Breaking News

ନିଜ ଗାଁ କୁ ଫେରିଲା ମୃତ ଦେହ ଦାଦନ ଖଟିବାକୁ ଯାଇ ଶବ ହୋଈ ଫେରିଲେ |   (18-Oct-2026)       ||      ଖଲ୍ଲିକୋଟ ବ୍ଳକ କଂଗ୍ରେସ ର କର୍ମକର୍ତ୍ତା ଓ ନେତୃତ୍ୱ ମଣ୍ଡଳୀ ଙ୍କ ସମୀକ୍ଷା ବୈଠକ ||   (18-Oct-2026)       ||      କହ୍ନେଇ ପୁର ଠାରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହାତ୍ସବ "ସୁରଭି -26`ଅନୁଷ୍ଠିତ |   (18-Oct-2026)       ||      ଖଲ୍ଲିକୋଟ ମାର୍ଦରାଜ ବଂଶର ପ୍ରତିଷ୍ଠିତ ଦେବୀ ମା ବହୁତି ଙ୍କ ପୀଠରେ ନବରାତ୍ରି ମହୋତ୍ସବ |   (18-Oct-2026)       ||      ଟ୍ରାଫିକ ସମସ୍ୟା ର ସମାଧାନ ପାଈଁ ପଦ୍ମପୁର ରେ ପୋଲିସ ଓ ଓକିଲ ସଙ୍ଘର ଆଲୋଚନା |   (18-Oct-2026)       ||      ରାୟଗଡା ଜିଲ୍ଲା 326ନଂ ଜାତୀୟ ରାଜପଥ ଗୁମ୍ମା ଘାଟିରେ ଭୟଙ୍କର ସଡ଼କ ଦୁର୍ଘଟଣା |   (17-Oct-2026)       ||      ଦୁର୍ଗାପୂଜା ପାଇଁ ଉତ୍ସବ ମୁଖର ଓ ଚଳ ଚଞ୍ଚଳ କଲ୍ୟାଣସିଂହ ପୁର ସହର |    (17-Oct-2026)       ||      ହିଞ୍ଜିଳି କଲେଜ ଗଣ୍ଡଗୋଳ କୁ ନେଇ ବିଜେଡିର ଥାନା ଆଗରେ ଧାରଣା ||   (17-Oct-2026)       ||      ସରସ୍ବତୀ ଶିଶୁମନ୍ଦିର ରେ ଅଭିଭାବକ ଓ ଅଭିଭାବିକା ଙ୍କ ବୈଠକ ଅନୁଷ୍ଠିତ |    (17-Oct-2026)       ||      କେଶପୁର ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -26 ଅନୁଷ୍ଠିତ ||   (16-Oct-2026)       ||      ହତ୍ୟା ମାମଲାରେ କୋଦଳା ଅତିରିକ୍ତ ଦୌରାଜଜ ଙ୍କ ଅଦାଲତ ରେ ଦୁଇ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ |    (16-Oct-2026)       ||      ଅଶାନ୍ତ ହିଞ୍ଜିଳି କଲେଜ କ୍ୟାମ୍ପସ, ଶପଥ ଗ୍ରହଣ ପୂର୍ବରୁ ଦୁଇଗୋଷ୍ଟି ଛାତ୍ର ମୁହାଁମୁହିଁ ||   (16-Oct-2026)       ||      10.754 କିଲୋ ଗଞ୍ଜେଇ ଜବତ ଘଟଣାରେ ତଦନ୍ତ କଲା କ୍ରାଇମ ବ୍ରାଞ୍ଚ    (16-Oct-2026)       ||      ପୋକ ସାଲୁବାଲୂ ଚାଉଳରେ ରନ୍ଧା ହେଉଛି ପିଲାଙ୍କ ମଧ୍ୟାହ୍ନ ଭୋଜନ |   (16-Oct-2026)       ||      ପୋଲସରା ରେ ବ୍ଳକ ସ୍ତରୀୟ ପୋଷଣ ମାସ-- 26 କାର୍ଯ୍ୟକ୍ରମ ଅନୁଷ୍ଠିତ |   (16-Oct-2026)       ||      ରାୟଗଡା ଜିଲ୍ଳାର ବିକାଶ ମୂଳକ ପ୍ରକଳ୍ପ ର ସମୀକ୍ଷା କଲେ ହସ୍ତତନ୍ତ ବୟନ ବିଭାଗ କମିଶନର |    (16-Oct-2026)       ||      ରାୟଗଡା ଜିଲ୍ଳାରେ ଜିଲ୍ଲା ସ୍ତରୀୟ ପୋଷଣ ମାହ ପାଳନ |   (16-Oct-2026)       ||      ରାୟଗଡା ଜିଲ୍ଲା ରେ ଜିଲ୍ଲା ସ୍ତରୀୟ ପୋଷଣ ମାହ ପାଳନ |   (16-Oct-2026)       ||      ସର୍ପ ଦଂଶନ ଯୋଗୁଁ ଯୁବ ଚାଷୀ ମୃତ ||   (16-Oct-2026)       ||      ଚମାଖଣ୍ଡି ହାଇସ୍କୁଲ ସାମ୍ନା ରେ ଦୁର୍ଘଟଣାରେ ଜଣେ ମୃତ ସହିତ 10ରୁ ଅଧିକ ବ୍ୟକ୍ତି ଆହାତ ||   (16-Oct-2026)       ||     

