Breaking News

ଗଞ୍ଜେଇ ଜବତ ସହ ତିନି ଜଣଙ୍କୁ କୋର୍ଟ ଚାଲାଣ କଲା ହିଞ୍ଜିଳି ପୋଲିସ |    (12-Oct-2026)       ||      ବସ କଣ୍ଡକ୍ଟର କୁ ମରଣା ନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେମେଡିକାଲ ରେ ଭର୍ତ୍ତି |   (12-Oct-2026)       ||      ନାଇଟ ଶୋର ଦାଣ୍ଡିଆ ନୃତ୍ୟ ରେ ନାଚିଲେ ଦର୍ଶକ |   (12-Oct-2026)       ||      ଫୋଟ ଗ୍ରାଫର ଅଶୋକ ରଥ ନେସନ ବିଲଡର ଆୱାର୍ଡ ରେ ସାମ୍ନାନୀତ |   (12-Oct-2026)       ||      ଦିଗାପଡା --ଢାମଣାଖୋଲ ରାସ୍ତା ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ |   (12-Oct-2026)       ||      କେବେ ସୁଧୁରିବ ଡେ଼ମା ଗୁଡ଼ି ରାସ୍ତା, ଏବେବି ଭାରରେ ବୁହା ହେଉଛନ୍ତି ରୋଗୀ |    (12-Oct-2026)       ||      10ଦଫା ଦାବି ନେଇ ଗର୍ଜିଲେ ଅଙ୍ଗନୱାଡି କର୍ମୀ ଓ ସହାୟିକା |    (12-Oct-2026)       ||      ପୋଲସରା ପଞ୍ଚାୟତ ସମିତି ରେ ଜିଲ୍ଲପାଳ ଓ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ |    (12-Oct-2026)       ||      ବେଲକଣା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |   (12-Oct-2026)       ||      ବରଗଡ଼ ରେ ରାଜ୍ୟପାଳ ଙ୍କ ଦ୍ୱାରା ବୋଇଁ ସୁକନ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ |    (12-Oct-2026)       ||      ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||      ଅସୁର କ୍ଷିତ ପ୍ରାଥମିକ ବିଦ୍ୟାଳୟ ପାଲଟିଛି ଅସମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀ ||   (11-Oct-2026)       ||      ବଜ୍ର କାପ୍ତା ଖପୁରି ବିକ୍ରିବେଳେ ତିନି ଜଣଙ୍କୁ ଗିରଫ କଲା ବନ ଭିଭାଗ |   (11-Oct-2026)       ||      କୁମାରୀ ପାରିରେ ବିଜେପିର ମାଗଣା ସ୍ୱାସ୍ଥ୍ୟ ଶିବିର ରେ ବିଧାୟକ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କଲେ |   (11-Oct-2026)       ||      ସାତନଳ ଠାରେ "ସ୍ୱଛତ୍ତ୍ୱ ରୁ ଦିବ୍ୟତ୍ବ ` ଏବଂ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ |    (11-Oct-2026)       ||      ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିୟନ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ||   (11-Oct-2026)       ||      ରଙ୍ଗେଲ ଗୁଣ୍ଡା ମସ୍ତ୍ୟ ବିଜ୍ଞାନ ମହା ବିଦ୍ୟାଳୟ ରେ ଛାତ୍ର, ଛାତ୍ରୀ ଙ୍କ ନିମନ୍ତେ ସାମଗ୍ରୀକ ବିକାଶ କାର୍ଯ୍ୟକ୍ରମ |   (11-Oct-2026)       ||      ଦୁର୍ଗା ପୂଜାରେ ନୁଆଁ ଚମକ, ପଦ୍ମପୁର ରାଜବାଟି ରେ ସାଢ଼େ 6କେଜି ରୁପାରେ ତିଆରି ମୁକୁଟ ପିନ୍ଧିବେ ଦେବୀ |   (11-Oct-2026)       ||      ଲଉଡ଼ିଦର୍ହା କୁମାର ପୂର୍ଣ୍ଣିମା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ |   (10-Oct-2026)       ||     

ବାତ୍ୟା ପାଇଁ ଭୟଭୀତ ନହେବା ପାଇଁଜନସାଧାରଣ ଙ୍କୁ ନବୀନ ପଟନାୟକ ଙ୍କ ବାର୍ତ୍ତା, |

28-Oct-2025

ଆସୁଥିବା ବାତ୍ୟା ମୋନ୍ଥାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଙ୍କ  ଜନସାଧାରଣ ଉଦେଶ୍ୟରେ ବାର୍ତ୍ତା,

