Breaking News

ଗଜପତି ଜିଲ୍ଲା ନୁଆଁ ଗଡ଼ ପଞ୍ଚାୟତ ରେ ଜିଲ୍ଲପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ||   (10-Aug-2026)       ||      ଜଣେ ମହିଳା ତାଙ୍କ ଲମ୍ବା କେଶ ପାଇଁ ଗିନିଜ ବୁକ ଅଫ ରେକର୍ଡ କରିଛନ୍ତି |   (10-Aug-2026)       ||      ଦ୍ୱତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ ||   (10-Aug-2026)       ||      ଖଲ୍ଲିକୋଟ ରେ ପାଚିକା, ସହାୟିକା ଙ୍କ ତାଲିମ ଶିବିର ଆୟୋଜିତ |   (10-Aug-2026)       ||      ପୂର୍ବତନ ରାଷ୍ଟ୍ରପତି ଭି ଭି ଗିରି ଙ୍କ 132ତମ ଜୟନ୍ତୀ ପାଳିତ |    (10-Aug-2026)       ||      ବାଲିଗୁଡା ବ୍ଲକ ଓଏହାର ସମସ୍ତ ଶୈବ ପୀଠରେ ଶ୍ରାବଣ ଦ୍ୱତୀୟ ସୋମବାର ରେ ଜଳାଭିଷେକ,|   (10-Aug-2026)       ||      ସାପ କାମୁଡା ରେ ଦୁଇ ମାସ ଶିଶୁ ମୃତ, ବାପା ଗୁରୁତର |    (10-Aug-2026)       ||      ଲକ୍ଷାଧିକ ଟଙ୍କା, ସୁନା ଓ ଅନ୍ୟନ୍ୟ ସାମଗ୍ରୀ କୁ କେସିଙ୍ଗା ର ଏକ ଘରୁ ଚୋରି କଲେ ଚୋର |    (10-Aug-2026)       ||      ଶ୍ରୀକ୍ଷେତ୍ରପୋଢୁଆଁ ଯାତ୍ରାର ଅନ୍ୟତମ ପ୍ରବର୍ତ୍ତକ ସରୋଜ ନାୟକ ସମ୍ବର୍ଦ୍ଧିତ ||   (10-Aug-2026)       ||      କ୍ରୀଡା ଶିକ୍ଷକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା |   (10-Aug-2026)       ||      ଜମି ମାଲିକ ନଆସିଲେ ମଧ୍ୟ ଭାଗ ଚାଷୀ ପଞ୍ଜିକରଣ କରିପାରିବେ ||   (10-Aug-2026)       ||      ପୋଲସରା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (10-Aug-2026)       ||      ହଜି ଯାଇଥିବା ସାମାନ କୁ ଫେରାଇ ମାନବିକତାଦେଖାଇଲେ ପୋଲିସ |    (10-Aug-2026)       ||      ଖଲ୍ଲିକୋଟ ରେ ବିଶ୍ୱ ଆଦିବାସୀ ଦିବସ ପାଳିତ!|    (09-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନ ସିପ ଉଦଘାଟିତ!|   (09-Aug-2026)       ||      ଯାତ୍ରା ମଞ୍ଚ ରେ ଜୀବନ୍ତ ଅଭିନୟ ଦେଖି ଦର୍ଶକ ଫିଙ୍ଗିଲେ ଚେୟାର!|    (09-Aug-2026)       ||      ମିଥୁନ ଚକ୍ରବର୍ତ୍ତୀ ଙ୍କ ଅସ୍ତ୍ରୋ ପଚାର ସଫଳ ହେଲା ||   (09-Aug-2026)       ||      ସଂଘବଦ୍ଧ ଭାବେ କଲେଜ ଛାତ୍ର ଆକ୍ରମଣ ଘଟଣାରେ ପୋଲିସ ହାତ ଖାଲି |   (09-Aug-2026)       ||      ପୋଲସରା କଲେଜ ରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ |    (09-Aug-2026)       ||      ଦୁଇ ଦଫା ଦାବି ନେଇ ତାତିଲେ ପେନସନ ଧାରୀ |    (09-Aug-2026)       ||     

