Breaking News

ଶାନ୍ତିନଗର ପୋଖରୀ ରେ ବୁଡି ଦୁଇ ନାବାଳିକା ମୃତ |    (08-Oct-2026)       ||      ମାଝୀଗୁଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହାତ୍ସବ ସୁରଭି ଅନୁଷ୍ଠିତ |    (08-Oct-2026)       ||      ଚାଷୀଙ୍କ ବିଭିନ୍ନ ସମସ୍ୟା ପାଇଁ ମୁଣ୍ଡ ଟେକିଲା ଅଖିଳ ଭାରତୀୟ କୃଷକ ସଂଘଟନ |   (08-Oct-2026)       ||      ନବମ ରାଷ୍ଟ୍ରୀୟ ପୋଷଣ ମାସ-- 2026ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଅନୁଷ୍ଠିତ |    (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା, ଲୋକଙ୍କ ସହ ଯୋଡି ହେବାଜୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା ରେ ଯୋଡି ହେବାକୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (07-Oct-2026)       ||      17ବର୍ଷରୁ କମ ଫୁଟବଲ ଚୟନ ରେ ଅନିୟମିତତା ନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଧିକାରୀଙ୍କୁ ଅଭିଯୋଗ |    (07-Oct-2026)       ||      ପ୍ରକୃତ ମାଲିକ ଙ୍କ ଅଜାଣତ ରେ ଅନ୍ୟ ବ୍ୟକ୍ତିଙ୍କ ନାମରେ ଦଲିଲ |    (07-Oct-2026)       ||      ଖୋର୍ଦ୍ଧା ବ୍ଲଜ ସ୍ତରୀୟ ଯୁବ ସମାବେଶ -2026 କେରଙ୍ଗ ରେ ଅନୁଷ୍ଠିତ |    (07-Oct-2026)       ||      ପୋଲସରା ରେ ବିଜେଡିର "ଜନ ସମ୍ପର୍କ ପଦଯାତ୍ରା ` ଆରମ୍ଭ |    (07-Oct-2026)       ||      ସାପକାମୁଡ଼ାରେ ତାଳସର ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ |   (07-Oct-2026)       ||      70 ତମଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଖୋ, ଖୋ ପ୍ରତିଯୋଗିତା ବେଗୁନିଆପଡା ଠାରେ ଅନୁଷ୍ଠିତ |    (07-Oct-2026)       ||      ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||     