    ଓଡିଶା ଜନ ମତ ବ୍ୟୁରୋ,

ବର୍ତ୍ତମାନ ଆସୁଥିବା ବାତ୍ୟା ମୋନ୍ଥା କୁ ନେଇ ଓଡ଼ିଶାର ସାଢ଼େ ଚାରିକୋଟି ଓଡ଼ିଆ ବାସି ଙ୍କୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏବର ବିରୋଧୀ ଦଳ ନେତା ନବୀନ ପଟନାୟକ ଙ୍କ ବାର୍ତ୍ତା | ଆପଣ ମାନେ        ଭୟଭୀତ ହୁଅନ୍ତୁ ନାହିଁ | ଆଗରୁ ଆମେ ଏହାଠାରୁ ବହୁ ଶକ୍ତିଶାଳୀ ବାତ୍ୟାର ମୁକାବିଲା ସମସ୍ତେ ମିଶି କରିଛେ | ସେଥିପାଇଁ ଅନ୍ୟନ୍ୟ ଦେଶରୁ ଓଡିଶା କୁ ବାତ୍ୟା ମୁକାବିଲା କରିବା କ୍ଷେତ୍ରରେ ପ୍ରଶଂସା ମିଳିଛି | ତେଣୁ ସମସ୍ତ ଅନୁରୋଧ କରି କହିଛନ୍ତି ଯେ ଯେଉଁ ଅଞ୍ଚଳ ର ଲୋକମାନେ ଏହି ବାତ୍ୟାରେ ଅସୁବିଧା ଅବସ୍ଥାରେ ରହିଛନ୍ତି ସେମାନଙ୍କ ପାଖରେ ପହଞ୍ଚି ତାଙ୍କୁ ସାହାଯ୍ୟ ଏବଂ ସହଯୋଗ କରନ୍ତୁ | ଯାହାଦ୍ୱାରା ବିପଦରେ ପଡ଼ିଥିବା କିମ୍ବା ଅସୁବିଧାରେ ଥିବା ବ୍ୟକ୍ରି ମାନେତୁମର ଉପସ୍ଥିତି ଦେଖି ସେମାନଙ୍କ ଅଧିକାଂଶ ଦୁଃଖ ଭୁଲିଯିବେ | ତେଣୁ ସମସ୍ତ ନେତା, କର୍ମୀ ମାନେ ବାତ୍ୟା  ପ୍ରଭାବିତ ବ୍ୟକ୍ତିଙ୍କପାଖରେ ପହଞ୍ଚି ତାଙ୍କ ଦୁଃଖ ସମୟରେ ସାହାଯ୍ୟ ଓସହଯୋଗ କରନ୍ତୁ  | ଓ ପ୍ରଶାସନ କୁପୂର୍ଣ୍ଣ ମାତ୍ର ରେ ସହଯୋଗ କରନ୍ତୁ ବୋଲି ନବୀନ ପଟନାୟକ ଏକ ବାର୍ତ୍ତା ମାଧ୍ୟମ ରେ କହିଛନ୍ତି | ସେ ଆହୁରି କହିଛନ୍ତି ଯେ ଏହା ଆଗରୁ ଆମେ କେତେ, କେତେବଡ଼ ବାତ୍ୟାର  ସଫଳ ମୁକାବିଲା କରି ଲୋକଙ୍କୁ ସମସ୍ତ ପ୍ରକାର ଆସୁ ସାହାଯ୍ୟ ସହଯୋଗ କରିଛେ | ତେଣୁ ଏହି  ବାତ୍ୟାକୁ ଦେଖି, ଭୟଭୀତ ଓ ଧୈର୍ଯ୍ୟହରା ହୁଅନ୍ତୁ ନାହିଁ | ପ୍ରଭୁ ଜଗନ୍ନାଥ ଙ୍କୁ ସ୍ମରଣ କରନ୍ତୁ ସେହିଁ ଏହି ସବୁ ବିପତି ରୁ ଉଦ୍ଧାର କରିବେ | ତଥାପି ତୁମେ ଭରସା ରଖ |  ଆମେ ସମସ୍ତେ ତୁମ ପାଖରେ  ଅଛୁ ବୋଲି ଏକ ବାର୍ତ୍ତା ଟିଭି ଓ ସୋସି ଆଲ ମିଡ଼ିଆ ରେ  ପୋଷ୍ଟ କରିଛନ୍ତି | ସମସ୍ତେ ଭଲରେ ରୁହନ୍ତୁ ମୋର ଜଗନ୍ନାଥ ଙ୍କ ପାଖରେ  ଏତିକି ପାର୍ଥନା ବୋଲି କହି ଜୟଜଗନ୍ନାଥ, ବନ୍ଦେ ଉତ୍କଳ ଜନନୀ ବୋଲି କହିଛନ୍ତି |

News Comment

You Might Also Like

BACK TO TOP