ଅପରାଧ କୁ ଲୁଚେଇବା ନିମନ୍ତେ ରଚିଥିଲେ ନୁଆଁ ନାଟକ ଶୁଣ୍ଠି ବାଙ୍କ ଗୁଳିକାଣ୍ଡ ଅରଖ ପୁର |

05-Mar-2026

ଅରଖ ପୁର ଗୁଳି କାଣ୍ଡ ର  ନୁଆଁ ମୋଡ଼ ,  ନିଜ ଅପରାଧକୁ ଲୁଚେଇବା ପାଇଁ ରଚିଥିଲେ  ନାଟକ , 

       ଓଡିଶା ଜନ ମତ ବ୍ୟୁରୋ, 

ଅରଖ ପୁର ଗୁଳି କାଣ୍ଡ ଘଟଣା ଉପରେ ଲୋକମାନେ ଯେଉଁ ଭୟଭୀତ ହୋଇଥିଲେ  ଓ ପୋଲିସ ପାଇଁ ଯେଉଁ ମୁଣ୍ଡ ବଥାର କାରଣ ହୋଇଥିଲା ତାହାର ଆଜି ଫର୍ଦା ଫାସ ହୋଇଛି | ନୁଆଁ କରି ଦାଇତ୍ୱ ନେଇଥିବା ଆଇ ଆଇସି   କୁଳମଣୀ ସେଠୀ ଓ ଏସଡ଼ି ପିଓ ସୁଜିତ କୁମାର ନାୟକ ଏବଂ ଷ୍ଟାଫ ଙ୍କ  ସହଯୋଗ ଏବଂ ସର୍ବୋପରି ଗଞ୍ଜାମ ଏସପି ଶୁଭେନ୍ଦୁ ପାତ୍ର ଙ୍କ ନିର୍ଦେଶ ରେ  ଆରମ୍ଭ ହୋଇଥିଲା ମିଶନ ଅରଖପୁର | ଆହାତ ସାଗର ବେହେରା ଙ୍କ ବୟାନ କୁ ଅନୁସନ୍ଧାନ କରି ତାହା ସମ୍ପୂର୍ଣ ମିଛ ଥିବାର ଜାଣି  ପୋଲିସ ଅଧିକାରୀ ମାନେ  ତାଙ୍କର ଜାଲ ବିଛାଇ ଥିଲେ | ଏବଂ ଶେଷରେ ତାଙ୍କ ଜାଲରେ ସବୁ ମାଛ ପଡିଲା ପରି ଅପରାଧୀ ମାନେ ପଡିଗଲେ | ଘଟଣା ଟି ଏପରି ବ୍ରହ୍ମପୁର ର ଏକ ସ୍ଥାନରେ ଯାହା ତଦନ୍ତ ଚାଲିଥିବାରୁ ପୋଲିସ ତାହାକୁ ପରିପ୍ରକାଶ କରିପାରୁନାହିଁ, ସେହି ସେହି ସ୍ଥାନରେ ସାଗର ନିଜ ପିସ୍ତଲକୁ ଚେକ କରୁଥିଲା ବେଳେ ଗୋଟିଏ ଗୁଳି ତାର ଗୋଡ଼ରେ ବାଜି ଯାଇଥିଲା ତାଙ୍କର ବ୍ରହ୍ମପୁର ବସ ଙ୍କ ନିର୍ଦ୍ଧେଶରେ ସେମାନେ ପୁରୁଷୋତ୍ତମପୁର ନିଜ ଏରିଆ କୁ ବାଛି ଏକ ନାଟକ ରଚନା କରି ଅଭିନୟ କରିଥିଲେ | ପୋଲିସ ସାଗର ଠାରୁ ସନ୍ତୋଷ ଜନକ ଉତ୍ତର ନପାଇ ତାଜୁ ଯେଉଁମାନେ ସହଯୋଗ କରିଥିଲେ ସେମାନଙ୍କୁ ପଚରା ଉଚରା ପରେ ରାହୁଲ ପ୍ରଧାନ ଓ ଅନ୍ୟଜଣେ ନାବାଳକ  ସବୁ ସତ ମାନି ଯାଇଥିଲେ | ଏମାନେ ଜିଲ୍ଳାର ବହୁ ସ୍ଥାନରେ ଅପରାଧିକ କେଶ ରହିଛି ଓ ପ୍ରାୟ ଏହି ଗେଂଗର ସାତଜଣ ଅପରାଧୀ ଅଛନ୍ତି | ମୁଖ୍ୟ ଷଡ଼ଯନ୍ତ୍ର କାରୀ ସାଗର ବେହେରା ଠାରୁ ଆରମ୍ଭ କରି ସମସ୍ତଙ୍କୁ ଗିରଫ କରାଯିବ | ଏବେ ଜଣଙ୍କୁ ଜୁଭେନାଇଲ କୁ ଓ ରାହୁଲ କୁ କୋର୍ଟ ଚାଲାଣ କରାଯିବ | ଅନ୍ୟ ମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଏସଡ଼ି ପିଓ ସୁଜିତ ନାୟକ ଓ ଥାନା ଅଧିକାରୀ କୁଲମଣୀ ସେଠୀ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି | ସେମାନେ ଆହୁରି ମଧ୍ୟ କହିଛନ୍ତି କି ଏହି ଅପରାଧୀ ମାନେ ଏହି ଅଞ୍ଚଳରେ ଏକ ଅପରାଧ କରିବା ପାଇଁ ମଧ୍ୟ ଯୋଜନା କରୁଥିଲେ | ଶେଷରେ ସବୁ ନାଟକ ର ଅନ୍ତ ହେଲା ଓ ଅପରାଧୀ ମାନଙ୍କ ସବୁ ଅଙ୍କ ଭୁଲ ହୋଇଗଲା | ପାପ ଯେତେ ଗଭୀର ରେ ରହିଲେ ବି ଦିନେନା ଦିନେ ସେ ପଦାକୁ ଫୁଟି ବାହାରିବ | ଏବଂ ଅପରାଧୀ ଯେତେ ଚାଳକ ହେଲେ ମଧ୍ୟ  ପୋଲିସ ଆଗରେ ସେ ନିଶ୍ଚିତ ଧରା ପଡିବ | ତାହା ଆଜି ସତ ହୋଇଛି ଅଞ୍ଚଳରେ ପୋଲିସ ର ଏହି କାର୍ଯ୍ୟକୁ  ଅଞ୍ଚଳ ବାସି ଭୁୟସୀ ପ୍ରଶଂସା କରିଛନ୍ତି |

News Comment

You Might Also Like

BACK TO TOP