Breaking News

ସରସ୍ବତୀ ଶିଶୁମନ୍ଦିର ରେ ଅଭିଭାବକ ଓ ଅଭିଭାବିକା ଙ୍କ ବୈଠକ ଅନୁଷ୍ଠିତ |    (17-Oct-2026)       ||      କେଶପୁର ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -26 ଅନୁଷ୍ଠିତ ||   (16-Oct-2026)       ||      ହତ୍ୟା ମାମଲାରେ କୋଦଳା ଅତିରିକ୍ତ ଦୌରାଜଜ ଙ୍କ ଅଦାଲତ ରେ ଦୁଇ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ |    (16-Oct-2026)       ||      ଅଶାନ୍ତ ହିଞ୍ଜିଳି କଲେଜ କ୍ୟାମ୍ପସ, ଶପଥ ଗ୍ରହଣ ପୂର୍ବରୁ ଦୁଇଗୋଷ୍ଟି ଛାତ୍ର ମୁହାଁମୁହିଁ ||   (16-Oct-2026)       ||      10.754 କିଲୋ ଗଞ୍ଜେଇ ଜବତ ଘଟଣାରେ ତଦନ୍ତ କଲା କ୍ରାଇମ ବ୍ରାଞ୍ଚ    (16-Oct-2026)       ||      ପୋକ ସାଲୁବାଲୂ ଚାଉଳରେ ରନ୍ଧା ହେଉଛି ପିଲାଙ୍କ ମଧ୍ୟାହ୍ନ ଭୋଜନ |   (16-Oct-2026)       ||      ପୋଲସରା ରେ ବ୍ଳକ ସ୍ତରୀୟ ପୋଷଣ ମାସ-- 26 କାର୍ଯ୍ୟକ୍ରମ ଅନୁଷ୍ଠିତ |   (16-Oct-2026)       ||      ରାୟଗଡା ଜିଲ୍ଳାର ବିକାଶ ମୂଳକ ପ୍ରକଳ୍ପ ର ସମୀକ୍ଷା କଲେ ହସ୍ତତନ୍ତ ବୟନ ବିଭାଗ କମିଶନର |    (16-Oct-2026)       ||      ରାୟଗଡା ଜିଲ୍ଳାରେ ଜିଲ୍ଲା ସ୍ତରୀୟ ପୋଷଣ ମାହ ପାଳନ |   (16-Oct-2026)       ||      ରାୟଗଡା ଜିଲ୍ଲା ରେ ଜିଲ୍ଲା ସ୍ତରୀୟ ପୋଷଣ ମାହ ପାଳନ |   (16-Oct-2026)       ||      ସର୍ପ ଦଂଶନ ଯୋଗୁଁ ଯୁବ ଚାଷୀ ମୃତ ||   (16-Oct-2026)       ||      ଚମାଖଣ୍ଡି ହାଇସ୍କୁଲ ସାମ୍ନା ରେ ଦୁର୍ଘଟଣାରେ ଜଣେ ମୃତ ସହିତ 10ରୁ ଅଧିକ ବ୍ୟକ୍ତି ଆହାତ ||   (16-Oct-2026)       ||      ବେଢ଼ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -26 ଅନୁଷ୍ଠିତ |   (16-Oct-2026)       ||      ସମଲ ଉଚ୍ଚବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ |   (16-Oct-2026)       ||      ଛାତ୍ର ସଂସଦ ନିର୍ବାଚନ ରେ କୋଦଳା କଲେଜରେ ବିଜେଡି ଛାତ୍ର ଙ୍କ ବାଜିମାତ |   (16-Oct-2026)       ||      ମହିଳାଙ୍କ ଆର୍ଥିକ ସଶକ୍ତି କରଣ ନିମନ୍ତେ ଛତୁ ଚାଷ ତାଲିମ ଓ କର୍ମଶାଳା ଅନୁଷ୍ଠିତ |    (16-Oct-2026)       ||      ଆବାସିକ ସେବାଶ୍ରମ ପାର୍ସାଲିର ପ୍ରଧାନ ସେବକ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା |    (16-Oct-2026)       ||      4ପରିବାର ର 9ବଖରା ଘର ଭୟାବହ ଅଗ୍ନି କାଣ୍ଡରେ ଭଶ୍ମିଭୁତ |    (16-Oct-2026)       ||      ସେବା ସଂକଳ୍ପ ଅଭିଯାନ ଅନ୍ତର୍ଗତ ଦିବ୍ୟାଙ୍ଗ ସହାୟତା କାର୍ଯ୍ୟକ୍ରମ |    (16-Oct-2026)       ||      ତାରାତାରିଣୀ ମହାବିଦ୍ୟାଳୟ ରେ ସଭାପତି ଭାବେ ଜିତେନ୍ଦ୍ର କୁମାର ପଣ୍ଡା ଓ ଉପସଭାପତି ହେଲେ ଶୁଭଙ୍କର ସାହୁ |    (15-Oct-2026)       ||     

