Breaking News

ବ୍ରହ୍ମପୁର ମହାନଗର ନିଗମ ଅଫିସ ଆଗରେ ବକେୟା ବିଲ ପାଇବା ଦାବିରେ ଠିକାଦାର ମାନଙ୍କ ଧାରଣା |   (07-Aug-2026)       ||      ମାଇକ୍ରୋ ଫାଇନାନ୍ସ କମ୍ପାନୀ ବିରୁଦ୍ଧରେ କ୍ଷତିଗ୍ରସ୍ତ ଜମାକାରୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର |   (07-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ ରେ ପାଦେରୀ ପଡା ଓ ଶୁଣ୍ଡରୁ ମିଲା ଦଳ ବିଜୟୀ |   (07-Aug-2026)       ||      ଅଭିନେତ୍ରୀ ତ୍ରିଶା ଙ୍କୁ କଟୁ ଦିଅର୍ଥ ବୋଧକ ଶବ୍ଦ କହିବା ଉଦୟ ନିଧି ଷ୍ଟାଲିନ ଙ୍କୁ ମହିଳା ମାନେ କଲେ କଟୁ ସମାଲୋଚନା |   (07-Aug-2026)       ||      ନୁଆଁ ଖାଇ ପାଇଁ ବଲାଙ୍ଗୀର ଜିଲ୍ଳାରେ ଆରମ୍ଭ ହେଲା ଲଗ୍ନ ଦେଖା    (07-Aug-2026)       ||      ଜୁଆ ଖେଳ ଉପରେ ପୋଲିସ ର ଚଢ଼ାଉ 7 ଅଭିଯୁକ୍ତ ସହ, ଟଙ୍କା, ମୋବାଇଲ ଓ ବାଇକ ଜବତ ||   (07-Aug-2026)       ||      ଖଲ୍ଲିକୋଟ ପାଚିକା ସହାୟିକା ଙ୍କ ତାଲିମ ଶିବିର ଅନୁଷ୍ଠିତ!|    (07-Aug-2026)       ||      ଗୁଆଳି ପୁର ଗ୍ରାମର ଶତାୟୁ ବ୍ୟକ୍ତିଙ୍କ ପରଲୋକ |    (07-Aug-2026)       ||      ଜଣେ ଅଭିଯୁକ୍ତ ଅପିଲ କୁ ନେଇ ହାଇକୋର୍ଟ ଙ୍କ ଅଭିମୁଖ୍ୟ ନେଇ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମକୋର୍ଟ |    (07-Aug-2026)       ||      ଆର ଉଦୟଗିରି ପୋଲିସ ଦ୍ୱାରା 251 କେଜି ଗଂଜେଇ ସହ ଦୁଇ ଅଭିଯୁକ୍ତ ଗିରଫ |   (06-Aug-2026)       ||      ଦ୍ଇ ଜଣ ସନ୍ଦେହୀ ଯୁବକଙ୍କ ଠାରୁ ଦୁଇ ଦେଶୀ ପିସ୍ତଲ, ଗୁଳି ଓ ଅଭିଯୁକ୍ତ ଙ୍କୁ ଗିରଫ କଲା ବେଲଙ୍ଗା ପୋଲିସ |   (06-Aug-2026)       ||      ବାଲିପଦର ପୋଲିସ କୁ ବଡ଼ ସଫଳତା, ଦେଶୀ ବନ୍ଧୁକ କାରଖାନା ରୁ ସରଞ୍ଜାମ,ଦୁଇବନ୍ଧୁକଓ ଦୁଇବ୍ୟକ୍ତି ଗିରଫ |    (06-Aug-2026)       ||      ସଂସ୍କୃତି ଅନୁଷ୍ଠାନ ର ନୂତନ କାର୍ଯ୍ୟକାରିଣୀ ଗଠନ, ସରସ୍ୱତୀ ହେଲେ ସଭନେତ୍ରୀ |   (06-Aug-2026)       ||      ପଞ୍ଜିକୃତଚାଷୀ,ସମବାୟ ବ୍ୟଙ୍କ ରୁ ଋଣ ନେଇଥିବା ଚାଷୀ ମିଳୁଛି ସାର, ଅନ୍ୟଚାଷୀଙ୍କୁ ନାହିଁ |   (06-Aug-2026)       ||      ବାଲିଗୁଡା ଓ ସିପାଞ୍ଜିରୀ ଦଳ ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନ ସିପ ରେ ବିଜୟୀ |   (06-Aug-2026)       ||      ମ ରାମ ପୁର ରେ ବିଜେପି ମଣ୍ଡଳ ଉପ ସଭାପତି ଙ୍କୁ ନିର୍ମମ ହତ୍ୟା    (06-Aug-2026)       ||      କଲ୍ୟାଣ ସିଂହ ପୁର ଗାଁରେ ପଶିଲେ ଦୁଇ ହାତୀ ବ୍ୟାପକ କଲେ କ୍ଷୟ କ୍ଷତି ||   (06-Aug-2026)       ||      ଆରପାରିରେ ଗଜନୀ ର ଖଳନାୟକ ତଥା ମହାଭାରତ ର ଅଶ୍ୱସ୍ତମା ପ୍ରଦୀପ ରାୱାତ |    (06-Aug-2026)       ||      ସ୍କୁଲ କାନ୍ଥ ଭୁଷୁଡ଼ି 2ଛାତ୍ର ଗୁରତର , ମେଡିକାଲ ରେ ଚିକିତ୍ସିତ |   (06-Aug-2026)       ||      ଖଡ଼ିଆଳ ରାଜସ୍ବ ସହାୟକ ଙ୍କ ଉପରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ନେଲେ ଜିଲ୍ଲା ପାଳ ||   (06-Aug-2026)       ||     

