Breaking News

ଜାହାଜ ଆରେଷ୍ଟ ପାଇଁ ଓଡିଶା ହାଇକୋର୍ଟ ଙ୍କ ନିର୍ଦେଶ |   (08-Aug-2026)       ||      ବୃଦ୍ଧଙ୍କ ଗଳିତ ଶବ ଉଦ୍ଧାର କଲା ବୋଡେ଼ନ ଥାନା ପୋଲିସ |    (08-Aug-2026)       ||      ଅର୍ଦ୍ଧନିର୍ମିତ କୁଆଁରୀଆ ସେତୁ ଉପରେ ସର୍ବ ସାଧାରଣ ଯାତାୟତ ପାଇଁ ମନା କଲା ବ୍ଲକ ପ୍ରଶାସନ |   (08-Aug-2026)       ||      ନାରାୟଣୀ ମନ୍ଦିର କାଉଡିଆ ଛକ ନିକଟରେ ପୋଲିସ ଗାଡି ସହ ବାଇକ ମୁହାଁମୁହିଁ ଧକ୍କା    (08-Aug-2026)       ||      ପୋଲସରା ରେ ଜାତୀୟ କୃମି ନାଶକ ତାଲିମ ଶିବିର ଅନୁଷ୍ଠିତ |    (08-Aug-2026)       ||      ନାଚୁଣୀ ପୋଲିସ କୁ ବଡ଼ ସଫଳତା ,9, 250 ଗ୍ରାମ ଗଂଜେଇ ଜବତ ସହ ଜଣେ ଗିରଫ |   (08-Aug-2026)       ||      ପୋଲସରା କଲେଜରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ |    (08-Aug-2026)       ||      ପୋଲିସ ଗାଡି ଓ ବୁଲେଟ ମୁହାଁ ମୁହିଁ ଧକ୍କା ବୁଲେଟ ୠଦୁଇ ଓ ପୋଲିସ ର ଦୁଇ ଆହତ |   (08-Aug-2026)       ||      ସବୁ ବାଦ, ବିବାଦ ର ଅବସାନ ଘଟାଇ ବିଜୟ ଙ୍କ ବିରୋଧ ରେ ଦେଇଥିବା କୋର୍ଟ ମାମଲା କୁ ପତ୍ନୀ ସଂଗୀତାକଲେ ପ୍ରତ୍ୟାହାର |   (08-Aug-2026)       ||      ପିଏମ ଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ କମିଟି ଓ ଅଭିଭାବକ ବୈଠକ |   (08-Aug-2026)       ||      ପିଏମ ଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ କମିଟି ଓ ଅଭିଭାବକ ବୈଠକ ||   (08-Aug-2026)       ||      ନବମ ଶ୍ରେଣୀ ଛାତ୍ରୀ କୋମଳ ନାୟକ ଇଂରାଜୀ ରେ ରଚନା କଲେ ତିନିଗୋଟି ପୁସ୍ତକ |    (08-Aug-2026)       ||      କଲ୍ୟାଣ ସିଂହ ପୁର ବିଡ଼ିଓ ଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ବଜେଡି ର ଉପଜିଲ୍ଲାପାଳ ଙ୍କୁ ଅଭିଯୋଗ ପତ୍ର ପ୍ରଦାନ |    (08-Aug-2026)       ||      ବିଶ୍ୱରେ ଚିନି ଶଙ୍କଟ , ଦର ଆକାଶ ଛୁଆଁ |    (08-Aug-2026)       ||      ରାଜନୀତି ବିଭାଗ ପକ୍ଷରୁ ନୂତନ ଅଧକ୍ଷ ଙ୍କୁ ସମ୍ବର୍ଦ୍ଧନା |    (07-Aug-2026)       ||      ସାନଟେମାରି ସରକାରୀ ଉଚ୍ଚ ବିଦ୍ୟାଳୟ ରୁ ପିଲା ଚାଲିଯିବା ଉପରେ ଜିଲ୍ଲପାଳ ଙ୍କ କଡା ଆଭିମୁଖ୍ୟ |   (07-Aug-2026)       ||      ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ଯୁବକଙ୍କୁ ମରଣାନ୍ତକଆକ୍ରମଣ |    (07-Aug-2026)       ||      ବ୍ରହ୍ମପୁର ମହାନଗର ନିଗମ ଅଫିସ ଆଗରେ ବକେୟା ବିଲ ପାଇବା ଦାବିରେ ଠିକାଦାର ମାନଙ୍କ ଧାରଣା |   (07-Aug-2026)       ||      ମାଇକ୍ରୋ ଫାଇନାନ୍ସ କମ୍ପାନୀ ବିରୁଦ୍ଧରେ କ୍ଷତିଗ୍ରସ୍ତ ଜମାକାରୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର |   (07-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ ରେ ପାଦେରୀ ପଡା ଓ ଶୁଣ୍ଡରୁ ମିଲା ଦଳ ବିଜୟୀ |   (07-Aug-2026)       ||     