ବିଦ୍ୟାଳୟ ରେ ଶିଶିଟିଭି ଭାଙ୍ଗିବା ଘଟଣାରେ ଅପବାଦ ସହିନପାରି ଛାତ୍ର ଙ୍କ

12-Mar-2026

ସ୍କୁଲ ର ସିସି ଟିଭି ଭାଙ୍ଗିବା ଅପବାଦ ସହିନପାରି ସ୍କୁଲ ଛାତ୍ରଙ୍କ ଆତ୍ମହତ୍ୟା |

    ଓଡିଶା ଜନ ମତ ବ୍ୟୁରୋ,

 ସାଙ୍ଗ ସାଥୀଙ୍କ ମେଳରେ ରହି ବହୁ ଛାତ୍ର, ଛାତ୍ରୀ, କୁସଙ୍ଗ ରେ ପଡ଼ି ବହୁ ଅସମାଜିକ କାର୍ଯ୍ୟ କରି ଲୋକଙ୍କ ଆକ୍ରୋଶଏବଂ ନିର୍ଯ୍ୟାତନା ସହିନପାରି ବେଳେ ବେଳେ ବହୁ ଛାତ୍ର ପଶ୍ଚାତାପ କରି ନିଜ ଜୀବନ ହାରି ଦେଇଥାନ୍ତି | ଏପରି ଏକ ଦୁଖଃଦ ଘଟଣା ଘଟିଛି ଏକ ସ୍କୁଲ ରେ | ବିଦ୍ୟାଳୟ ସିସିଟିଭି ଭାଙ୍ଗିବା ଅଭିଯୋଗରେ ନିର୍ଯ୍ୟାତନା ଓ ଅପବାଦ ସହିନପାରି ନରସିଂହପୁର ଥାନା ଅନ୍ତର୍ଗତ ପତଣ୍ଡା ଶଙ୍କର୍ଷଣ ଉଚ୍ଚ ବିଦ୍ୟାଳୟର ସପ୍ତମ ଶ୍ରେଣୀରେ ପଢୁଥିବା ଦେବାଶିଷ ଦାଶ ମିକୁ (୧୩) କୀଟ ନାଶକ ପିଇ ଆତ୍ମହତ୍ୟା କରିଛନ୍ତି। ମିକୁଙ୍କ ମୃତ୍ୟୁପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ରଉତ୍ତେଜନା ପାଇବାସହ କ୍ଷତିପୂରଣ ସହ ଅଭିଯୁକ୍ତଙ୍କୁ ମାନଙ୍କୁ କଡ଼ା ଦଣ୍ଡଦେବା ଦାବିରେ ମୃତ ମିକୁଙ୍କ ପରିବାର ସହ ଗ୍ରାମବାସୀମାନେ କଟକ - ନରସିଂହପୁର ମୁଖ୍ୟ ରାସ୍ତାର ନୁଖାପଡା ଛକ ଉପରେ ମୃତଦେହ ରଖି ରାସ୍ତା ଅବରୋଧ କରିଥିଲେ। ଖବର ପାଇ ନରସିଂହପୁର ତହସିଲଦାର ଅମ୍ରିତା ସାହୁ, ବିଡ଼ିଓ ପ୍ରଳୟାନନ୍ଦ ଶତପଥୀ,ଆଠଗଡ଼ ଏସଡିପିଓ ବିଶ୍ୱଜିତ୍ ମହାନ୍ତି,ନରସିଂହପୁର ଥାନା ଅଧିକାରୀ ତପନ କୁମାର ପତି ପ୍ରମୁଖ ଆନ୍ଦୋଳନ ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ବୁଝାସୁଝା କରିଥିଲେ।