ସାତ ପଡ଼ାରୁ ଜହ୍ନିକୁଦା କୁ ଯାଉଥିବା ଯାତ୍ରୀ ବାହି ଡ଼ଙ୍ଗା ଟି ଚିଲିକା ମଝିରର ଅଟକି ଗଲା |

06-Nov-2025

ସାତ ପଡ଼ାରୁ ଜହ୍ନି କୁଦା ଯାଉଥିଲା ବେଳେ ଚିଲିକା ମଝିରେ ୨ ଘଣ୍ଟା ଫସିଲା ଯାତ୍ରୀବାହୀ ଡଙ୍ଗା,

     ଓଡିଶା ଜନ ମତ ବ୍ୟୁରୋ,

ଚିଲିକାର ନୀଳ ଜଳରାଶି ମଧ୍ୟରେ ପାଣି ମଝିରେ ଯାତାୟାତ ନିମନ୍ତେ ଲୋକଙ୍କ ପାଇଁ ଡ଼ଙ୍ଗା ହିଁ ଏକୁଳରୁ ସେକୁଳକୁ ଯିବା ନିମନ୍ତେ ପ୍ରକୃତ ମାଧ୍ୟମ ଅଟେ | ନିଜର କର୍ମଯିବି ଜୀବନ ଜାପାନ ପାଇଁ ଲୋକମାନେ ସବୁ କାର୍ଯ୍ୟରେ ଡଙ୍ଗାରେ ବସି ବିଭିନ୍ନ ସ୍ଥାନକୁ ଯାଉଥାନ୍ତି | ତେବେ କିଛି ଯାତ୍ରୀଙ୍କୁ ଧରି   ଡଙ୍ଗାଟିଏ ବ୍ରହ୍ମଗିରୀରୁ ଜହ୍ନି କୁଦା ଅଭିମୁଖେ ଯାଉଥିବା ବେଳେ ଚିଲିକା ମଝିରେ  ୨ ଘଣ୍ଟା ଧରି  ଫସି ଯାଇଥିଲା। ଯାନ୍ତ୍ରିକ ତ୍ରୁଟି ଯୋଗୁ ଏପରି ଅଚଳାବସ୍ଥା ହୋଇଥିଲା।  ସକାଳ ୭ଟାରେ ଉକ୍ତ ଡଙ୍ଗାଟି ସାତପଡ଼ାରୁ ଜହ୍ନିକୁଦାକୁ ଯାଉଥିଲା ବେଳେ ମହିଁଷାକୁଦ ନିକଟରେପାଣି ମଝିରେ ୩୦ରୁ ଊର୍ଦ୍ଧ୍ବ ଯାତ୍ରୀ ଓ ୧୦ ବାଇକ୍ ନେଇ ଯାଉଥିବା ଡଙ୍ଗାରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେବାରୁ ଚିଲିକା ମଝିରେ ଅଟକି ରହିଥିଲା। ମେସିନ୍ ସ୍ଲାବ୍ ଫାଟି ଯିବାରୁ ଡଙ୍ଗାଟି ଅଟକି ରହିଥିବା କୁହାଯାଉଛି ଚାଳକ ମରାମତି କରିଥିଲେ ମଧ୍ୟ ଯାତ୍ରୀମାନେ ଦୀର୍ଘ ୨ ଘଣ୍ଟା ଚିଲିକା ମଝିରେ ଅଟକି ରହିବାରୁ ଆତଙ୍କିତ ହୋଇପଡ଼ି ଥିଲେ। ପରେ ଅନ୍ୟ ଏକ ଡଙ୍ଗାରେ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଥିଲା। ତେବେ ଯାତ୍ରୀ ମାନେ ସୁରୁଖୁରୁରେ ଜହ୍ନି କୁଦା ରେ ପହଞ୍ଚି ଛନ୍ତି  |

News Comment

You Might Also Like

BACK TO TOP