Breaking News

କୁସୁପୁର ଗାଁ ରେ ବାହାଘର ପଟୁଆର ବେଳେ ଘରେ ପଶି ହାଣିଲେ କିଛି ଲୋକ |    (07-Feb-2026)       ||      ତହସିଲଦାର ମନ୍ଦିର କାର୍ଯ୍ୟ ନିର୍ବାହୀ ଦାଇତ୍ୱ ନେବା ପରେ ଖୋଲିଲା ତାରା ତାରିଣୀ ଙ୍କ ହୁଣ୍ଡି ପେଡି |    (07-Feb-2026)       ||      ସର୍ବଭାରତୀୟ କବାଡି ପ୍ରତିଯୋଗିତା ରେ ଓଡିଶା ଟିମରେ ବୁଗୁଡ଼ା ବ୍ଳକର ଭଞ୍ଜ କିଶୋର ଗୌଡ଼ |    (07-Feb-2026)       ||      ଏନ ସିସି ଅଫିସର ଦୁଇ ମହିଳା କ୍ୟାଡଟଙ୍କୁ ସମ୍ବର୍ଦ୍ଧନା |   (07-Feb-2026)       ||      ବାଲିଗୁଡା ରେ ଜିଲ୍ଳାସ୍ତରୀୟ ସୁଭଦ୍ରା ଶକ୍ତି ମେଳା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ||   (07-Feb-2026)       ||      ପିଏମ ଶ୍ରୀ ବୁଦ୍ଧଗିରି ବିଦ୍ୟା ପୀଠର ବାର୍ଷିକ ଉତ୍ସବ ଅନୁଷ୍ଠିତ |    (07-Feb-2026)       ||      ତିନିଦିନ ଧରି ଚାଲିବ ବୁଦ୍ଧ ଖୋଲ ମହୋତ୍ସବ |   (07-Feb-2026)       ||      ବୋଲେରା ପିକଅପ ସହ ବାଇକ ମୁହାଁମୁହିଁ ଧକ୍କା, ଦୁଇ ମୃତ |   (07-Feb-2026)       ||      ପାଙ୍ଗିଡ଼ି ସରକାରୀ ଊଚ୍ଚ ପ୍ରାଥମିକ ବିଦ୍ୟାଳୟ ର 70 ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ |    (06-Feb-2026)       ||      4ଜଣ ଛତିଶି ଗଡି ମାଓବାଦୀ ଙ୍କ ଆତ୍ମ ସମର୍ପଣ,ବହୁ ମାରଣାସ୍ତ୍ର ଜବତ |   (06-Feb-2026)       ||      ଶ୍ରୀଅରବିନ୍ଦ ଙ୍କ ଆଦର୍ଶରେ ଅନୁପ୍ରାଣିତହୋଇ ଉତ୍ତମ ନାଗରିକ ହୁଅ |   (06-Feb-2026)       ||      ଗୋଲିଆରେ ବିଦ୍ୟୁତ ଟ୍ରାନ୍ସଫର ପୋଡି ଯୋଗୁଁ ପାଣି ମୋଟର ଅଚଳ, ପାଣିପାଇଁ ଲୋକେ ହନ୍ତସନ୍ତ ||   (06-Feb-2026)       ||      ପିପୁଲ୍ସ କଲେଜର 48 ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ |   (06-Feb-2026)       ||      ଯୁବକଙ୍କ ଗଳିତ ମୃତ ଦେହ ଉଦ୍ଧାର |    (05-Feb-2026)       ||      ପରମାନନ୍ଦ ଶିଶୁ ବିଦ୍ୟା ମନ୍ଦିର ର ସଫଳତା |    (05-Feb-2026)       ||      ସନ୍ଧିବାତ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ |    (05-Feb-2026)       ||      ତାରା ତାରିଣୀ ମହାବିଦ୍ୟାଳୟ ରେ ଗ୍ରାମୀଣ ରୁଣ ଗ୍ରସତା ଉପରେ ଶୈକ୍ଷିକ ସେମିନାର ଅନୁଷ୍ଠିତ |   (04-Feb-2026)       ||      ବିଶ୍ୱ କର୍କଟ ଦିବସ ଅବସର ରେ କ୍ରାନ୍ତି ତରଫରୁ ଦେଶ ବାସୀଙ୍କୁ ଆହ୍ୱାନ ||   (04-Feb-2026)       ||      କଣ ମଣା ରେଳ ଧାରଣା ରୁ ଯୁବକଙ୍କ ମୃତ ଦେହ ଉଦ୍ଧାର |   (04-Feb-2026)       ||      ଭଞ୍ଜ ବିହାର ରେ ଅଧ୍ୟୟନ ରତ ଛାତ୍ର ର ଆତ୍ମହତ୍ୟା |   (04-Feb-2026)       ||     

