Breaking News

3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||      ଗୋଳିଆ ପାଣି ଭରସା ରେ ବେତ ବାଡ଼ି ବାସି |    (05-Oct-2026)       ||      କଲଭର୍ଟ ରାସ୍ତାରେ ବିରାଟ ଗର୍ତ୍ତ, ବିପଦ ରେ ସହ ସହ ଛାତ୍ର ଛାତ୍ରୀ,|    (05-Oct-2026)       ||      ସାହିତ୍ୟ ସନ୍ଧ୍ୟାର ନୂତନ କର୍ମକର୍ତ୍ତା ଚୟନ ଓ ସମ୍ପନ୍ନ |   (05-Oct-2026)       ||      ହୃଦରୋଗ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର |    (05-Oct-2026)       ||      ବାଲି ଚୋରା ଚାଲାଣ ଅଭିଯୋଗ ରେ ପାଇକମାଳ ପୋଲିସ ଦ୍ୱାରା ଜଣକୁ ଗିରଫ ସହ ବାଲି ହାଇୱା ଜବତ କଲା |    (05-Oct-2026)       ||      ଛତ୍ରପୁର ରେ ଅବସର ପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଙ୍କ ଦ୍ୱାଦଶାହ କାର୍ଯ୍ୟ ପାଳିତ |   (05-Oct-2026)       ||     

ପୋଲସରା ଧନେଇ ଘାଇର ଜଳସ୍ତର ବୃଦ୍ଧି ପାଇଁ ଚାଷୀ ମୁଲିଆ ସଙ୍ଘର ତହସିଲ ଅଫିସ ଘେରାଉ |

14-Nov-2025

ଧନେଇ ଘାଇର ଜଳସ୍ତର ବୃଦ୍ଧିରେ କ୍ଷତିଗ୍ରସ୍ତ ଚାଷୀଙ୍କ  ପାଇଁ ତହସିଲ୍ ଘେରାଉ କଲା ଚାଷୀ ମୂଲିଆ ସଂଘ। 

ଓଡିଶା ଜନମତ, ସନ୍ତୋଷ କୁମାର ପଣ୍ଡା 
ପୋଲସରା, ତା.୧୪. ୧୧. ୨୫ 

ରିଖ ଅଲ୍ ଇଣ୍ଡିଆ ଖେତ୍ ମଜଦୂର କିଷାନ ସଭା (AIKMKS) ସହ ଅନୁବନ୍ଧିତ ଚାଷୀ ମୁଲିଆ ସଂଘ ପୋଲସରା ବ୍ଲକ କମିଟି ପକ୍ଷରୁ ୭ ଦଫା ଦାବି ପତ୍ର ପୋଲସରା ତହସିଲଦାରଙ୍କ ଜରିଆରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ସୂଚନା ଯୋଗ୍ୟ ଯେ, ମୋନ୍ଥା ବାତ୍ୟାରେ ଧନେଇ ଘାଇର ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ଗୋଚ୍ଛାବାଡ଼ି ଓ ପାଣ୍ଡ୍ରିରି ପଡ଼ାପଞ୍ଚାୟତରଭାଲିଆମାଳ,ଗୋଛାବାଡ଼ି,ଜୋକବନ୍ଧ

