Breaking News

ରାଜନୀତି ବିଭାଗ ପକ୍ଷରୁ ନୂତନ ଅଧକ୍ଷ ଙ୍କୁ ସମ୍ବର୍ଦ୍ଧନା |    (07-Aug-2026)       ||      ସାନଟେମାରି ସରକାରୀ ଉଚ୍ଚ ବିଦ୍ୟାଳୟ ରୁ ପିଲା ଚାଲିଯିବା ଉପରେ ଜିଲ୍ଲପାଳ ଙ୍କ କଡା ଆଭିମୁଖ୍ୟ |   (07-Aug-2026)       ||      ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକଆକ୍ରମଣ |    (07-Aug-2026)       ||      ବ୍ରହ୍ମପୁର ମହାନଗର ନିଗମ ଅଫିସ ଆଗରେ ବକେୟା ବିଲ ପାଇବା ଦାବିରେ ଠିକାଦାର ମାନଙ୍କ ଧାରଣା |   (07-Aug-2026)       ||      ମାଇକ୍ରୋ ଫାଇନାନ୍ସ କମ୍ପାନୀ ବିରୁଦ୍ଧରେ କ୍ଷତିଗ୍ରସ୍ତ ଜମାକାରୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର |   (07-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ ରେ ପାଦେରୀ ପଡା ଓ ଶୁଣ୍ଡରୁ ମିଲା ଦଳ ବିଜୟୀ |   (07-Aug-2026)       ||      ଅଭିନେତ୍ରୀ ତ୍ରିଶା ଙ୍କୁ କଟୁ ଦିଅର୍ଥ ବୋଧକ ଶବ୍ଦ କହିବା ଉଦୟ ନିଧି ଷ୍ଟାଲିନ ଙ୍କୁ ମହିଳା ମାନେ କଲେ କଟୁ ସମାଲୋଚନା |   (07-Aug-2026)       ||      ନୁଆଁ ଖାଇ ପାଇଁ ବଲାଙ୍ଗୀର ଜିଲ୍ଳାରେ ଆରମ୍ଭ ହେଲା ଲଗ୍ନ ଦେଖା    (07-Aug-2026)       ||      ଜୁଆ ଖେଳ ଉପରେ ପୋଲିସ ର ଚଢ଼ାଉ 7 ଅଭିଯୁକ୍ତ ସହ, ଟଙ୍କା, ମୋବାଇଲ ଓ ବାଇକ ଜବତ ||   (07-Aug-2026)       ||      ଖଲ୍ଲିକୋଟ ପାଚିକା ସହାୟିକା ଙ୍କ ତାଲିମ ଶିବିର ଅନୁଷ୍ଠିତ!|    (07-Aug-2026)       ||      ଗୁଆଳି ପୁର ଗ୍ରାମର ଶତାୟୁ ବ୍ୟକ୍ତିଙ୍କ ପରଲୋକ |    (07-Aug-2026)       ||      ଜଣେ ଅଭିଯୁକ୍ତ ଅପିଲ କୁ ନେଇ ହାଇକୋର୍ଟ ଙ୍କ ଅଭିମୁଖ୍ୟ ନେଇ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମକୋର୍ଟ |    (07-Aug-2026)       ||      ଆର ଉଦୟଗିରି ପୋଲିସ ଦ୍ୱାରା 251 କେଜି ଗଂଜେଇ ସହ ଦୁଇ ଅଭିଯୁକ୍ତ ଗିରଫ |   (06-Aug-2026)       ||      ଦ୍ଇ ଜଣ ସନ୍ଦେହୀ ଯୁବକଙ୍କ ଠାରୁ ଦୁଇ ଦେଶୀ ପିସ୍ତଲ, ଗୁଳି ଓ ଅଭିଯୁକ୍ତ ଙ୍କୁ ଗିରଫ କଲା ବେଲଙ୍ଗା ପୋଲିସ |   (06-Aug-2026)       ||      ବାଲିପଦର ପୋଲିସ କୁ ବଡ଼ ସଫଳତା, ଦେଶୀ ବନ୍ଧୁକ କାରଖାନା ରୁ ସରଞ୍ଜାମ,ଦୁଇବନ୍ଧୁକଓ ଦୁଇବ୍ୟକ୍ତି ଗିରଫ |    (06-Aug-2026)       ||      ସଂସ୍କୃତି ଅନୁଷ୍ଠାନ ର ନୂତନ କାର୍ଯ୍ୟକାରିଣୀ ଗଠନ, ସରସ୍ୱତୀ ହେଲେ ସଭନେତ୍ରୀ |   (06-Aug-2026)       ||      ପଞ୍ଜିକୃତଚାଷୀ,ସମବାୟ ବ୍ୟଙ୍କ ରୁ ଋଣ ନେଇଥିବା ଚାଷୀ ମିଳୁଛି ସାର, ଅନ୍ୟଚାଷୀଙ୍କୁ ନାହିଁ |   (06-Aug-2026)       ||      ବାଲିଗୁଡା ଓ ସିପାଞ୍ଜିରୀ ଦଳ ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନ ସିପ ରେ ବିଜୟୀ |   (06-Aug-2026)       ||      ମ ରାମ ପୁର ରେ ବିଜେପି ମଣ୍ଡଳ ଉପ ସଭାପତି ଙ୍କୁ ନିର୍ମମ ହତ୍ୟା    (06-Aug-2026)       ||      କଲ୍ୟାଣ ସିଂହ ପୁର ଗାଁରେ ପଶିଲେ ଦୁଇ ହାତୀ ବ୍ୟାପକ କଲେ କ୍ଷୟ କ୍ଷତି ||   (06-Aug-2026)       ||     