ପୂର୍ବତନ ବିଜେପି ନଗର ମଣ୍ଡଳ ସଭାପତି କୃଷ୍ଣ ନାୟକ ଙ୍କ ପିତାଙ୍କ ଦ୍ୱାଦଶାହ ଦିବସ ପାଳିତ |

23-Feb-2026

ପୁରୁଷୋତ୍ତମପୁର ପୂର୍ବତନ ନଗର ସଭାପତି ଙ୍କ ପିତୃ ଙ୍କ ଦ୍ୱାଦଶାହ ଦିବସ ରେ ସ୍ମୃତି ଚାରଣ, 

ଓଡିଶା ଜନ ମତ ବ୍ୟୁରୋ, 

ପୂର୍ବତନ ବିଜେପିର ନଗର ସଭାପତି କୃଷ୍ଣ ଚନ୍ଦ୍ର ନାୟକ ତଥା ଗଡ଼ ସାହି ସ୍କୁଲ ର ପ୍ରଧାନ ଶିକ୍ଷକ ମନୋଜ ନାୟକ ଙ୍କ ପିତୃ ସିମାଞ୍ଚଳ ନାୟକ ଙ୍କ ଦ୍ୱାଦଶାହ ଦିବସରେ ସ୍ମୃତଚାରଣ କଲେ ରାଜ ନେତା, କର୍ମୀ, ଶିକ୍ଷକ, ଶିକ୍ଷୟତ୍ରୀ, ଶିକ୍ଷାବିତ, ଆଇନ ଯିଵି ଓ ବରିଷ୍ଟ ନାଗରିକ ଙ୍କ ସମେତ ସହର ବାସୀ, ଆତ୍ମୀୟ ସ୍ୱଜନ ବନ୍ଧୁ ବାନ୍ଧବ ସମସ୍ତେ | ସିମାଞ୍ଚଳ ବାବୁ ଜଣେ ପରୋପକାରୀ ମଣିଷ ଥିଲେ ତେଣୁ ଆଜି  ଦ୍ୱାଦଶାହ ଦିବସ ରେ ତାଙ୍କ ଫୋଟରେ  ସୁମନ ଅର୍ପଣ କରି ପ୍ରଦୀପ ପ୍ରଜ୍ବଳନ କରି ସମସ୍ତେ ତାଙ୍କରୀ ସ୍ମୃତି ଚାରଣ କରିଥିଲେ | ସିମାଞ୍ଚଳ ଙ୍କ ପାଞ୍ଚ ପୁଅ କୃଷ୍ଣ ଚନ୍ଦ୍ର ନାୟକ,ମନୋଜ ନାୟକ, ପଙ୍କଜ ନାୟକ,ସରୋଜ ନାୟକ ଓସୁକାନ୍ତ ନାୟକ ଙ୍କ ସହିତ ବୋହୁ ସୁଦେଷ୍ନା ନାୟକ, ଶର୍ମିଷ୍ଠା ନାୟକ, ଓ ନାତି, ନାତି, ନାତୁଣୀ,ଆତ୍ମୀୟ ସ୍ୱଜନ,ବନ୍ଧୁ ବାନ୍ଧବ, ସମସ୍ତେ ଉପସ୍ଥିତ ରହି ଥିଲେ | ତାଙ୍କ ବିୟୋଗ ରେ ସମସ୍ତେ ଦୁଃଖ ପ୍ରକାଶ କରଛନ୍ତି |

News Comment

You Might Also Like

BACK TO TOP