Breaking News

ସ୍ବର୍ଗତ ରଞ୍ଜନ କୁମାର ଦଳେଇ ଙ୍କ ସ୍ମୃତି ରେ ରକ୍ତ ଦାନ ଶିବିର ଅନୁଷ୍ଠିତ |    (09-Aug-2026)       ||      ସ୍ୱାମୀ କୁ ମାରିବା ପାଇଁ ପ୍ରେମିକ ଙ୍କ ପାଖକୁ ଭିଡିଓ କଲ ରେ ମେସେଜ କଲେ ସ୍ତ୍ରୀ |   (09-Aug-2026)       ||      କୃଷି ବିଭାଗ ତରଫରୁ ବ୍ଲକ ସ୍ତରୀୟ ପ୍ରଶକ୍ଷିଣ ଶିବିର ଅନୁଷ୍ଠିତ ||   (09-Aug-2026)       ||      ବିନା ପୋଷାକ ରେ ଚଳ, ପ୍ରଚଳ କରୁଥିବା ଏକ ସହର, ବିଶ୍ୱାସ ଲାଗୁନଥିଲେ ବି ସତ୍ୟ |    (09-Aug-2026)       ||      ଜାହାଜ ଆରେଷ୍ଟ ପାଇଁ ଓଡିଶା ହାଇକୋର୍ଟ ଙ୍କ ନିର୍ଦେଶ |   (08-Aug-2026)       ||      ବୃଦ୍ଧଙ୍କ ଗଳିତ ଶବ ଉଦ୍ଧାର କଲା ବୋଡେ଼ନ ଥାନା ପୋଲିସ |    (08-Aug-2026)       ||      ଅର୍ଦ୍ଧନିର୍ମିତ କୁଆଁରୀଆ ସେତୁ ଉପରେ ସର୍ବ ସାଧାରଣ ଯାତାୟତ ପାଇଁ ମନା କଲା ବ୍ଲକ ପ୍ରଶାସନ |   (08-Aug-2026)       ||      ନାରାୟଣୀ ମନ୍ଦିର କାଉଡିଆ ଛକ ନିକଟରେ ପୋଲିସ ଗାଡି ସହ ବାଇକ ମୁହାଁମୁହିଁ ଧକ୍କା    (08-Aug-2026)       ||      ପୋଲସରା ରେ ଜାତୀୟ କୃମି ନାଶକ ତାଲିମ ଶିବିର ଅନୁଷ୍ଠିତ |    (08-Aug-2026)       ||      ନାଚୁଣୀ ପୋଲିସ କୁ ବଡ଼ ସଫଳତା ,9, 250 ଗ୍ରାମ ଗଂଜେଇ ଜବତ ସହ ଜଣେ ଗିରଫ |   (08-Aug-2026)       ||      ପୋଲସରା କଲେଜରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ |    (08-Aug-2026)       ||      ପୋଲିସ ଗାଡି ଓ ବୁଲେଟ ମୁହାଁ ମୁହିଁ ଧକ୍କା ବୁଲେଟ ୠଦୁଇ ଓ ପୋଲିସ ର ଦୁଇ ଆହତ |   (08-Aug-2026)       ||      ସବୁ ବାଦ, ବିବାଦ ର ଅବସାନ ଘଟାଇ ବିଜୟ ଙ୍କ ବିରୋଧ ରେ ଦେଇଥିବା କୋର୍ଟ ମାମଲା କୁ ପତ୍ନୀ ସଂଗୀତାକଲେ ପ୍ରତ୍ୟାହାର |   (08-Aug-2026)       ||      ପିଏମ ଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ କମିଟି ଓ ଅଭିଭାବକ ବୈଠକ |   (08-Aug-2026)       ||      ପିଏମ ଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ କମିଟି ଓ ଅଭିଭାବକ ବୈଠକ ||   (08-Aug-2026)       ||      ନବମ ଶ୍ରେଣୀ ଛାତ୍ରୀ କୋମଳ ନାୟକ ଇଂରାଜୀ ରେ ରଚନା କଲେ ତିନିଗୋଟି ପୁସ୍ତକ |    (08-Aug-2026)       ||      କଲ୍ୟାଣ ସିଂହ ପୁର ବିଡ଼ିଓ ଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ବଜେଡି ର ଉପଜିଲ୍ଲାପାଳ ଙ୍କୁ ଅଭିଯୋଗ ପତ୍ର ପ୍ରଦାନ |    (08-Aug-2026)       ||      ବିଶ୍ୱରେ ଚିନି ଶଙ୍କଟ , ଦର ଆକାଶ ଛୁଆଁ |    (08-Aug-2026)       ||      ରାଜନୀତି ବିଭାଗ ପକ୍ଷରୁ ନୂତନ ଅଧକ୍ଷ ଙ୍କୁ ସମ୍ବର୍ଦ୍ଧନା |    (07-Aug-2026)       ||      ସାନଟେମାରି ସରକାରୀ ଉଚ୍ଚ ବିଦ୍ୟାଳୟ ରୁ ପିଲା ଚାଲିଯିବା ଉପରେ ଜିଲ୍ଲପାଳ ଙ୍କ କଡା ଆଭିମୁଖ୍ୟ |   (07-Aug-2026)       ||     