ଚିଙ୍ଗୁଡ଼ି ଖୋଲ ଊଚ୍ଚ ବିଦ୍ୟାଳୟ ରେ ଗଣିତ ଶିକ୍ଷକ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା |

04-Feb-2026

ଚିଙ୍ଗୁଡିଖୋଲ ଉଚ୍ଚ ବିଦ୍ୟାଳୟରେ ଗଣିତ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା,

 ଓଡିଶା ଜନ ମତ,କୋଦଳା ସୂର୍ଯ୍ ନାରାୟ ବଡ,  ୦୪/୦୨/୨୦୨୬ ; 

ବେଗୁନିଆପଡା ବ୍ଳକ୍ ଅନ୍ତର୍ଗତ ଚିଙ୍ଗୁଡିଖୋଲ ଉଚ୍ଚବିଦ୍ୟାଳୟର ଗଣିତ ଶିକ୍ଷକ ଶ୍ରୀନାରାୟଣ ଶତପଥୀଙ୍କର ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ଶତପଥୀ ୧୨ ଜୁଲାଇ ୧୯୮୮ ମସିହାରେ ତା୧୨/୭/ନିଯୁକ୍ତିହୋଇ ୩୧ ଜାନୁଆରୀ ୨୦୨୬ ରେ ଅବସର ଗ୍ରହଣ କରିଥିଲେ। ପ୍ରି ବୋର୍ଡ ପରୀକ୍ଷା ଚାଲିଥିବା ଯୋଗୁଁ ଆଜି ଉକ୍ତ ସଭାର ଆୟୋଜନ କରାଯାଇଥିଲା। ଏଥିରେ ଉକ୍ତ ପଞ୍ଚାୟତର ସମିତିସଭ୍ୟ ଜିତେନ୍ଦ୍ର କୁମାର ଗୌଡ, ପରିଚାଳନା ସମିତିର ସଭ୍ୟ ଫକିରଚରଣ ରାଉତ, ପୂର୍ବତନ ଛାତ୍ର ସଞ୍ଜିବ କୁମାର ପ୍ରଧାନ ଯୋଗଦେଇଥିଲେ। ବିଦ୍ୟାଳୟର ସଂସ୍କୃତ ଶିକ୍ଷକ  ଉମେଶ ଚନ୍ଦ୍ର ଦାଶ ସଭା କାର୍ଯ୍ୟ ସଭାପରିଚାଳନା କରିଥିଲେ। ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସତ୍ୟନାରାୟଣ ଦାସ ସଭାପତିତ୍ବ କରିଥିବା ବେଳେ ବଜ୍ଞାନ ଶିକ୍ଷକ  ଅନ୍ତର୍ଯ୍ୟାମି ସ୍ବାଇଁଙ୍କ ସମେତ ଶିକ୍ଷା କର୍ମଚାରୀ ମାନେ ବିଦାୟ ସମ୍ଵର୍ଦ୍ଧନା ଜଣାଇଥିଲେ।

News Comment

You Might Also Like

BACK TO TOP