Breaking News

ସାପକାମୁଡ଼ାରେ ତାଳସର ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ |   (07-Oct-2026)       ||      70 ତମଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଖୋ, ଖୋ ପ୍ରତିଯୋଗିତା ବେଗୁନିଆପଡା ଠାରେ ଅନୁଷ୍ଠିତ |    (07-Oct-2026)       ||      ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||     

ପୁରୁଷୋତ୍ତମପୁର ଏନଏସି ମେଡିକାଲ ରେ ରୋଗୀ କଲ୍ୟାଣ ସମିତି ର ବୈଠକ ଅନୁଷ୍ଠିତ |

08-Jan-2026

ପୁରୁଷୋତ୍ତମପୁର ମେଡିକାଲ ରୋଗୀ କଲ୍ୟାଣ ସମିତିରେ ନୂଆଁ କମିଟି ଚୟନ ଓ ବୈଠକ,

   ଓଡିଶା ଜନ ମତ ବ୍ୟୁରୋ,

ପୁରୁଷୋତ୍ତମପୁର ମେଡିକାଲ  ପରିସରରେ ନୂଆଁ ବର୍ଷ ର ପ୍ରଥମ ସପ୍ତାହରେ ଆଜି ରୋଗୀ କଲ୍ୟାଣ ସମିତିର ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ମେଡିକାଲ ଇନଚାର୍ଜ  ଶିବାଶିଷ ଗୋସ୍ୱାମୀଙ୍କ ପୌରୋହିତ୍ୟରେ ଆରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେମୁଖ୍ୟ ଅତିଥି ଭାବେ ଖଲ୍ଲିକୋଟ ବିଧାୟକ ପୁର୍ଣଚନ୍ଦ୍ର ସେଠୀ ସମ୍ମାନିତ ଅତିଥି ଭାବେ ଭାଟ କୁମରଡ଼ା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରର ଅଧ୍ୟକ୍ଷ ଡ଼କ୍ଟର ମନୋଜ କୁମାର ମିଶ୍ର ମଞ୍ଚାସିନ ଥିଲେ |ଏହି ବୈଠକରେ ରୋଗୀ କଲ୍ୟାଣ ସମିତି ର ଆୟ ବ୍ୟୟ ଓ ଏହି ମେଡିକାଲ ର ଡାକ୍ତରନିଯୁକ୍ତି, ଷ୍ଟାଫ, ନର୍ସ, ଓ ଅନ୍ୟନ୍ୟ ଭିତିଭୂମି ସହିତ ବହୁଅର୍ଥ ରେ ନିର୍ମିତ ଆଉଟ ଡୋର କୋଠାର ଆରମ୍ଭ, ରୋଗୀ ସେବା, ହସ୍ପିଟାଲ ପରିଚାଳନା ଓ ରୋଗୀଙ୍କ ମୌଳିକ ସୁବିଧା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା।ଏହାକୁ ଉପସ୍ଥାପନା କରିଥିଲେ ବାଡା ମେଡମ ||ବୈଠକରେ  ପୁରୁଣା ସଦସ୍ୟମାନଙ୍କୁ  ବିଦାୟ ଦିଆଯାଇ ନୂତନ ସଦସ୍ୟ ଙ୍କୁ ଦାଇତ୍ୱ ଦିଆଯାଇଥିଲା  | ନୂଆ ସଦସ୍ୟ ମାନଙ୍କ ଦ୍ବାରା ସମିତିକୁ ପୁନର୍ଗଠନ କରାଯାଇଛି । ଏହି ପୁନର୍ଗଠନର ମୂଳ ଲକ୍ଷ୍ୟ ହେଉଛି ସମିତିକୁ ଅଧିକ ସକ୍ରିୟ, ଓ କ୍ରିୟାଶୀଳ, ପାରଦର୍ଶୀ ଓ ଲୋକାଭି ମୁଖୀ କରି ରୋଗୀଙ୍କ ହିତରେ ଦ୍ରୁତ ପଦକ୍ଷେପ ଗ୍ରହଣ କରିବା। ବୈଠକରେ ମୁଖ୍ୟ ଆଲୋଚିତ ବିଷୟ ଥୁଲା ହସ୍ପିଟାଲରେ ପରିମଳ ବ୍ୟବସ୍ଥା ଓ ସଫା-ସୁତୁରାକୁ ଅଧିକ ଗୁରୁତ୍ବ, ରୋଗୀଙ୍କ ପାଇଁପାନୀୟ ଜଳ, ବିଦ୍ୟୁତ ସୂବିଧାରସୁଦୃଢ଼ିକରଣ,ନିରାମୟ ର ମାଗଣା ଔଷଧ  ବିତରଣ ଓ ଚିକିତ୍ସାର ଉନ୍ନତି କରଣ, ଛୋଟ ଛୋଟ ମରାମତି ଓ ରୋଗୀ ସୁବିଧା ପାଇଁ ଫଣ୍ଡକୁ ତୁରନ୍ତବ୍ୟବହାର କରିବା ଏବଂଚବିଶ ଘଣ୍ଟିଆ ଆମ୍ବୁଲାନ୍ସ ସେବାକୁ  ସକ୍ରିୟ ରଖୁବା |ଏହାସହ ହସ୍ପିଟାଲର ବିଭିନ୍ନ ପରୀକ୍ଷା ଲ୍ୟାବ, ଜରୁରୀ  କାଳୀନ ସେବା ଓ ବେଡ୍ ସଂଖ୍ୟାକୁବୃଦ୍ଧି କରିବା ଦିଗରେ ବିଧାୟକ ଙ୍କ ଦୃଷ୍ଟି ଆକର୍ଷଣ କରାଗଲା  |  ରୋଗୀ କଲ୍ୟାଣ ସମିତି ରେ ବିଧାୟକ ଙ୍କ ସୁପାରିଶ ରେ ନୂଆଁ ସଦସ୍ୟ ମାନେ ହେଲେ ପୃଥ‌ିବୀ ରାଜ ମହାପାତ୍ର, ମନୋଜ କୁମାର ମହାପାତ୍ର, କୃଷ୍ଣଚନ୍ଦ୍ର ନାୟକ, ସନ୍ତୋଷ କୁମାର ପଣ୍ଡା ଓ ଯମୁନାବେହେରା।  ବୈଠକରେ ନୂଆଁ ସଦସ୍ୟ ମାନେ ଉପସ୍ଥିତ ରହିଦୂର ଦୁରାନ୍ତରୁ ଚିକିତ୍ସା ପାଈଁ ଆସୁଥିବା ରୋଗୀଙ୍କ ସମସ୍ୟା ର ଆଶୁ ସମାଧାନ, କରିବା ଉପରେ ଦୃଷ୍ଟି ଦେବାକୁ ପ୍ରତିଶୃତି ଦେଲେ | ବିଧାୟକ କହିଥିଲେ ଏହି କମିଟି ପ୍ରତି ୩ମାସରେଥରେ ବସି ଏହାର ଅସୁବିଧା  ଓ ସୁବିଧା ଉପରେ ଗୁରୁତ୍ୱ ଦେବେ |କିଛି ଅସୁବିଧା ର ତୁରନ୍ତ ସମାଧନ କରିବାକୁ ବିଧାୟକ ଇନଚାର୍ଜ ଙ୍କୁ ନିର୍ଦେଶ ଦେଲେ | ଏବଂ ଶେଷରେ ଇନଚାର୍ଜ ସମସ୍ତଙ୍କୁ ଧନ୍ୟବାଦ ଦେଈ ସଭା ସାଙ୍ଗ କରିଥିଲେ |

News Comment

You Might Also Like

BACK TO TOP