,ଲଣିଆପଡା, ଇଚ୍ଛାପୁର, ରତନେଇ ଆଦି ପାଞ୍ଚ ଗ୍ରାମର ଦଳିତ ଆଦିବାସୀ ଗରିବ ପରିବାରର ଶହ ଶହ ଏକର ପାଚିଲା ଧାନ ପାଣିରେ ବୁଡି ନଷ୍ଟ ହେବା ଶହ ସମ୍ପୂର୍ଣ୍ଣ ଚାଷ ଜମି ଜଳମଗ୍ନ ହୋଇଯାଇଛି। ବାତ୍ୟା ଆସିବା ପୂର୍ବରୁ କୌଣସି ଡାକବାଜି ଯନ୍ତ୍ର ଦ୍ୱାରା ସୂଚନା ଦିଆଯାଇନଥିଲା କିମ୍ବା ଧନେଇ ଘାଇର ଜଳସ୍ତର ବୃଦ୍ଧି ହେଉଥିବା ଦେଖି ଧନେଇ ଘାଇର ମୁଖ୍ୟ ଗେଟ ଜାଣିଶୁଣି ଖୋଲା ଗଲା ନାହିଁ। ଯାହାଦ୍ୱାରା ଜଳସ୍ତର ବଢ଼ି ଚାଷୀର ବର୍ଷ ଯାକର ପାଚିଲା ଧାନ ଫସଲ ପାଣିରେ ବୁଡି ନଷ୍ଟ ହୋଇଗଲା ବୋଲି ଚାଷୀ ମୂଲିଆ ସଂଘର ଜିଲ୍ଲା ସଭାପତି ଅବନୀ ଗୟା ଅଭିଯୋଗ କରିଛନ୍ତି। ସେହିଭଳି ରାଜ୍ୟ ସମ୍ପାଦକ ନିରାକାର ନାୟକ  ଅଭିଯୋଗ କରିଛନ୍ତି ଯେ, ଧନେଇ ଘାଇର ଚାରି ପାର୍ଶ୍ୱରେ ଥିବା ପାଞ୍ଚ ଖଣ୍ଡ ଗ୍ରାମର ଆଦିବାସୀ ଭୂମିହୀନ ପରିବାର ସେହି ଜମିରେ ଦୀର୍ଘ  ଦେଢ଼ ଶହ ବର୍ଷ ଧରି ଜଳ ସେଚନ ବିଭାଗ ଜମିରେ ଚାଷ କରି ଆସୁଥିଲେ l ବର୍ତ୍ତମାନ ସେହି ଜମି ଜଳ ମଗ୍ନ ହୋଇଯିବାରୁ ଉକ୍ତ ପାଞ୍ଚ ଖଣ୍ଡ ଗ୍ରାମର ଭୂମିହୀନ ପରିବାର ଜମିହରା ହୋଇଗଲେ ସେମାନଙ୍କୁ ତୁରନ୍ତ ଜମି ପ୍ରଦାନ କରାଯାଉ ଏବଂ ଧାନ ଫସଲ ନଷ୍ଟର କ୍ଷତିପୂରଣ ଅବିଳମ୍ବେ ଦିଆଯାଉ ନଚେତ ଆଗାମୀ ଦିନରେ ତହସିଲ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଅହୋରାତ୍ର  ଗଣଧାରଣା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି। ଏତଦ୍ ସହ ଜଙ୍ଗଲ ଅଧିକାର ଆଇନ ଦ୍ୱାରା ଜଙ୍ଗଲ ଜମିର ପଟ୍ଟା ଦେବା, ବାସଗୃହର ପଟ୍ଟା ଦେବା ,ଗାଁ ଗାଁରେ ପକ୍କା ରାସ୍ତା ନିର୍ମାଣ କରିବା, ଜମିରେ ଜଳସେଚନ କରିବା ପାଇଁ ମାନବାଧିକାର ସୁରକ୍ଷା ମଞ୍ଚର ଉପ ସଭାପତି ସୁରେନ୍ଦ୍ର ନାଥ ପଣ୍ଡା, ଚାଷୀ ମୂଲିଆ ସଂଘର ଜିଲ୍ଲା ସମ୍ପାଦକ ରଞ୍ଜନ ଶବର, କାର୍ଯ୍ୟକାରୀ ସଭାପତି ନିରଞ୍ଜନ ଶବର, ଅଲ ଇଣ୍ଡିଆ ଷ୍ଟୁଡେଣ୍ଟ୍ ୟୁଥ ଅର୍ଗାନାଇଜସନ ଜିଲ୍ଲା ଆବାହକ ଲଡ଼ୁ ଶବର,ଅଲ ଇଣ୍ଡିଆ ଫେଡେରେସନ୍ ଅଫ ଟ୍ରେଡ଼ ୟୁନିୟନ ଜିଲ୍ଲା ଆବାହକ ପବନା, ଗୋଚ୍ଛାବାଡ଼ି ପଂଚାୟତ ସମିତି ସଭ୍ୟା ସୁକାନ୍ତି ଶବର, ଚାଷୀ ମୂଲିଆ ସଂଘର ବ୍ଲକ କମିଟି ଉଆଳି ଶବର, କମଳା ବେହେରା,ବାବୁଲା ନାଇକ, ପିତର ଶବର ପ୍ରମୁଖ ବକ୍ତବ୍ୟ ରଖିବା ସହ ନେତୃତ୍ୱ ନେଇଥିଲେ। ଏହି ଗଣ ବିକ୍ଷୋଭରେ ୪୦୦ ରୁ ଊର୍ଦ୍ଧ୍ବ ସଂଘର ମହିଳା ଓ ପୁରୁଷମାନେ ଯୋଗଦେଇଥିଲେ।
 
News Comment

You Might Also Like

BACK TO TOP