାର୍ସାଲିର ପ୍ରଧାନ ସେବକ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା |    (16-Oct-2026)       ||     

ଗାଁ ରାସ୍ତାରେ ହାତୀକୁ ଦେଖି ଲୋକେ ଭୟଭୀତ ||

17-Oct-2025

ଲୋକେ ଭୟଭୀତ, ଗାଁ ରାସ୍ତାରେ ହାତୀ,

        ଓଡିଶା ଜନ ମତ ବ୍ୟୁରୋ,

ଆମ ରାଜ୍ୟର କିଛି ଜିଲ୍ଲରେ ହାତୀ ଉପଦ୍ରଵ ବଢ଼ିବାରେ ଲାଗିଛି | କେଉଁଠି ଲୋକମାନେ ହାତୀ ଙ୍କୁ ମାରିଦେଉଥିଲା ବେଳେ କେଉଁଠି ହାତୀଙ୍କ ଉପଦ୍ରଵ ରେ ଲୋକେ ଘରଛାଡି ଅନ୍ୟତ୍ର ଚାଲିଯାଉଛନ୍ତି ଅବା ସେମାନଙ୍କ ଆକ୍ରମାଣ  ରେ ମୃତ୍ୟୁ ବରଣ କରୁଛନ୍ତି | ତେବେ ସହର ରାସ୍ତାରେ ବଣୁଆ ହାତୀ କୁ ଦେଖି ଲୋକେ ଭୟ ଭିତ ହୋଇ ପଡିଛନ୍ତି | ସେପରି ଏକ ଘଟଣା ଘଟିଛି ଖୋର୍ଦ୍ଧା ଜିଲା ଟାଙ୍ଗୀବନାଞ୍ଚଳରେ  | ଦିନକୁ ଦିନ ହାତୀଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି। ଏହି ହାତୀପଲ ଖାଦ୍ୟ ସନ୍ଧାନରେ ଆସି ଗାଁ ମୁହାଁ ହୋଇ କେତେ ବେଳେ ହାତୀର  ଜୀବନ ଯାଉଛି ତ କେତେବେଳେ ମଣିଷର ଜୀବନ ଯାଉଛି ।  ତେଣୁ ଏହି ହାତୀପଲ ଦେଖିବାକୁ  ମିଳିଛି। ଏଭଳି ଦୃଶ୍ୟ ଉକ୍ତ ହାତୀ ଘଉଡ଼ାଇ ବାରେ ବନ ବିଭାଗ ବିଫଳ ରହିଥ‌ିବା ଦେଖୁବା  ମିଳୁଛି | ବନାଞ୍ଚଳ ଅଧୀନରେ ଥିବା ଟାଙ୍କୋଳ ପଞ୍ଚାୟତରେ ଗୁରୁବାର ଏପରି ଘଟଣା ଦେଖିବାକୁ ମିଳିଛି। ଆଜି ଅପରାହ୍ନରେ ଗୋଟେ ଦନ୍ତା ହାତୀ ଉକ୍ତ ଅଞ୍ଚଳ ରାସ୍ତା ଉପରେ ବୁଲୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଲୋକେ  ରୁଣ୍ଡ ହୋଇ ହୋ-ହଲ୍ଲା କରିବାରୁ ହାତୀଟି ସେଠାରେ ଥିବା ମା’ ତାରା ଦେବୀଙ୍କ ମନ୍ଦିର ପଛପାଖରେ ରହିଯାଇଛି। ଯାହାଯୋଗୁ ଆଜି ଉକ୍ତ ଅଞ୍ଚଳରେ ଏକ ପ୍ରକାର ଭୟ ଓ ଆଶଙ୍କା ଲୋକମାନଙ୍କ ମଧ୍ୟରେ ଦେଖୁବାକୁ ମିଳିଛି। ଏନେଇ ଟାଙ୍ଗୀ ବନାଞ୍ଚଳ ଅଧିକାରୀ ଦେବାଶିଷ ଭୋଇଙ୍କୁ ପଚାରିବାରୁ ବର୍ଷ ମାନ ଟାଙ୍ଗୀ ଅଞ୍ଚଳ ରେ ୧୮ ଟି ହାତୀ ରହିଛନ୍ତି । ୧୭ଟି ନାଲସିଂହ ଅଞ୍ଚଳରେ ରହିଥିଲା ବେଳେ ଟାଙ୍କୋଳରେ ଗୋଟିଏ ହାତୀ ରହିଛି ବୋଲି ସେ ସୂଚନା ଦେଇଛନ୍ତି | ତେବେ  ହାତୀ ମାନଙ୍କୁ ଘଉଡ଼େଇବା ପାଈଁ ବନ ବିଭାଗ ବ୍ୟବସ୍ତା କରୁଛନ୍ତି ବୋଲି ବନ ବିଭାଗ  କହିଛି |

News Comment

You Might Also Like

BACK TO TOP