Breaking News

ଗୁଆଳି ପୁର ଗ୍ରାମର ଶତାୟୁ ବ୍ୟକ୍ତିଙ୍କ ପରଲୋକ |    (07-Aug-2026)       ||      ଜଣେ ଅଭିଯୁକ୍ତ ଅପିଲ କୁ ନେଇ ହାଇକୋର୍ଟ ଙ୍କ ଅଭିମୁଖ୍ୟ ନେଇ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମକୋର୍ଟ |    (07-Aug-2026)       ||      ଆର ଉଦୟଗିରି ପୋଲିସ ଦ୍ୱାରା 251 କେଜି ଗଂଜେଇ ସହ ଦୁଇ ଅଭିଯୁକ୍ତ ଗିରଫ |   (06-Aug-2026)       ||      ଦ୍ଇ ଜଣ ସନ୍ଦେହୀ ଯୁବକଙ୍କ ଠାରୁ ଦୁଇ ଦେଶୀ ପିସ୍ତଲ, ଗୁଳି ଓ ଅଭିଯୁକ୍ତ ଙ୍କୁ ଗିରଫ କଲା ବେଲଙ୍ଗା ପୋଲିସ |   (06-Aug-2026)       ||      ବାଲିପଦର ପୋଲିସ କୁ ବଡ଼ ସଫଳତା, ଦେଶୀ ବନ୍ଧୁକ କାରଖାନା ରୁ ସରଞ୍ଜାମ,ଦୁଇବନ୍ଧୁକଓ ଦୁଇବ୍ୟକ୍ତି ଗିରଫ |    (06-Aug-2026)       ||      ସଂସ୍କୃତି ଅନୁଷ୍ଠାନ ର ନୂତନ କାର୍ଯ୍ୟକାରିଣୀ ଗଠନ, ସରସ୍ୱତୀ ହେଲେ ସଭନେତ୍ରୀ |   (06-Aug-2026)       ||      ପଞ୍ଜିକୃତଚାଷୀ,ସମବାୟ ବ୍ୟଙ୍କ ରୁ ଋଣ ନେଇଥିବା ଚାଷୀ ମିଳୁଛି ସାର, ଅନ୍ୟଚାଷୀଙ୍କୁ ନାହିଁ |   (06-Aug-2026)       ||      ବାଲିଗୁଡା ଓ ସିପାଞ୍ଜିରୀ ଦଳ ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନ ସିପ ରେ ବିଜୟୀ |   (06-Aug-2026)       ||      ମ ରାମ ପୁର ରେ ବିଜେପି ମଣ୍ଡଳ ଉପ ସଭାପତି ଙ୍କୁ ନିର୍ମମ ହତ୍ୟା    (06-Aug-2026)       ||      କଲ୍ୟାଣ ସିଂହ ପୁର ଗାଁରେ ପଶିଲେ ଦୁଇ ହାତୀ ବ୍ୟାପକ କଲେ କ୍ଷୟ କ୍ଷତି ||   (06-Aug-2026)       ||      ଆରପାରିରେ ଗଜନୀ ର ଖଳନାୟକ ତଥା ମହାଭାରତ ର ଅଶ୍ୱସ୍ତମା ପ୍ରଦୀପ ରାୱାତ |    (06-Aug-2026)       ||      ସ୍କୁଲ କାନ୍ଥ ଭୁଷୁଡ଼ି 2ଛାତ୍ର ଗୁରତର , ମେଡିକାଲ ରେ ଚିକିତ୍ସିତ |   (06-Aug-2026)       ||      ଖଡ଼ିଆଳ ରାଜସ୍ବ ସହାୟକ ଙ୍କ ଉପରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ନେଲେ ଜିଲ୍ଲା ପାଳ ||   (06-Aug-2026)       ||      ଭାରତ ରେ ଅଛି ଅଜବ ଗାଁ ଯେଉଁଠି ମହିଳା ମାନେ ପାଞ୍ଚଦିନ ଲୁଗା ପନ୍ଧନ୍ତି ନାହିଁ ||   (06-Aug-2026)       ||      କବିସୂର୍ଯ୍ୟ ନଗର ର ପୂର୍ବତନ ବିଧୟିକା ଙ୍କ ସ୍ମୃତିରେ ରକ୍ତଦାନ ଶିବିର ଅନୁଷ୍ଠିତ |    (06-Aug-2026)       ||      ରାଜ୍ୟ ଓଷ୍ଟା ସଙ୍ଘ ପକ୍ଷରୁ ପ୍ରତିବାଦ ସଭା |   (06-Aug-2026)       ||      ଭୟା ଭୟ ଅଗ୍ନି କାଣ୍ଡରେ କେଶପୁର ବଜାର ରେ ଜଳିଗଲା 4ଗୋଟି ଦୋକାନ |    (06-Aug-2026)       ||      କାନ୍ଧୁଣିଦେବୀ ଙ୍କୁ ଦର୍ଶନ କରି ଫେରିଲେ ମହାମହିମ ରାଷ୍ଟ୍ରପତି |   (05-Aug-2026)       ||      ଭୂମିହୀନ ଙ୍କୁ ଜମି ପଟା ଶିକ୍ଷା ଓ ସୁବିଧା ଦାବିରେ ସ୍ଵାସ୍ତ୍ୟ ଆଇଆରଳ ବୈଠକ |    (05-Aug-2026)       ||      ଖରିପଡ଼ିଆ କୋର କୋରା ରାସ୍ତାରେ 4ଫୁଟ ଉଚର ବନ୍ୟାଜଳ ପ୍ରବାହିତ |    (05-Aug-2026)       ||     

