Breaking News

ଗଞ୍ଜାମରେ ମାଷ୍ଟର ଟ୍ରେନର ପାଇଁ, ଜିଲ୍ଲା ସ୍ତରୀୟ ତାଲିମ ଶିବିର |   (09-Oct-2026)       ||      ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ ||   (09-Oct-2026)       ||      ଚିକିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ ||   (09-Oct-2026)       ||      କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ନିର୍ବାଚନ ପାଇଁ 17ଜଣଙ୍କ ନାମାଙ୍କନ ପତ୍ର ଦାଖଲ |    (09-Oct-2026)       ||      ବିପୁଳ ପରିମାଣ ର ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ |   (09-Oct-2026)       ||      ଟାଟାବେଞ୍ଜ ଛକ ସ୍ଥିତ ଏକ ଲଜରୁ ସେକ୍ସ ରାକେଟ କୁ ଠାବ କଲା ବୈଦ୍ୟନାଥ ପୁର ପୋଲିସ |   (09-Oct-2026)       ||      ଅବକାରୀ ବିଭାଗ ଗନ୍ଧ ମର୍ଦ୍ଦନ ରେ ଚଢ଼ାଉ କରି ମଦ ସହ 4000ଲିଟର ମହୁଲ ପୋଚ ଜବତ |    (09-Oct-2026)       ||      କଂଗ୍ରେସ ର ଓଡିଶା ବନ୍ଦର ଡାକରା ରଘୁନାଥ ପୁର ବ୍ଲକରେ ପ୍ରଭାବ ପଡିଲା ||   (09-Oct-2026)       ||      ପୋଲସରା ରେ ବିଜେଡିର" ଜନ ସମ୍ପର୍କ ପଦଯାତ୍ରା " ଆରମ୍ଭ |   (08-Oct-2026)       ||      ସିଂହପୁର ରେ ନୁଆଁ ମଲ୍ଟି କେୟାର ପ୍ଲସ କ୍ଲିନିକ ଉଦଘାଟିତ |   (08-Oct-2026)       ||      ଆଇନ ଶୃଙ୍ଖଳା ସ୍ଥିତି ପାଇଁ ଉପଜିଲ୍ଲାପାଳ ଙ୍କ ଖରସ୍ରୋତା ମହାବିଦ୍ୟାଳୟ ପରିଦର୍ଶନ ||    (08-Oct-2026)       ||      ଆର ତୁମ୍ବନାଥ ବିଦ୍ୟାପୀଠ ର 63ତମ ପ୍ରତିଷ୍ଠା ଦିବସ ପାଳିତ |    (08-Oct-2026)       ||      ଗଞ୍ଜାମ ଜିଲ୍ଲା ରେ ବନ୍ଦର 80 ପ୍ରତିଶତ ବନ୍ଦ ର ପ୍ରଭାବ ପଡିଛି ||   (08-Oct-2026)       ||      କଂଗ୍ରେସ ର ବନ୍ଦ ର ପ୍ରଭାବ ରେ ବାଲିଗୁଡା ଜନ ଶୂନ୍ୟ |   (08-Oct-2026)       ||      କଲ୍ୟାଣ ପୁର ରେ ଶାନ୍ତି ପୂର୍ଣ୍ଣ 12ଘଣ୍ଟିଆ ବନ୍ଦ ପାଳନ |   (08-Oct-2026)       ||      ବେଗୁନିଆପଡା ରେ କଂଗ୍ରେସ ର ବନ୍ଦ ଡାକରା ର ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଛି ||   (08-Oct-2026)       ||      ପଦ୍ମପୁର ଉପଖଣ୍ଡ କଂଗ୍ରେସ ର ଡାକରା ରେ ସମ୍ପୂର୍ଣ୍ଣ ବନ୍ଦ ||   (08-Oct-2026)       ||      ଶାନ୍ତିନଗର ପୋଖରୀ ରେ ବୁଡି ଦୁଇ ନାବାଳିକା ମୃତ |    (08-Oct-2026)       ||      ମାଝୀଗୁଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହାତ୍ସବ ସୁରଭି ଅନୁଷ୍ଠିତ |    (08-Oct-2026)       ||      ଚାଷୀଙ୍କ ବିଭିନ୍ନ ସମସ୍ୟା ପାଇଁ ମୁଣ୍ଡ ଟେକିଲା ଅଖିଳ ଭାରତୀୟ କୃଷକ ସଂଘଟନ |   (08-Oct-2026)       ||     

ମରଣ ଯନ୍ତା ପାଲିଟିଛି ଲଛିପୁର ଠାରୁ ତାଲସର ରାସ୍ତା ||

25-Dec-2025

ମରଣ ଯନ୍ତା ପାଲଟିଛି ଲଛିପୁର ଠାରୁ ତାଳସର ରାସ୍ତା ,ଦୃଘଟଣାରୁ ଅଳ୍ପକେ ବର୍ତ୍ତିଲା ଲକ୍ଷ୍ମୀ ବସ୍ ।

 ଓଡିଶା ଜନ ମତ,ବେଗୁନିଆପଡ଼ା, 

ସୂର୍ଯ୍ ନାରାୟ ବଡ, ୨୫.୧୨.୨୦୨୫ : 

ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ଲଛିପୁର ଠାରୁ ତାଳସର ରାସ୍ତା ପାଲଟିଛି ମରଣଯନ୍ତା ଫଳରେ  ଯାତ୍ରୀ ବାହି ଲକ୍ଷ୍ମୀ ବସ୍ ଦୃଘଟଣାରୁ ଅଳ୍ପକେ ବର୍ତ୍ତିଲା । ଏନେଇ ତାଳସର ଗ୍ରାମବାସୀ ମାନେ କ୍ଷୋଭ ପ୍ରକାଶ କରିଛନ୍ତି । ସୂଚନା ଅନୁଯାଇ ପ୍ରତିଦିନ ପରି ଗୁରୁବାର ଦିନ ତାଳସର ଠାରୁ ଲଛିପୁର ଅଭିମୁଖେ ବସ୍  ଟି ଯାଉଥିଲା । ଏଥିରେ ବହୁ ଯାତ୍ରୀ ବସିଥିଲେ । ରାସ୍ତା ଖାଲ ଖମା ଯୋଗୁଁ ତାଳସର ଗ୍ରାମ ନିକଟରେ ବସ୍ ଟି ରାସ୍ତା ତଳକୁ ଓଲଟି ରହିଥିଲା । ରାସ୍ତା କଡ଼ରେ ଏକ ପାଳ ଗଦା ଥିବା ଯୋଗୁ ପାଳ ଗଦା କୁ ଲାଗି ବସ୍ ଟି ରହିଯାଇଥିଲା । ଅଳ୍ପକେ ଦୃଘଟଣା ରୁ ବର୍ତ୍ତି ଯାଇଛନ୍ତି ବସିଥିବା ଯାତ୍ରୀ । ଉକ୍ତ ରାସ୍ତାଟି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଣ୍ଡରରେ ଯାଉଥିବା ବେଳେ ଏମିତି ବାରମ୍ବାର କୌଣସି ନା କୌଣସି ଦୁର୍ଘଟଣା ଘଟୁଥିବା ନଜିର ରହିଛି,ବାରମ୍ବାର ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁନାହିଁ ବୋଲି କହିଛନ୍ତି ଗ୍ରାମବାସୀ  ।

News Comment

You Might Also Like

BACK TO TOP