କୁସୁପୁର ଗାଁ ରେ ବାହାଘର ପଟୁଆର ବେଳେ ଘରେ ପଶି ହାଣିଲେ କିଛି ଲୋକ |

07-Feb-2026

ପୂର୍ବଶତ୍ରୁତାକୁ ନେଇ ବାହାଘର ରୋଷଣୀ ରେ  ଘରେ ପଶି ହାଣିଲେ  କୁସୁପୁର ଗ୍ରାମରେ ,

     ଓଡିଶା  ଜନ ମତ ବ୍ୟୁରୋ, 

ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବାବେଳେ ଏହା ପୂର୍ବରୁ ଏଭଳି ରାଜନୈତିକ ହିଂସା  ଦେଖାଯାଇଛି ବାଘଳା ପଞ୍ଚାୟତ ର କୁସୁପୁର ଗ୍ରାମରେ । ଗାଁର ଏ ବାହାଘର ପ୍ରୋସେସନ ଚାଲୁଥିଲା ବେଳେ ପୂର୍ବ ଶତ୍ରୁତ  ରାଜନୈତି ଉଦେଶ୍ କ ରଖ  ସମିତିସଭ୍ୟଙ୍କ ଘରେ ପଶି ତାଙ୍କୁ ଘୋଷାଡି ଘୋଷାଡି ଗାଁଦାଣ୍ଡରେ ନିର୍ମମ ଭାବେ ଖଣ୍ଡାରେ ହଣାଯାଇ ଥିବାବେଳେ ଅନ୍ୟ ତିନିଜଣଙ୍କୁ ମଧ୍ୟ ଖଣ୍ଡା,କାତି,ପଞ୍ଛାରେ ଆକ୍ରମଣ କରି ରକ୍ତାକ୍ତ କରିପକାଇଛନ୍ତି ଦୁର୍ବୃତ୍ତ। ଆହାତମାନେ ହେଲେ ସମିତିସଭ୍ୟ ପ୍ରକାଶ ନାହାକ, ରୋହିତ ନାହାକ,ପ୍ରମୋଦ ନାହାକ ଓ କ୍ରୁଷ୍ଣ ନାହାକ। ଏ ସମସ୍ତ ଆହାତଙ୍କୁ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି । ଖବରପାଇ ଥାନା ଆଇଆଇସି ରାଜେଶକୁମାର ନାୟକ ଘଟଣାସ୍ଥଳକୁ ଯାଇ ପୋଲିସ ସୁରକ୍ଷାରେ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଥିବାବେଳେ ପାଞ୍ଚଜଣଙ୍କୁ ଧରିଆଣି ସେମାନଙ୍କୁ ଜେରା କରି ତଦନ୍ତ ଚଲାଇଛନ୍ତି । ଏହି ଘଟଣାରେ ଯେଉଁ ବ୍ୟକ୍ତିି ସଂପୃକ୍ତ ରହିଥିବେ ସେମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଆଇଆଇସି କହିଛନ୍ତି । ଘଟଣାରୁ ଜାଣିବାକୁ ମିଳିଛି ଯେ ଗ୍ରାମରେ ଏକ ବିବାହ ଭୋଜିର ଶୋଭାଯାତ୍ରା ଚାଲିଥିବାବେଳେ ଏହାର ସୁଯୋଗ ନେଇ ବିରୋଧି ଗୋଷ୍ଠୀ ପକ୍ଷରୁ ପୂର୍ବ ରାଜନୈତିକ ଶତ୍ରୁତାରୁ ଆକ୍ରମଣ କରିବା ଲାଗି ଯୋଜନାବଦ୍ଧ ଭାବରେ ମାରଣା ଅସ୍ତ୍ରମାନ ସହ ସଜ୍ଜିତ ହୋଇରହିଥିଲେ । ଏହି ସମୟରେ ଅପରପକ୍ଷର ରୋହିତ ନାହାକଙ୍କୁ ଆକ୍ରମଣ କରିଥିଲେ ଫଳରେ ସେ ଜୀବନ ରକ୍ଷା କରିବା ଲାଗି ଦୌଡି ଆସି ତାଙ୍କର ସମ୍ପର୍କୀୟଙ୍କୁ ଜଣାଇଥିଲେ। ସମ୍ପର୍କୀୟମାନେ ଯିବାରୁ ତାଙ୍କୁ ମଧ୍ୟ ଖଣ୍ଡାରେ ହାଣି ଆକ୍ରମଣ କରିବା ସହ ସମିତିସଭ୍ୟ ପ୍ରକାଶ ନାହାକଙ୍କ ଘର ନିକଟରେ ଆକ୍ରମଣ ଲାଗି ଗାଳିଗୁଲଜ କରି ଆସିଥିଲେ । ଏହାଦେଖି ଘରବାରଣ୍ଡାରେ ଠିଆହୋଇଥିବା ପ୍ରକାଶ ଘର ମଧ୍ୟକୁ ଚାଲିଯାଇଥିବାବେଳେ ତାଙ୍କୁ ଘରେ ପଶି ଘୋଷାଡି ଘୋଷାଡି ଗାଁ ଦାଣ୍ଡକୁ ଆଣି ତଳେ ପକାଇ ମାଡମାରି ଖଣ୍ଡାରେ ହାଣି ଆକ୍ରମଣ କରିଛନ୍ତି । ଏହି ଘଟଣାକୁ ନେଇ ସରପଞ୍ଚ ହିନଖୁଣ୍ଟିଆ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ରାଜନୈତିକତା କାରଣରୁ ଏଭଳି ଘଟିଛି । ତାଙ୍କର ଲୋକପ୍ରିୟତାକୁ ବିରୋଧୀ ଗୋଷ୍ଠୀ ମଧ୍ୟ ସହି ନପାରି ଏପରି ଆକ୍ରମଣ କରି ଲୋକଙ୍କୁ ଭୟଭୀତ କରାଇ ଆଗାମି ପଞ୍ଚାୟତନିର୍ବାଚନ ପାର୍‌ ହେବାକୁ ଚେଷ୍ଟା କରୁଛନ୍ତି । ତୁରନ୍ତ ପୋଲିସ ପ୍ରଶାସନ ଏ ଦିଗରେ ପଦକ୍ଷେପ ନେଇ ଅପରାଧିମାନଙ୍କୁ ଗିରଫ କରିବାକୁ ଦାବି ହୋଇଛି।
ଏପଟେ ବିରୋଧୀ ପକ୍ଷ ମଧ୍ୟ ନାବାଳକଙ୍କ ଉପରେ ଆକ୍ରମଣ କରିଥିବାର ଥାନାରେ ଏଫଆୟାର କରିଛନ୍ତି | ତେବେ ଉଭୟଙ୍କ ଏତଲାକୁ ପୋଲିସ ତଦନ୍ତ କରି ଦୋଷୀ ମାନଙ୍କ ବିରୁଦ୍ଧରେ ଉପଯୁକ୍ତ ପଦକ୍ଷେପ ନେବାକୁ ଅଞ୍ଚଳ ବାସୀ ଦାବି କରୁଛନ୍ତି |

News Comment

You Might Also Like

BACK TO TOP