Breaking News

ଶାନ୍ତିନଗର ପୋଖରୀ ରେ ବୁଡି ଦୁଇ ନାବାଳିକା ମୃତ |    (08-Oct-2026)       ||      ମାଝୀଗୁଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହାତ୍ସବ ସୁରଭି ଅନୁଷ୍ଠିତ |    (08-Oct-2026)       ||      ଚାଷୀଙ୍କ ବିଭିନ୍ନ ସମସ୍ୟା ପାଇଁ ମୁଣ୍ଡ ଟେକିଲା ଅଖିଳ ଭାରତୀୟ କୃଷକ ସଂଘଟନ |   (08-Oct-2026)       ||      ନବମ ରାଷ୍ଟ୍ରୀୟ ପୋଷଣ ମାସ-- 2026ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଅନୁଷ୍ଠିତ |    (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା, ଲୋକଙ୍କ ସହ ଯୋଡି ହେବାଜୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା ରେ ଯୋଡି ହେବାକୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (07-Oct-2026)       ||      17ବର୍ଷରୁ କମ ଫୁଟବଲ ଚୟନ ରେ ଅନିୟମିତତା ନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଧିକାରୀଙ୍କୁ ଅଭିଯୋଗ |    (07-Oct-2026)       ||      ପ୍ରକୃତ ମାଲିକ ଙ୍କ ଅଜାଣତ ରେ ଅନ୍ୟ ବ୍ୟକ୍ତିଙ୍କ ନାମରେ ଦଲିଲ |    (07-Oct-2026)       ||      ଖୋର୍ଦ୍ଧା ବ୍ଲଜ ସ୍ତରୀୟ ଯୁବ ସମାବେଶ -2026 କେରଙ୍ଗ ରେ ଅନୁଷ୍ଠିତ |    (07-Oct-2026)       ||      ପୋଲସରା ରେ ବିଜେଡିର "ଜନ ସମ୍ପର୍କ ପଦଯାତ୍ରା ` ଆରମ୍ଭ |    (07-Oct-2026)       ||      ସାପକାମୁଡ଼ାରେ ତାଳସର ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ |   (07-Oct-2026)       ||      70 ତମଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଖୋ, ଖୋ ପ୍ରତିଯୋଗିତା ବେଗୁନିଆପଡା ଠାରେ ଅନୁଷ୍ଠିତ |    (07-Oct-2026)       ||      ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||     

ଜାତୀୟ ସେବା ଯୋଜନା ପକ୍ଷରୁ ପୁରୁଷୋତ୍ତମପୁର ଅଗ୍ନି ସମ ବାହିନୀ ଦ୍ୱାରା ମକ ଡ୍ରିଲ | |

11-Jan-2026

ଜାତୀୟ ସେବା ଯୋଜନା (NSS) ପକ୍ଷରୁ ଆୟୋଜିତ ଶୀତକାଳୀନ ସ୍ୱତନ୍ତ୍ର ଶିବିରର ତୃତୀୟ ଦିନରେ ପୁରୁଷୋତ୍ତମପୁର ଅଗ୍ନିଶମ ବାହିନୀ  ଦ୍ୱାରା  ମକଡ୍ରିଲ ।

       ଓଡିଶା ଜନ ମତ ବ୍ୟୁରୋ,ପୁରୁଷୋତ୍ତମପୁର ତା-୧୧/୦୧/୨୦୨୬ରିଖ:

 ତାରାତାରିଣୀ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ମହିଳା ବିଭାଗ ତରଫରୁ ପୋଷ୍ୟଗ୍ରାମରେ  ଏକ ସଚେତନତାମୂଳକ ଏବଂ ପ୍ରାୟୋଗିକ ଅଗ୍ନି ସୁରକ୍ଷା ସମରାଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀମାନଙ୍କ ପାଇଁ ଅତ୍ୟନ୍ତ ଶିକ୍ଷାପ୍ରଦ ଓ ଉପକାରୀ ସାବିତ୍ର ହୋଇଥିଲା।ସମରାଭ୍ୟାସ ସମୟରେ ଅଗ୍ନିଶମ କର୍ମଚାରୀମାନେ ନିଆଁ ଲାଗିବାର କାରଣ, ନିଆଁ ନିରୋଧ ପାଇଁ ନିଆଯାଇପାରୁଥିବା ପୂର୍ବ ସତର୍କତା, ଏବଂ ଅଗ୍ନିକାଣ୍ଡ ସମୟରେ କିପରି ଶାନ୍ତ ରହି ଶୀଘ୍ର ଓ ସୁଚିନ୍ତିତ ଭାବେ କାର୍ଯ୍ୟ କରିବା ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଅଗ୍ନିନିରୋଧକ ଯନ୍ତ୍ର (Fire Extinguisher) ର ବିଭିନ୍ନ ପ୍ରକାର ଓ ସେମାନଙ୍କର ବ୍ୟବହାର ପ୍ରଣାଳୀକୁ ସରଳ ଭାବେ ବୁଝାଇ ଦିଆଯାଇଥିଲା।ଛାତ୍ରଛାତ୍ରୀମାନଙ୍କୁ ଅଗ୍ନି ଲାଗିଲେ  ପ୍ରଣାଳୀ, ଧୂଆଁ ଭରା ପରିବେଶରେ ନିମ୍ନ ହୋଇ ଚାଲିବା, ଭିଜା କପଡ଼ାରେ ନାକ ଓ ମୁହଁ ଢାକିବା, ଏବଂ ଅପାତକାଳୀନ ବାହାର ପଥ ବ୍ୟବହାର କରି ସୁରକ୍ଷିତ ଭାବେ ବାହାରିବା ଭଳି ଜରୁରୀ ଉପାୟଗୁଡ଼ିକ ଦେଖାଇ ଦିଆଯାଇଥିଲା।
ଏହା ସହ ଗ୍ୟାସ ଚୁଲ୍ହା, ଇଲେକ୍ଟ୍ରିକ୍ ଶର୍ଟ ସର୍କିଟ୍, ଓ ଜ୍ୱଳନଶୀଳ ବସ୍ତୁ ବ୍ୟବହାର ସମୟରେ କିପରି ସତର୍କ ରହିବା ଉଚିତ, ସେ ସମ୍ପର୍କରେ ମଧ୍ୟ ସଚେତନତା ସନ୍ଦେଶ ଦିଆଯାଇଥିଲା। ସ୍ୱେଚ୍ଛାସେବକମାନଙ୍କୁ ଅଗ୍ନି ଲାଗିଲେ ସ୍ଥାନୀୟ ଅଗ୍ନିଶମ ବିଭାଗକୁ ତୁରନ୍ତ ସୂଚନା ଦେବାର ଗୁରୁତ୍ୱ ବିଷୟରେ ମଧ୍ୟ ଜଣାଇ ଦିଆଯାଇଥିଲା।ଏହି ସମରାଭ୍ୟାସରେ NSS ସ୍ୱେଚ୍ଛାସେବକମାନେ ସକ୍ରିୟ ଭାଗଗ୍ରହଣ କରି ନିଜେ ନିଜେ ଅଗ୍ନିନିରୋଧକ ଯନ୍ତ୍ର ବ୍ୟବହାର କରି ଅଗ୍ନିକୁ ନିୟନ୍ତ୍ରଣ କରିବାର ଅନୁଭବ ଲାଭ କରିଥିଲେ। ଏହା ଦ୍ୱାରା ସେମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢ଼ିବା ସହ ଆପଦକାଳୀନ ସ୍ଥିତିରେ ସଠିକ୍ ନିଷ୍ପତ୍ତି ନେବାର ଦକ୍ଷତା ଉନ୍ନତ ହୋଇଛି।ଶେଷରେ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଅଧିକାରୀ ଡଃ ସ୍ୱାଗତିକା ଦାଶ ପକ୍ଷରୁ ପୁରୁଷୋତ୍ତମପୁର ଅଗ୍ନିଶମ ବାହିନୀର ସମସ୍ତ କର୍ମଚାରୀଙ୍କୁ ଏହି ଉପକାରୀ ଓ ଜୀବନରକ୍ଷାମୂଳକ କାର୍ଯ୍ୟକ୍ରମ ପାଇଁ ଧନ୍ୟବାଦ ଜଣାଇ ଯୁବପିଢ଼ୀଙ୍କ ମଧ୍ୟରେ ଅଗ୍ନି ସୁରକ୍ଷା ସଚେତନତା ପ୍ରସାରରେ ସେମାନଙ୍କ ଅବଦାନକୁ ଉଚ୍ଚ ପ୍ରଶଂସା କରାଯାଇଥିଲା।

News Comment

You Might Also Like

BACK TO TOP