ପୁରୁଷୋତ୍ତମପୁରବିଜେପି ମଣ୍ଡଳ ସଭାପତି ହେଲେ ନୀଳାଞ୍ଚଳ ମହାରଣା (ନୀଲେସୁ ) |

31-Jan-2026

ପୁରୁଷୋତ୍ତମପୁର ବିଜେପି ମଣ୍ଡଳ ସଭାପତି ଓ ଅନ୍ୟ ପଦବୀ  ପାର୍ଥି ମନୋନୀତ,

ଗତ ତା ୨୫/୦୮/୨୦୨୫ରିଖ ରେ ଏକ ବୈଠକ ଘୁମୁସର ଆସ୍କା ଜିଲ୍ଲା ସଭାପତି ଶ୍ରୀ ବିଜୟ ସ୍ବାଇଁଙ୍କ ନିର୍ଦ୍ଦେଶ କ୍ରମେ ପୂର୍ବତନ ଘୁମୁସର ଜିଲ୍ଲା ସଭାପତି ତଥା ବର୍ତ୍ତମାନର ରାଜ୍ୟ ସମ୍ପାଦକ ଶ୍ରୀ ପୃଥୀବିରାଜ ମହାପାତ୍ରଙ୍କ ନେତୃତ୍ବରେ ପୂର୍ବତନ ମଣ୍ଡଳ ସଭାପତି ମନୋଜ କୁମାର ମହାପାତ୍ର , ଯୋଗୀନ୍ଦ୍ର ଗୈଡ, ଟୁକୁନା ବେହେରା , ବିଧାୟକ ପ୍ରତିନିଧି ସୁଦର୍ଶନ ବେହେରା ଏବଂ ସମସ୍ତ ବୁଥ୍ ସଭାପତି , ପୁରାତନ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତରେ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ସର୍ବସମ୍ମତିକ୍ରମେ ଶ୍ରୀ ନିଳାଞ୍ଚଳ ମହାରଣା (ନିଲେସ୍) ଙ୍କୁ  ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର ପୁରୁଷୋତ୍ତମପୁର ଏନ୍ ଏ ସି ର ନୂତନ ମଣ୍ଡଳ ସଭାପତି   ଚୟନ ପାଈଁ ପ୍ରସ୍ତାବ ଦିଆ ଯାଇଥିଲା | ତେବେ ଆଜି ତାହା କାର୍ଯ୍ୟକାରୀ ହେଲା  | ଗଞ୍ଜାମ ଜିଲ୍ଲା ସଭାପତି ଶ୍ରୀ ବିଜୟ କୁମାର ସ୍ୱାଇଁ ଙ୍କ ଅନୁମୋଦନ କ୍ରମେ  ପୁରୁଷୋତ୍ତମପୁର ମଣ୍ଡଳ ସଭାପତି ଭାବେ ନୀଳାଞ୍ଚଳ ମହାରଣା (ନୀଲେସୁ ) ଙ୍କୁ ମନୋନୀତ କରାଯାଇଥିଲା ବେଳେ ଛ ଜଣ ଉପସଭାପତି, ଦୁଇଜଣ ଜେନେରାଲ ସେକ୍ରେଟେରୀ ଓ ଛ ଜଣ ସେକ୍ରେଟେରୀ ଭାବେଏବଂ ଜଣେ କୋଷାଧକ୍ଷ ଭାବେ ମନୋନୀତ  ହୋଇ ଛନ୍ତି | ସେମାନଙ୍କ ମଧ୍ୟରୁ ଚାରି ଜଣ ମହିଳା ଙ୍କୁ ମଧ୍ୟ ଏହି ପଦବୀରେ ସ୍ଥାନ ଦିଆ ଯାଇଛି ଛଅ ଜଣ ଉପସଭାପତି ହେଲେ | ଟୁକୁନା ବେହେରା,  ସନ୍ତୋଷ କୁମାର ପଣ୍ଡା, D ଶ୍ୟାମ ବାବୁ ଦୋରା, ଦେବରାଜ ବେହେରା, ପ୍ରକାଶ ବେହେରା ଓ ମହିଳା ଙ୍କ ମଧ୍ୟରେ ଜ୍ୟୋତି ଡାକୁଆ  ଅଛନ୍ତି | ଦେହିପରି ସାଧରଣ ସମ୍ପାଦକ ଦୁଇଜଣ ହେଲେ  ସରୋଜ କୁମାର ପଣ୍ଡା ଓ ସୁଦର୍ଶନ ବେହେରା,  ସେହିପରି  ଛଅ ଜଣ ସମ୍ପାଦକ ମାନେ ହେଲେ ମଙ୍ଗରାଜ ବେହେରା, ଅମିତ କୁମାର ମହାପାତ୍ର, ବିନାୟକ ନାହାକ ଓ ତିନିଜଣ ମହିଳା ମାନେ ହେଲେ ପିଙ୍କି ଗୌଡ଼,ଦମୟନ୍ତୀ ବେହେରା, ମମତା ଗୌଡ଼,ଏବଂ କୋଷାଧକ୍ଷ ହେଲେ ବିଚିତ୍ର ନାୟକ, ଏମାନେ ସମସ୍ତେ ଜିଲ୍ଲା ସଭାପତି ବିଜୟ କୁମାର ସ୍ୱାଇଁ,, ରାଜ୍ୟ ସମ୍ପାଦକପୃଥ୍ଵୀ ରାଜ ମହାପାତ୍ର, , ମାନ୍ୟବର ମୁଖ୍ୟମନ୍ତ୍ରୀମୋହନ ଚରଣ ମାଝୀ, , ଓ ରାଜ୍ୟ ସଭାପତି ମନମୋହନ ସାମଲ,  ଓ ଅନ୍ୟନ୍ୟ ମନ୍ତ୍ରୀ ସ୍ଥାନୀୟ ବିଧାୟକ  ପୂର୍ଣ୍ଣ ଚନ୍ଦ୍ର ସେଠୀ, ଆସ୍କ ଏମପି ଅନୀତ ଶୁଭଦର୍ଶିନୀ ଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇ ଛନ୍ତି |

News Comment

You Might Also Like

BACK TO TOP