Breaking News

ଶ୍ରୀକ୍ଷେତ୍ରପୋଢୁଆଁ ଯାତ୍ରାର ଅନ୍ୟତମ ପ୍ରବର୍ତ୍ତକ ସରୋଜ ନାୟକ ସମ୍ବର୍ଦ୍ଧିତ ||   (10-Aug-2026)       ||      କ୍ରୀଡା ଶିକ୍ଷକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା |   (10-Aug-2026)       ||      ଜମି ମାଲିକ ନଆସିଲେ ମଧ୍ୟ ଭାଗ ଚାଷୀ ପଞ୍ଜିକରଣ କରିପାରିବେ ||   (10-Aug-2026)       ||      ପୋଲସରା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (10-Aug-2026)       ||      ହଜି ଯାଇଥିବା ସାମାନ କୁ ଫେରାଇ ମାନବିକତାଦେଖାଇଲେ ପୋଲିସ |    (10-Aug-2026)       ||      ଖଲ୍ଲିକୋଟ ରେ ବିଶ୍ୱ ଆଦିବାସୀ ଦିବସ ପାଳିତ!|    (09-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନ ସିପ ଉଦଘାଟିତ!|   (09-Aug-2026)       ||      ଯାତ୍ରା ମଞ୍ଚ ରେ ଜୀବନ୍ତ ଅଭିନୟ ଦେଖି ଦର୍ଶକ ଫିଙ୍ଗିଲେ ଚେୟାର!|    (09-Aug-2026)       ||      ମିଥୁନ ଚକ୍ରବର୍ତ୍ତୀ ଙ୍କ ଅସ୍ତ୍ରୋ ପଚାର ସଫଳ ହେଲା ||   (09-Aug-2026)       ||      ସଂଘବଦ୍ଧ ଭାବେ କଲେଜ ଛାତ୍ର ଆକ୍ରମଣ ଘଟଣାରେ ପୋଲିସ ହାତ ଖାଲି |   (09-Aug-2026)       ||      ପୋଲସରା କଲେଜ ରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ |    (09-Aug-2026)       ||      ଦୁଇ ଦଫା ଦାବି ନେଇ ତାତିଲେ ପେନସନ ଧାରୀ |    (09-Aug-2026)       ||      ଖଲାଡ଼ି ଠାରେ " ବିଶ୍ୱ ଆଦିବାସୀ ମେଳା "ଅନୁଷ୍ଠିତ ||   (09-Aug-2026)       ||      ସ୍ବର୍ଗତ ରଞ୍ଜନ କୁମାର ଦଳେଇ ଙ୍କ ସ୍ମୃତି ରେ ରକ୍ତ ଦାନ ଶିବିର ଅନୁଷ୍ଠିତ |    (09-Aug-2026)       ||      ସ୍ୱାମୀ କୁ ମାରିବା ପାଇଁ ପ୍ରେମିକ ଙ୍କ ପାଖକୁ ଭିଡିଓ କଲ ରେ ମେସେଜ କଲେ ସ୍ତ୍ରୀ |   (09-Aug-2026)       ||      କୃଷି ବିଭାଗ ତରଫରୁ ବ୍ଲକ ସ୍ତରୀୟ ପ୍ରଶକ୍ଷିଣ ଶିବିର ଅନୁଷ୍ଠିତ ||   (09-Aug-2026)       ||      ବିନା ପୋଷାକ ରେ ଚଳ, ପ୍ରଚଳ କରୁଥିବା ଏକ ସହର, ବିଶ୍ୱାସ ଲାଗୁନଥିଲେ ବି ସତ୍ୟ |    (09-Aug-2026)       ||      ଜାହାଜ ଆରେଷ୍ଟ ପାଇଁ ଓଡିଶା ହାଇକୋର୍ଟ ଙ୍କ ନିର୍ଦେଶ |   (08-Aug-2026)       ||      ବୃଦ୍ଧଙ୍କ ଗଳିତ ଶବ ଉଦ୍ଧାର କଲା ବୋଡେ଼ନ ଥାନା ପୋଲିସ |    (08-Aug-2026)       ||      ଅର୍ଦ୍ଧନିର୍ମିତ କୁଆଁରୀଆ ସେତୁ ଉପରେ ସର୍ବ ସାଧାରଣ ଯାତାୟତ ପାଇଁ ମନା କଲା ବ୍ଲକ ପ୍ରଶାସନ |   (08-Aug-2026)       ||     

