Breaking News

ଜମି ମାଲିକ ନଆସିଲେ ମଧ୍ୟ ଭାଗ ଚାଷୀ ପଞ୍ଜିକରଣ କରିପାରିବେ ||   (10-Aug-2026)       ||      ପୋଲସରା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (10-Aug-2026)       ||      ହଜି ଯାଇଥିବା ସାମାନ କୁ ଫେରାଇ ମାନବିକତାଦେଖାଇଲେ ପୋଲିସ |    (10-Aug-2026)       ||      ଖଲ୍ଲିକୋଟ ରେ ବିଶ୍ୱ ଆଦିବାସୀ ଦିବସ ପାଳିତ!|    (09-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନ ସିପ ଉଦଘାଟିତ!|   (09-Aug-2026)       ||      ଯାତ୍ରା ମଞ୍ଚ ରେ ଜୀବନ୍ତ ଅଭିନୟ ଦେଖି ଦର୍ଶକ ଫିଙ୍ଗିଲେ ଚେୟାର!|    (09-Aug-2026)       ||      ମିଥୁନ ଚକ୍ରବର୍ତ୍ତୀ ଙ୍କ ଅସ୍ତ୍ରୋ ପଚାର ସଫଳ ହେଲା ||   (09-Aug-2026)       ||      ସଂଘବଦ୍ଧ ଭାବେ କଲେଜ ଛାତ୍ର ଆକ୍ରମଣ ଘଟଣାରେ ପୋଲିସ ହାତ ଖାଲି |   (09-Aug-2026)       ||      ପୋଲସରା କଲେଜ ରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ |    (09-Aug-2026)       ||      ଦୁଇ ଦଫା ଦାବି ନେଇ ତାତିଲେ ପେନସନ ଧାରୀ |    (09-Aug-2026)       ||      ଖଲାଡ଼ି ଠାରେ " ବିଶ୍ୱ ଆଦିବାସୀ ମେଳା "ଅନୁଷ୍ଠିତ ||   (09-Aug-2026)       ||      ସ୍ବର୍ଗତ ରଞ୍ଜନ କୁମାର ଦଳେଇ ଙ୍କ ସ୍ମୃତି ରେ ରକ୍ତ ଦାନ ଶିବିର ଅନୁଷ୍ଠିତ |    (09-Aug-2026)       ||      ସ୍ୱାମୀ କୁ ମାରିବା ପାଇଁ ପ୍ରେମିକ ଙ୍କ ପାଖକୁ ଭିଡିଓ କଲ ରେ ମେସେଜ କଲେ ସ୍ତ୍ରୀ |   (09-Aug-2026)       ||      କୃଷି ବିଭାଗ ତରଫରୁ ବ୍ଲକ ସ୍ତରୀୟ ପ୍ରଶକ୍ଷିଣ ଶିବିର ଅନୁଷ୍ଠିତ ||   (09-Aug-2026)       ||      ବିନା ପୋଷାକ ରେ ଚଳ, ପ୍ରଚଳ କରୁଥିବା ଏକ ସହର, ବିଶ୍ୱାସ ଲାଗୁନଥିଲେ ବି ସତ୍ୟ |    (09-Aug-2026)       ||      ଜାହାଜ ଆରେଷ୍ଟ ପାଇଁ ଓଡିଶା ହାଇକୋର୍ଟ ଙ୍କ ନିର୍ଦେଶ |   (08-Aug-2026)       ||      ବୃଦ୍ଧଙ୍କ ଗଳିତ ଶବ ଉଦ୍ଧାର କଲା ବୋଡେ଼ନ ଥାନା ପୋଲିସ |    (08-Aug-2026)       ||      ଅର୍ଦ୍ଧନିର୍ମିତ କୁଆଁରୀଆ ସେତୁ ଉପରେ ସର୍ବ ସାଧାରଣ ଯାତାୟତ ପାଇଁ ମନା କଲା ବ୍ଲକ ପ୍ରଶାସନ |   (08-Aug-2026)       ||      ନାରାୟଣୀ ମନ୍ଦିର କାଉଡିଆ ଛକ ନିକଟରେ ପୋଲିସ ଗାଡି ସହ ବାଇକ ମୁହାଁମୁହିଁ ଧକ୍କା    (08-Aug-2026)       ||      ପୋଲସରା ରେ ଜାତୀୟ କୃମି ନାଶକ ତାଲିମ ଶିବିର ଅନୁଷ୍ଠିତ |    (08-Aug-2026)       ||     