ଖୋର୍ଦ୍ଧା ଆଦର୍ଶ ଥାନା ମହିଳା ସବ ଇନ୍ସ ପେକ୍ଟର ସସ୍ମିତା ବେହେରା ଓ ସାମାଜିକ କର୍ମୀ ଶୁଚିସ୍ମିତା ବଡ଼ ଜେନା ସମ୍ବର୍ଦ୍ଧିତ |

07-Mar-2026

ଆଦର୍ଶ ଥାନା ମହିଳା ସବଇନ୍ସପେକ୍ଟର ସସ୍ମିତା ବେହେରା ଓ ସାମାଜିକ କର୍ମୀ. ଶୁଚିସ୍ମିତା ବଡ଼ଜେନା   ସମ୍ବର୍ଦ୍ଧିତ ::

ଆଇନିଷ୍ଟାଇନ ଏକାଡେମୀ ଅଫ ଟେକନୋଲୋଜି ମ୍ୟାନେଜମେଣ୍ଟ ରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଓଡିଶା ଜନମତ, ଖୋର୍ଦ୍ଧା, ଗୋପାଳ କୃଷ୍ଣ ପ୍ରଧାନ,

ଖୋର୍ଦ୍ଧା ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଖୋର୍ଦ୍ଧା ବ୍ଲକ ଅଧୀନ ବାଜପୁର ପଞ୍ଚାୟତ ବଣିଆଟାଙ୍ଗୀ ଆଇନି ଷ୍ଟାଇନି କଲେଜ ରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି l ଆଇନିଷ୍ଟାଇନ ଏକାଡେମୀର ନିର୍ଦେଶକ ଡକ୍ଟର ରତିରଞ୍ଜନ ସାବତ ଙ୍କ ମାର୍ଗଦର୍ଶନ ନିର୍ଦେଶ କ୍ରମେ  ଅଧ୍ୟକ୍ଷ ପ୍ରଫେସର ଡକ୍ଟର ଅର୍ଜିତ କୁମାର ସେନାପତିଙ୍କ ଆୟୋଜନ ଓ   ପ୍ରଫେସର ପୁଷ୍ପିତା ଆଚାର୍ଯ୍ୟ ଙ୍କ ଅଧ୍ୟକ୍ଷତା ରେ ସ୍ୱତନ୍ତ୍ର ଅତିଥି ରୂପେ ଖୋର୍ଦ୍ଧା ଆଦର୍ଶ ଥାନାର  ସବ ଇନ୍ସପେକ୍ଟର ତଥା ମହିଳା ଓ ଶିଶୁ ଡେସ୍କର ଦାୟିତ୍ୱ ରେ ଥିବା ସସ୍ମିତା ବେହେରା ଓ ସାମାଜିକ କର୍ମୀ ଶୁଚିସ୍ମିତା ବଡ଼ଜେନା ଯୋଗଦେଇ ଉପସ୍ଥିତ ଛାତ୍ରୀ ଙ୍କୁ ବର୍ତମାନ ର ସମୟରେ ମହିଳା ଓ ଶିଶୁଙ୍କ ଙ୍କ କ୍ଷେତ୍ରରେ ଘଟୁଥିବା ବିଭିନ୍ନ ଅପ୍ରିତିକାର ଘଟଣାର କିଭଳି ସାମ୍ନା କରାଯିବ ଓ ତାର ସମାଧାନ କରାଯିବ ତାହା ଉପରେ ବିସ୍ତୃତ ଭାବେ କହିବା ସହିତ ଥାନା କୁ ଅନେକ ସମୟରେ ଶିଶୁ ଓ ମହିଳା ଙ୍କୁ କିଭଳି ନ୍ୟାୟ ପ୍ରଦାନ କରାଯାଉଛି, ସରକାରଙ୍କ ତରଫରୁ କଣ ସବୁ ନିୟମ, ସୁଵିଧା ରହିଛି ସବଇନ୍ସପେକ୍ଟର ସସ୍ମିତା ବେହେରା କହିଥିଲେ l ଏହି ଅବସରେ ଅଇନିଷ୍ଟାଇନ ଏକାଡେମୀ ପକ୍ଷରୁ. ଆଦର୍ଶ ଥାନାର ସବଇନ୍ସପେକ୍ଟର ସସ୍ମିତା ବେହେରା ଓ ସାମାଜିକ କର୍ମୀ ଶୁଚିସ୍ମିତା ବଡ଼ଜେନା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l  ପ୍ରଫେସର ବନହଂସୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲା ବେଳେ ଏହି କାର୍ଯ୍ୟକ୍ରମ ରେ ପ୍ରଫେସର ସୁଚେତା ହୋତା, ଅର୍ପିତା ଦାସ, ଏଲିନା ଶତପଥୀ, ରୋଜାଲିନ ମଙ୍ଗରାଜ, ସ୍ମିତା ସାହୁ, ସୁଭଦ୍ରା ବିଶ୍ୱାଳ, ଦିପ୍ତିମୟୀ ଦାସ,ମିମାଂଶା ମିଶ୍ର  ସନ୍ଧ୍ୟାରାଣୀ ରାଉତ, ଅନୁଷ୍ଠାନ ର ଅଧ୍ୟାପିକା, ଚତୁର୍ଥ ଶ୍ରେଣୀ କର୍ମଚାରୀ, ଛାତ୍ରୀ ମାନେ ସହଯୋଗ କରିଥିଲେ l

News Comment

You Might Also Like

BACK TO TOP