Breaking News

ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||     

ପୁରୁଷୋତ୍ତମପୁର ପ୍ରୋବେଶ ନାଲ ଟ୍ରେନିଙ୍ଗ ତହସିଲଦାର ହେଲେ ମୃଣାଳିକା ଠାକୁର ||

19-Dec-2025

ପୁରୁଷୋତ୍ତମପୁର ତହସିଲ ଅଫିସିରେ ପ୍ରୋବେଶ ନାଲ ତହସିଲଦାର ଭାବେଦାଇତ୍ୱ ନେଲେ,ମୃଣା ଲିକା ଠାକୁର,

           ଓଡିଶା ଜନ ମତ ବ୍ୟୁରୋ,

ଗଞ୍ଜାମ ଜିଲା ପୁରୁଷୋତ୍ତମପୁରତହସିଲ ଅଫିସି ରେ ପ୍ରୋବେଶନ ଆଇଏସ ଭାବେଏକମାସ ପାଇଁ ତହସିଲଦାର ଦାଇତ୍ୱ ନେଲେ 2024 ବ୍ୟାଚ ର ରାଜସ୍ତାନ ର ବାସିନ୍ଦା ତଥା ପ୍ରୋବେଶ ନାଲ ଭାବେ ଆସିଥିବା ନୂତନ ଆଇଏଏସ୍ ଅଫିସର ମୃଣାଳିକା ରାଠୋର  | ସେ ଶୁକ୍ରବାର ଦାୟିତ୍ବ ଗ୍ରହଣ କରିଛନ୍ତି।  ସେ ପ୍ରଥମେ ମା ତାରା ତାରିଣୀ  ମନ୍ଦିର କୁ ଯାଇ ମାଆଙ୍କ ଦର୍ଶନ କରି ତାଙ୍କର ଆଶିଷ ଭିକ୍ଷା କରିଥିଲେ | ପରେ ପୁରୁ ଷୋତ୍ତମପୁର ଅଫିସ ଆସି ତହସିଲଦାର ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ | ତାଙ୍କୁ ଆମେ ସାକ୍ଷାତ କରି ତାଙ୍କର ଏହି  ଏକମାସର ପ୍ରୋବେଶନଟ୍ରେନିଙ୍ଗ ରେ କିପରି କାର୍ଯ୍ୟ କରିବେ ତାର ଉତ୍ତର ରେ ସେ ଦୁଇଟି କଥା କହିଥିଲେ,  ସେ ଏଠାକୁ ତାଲିମ ଲାଗି ଆସିଛନ୍ତି। ଆଗାମୀ ଦିନରେ ସେ ଉପଜିଲାପାଳ ଓ ଜିଲାପାଳ ହେବେ। ତେଣୁ ସେହି ବଡ଼ ଦାୟିତ୍ବକୁ  କିପରି ତୁଲାଯିବ ଏବଂ ଏକ୍‌ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟଙ୍କ ଦାୟିତ୍ଵଏବଂ କାର୍ଯ୍ୟଧାରା କ’ଣ ରହିବ ଓ  ରାଜସ୍ବ ବିଭାଗର ସବୁ କାର୍ଯ୍ୟ କିପରି ଠିକ ସମୟରେ ହୋଇ ଜନସାଧାରଣ ଙ୍କୁ ନ୍ୟୟ ପ୍ରଦାନ କରାଯିବ ତାଉପରେ ସେ ବହୁକିଛି  ଶିକ୍ଷା ଏହିଠାରୁ ଅର୍ଜନ କରିବେ ବୋଲି କହିଛନ୍ତି | ଯାହାଦ୍ୱାରା  ତାଙ୍କର ପ୍ରଶାସନିକସେବା  କାର୍ଯ୍ୟରେ  ସହାୟକ ହୋଇପାରିବ | ଏହି ଟ୍ରେନିଙ୍ଗ ସମୟର ତହସିଲଦାର ହୋଇ ଏଠାକୁ ଆସୁଥିବା ଜନସାଧାରଣ ଙ୍କ ବିଭିନ୍ନ କାମ କୁ କିପରି ଶୃଙ୍ଖଳାର ସହିତ ଶେଷ କରି ସେମାନଙ୍କ ମୁହଁରେ ଖୁସି ଦେଇପାରିବି  ସେବିଷୟ ରେ ମୁଁ ଧ୍ୟାନ ଦେବିବୋଲି କହିଥିଲେ | ଏହା ସହ  ଏହି ତହସିଲରେ ରହିଥ‌ିବା ଲୋକଙ୍କ  ବିଭିନ୍ନ ସମସ୍ୟା ପ୍ରତି ଗୁରୁତ୍ବ ଦେଇ ତାର ନିରାକରଣ ପାଇଁ ସେ ସବୁ ଷ୍ଟାଫ ଓ ଲୋକଙ୍କ ସହଯୋଗ କାମନା କରିଥିଲେ |  ଏହା ଛଡା ତହସିଲ ଅଫିସ ସହିତ ତାରା ତାରିଣୀ ମନ୍ଦିର ର ସମସ୍ତ ଦାଇତ୍ୱ, ଓ ଭକ୍ତ ଙ୍କ ବିଭିନ୍ନ ଆସୁବିଧା ଦୂରୀ କରଣ ଉପରେ ଧ୍ୟାନ ଦେବି ଏବଂ ପ୍ରତାପୁର ଠାରେ ଥିବା ତୁମ୍ବେଶ୍ୱର ଶିବ ଶମ୍ଭୁ ଙ୍କ ଟ୍ରଷ୍ଟ ହିସାବରେ ଠାକୁରଙ୍କ ଉର୍ନ୍ନତି ସହିତ ସେବାୟତ ଙ୍କସହ ଏକ ବୈଠକ କରିବି ବୋଲି କହିଥିଲେ | ଆଜିର ଏହିକାର୍ଯ୍ୟକ୍ରମ ରେ ପୂର୍ବ ତହସିଲଦାର ବିନୋଦ କୁମାର ବେହେରା, ଅତିରିକ୍ତ ତହସିଲଦାର ସଙ୍ଗୀତା ସେଠୀଙ୍କ ସହିତ ସମସ୍ତଷ୍ଟାଫ ଓ କର୍ମଚାରୀ ଶୁଭେଚ୍ଛା ଜଣାଇଥିଲେ।

News Comment

You Might Also Like

BACK TO TOP