ଗୁରୁ ଶିଷ୍ୟ ସମ୍ପର୍କ ରେପୁଣି କଳଙ୍କ ଲାଗିଲା ଫୁଲବାଣୀ ଗୋଚ୍ଛା ପଡା ଥାନା ଅଞ୍ଚଳରେ |

03-Mar-2026

ଗୋଛାପଡା ଥାନା ଅଞ୍ଚଳରେ ପୁଣି ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କ :  ସମ୍ପୃକ୍ତ ଶିକ୍ଷକ ଥାନାରେ ଅଟକ

ଜନମତ ଓଡିଶା/କନ୍ଧମାଳ, ତା, ୦୩/୦୩ :

ସଞ୍ଜୟ କୁମାର ପାଣିଗ୍ରାହୀ): 

କନ୍ଧମାଳ ଜିଲ୍ଲାର ଫୁଲବାଣୀ ବ୍ଲକ ଅନ୍ତର୍ଗତ ଗୋଛାପଡା ଥାନା ଅଞ୍ଚଳରେ ପୁଣି ଗୁରୁ ଶିଷ୍ୟ ସମ୍ପର୍କରେ କଳଙ୍କ ଲାଗିଛି। ସୂଚନା ରୁ ପ୍ରକାଶ ଯେ, ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଙ୍କୁ ସେହି ସ୍କୁଲ ର ଶିକ୍ଷକ ଶାରୀରିକ ସମ୍ପର୍କ ରଖି  ଏବେ ପୋଲିସ ହାଜତରେ ଥିବା ଜଣାପଡିଛି । ଗତ ୨୧ ନଭେମ୍ବର ୨୦୨୫ ରିଖ ଦିନ ଫୁଲବାଣୀ କୁ ଅଷ୍ଟମ ଶ୍ରେଣୀରେ ପଢୁଥିବା ଜୈନିକ ଛାତ୍ରୀ ଙ୍କୁ ବିଜ୍ଞାନ ମେଳା ଫୁଲବାଣୀ କୁ ଧରି ଯାଇଥିଲେ ଓ ଫେରିବା ବେଳେ ସନ୍ଧ୍ୟା ହୋଇ ଯାଇଥିବାରୁ ନିର୍ଜନ ଜଙ୍ଗଲ ଦେଖି ଶିକ୍ଷକ କୁନୁ ଭୋଇ ଛାତ୍ରୀକୁ ଅଶାଳୀନ ବ୍ୟବହାର କରିବା ସହ ଅନିଚ୍ଛା ସତ୍ତ୍ୱେ ତା ସହିତ ଶାରୀରିକ ସମ୍ପର୍କ ରଖୁଥିଲେ। ପରେ ତାକୁ ନେଇ ଡରାଇ ଧମକାଇ ଘରେ ଛାଡିଥିଲେ । ଏମିତି ସ୍କୁଲରେ ମଧ୍ୟ କେତେଥର ଡାକି ଖରାପ ବ୍ୟବହାର କରିବା ସହ ସମୁଦାୟ ୬ଥର ଶାରୀରିକ ସମ୍ପର୍କ ରଖିଥିବା ବିଷୟ ଜୈନକ ନାବାଳିକା ପ୍ରକାଶ କରିଛି । ଶେଷରେ ସେ ସ୍କୁଲ କୁ ଯିବାକୁ ରାଜିହୋଇ ନ ହେବାରୁ ଘରେ ମା ବାରମ୍ବାର ପଚାରିଲା ପରେ ଶେଷରେ ମାକୁ ସମସ୍ତ ବିଷୟ କହିଥିଲା। ପରିବାର ପକ୍ଷରୁ ସୋମବାର ଗୋଛାପଡା ଥାନାରେ ଏତଲା ଦେଲାପରେ ଗୋଛାପଡା ପୋଲିସ ସମ୍ପୃକ୍ତ ଶିକ୍ଷକ କୁନୁ ଭୋଇ କୁ ଆଣି ଥାନା ରେ ପଚରା ଉଚରା କରୁଛି। ଏଠାରେ ପ୍ରଶ୍ନ ଉଠୁଛି ରକ୍ଷକ ଯଦି ଭକ୍ଷକ ସାଜିବ ତେବେ କାହାକୁ ଭରସା କରିବା I ଯେଉଁ ଶିକ୍ଷକ ଭରସାରେ ଅଭିଭାବକ ତାଙ୍କ ପିଲାଙ୍କୁ ଛାଡ଼ୁଛନ୍ତି ସେ ଯଦି ପିଶାଚ ସାଜିବ କାହାକୁ କହିବା ବୋଲି ଅଭିଭାବକ ମହଲ ରେ ପ୍ରଶ୍ନ ଉଠୁଛି ।

News Comment

You Might Also Like

BACK TO TOP