Breaking News

ଶାନ୍ତିନଗର ପୋଖରୀ ରେ ବୁଡି ଦୁଇ ନାବାଳିକା ମୃତ |    (08-Oct-2026)       ||      ମାଝୀଗୁଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହାତ୍ସବ ସୁରଭି ଅନୁଷ୍ଠିତ |    (08-Oct-2026)       ||      ଚାଷୀଙ୍କ ବିଭିନ୍ନ ସମସ୍ୟା ପାଇଁ ମୁଣ୍ଡ ଟେକିଲା ଅଖିଳ ଭାରତୀୟ କୃଷକ ସଂଘଟନ |   (08-Oct-2026)       ||      ନବମ ରାଷ୍ଟ୍ରୀୟ ପୋଷଣ ମାସ-- 2026ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଅନୁଷ୍ଠିତ |    (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା, ଲୋକଙ୍କ ସହ ଯୋଡି ହେବାଜୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା ରେ ଯୋଡି ହେବାକୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (07-Oct-2026)       ||      17ବର୍ଷରୁ କମ ଫୁଟବଲ ଚୟନ ରେ ଅନିୟମିତତା ନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଧିକାରୀଙ୍କୁ ଅଭିଯୋଗ |    (07-Oct-2026)       ||      ପ୍ରକୃତ ମାଲିକ ଙ୍କ ଅଜାଣତ ରେ ଅନ୍ୟ ବ୍ୟକ୍ତିଙ୍କ ନାମରେ ଦଲିଲ |    (07-Oct-2026)       ||      ଖୋର୍ଦ୍ଧା ବ୍ଲଜ ସ୍ତରୀୟ ଯୁବ ସମାବେଶ -2026 କେରଙ୍ଗ ରେ ଅନୁଷ୍ଠିତ |    (07-Oct-2026)       ||      ପୋଲସରା ରେ ବିଜେଡିର "ଜନ ସମ୍ପର୍କ ପଦଯାତ୍ରା ` ଆରମ୍ଭ |    (07-Oct-2026)       ||      ସାପକାମୁଡ଼ାରେ ତାଳସର ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ |   (07-Oct-2026)       ||      70 ତମଜିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ ଖୋ, ଖୋ ପ୍ରତିଯୋଗିତା ବେଗୁନିଆପଡା ଠାରେ ଅନୁଷ୍ଠିତ |    (07-Oct-2026)       ||      ଗୋଳାବନ୍ଧ ଆର୍ମି କଲେଜ ପାଖରେ ଯୁବକଙ୍କ ମୃତ ଦେହ ଗଛ ଡ଼ାଳ ରୁ ଉଦ୍ଧାର କଲା ପୋଲିସ |    (07-Oct-2026)       ||      ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||     

1980 ମସିହା ଖୋର୍ଦ୍ଧା ବିଜେବି ହାଇସ୍କୁଲ ର ମାଟ୍ରିକ ବ୍ୟାଚ ର ବନ୍ଧୁ ମିଳନ ଅନୁଷ୍ଠିତ |

11-Jan-2026

ଖୋର୍ଦ୍ଧା ବିଜେବି ହାଇସ୍କୁଲର ୧୯୮୦ ମସିହା ମେଟ୍ରିକ୍ ବ୍ୟାଚ ବନ୍ଧୁମିଳନ ଅନୁଷ୍ଠିତ,

ଓଡିଶା ଜନମତ, ଖୋର୍ଦ୍ଧା, ଗୋପାଳ କୃଷ୍ଣ ପ୍ରଧାନ

ଆଜି ଖୋର୍ଦ୍ଧା ବି ଜେ ବି ହାଇସ୍କୁଲ ୧୯୮୦ ମସିହା ବ୍ୟାଚର ବନ୍ଧୁମିଳନ ଡେରାସ ଫାର୍ମ ଠାରେ  ଅନୁଷ୍ଠିତ ହୋଇଯାଇଅଛି। ୫୦ ରୁ ଉର୍ଦ୍ଧ ସାଙ୍ଗମାନେ ବନ୍ଧୁମିଳନ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ। ଏହି ବନ୍ଧୁମିଳନ ଆଜିକୁ ୨୮ ବର୍ଷ ଧରି ନିୟମିତ ଭାବରେ ଚାଲିଆଶୁଛି। ଏହା ପ୍ରତିବର୍ଷ ଜାନୁଆରୀ ଦ୍ୱିତୀୟ ରବିବାର ଦିନ ଧାର୍ଯ୍ୟ ଥିବାବେଳେ ସମସ୍ତ ସାଙ୍ଗମାନେ ଏହାକୁ ମନେରଖି ଏହି ବନ୍ଧୁମିଳନରେ ସାମିଲ ହୋଇ ନିଜକୁ ଧନ୍ୟ ମନେକରିବା ସହିତ ନିଜ ଭିତରେ ଆନନ୍ଦ ଉଲ୍ଲାସ ହୋଇ ଭାବ ପ୍ରବଣ ହୋଇଥାନ୍ତି  ବର୍ଷଯାକର ଅନୁଭୂତିକୁ ସାଙ୍ଗ ମାନଙ୍କ ମଧ୍ୟରେ ଉପସ୍ଥାପନ କରି  ଆଲୋଚନା ମାଧ୍ୟମରେ ନିଜର ସୁଖ ଦୁଃଖକୁ ଆଦାନ ପ୍ରଦାନ କରିବା ସହ ଯେଉଁ ସାଙ୍ଗମାନେ ନ ଆସିଥାନ୍ତି ସେମାନେ   ଫୋନ ମାଧ୍ୟମରେ ସାଙ୍ଗମାନଙ୍କୁ ଶୁଭେଚ୍ଛା ବାର୍ତ୍ତା ପଠାଇ ଥାନ୍ତି। ଆଜିର ଆଲୋଚନାରେ ଅଧିକାଂଶ ସାଙ୍ଗ ପ୍ରସ୍ତାବ ରଖିଲେ ଆମ୍ଭେ ସମସ୍ତେ ବରିଷ୍ଠ ନାଗରିକ  ହୋଇଗଲୁ ଏଣୁ ଏକବର୍ଷ ଲମ୍ବା ଦିନ ହୋଇଯାଉଛି ଏଣୁ ଏହି ବନ୍ଧୁମିଳନ ବର୍ଷକୁ ଦୁଇ ଥର କରାଯାଉ। ଏହି ପ୍ରସ୍ତାବକୁ ଆଲୋଚନା ମାଧ୍ୟମରେ ଗୃହୀତ କରାଯାଇ ଚଳିତ ବର୍ଷ ଆସନ୍ତା ଜୁନ ୧୪ ତାରିଖକୁ ସ୍ତିର କରାଯାଇଆଛି। ଏହି ବନ୍ଧୁମିଳନ କାର୍ଯ୍ୟକ୍ରମକୁ ସାଙ୍ଗ ତପୁ ଏବଂ ପ୍ରଭାତ  ପରିଚାଳନା କରିଥିଲା ବେଳେ ଅନ୍ୟ ସମସ୍ତ ସାଙ୍ଗ ମାନେ ସହଯୋଗ କରିଥିଲେ।

News Comment

You Might Also Like

BACK TO TOP