ବିମାନ ଦୁର୍ଘଟଣା ରେ ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାର ଙ୍କ ମୃତ୍ୟୁ |

28-Jan-2026

ପ୍ଲେନ ଦୁର୍ଘଟଣା ରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଦେହାନ୍ତ,

      ଓଡିଶା ଜନ ମତ ବ୍ୟୁରୋ,

ଆଜି ସକାଳେ ମହାରାଷ୍ଟ୍ର  ରେ ଏକ ଦୁଃଖ ଦାୟକ ଘଟଣା ଘଟିଯାଇଛି | ଯାହାକି ମହାରାଷ୍ଟ୍ର ରେ ଏକ ଶୋକର ଛାୟା ଖେଳାଇ ଯାଇଛି | ମହାରାଷ୍ଟ୍ର ର ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ମୁଖ୍ୟ  ଅଜିତ ପାୱାରଙ୍କର ବିମାନ ଦୁର୍ଘଟଣା ରେ ମୃତ୍ୟୁ  ଘଟଣା ଘଟିଛି | ଏହାର ତଦନ୍ତ ପ୍ରତିଶୃତି ଦେଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ  ରାମ ମୋହନ ନାଇଡୁ  |  କହିଛନ୍ତି, ଆମେ ସ୍ଵଚ୍ଛ ଏବଂ ଦାୟିତ୍ବ ପୂର୍ଣ ଭାବରେ ତଦନ୍ତ କରିବୁ । ପ୍ରାରମ୍ଭିକ ସୂଚନା ଅନୁଯାୟୀ ସକାଳ 8ଘଣ୍ଟ 46 ମିନଟ ସମୟରେ ଅବତରଣ ସମୟ ରେ ଘଟଣା ସ୍ତଳରେ ଦୃଶ୍ୟମାନତା କମ ଥିଲା ଅବତରଣ ଟ୍ରାଫି କ୍ ପୂର୍ବରୁ, ଏୟାର ନିୟନ୍ତ୍ରକ (ଇଞ ଉ) ପାଇଲଟଙ୍କୁ ପଚାରିଥିଲା  ଯେ ରନୱେ ଦୃଶ୍ୟମାନ ଥିଲା କି ନାହିଁ । ପାଇଲଟ ନିଶ୍ଚିତ କରିଥିଲେ ଯେ ଦେଖାଯାଉନାହିଁ । ଗୋଟିଏ ଥର ବୁଲି ସାରିବା ପରେ ବିମାନ ଅବତରଣ କରିବାକୁ ଫେରି ଆସିଲା । ପାଇଲଟଙ୍କୁ ପୁଣି ପଚରାଗଲା ଯେ ଅବତରଣ ପାଇଁ ରନୱେ ଦୃଶ୍ୟମାନ ହେଉଛି କି ନାହିଁ । ତା`ପରେ, ପାଇଲଟ ରନୱେର ଦୃଶ୍ୟମାନତା ନିଶ୍ଚିତ କଲେ । କିନ୍ତୁ ଅବତରଣ କରିବା ପରେ ଇଞଉ ଦୁର୍ଘଟଣା ଘଟିଥିବା ଦେଖୁଥୁଲା । ଅଜିତଙ୍କ ମୃତ୍ୟୁରେ ମନ୍ତ୍ରୀ ଦୁଃଖ ପ୍ରକାଶ କରି କହିଛନ୍ତି, ମୋ ହୃଦୟ ଦୁଃଖରେ ଭରି ଯାଇଛି। ଅଜିତ ଦାଦା ଏବେ ଆମ  ସହିତ ନାହାନ୍ତି ଏହା ବିଶ୍ବାସ କରିବା କଷ୍ଟକର । ଏହି ଘଟଣାରେ ମୃତ୍ୟୁବରଣ କରିଥିବା ଅନ୍ୟ ପାଞ୍ଚ ଜଣଙ୍କ ପରିବାର ପ୍ରତି ମୁଁ ମୋର ସମବେଦନା ଜଣାଉଛି । ଅଜିତ ଦାଦା ସାର୍ବଜନୀନ ସେବାରେ ତାଙ୍କର ଅଭିଜ୍ଞତା ଯୋଗୁଁ ଆମକୁ ବହୁତ ମାର୍ଗଦର୍ଶନ କରୁଥିଲେ । ଏହା ମହାରାଷ୍ଟ୍ର ପାଇଁ ଏକ ଅପୂରଣୀୟ କ୍ଷତି । ତାଙ୍କ ଭଳି ନେତା ପାଇବା ବହୁତ କଷ୍ଟକର ।

News Comment

You Might Also Like

BACK TO TOP