ଖୋର୍ଦ୍ଧା ଗିନି କପ -202-ସୋଲାର କ୍ରିକେଟ କ୍ଲବ ଚମ୍ପିୟାନ |

11-Jan-2026

ଖୋର୍ଦ୍ଧା ଗିନି କପ -୨୦୨୬ :::::ସୋଲାର କ୍ରିକେଟ କ୍ଲବ ଚମ୍ପିୟାନ,

ଓଡିଶା ଜନମତ, ଖୋର୍ଦ୍ଧା, ଗୋପାଳ କୃଷ୍ଣ ପ୍ରଧାନ
ଖୋର୍ଦ୍ଧା ଜିଲ୍ଲା କ୍ରିକେଟ ଆସୋସିଏସନ ଆନୁକୁଲ୍ଯରେ ଚାଲିଥିବା ସବ୍ୟସାଚୀ- ଦିନେଶ ମେମୋରିଆଲ ଗିନିକପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଫାଇନାଲରେ ସୋଲାର କ୍ଲବ କଟକ ୨୪ ରନରେ ଜେସିଏ ଭୁବନେଶ୍ୱର କୁ ପରାସ୍ତ କରି ଚମ୍ପିୟାନ ହୋଇଛି ।ସୋଲାର କ୍ରିକେଟ କ୍ଲବ ଟସ ଜିତି ପ୍ରଥମେ ବ୍ୟାଟିଂ କରି ୧୮. ୩ ଓଭର ରେ ସମସ୍ତ ୧୦  ଉଇକେଟ ହରାଇ ୧୫୩ ରନର ଟାର୍ଗେଟ ଦେଇଥିଲା  । ପ୍ରତ୍ତିତୋରେ ଜେସିଏ ଦଳ ୧୮.୪  ଓଭରରେ  ସମସ୍ତ ଉଇକେଟ ହରାଇ ୧୨୯ ରନ କରିପାରିଥିଲେ । ଜେସିଏ ଦଳ ପକ୍ଷରୁ ସତ୍ୟଜିତ ସାବତ ସର୍ବାଧିକ ୩୮ ରନ ଓ ସୁମନ ରାଉତ ୨୪ ରନ କରିଥିଲେ । ସୋଲାର କ୍ଲବ ଚରଫରୁ ମଳୟ ଜେନା ଏବଂ ଶେଷଦୀପ ପାତ୍ର ୩ ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ ।ଚମ୍ପିୟନ ଟିମକୁ ଗିନିକପ ଟ୍ରଫି ସହ ୫୦ ହାଜର ଅର୍ଥ ରାଶି ରନର୍ସ ଅପ ଟିମକୁ ଗିନିକପ ସହ ୩୦ ହଜାର ଅର୍ଥ ରାଶି ପ୍ରଦାନ କରାଯାଇଛି lସୋଲାର କ୍ରିକେଟ ଟିମର ସେଷଦୀପ ପାତ୍ରଙ୍କୁ ମ୍ୟାନ ଅଫ ଦି ମ୍ୟାଚ,  ଅମ୍ରିତା ବିଦ୍ୟାଳୟମ୍ ତରଫରୁ ୫ ହଜାର ଅର୍ଥରାଶି ସହ ଏଚ ଏଚ ଟାଇମ୍ସ ପ୍ରଦତ୍ତ ସ୍ମାର୍ଟ ୱାଚ ପ୍ରଦାନ କରାଯାଇଥିଲା । ଟୁର୍ଣ୍ଣାମେଣ୍ଟ ର ଶ୍ରେଷ୍ଠ ଖେଳାଳୀ ଭାବେ ଜେସିଏ ଭୁବନେଶ୍ୱର ଦଳର ଏସ କେ ସଲମାନଙ୍କୁ ହୋଟେଲ ସର୍ବଣା ପ୍ରଦତ୍ତ ୧୦ ହଜାର ଅର୍ଥରାଶି  ଓ ଏଚ ଏଚ ଟାଇମ ପ୍ରଦତ୍ତ ସ୍ମାର୍ଟ ୱାଚ ପ୍ରଦାନ କରାଯାଇଥିଲା। ଗିନିକପ ପ୍ରତିଷ୍ଠାତା ମହେଶ ଅଗ୍ରବାଲ ଙ୍କ ଉପସ୍ଥିତିରେ ଗିନିକ୍ଲବ ସମ୍ପାଦକ ଭବାନି ଶଙ୍କର ପଣ୍ଡା ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ । ମୁଖ୍ଯ ଅତିଥି ଭାବେ ସ୍ଥାନୀୟ ବିଧାୟକ ପ୍ରସାନ୍ତ ଜଗଦେବ ଓ ପୁର୍ବତନ ବିଧାୟକ ଜିତୁ ମିତ୍ର ବିଜୟୀ ଟିମକୁ  ଟ୍ରଫି ପ୍ରଦାନ କରିଥିଲେ ।, ଖୋର୍ଦ୍ଧା  ପୌରାଧକ୍ଷା କନକଲକ୍ଷ୍ମୀ  ମହାନ୍ତି , ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷା ବାସନ୍ତି ମହାପାତ୍ର,  କ୍ରୀଡା ଶିକ୍ଷାବିତ ଚିତ୍ତରଞ୍ଜନ ବେଉରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ରନର୍ସ ଅପ ଟିମକୁ ଟ୍ରଫି ଓ ଚେକ ପ୍ରଦାନ କରିଥିଲେ । ବିଭାବସୁ ମହାନ୍ତି ଓ ସୁଶାନ୍ତ, ଲୁଲୁ ମହାପାତ୍ର ପରିଚାଳନା କରିଥିବା ବେଳେ  ଜନ୍ମେଜୟ ଓ  ରବିନାରାୟଣ ପରିଡା ସ୍କୋରର ଭାବେ କାର୍ଯ୍ୟ କରିଥିଲେ। ଶେଷରେ ଆସୋସିଏସନର କୋଷାଧ୍ୟକ୍ଷ ତନ୍ମୟ ବୋଷ୍  ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଆସୋସିଏସନର ସଭ୍ୟ ମନୋଜ ପ୍ରଧାନ,  ଅମର ସାହୁ, ବିଜୟ ସାହୁ,ତାପସ ବୋଷ୍ , ସୌର ରଞ୍ଜନ ମହାନ୍ତି  , ଦେବୀ ଶଙ୍କର ପଣ୍ଡା , ବିଜୟ ଗୋଛି , ବିଞାନ ସୁନ୍ଦରାଏ,  ସୌମେନ୍ଦ୍ର ଦାସ,  ଶୁରେଷ ଭୁଷଣ ପଟ୍ଟନାୟକ,  ଶାରଳା ପଟ୍ଟନାୟକ,  ଶଶିକାନ୍ତ ଦାସ ପ୍ରମୁଖ ଟୁର୍ଣ୍ଣାମେଣ୍ଟର ସୁପରିଚାଳନାରେ ସହଯୋଗ କରିଥିଲେ ।

News Comment

You Might Also Like

BACK TO TOP