Breaking News

ରାୟଗଡା ଜିଲ୍ଲା ରେ ଜିଲ୍ଲା ସ୍ତରୀୟ ପୋଷଣ ମାହ ପାଳନ |   (16-Oct-2026)       ||      ସର୍ପ ଦଂଶନ ଯୋଗୁଁ ଯୁବ ଚାଷୀ ମୃତ ||   (16-Oct-2026)       ||      ଚମାଖଣ୍ଡି ହାଇସ୍କୁଲ ସାମ୍ନା ରେ ଦୁର୍ଘଟଣାରେ ଜଣେ ମୃତ ସହିତ 10ରୁ ଅଧିକ ବ୍ୟକ୍ତି ଆହାତ ||   (16-Oct-2026)       ||      ବେଢ଼ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -26 ଅନୁଷ୍ଠିତ |   (16-Oct-2026)       ||      ସମଲ ଉଚ୍ଚବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ |   (16-Oct-2026)       ||      ଛାତ୍ର ସଂସଦ ନିର୍ବାଚନ ରେ କୋଦଳା କଲେଜରେ ବିଜେଡି ଛାତ୍ର ଙ୍କ ବାଜିମାତ |   (16-Oct-2026)       ||      ମହିଳାଙ୍କ ଆର୍ଥିକ ସଶକ୍ତି କରଣ ନିମନ୍ତେ ଛତୁ ଚାଷ ତାଲିମ ଓ କର୍ମଶାଳା ଅନୁଷ୍ଠିତ |    (16-Oct-2026)       ||      ଆବାସିକ ସେବାଶ୍ରମ ପାର୍ସାଲିର ପ୍ରଧାନ ସେବକ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା |    (16-Oct-2026)       ||      4ପରିବାର ର 9ବଖରା ଘର ଭୟାବହ ଅଗ୍ନି କାଣ୍ଡରେ ଭଶ୍ମିଭୁତ |    (16-Oct-2026)       ||      ସେବା ସଂକଳ୍ପ ଅଭିଯାନ ଅନ୍ତର୍ଗତ ଦିବ୍ୟାଙ୍ଗ ସହାୟତା କାର୍ଯ୍ୟକ୍ରମ |    (16-Oct-2026)       ||      ତାରାତାରିଣୀ ମହାବିଦ୍ୟାଳୟ ରେ ସଭାପତି ଭାବେ ଜିତେନ୍ଦ୍ର କୁମାର ପଣ୍ଡା ଓ ଉପସଭାପତି ହେଲେ ଶୁଭଙ୍କର ସାହୁ |    (15-Oct-2026)       ||      ପୂଜାରୀ ଗୁଡାରେ ବ୍ଳକ ସ୍ତରୀୟ ଶିଶୁ ମହୋତ୍ସସୁରଭି -2026 ଅନୁଷ୍ଠିତ ||ବ    (15-Oct-2026)       ||      ସ୍ୱଚ୍ଛ ଓ ତ୍ରୁଟି ଶୂନ୍ୟ ଭୋଟର ତାଲିକା ପଞ୍ଚାୟତ ନିର୍ବାଚନ ପୂର୍ବରୁ ପ୍ରସ୍ତୁତି ପାଇଁ ତାଲିମ ଅନୁଷ୍ଠିତ |   (15-Oct-2026)       ||      ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଚଢ଼େୟା ପଡା ଠାରେ ଅନୁଷ୍ଠିତ |   (15-Oct-2026)       ||      ବେଗୁନିଆପଡା ବିଜେପି ମଣ୍ଡଳ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ |   (15-Oct-2026)       ||      ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ରେ ଛାତ୍ର ସଂସଦ ନିର୍ବାଚନ ଫଳ ଘୋଷିତ |   (15-Oct-2026)       ||      ମିଳିତ ଉଦ୍ୟଗୋ ରେ ଖଲ୍ଲିକୋଟ ରେଡକ୍ଟର ଅବଦୁଲ କଲାମ ଙ୍କ 95ତମ ଜୟନ୍ତୀ ପାଳିତ |   (15-Oct-2026)       ||      ବହୁଦିନର ଦାବିକୁ ସାକାର କଲେ ଖଲ୍ଲିକୋଟ ଏନଏସି ଅଧିକାରୀ ଜଗନ୍ନାଥ ମଦିର ରେ ଆଠଗୋଟି ଏଲଇଡ଼ି ଲାଇଟ ଲଗାଇ |    (15-Oct-2026)       ||      ବରଗଡ଼ ରେ ନୂତନ ଭୋଟର ପଞ୍ଜିକରଣ ପାଇଁ 4,014 ଆବେଦନ ଗ୍ରହଣ ||   (15-Oct-2026)       ||      ପଦ୍ମପୁର ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କୁ ଉଚ୍ଚ ଶିକ୍ଷା ଅଧିକାରୀ ଙ୍କ ପରିଦର୍ଶନ ||   (15-Oct-2026)       ||     