ରେଡକ୍ରସ ପାଣ୍ଠିରୁ ୨୦ହଜାର ଟଙ୍କା ସହାୟତା ଦେବାସହ ଅଭିଯୁକ୍ତ ମାନଙ୍କୁ ଉଚିତ୍ ଦଣ୍ଡ ଦିଆଯିବ ବୋଲି ପ୍ରତଶ୍ରୁତି ଦେବାପରେ ରାସ୍ତାରୋକ ହଟିଥିଲା। ସୂଚନାରୁ ଜଣାପଡ଼ିଛି ଯେ ଗତ ୮ ତାରିଖରେ ମିକୁ ଓ ଅନ୍ୟ୨ ଜଣ ସାଙ୍ଗ ମିଶି ବିଦ୍ୟାଳୟରେ ଲାଗିଥିବା ସିସିଟିଭି  ଭାଙ୍ଗି ନେଇ ସ୍ଥାନୀୟ ଏକ ପୋଖରୀରେ ଫିଙ୍ଗି ଦେଇଥିଲେ। ମଙ୍ଗଳବାର ଦିନ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ତିଳୋତ୍ତମା ବେହେରା ମିକୁ ଓ ତାଙ୍କ ମାଆ ଏବଂ ଅନ୍ୟ ଦୁଇ ସାଙ୍ଗଙ୍କ ମାଆ ଙ୍କୁ ଡାକି ଏ ବିଷୟରେ ଆଲୋଚନା କରିଥିଲେ। ମିକୁ ଓ ତାର ଅନ୍ୟ ଦୁଇ ଜଣ ସାଙ୍ଗ ସିସିଟିଭି ଭାଙ୍ଗିଛନ୍ତି ବୋଲି ଦୋଷ ସ୍ୱୀକାର କରିଥିଲେ।ଶ୍ରୀମତୀ ବେହେରାଙ୍କ ଉପସ୍ଥିତିରେ ମୋ ସ୍କୁଲ ଅଭିଯାନର ସଭାପତି ଧନେଶ୍ୱର ନନ୍ଦ,ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଅଭିମନ୍ୟୁ ଭୋଳ ମିକୁଙ୍କୁ ଗାଳିଗୁଲଜ କରିବା ସହ ମାନସିକ ନିର୍ଯାତନା ଦେଇଥିବା ମିକୁଙ୍କ ମାଆ ଅଭିଯୋଗ କରିଥିଲେ। ଘରକୁ ଫେରିବାପରେ ମିକୁ ମାନସିକ ନିର୍ଯାତନା ସହି ନପାରି କୀଟ ନାଶକ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ତାଙ୍କୁ ନରସିଂହପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ମୃତ ଖବର ପ୍ରକାଶ ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା। ମିକୁଙ୍କ ମୃତଦେହ ରଖି ପରିବାର ଲୋକ ଏବଂ ଗ୍ରାମବାସୀମାନେ ନୁଖାପଡା ଛକରେ ରାସ୍ତାରୋକ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ  ଶହ ଶହ ଗାଡ଼ି ଅଟକି ରହିଥିଲା। ଅଭିଯୋଗ ଆଧାରରେ ପୁଲିସ୍ ମାମଲା ରୁଜୁ କରି ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀବେହେରା,ପରିଚାଳନା କମିଟି ସଭାପତି  ଶ୍ରୀଭୋଳ,ମୋସ୍କୁଲ ଅଭିଯାନର ସଭାପତି ଶ୍ରୀ ନନ୍ଦଙ୍କୁ ଥାନାରେ ଅଟକ ରଖି ବିଳମ୍ବିତ ରାତି ପର୍ଯ୍ୟନ୍ତ ପଚରାଉଚରା କରୁଥିବା ଜଣାପଡ଼ିଛି।

News Comment

You Might Also Like

BACK TO TOP