ନକଲି ମଦ ପ୍ରସ୍ତୁତ କରୁଥିବା ତିନି ଜଣ ଙ୍କୁ ଗିରଫ କଲା ଧର୍ମଗଡ଼ ଅବକାରୀ ବିଭାଗ |

03-Mar-2026

ଧର୍ମଗଡ ଜଗନ୍ନାଥପଡାରୁ ନକଲି ମଦ, ପ୍ରସ୍ତୁତି ସାମଗ୍ରୀ ସହ   ତିନି  ଯୁବକ କୁ ଗିରଫ କଲା  ଧର୍ମଗଡ଼ ଅବକାରୀ ବିଭାଗ | 

    ଓଡିଶା ଜନ ମତ ବ୍ୟୁରୋ

 ଯେଉଁଠି ଦେଖିବ ସେଇଠି ସାରା ରାଜ୍ୟରେ ନକଲି ମଦର ବ୍ୟବସାୟ,,ଗାଁ ଠାରୁ ସହର ସବୁଠାରେ ନକଲି ମଦର ଚୋରା ବ୍ୟବସାୟ |ସେଥିରୁ ବାଦ ପଡିନି କଳାହାଣ୍ଡି ଜିଲ୍ଲା  ସେଠାରେ ବି ମାତିଛନ୍ତି ନକଲି ମଦ  ବ୍ୟବସାୟୀ ||ଧର୍ମଗଡରେ ବହୁ ପରିମାଣ ର ନକଲି ମଦ,ବିଭିନ୍ନ ନାମୀଦାମୀ କମ୍ପାନୀ ର ଠିପି,ଷ୍ଟିକର ଜବତ, ଏହି ମାମଲା ରେ ତିନି ଜଣ ଯୁବକ ଙ୍କୁ ଗିରଫ କରିଛି ଧର୍ମଗଡ ଅବକାରୀ ବିଭାଗ l ଗିରଫ ବ୍ୟକ୍ତିମାନେ ବିହାର ରାଜ୍ୟ ର ବୋଲି ଜଣା ପଡିଛି l ତେବେ ଏମାନେ ଧର୍ମଗଡ ଜଗନ୍ନାଥପଡା ରେ ଏକ ଭଡା ଘରେ ରହି ନକଲି ମଦ ତିଆରି କରି ଠିପି ବନ୍ଦ ମଦ ଦୋକାନ ସହିତ ବିଭିନ୍ନ ଅଞ୍ଚଳ ରେ ମଦ ସପ୍ଲାଇ କରୁଥିଲେ l ତେବେ କୌଣସି ସୂତ୍ରରୁ ଖବର ପାଇଁ  ଦିନ ସାଢେ଼ ୧୧ଟା ସମୟରେ ମାଡି ବସିଲା ଧର୍ମଗଡ ଅବକାରୀ ବିଭାଗ ଚଢ଼ାଉ କରି ୩୫ ଲିଟର ନକଲି ମଦ,ସହିତ ବିଭିନ୍ନ କମ୍ପାନୀ ର ଷ୍ଟିକର, ଖାଲି ବୋତଲ, ଠିପି ଜବତ କରିବା ସହିତ ୩ ଜଣ ଙ୍କୁ ଗିରଫ କରିଥିବା ଧର୍ମଗଡ ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି। କେବେ ଏହି ନକଲି ମଦ ବ୍ୟବସାୟ ର ଅନ୍ତ ହେବ |  କେଉଁଦିନ ଏହି  ଅର୍ଥ ଶୋଷଣ କରି ରାକ୍ଷସ ମାନଙ୍କ ପାଇଁ ଆସିବ ରାଜ୍ୟରେ ସ୍ୱତନ୍ତ୍ର ନିୟମ  |

News Comment

You Might Also Like

BACK TO TOP