ମୋଡା ବାଇ ଗ୍ରାମର ପରୋପକାରୀ କୁନାସାହୁଙ୍କ ଦ୍ୱାଦଶାହ ଦିବସ ପାଳିତ |

20-Mar-2026

ମୋଡ଼ାବାଇ ଗ୍ରାମର କୁନା ସାହୁଙ୍କ ଦ୍ୱାଦଶାହ ଦିବସରେ ସ୍ମୃତି ଚାରଣ     କଲେ ସମସ୍ତେ,

   ଓଡିଶା ଜନ ମତ ବ୍ୟୁରୋ,

ଗଞ୍ଜାମ ଜିଲ୍ଲା  ପୁରୁଷୋତ୍ତମପୁର ବ୍ଳକ ଅନ୍ତର୍ଗତମୋଡାବାଇ

ଗ୍ରାମର  ସ୍ୱର୍ଗତ ରଘୁନାଥ

 ସାହୁଙ୍କ 4 ର୍ଥ ପୁତ୍ର  ବ୍ୟବସାୟୀ  ପରୋପକାରୀ କୁନା ସାହୁଙ୍କ ଦ୍ୱାଦଶାହ ଦିବସରେ ସ୍ମୃତି ଚାରଣ କଲେନେତାଠାରୁବ୍ରହ୍ମପୁର

ସାଂସଦ,ପ୍ରଶାସନିକ ଅଧିକାରୀ, ପୋଲିସ,ବୁଦ୍ଧିଜୀବୀ,ଆଇନ

ଯିଵି,ବ୍ୟବସାୟୀ,କର୍ମୀ,ପୁରୁ

ଷୋତ୍ତମ ପୁରବ୍ଳକ ଅଧକ୍ଷ, ଏନଏସି   ଅଧକ୍ଷ, ପୋଲସରା ଏନଏସିରପୂର୍ବତନଅଧକ୍ଷ,

ଖଲ୍ଲିକୋଟବ୍ଳକରପୂର୍ବତନ

ବ୍ଳକଅଧକ୍ଷ,ପୋଲସରା ପୂର୍ବତନ ବିଧାୟକ, ପୁରୁଷୋତ୍ତମପୁର

ତହସିଲଦାର,ବିଡ଼ିଓ,ଏସଡ଼ିପିଓ,ଆଇ ଆଇସି,  26 ଗୋଟି ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ, ଜନ ପ୍ରତିନିଧି,ସାଙ୍ଗ, ସାଥୀ, ବନ୍ଧୁ ବାନ୍ଧବ, ଆତ୍ମୀୟ ସ୍ୱଜନ ସମସ୍ତେ ତାଙ୍କ ଗ୍ରାମରେ ଉପସ୍ଥିତ ହୋଈ ଫୋଟ ରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କର ସ୍ମୃତି ଚାରଣ କରିଥିଲେ  | ସେ ଜଣେ ପରୋପକାରୀ, ସମାଜସେବୀ ବ୍ୟକ୍ତି ଭାବେ ପରିଚିତ ଥିଲେ। ତାଙ୍କ ଅକାଳ ବିୟୋଗରେ  ପରିବାର, ଆତ୍ମୀୟସ୍ୱଜନ ଓ ବନ୍ଧୁବର୍ଗ ଙ୍କ ସହିତ ଉପସ୍ଥିତ ବ୍ୟକ୍ରି ବିଶେଷ ମାନେଦୁଃଖ ପ୍ରକାଶ କରି ଥିଲେ | ପରମାତ୍ମା ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରୁନ୍ତୁ ଜଗତର ନାଥ ଜଗନ୍ନାଥ ଙ୍କ ପାଖରେ  ସମସ୍ତେ ଏତିକି ପାର୍ଥନା କରିଥିଲେ । କୁନା ହେଉଛନ୍ତି  ପୂର୍ବତନସିଏଚ ନୂଆଙ୍ଗା ସମିତସଭ୍ୟ,ଯୁବନେତା ତଥା ବ୍ୟବସାୟୀ ଓ ସମାଜ ସେଵୀ ନିର୍ମଳ ଚନ୍ଦ୍ର ସାହୁଙ୍କ  ବଡ଼ ଭାଇ |  ଏହା ସହ ତାଙ୍କର ଅନ୍ୟ ପାଞ୍ଚ ଭାଇ ଙ୍କ ମଧ୍ୟରୁ ବଡ଼ ଭାଇନା ସୋମନାଥ ସାହୁ, ଦ୍ୱତୀତ ଭାଇନା ପ୍ରଫୁଲ ସାହୁ, ତୃତୀୟଭାଇନା ଦିଲ୍ଲୀପ ସାହୁ,  ଚତୁର୍ଥ  ନିଜେ କୁନା ଓ ପଞ୍ଚମ ଭାଇ ନାରାୟଣ ସାହୁଓ ଭାଉଜ କୋଭିଡ ସମୟରେ ସମସ୍ତଙ୍କୁ ଛାଡ଼ି  ଆରପାରିକୁ ଚାଲି ଯାଇଛନ୍ତି ,  ପଞ୍ଚମ ଭାଇନିର୍ମଳ ଯିଏକି କୁନାଭାଇଙ୍କ  ସମସ୍ତ ଦୁର୍ବଳ କାର୍ଯ୍ୟ କରିଥିଲେ | ଏହା

ଛଡା ତାଙ୍କ ବୋଉ, ଭାଉଜ,ସ୍ତ୍ରୀ,

ଭାଇବୋହୁ,ଭଉଣୀ, ଭିଣୋଇ ପୁତୁରା, ଝିଆରୀ, ଭଣଜା ସମସ୍ତେ ଉପସ୍ଥିତରହି ଥିଲେ  |

News Comment

You Might Also Like

BACK TO TOP