Breaking News

ଗଞ୍ଜାମ ର ପ୍ରସିଦ୍ଧ ଦଣ୍ଡନାଚ କୁ ନେଇ ଚଳଚିତ୍ର "ଦଣ୍ଡ କାଳୀ ` ଗଣେଶ ପୂଜାରେ କରିବ ଶୁଭମୁକ୍ତି ||   (30-Aug-2026)       ||      ଶ୍ରୀମନ୍ଦିର ଭିତର ଧୁକୁଡି ଦ୍ୱାର ରେ ବାନ୍ତି ପଡ଼ିଥିବା ଯୋଗୁଁ ହେଲା ମହାସ୍ନାନ |   (30-Aug-2026)       ||      ଏମ ଏମ ଡି ବିଲ ପ୍ରତ୍ୟାହାର କରିବାକୁ ବିଜେପି ସାଂସଦ ଙ୍କୁ ନବୀନ ପଟନାୟକ ଦାବି |   (30-Aug-2026)       ||      ଶବଯାତ୍ରାରେ ସଂକୀର୍ତନ କରୁଥିବା ବ୍ୟକ୍ତିଙ୍କ ପରଲୋକ |    (30-Aug-2026)       ||      କବି ଗଙ୍ଗାଧର ଜୟନ୍ତୀ ଓ ପ୍ରଫେସର ଘନଶ୍ୟାମ ଦାଶ ସ୍ମୃତି ସଭା କୋଶଲ ଟାଇମ ଆନୁ କୁଲ୍ୟରେ ଅନୁଷ୍ଠିତ |    (30-Aug-2026)       ||      ଜମି ଦେବାକୁ କହି ଟଙ୍କା ଲୁଟିଥିବା ପୂର୍ବତନ ବିଜେଡି ମନ୍ତ୍ରୀଙ୍କ ପୁଅ ଗିରଫ ||   (29-Aug-2026)       ||      ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦେଶକ ଭାବେ ଯୋଗଦେଲେ ସଞ୍ଜୟ କୁମାର ବିଶ୍ୱାଳ |   (29-Aug-2026)       ||      ବିଶ୍ୱର ସର୍ବ କନିଷ୍ଟ ରାଜାଙ୍କ 34 ବର୍ଷ ରେ ମୃତ୍ୟୁ ||   (29-Aug-2026)       ||      ରାୟଗଡା କଳାକାର ମହାସଂଘ ପକ୍ଷରୁ କଳାକାର ଙ୍କ ପଞ୍ଜିକରଣ, ପ୍ରଶିକ୍ଷଣ,ଶିବିର ଅନୁଷ୍ଠିତ | ,   (29-Aug-2026)       ||      ଭୀମ ଭୋଇ ଭିନ୍ନକ୍ଷମ ଶିବିର ବେଗୁନିଆପଡା ବ୍ଲକ ରେ ଅନୁଷ୍ଠିତ |   (29-Aug-2026)       ||      ବିଜେପିର ମଣ୍ଡଳ ସ୍ତରୀୟ ସାଙ୍ଗଠନିକ ବୈଠକ ସାଙ୍କୁଡ଼ା ଠାରେ ଅନୁଷ୍ଠିତ |    (29-Aug-2026)       ||      ଡି ଏ ଭି ପବ୍ଲିକ ସ୍କୁଲ ତରଫରୁ ଜାତୀୟ କ୍ରୀଡା ଦିବସ ଉପଲକ୍ଷେ "ମିନି ମାରାଥନ `   (29-Aug-2026)       ||      ରାତିରେ ସୋଇଥିଲା ବେଳେ ସର୍ପ ଦଂଶନ ରେ ଭାଇ ଭଉଣୀ ମୃତ |    (29-Aug-2026)       ||      କଟକ ବଡ଼ ମେଡିକାଲ ଡାଟା ଏଣ୍ଟ୍ରି ଅଧିକାରୀ ଅର୍ଥ ହେର ଫେର ଘଟଣା ରେ ଗିରଫ ||    (29-Aug-2026)       ||      ଏମ ଏମ ଡି ଆର ସଂଶୋଧନ ବିଲ ଓଡିଶା ତଥା ଆଦିବାସୀ ବିରୋଧ |    (29-Aug-2026)       ||      ଅଢ଼େଇ ବର୍ଷ ପରେ ପୁରୁଣା ହତ୍ୟା ମାମଲାରେ ଦୁଇ ଗିରିଫ |    (29-Aug-2026)       ||      ବସ ଭାଙ୍ଗିବା, ବଟି ମାଗିବା ଓ ହେଲପର କୁ ଆକ୍ରମଣ କରିବା ଅଭିଯୋଗ ରେ ତିନି ଗିରିଫ |   (29-Aug-2026)       ||      ପାରଳାଖେମୁଣ୍ଡି ଏମ କେ ସିଜି ରେ ପୋଷ, ପୋଷ୍କ ଏବଂ ନିଶାନିବାରଣ ଉପରେ କର୍ମଶାଳା ||   (29-Aug-2026)       ||      ହଳଦିଆ ପଦର ବସଷ୍ଟାଣ୍ଡ ଠାରେ ଥିବା ହୁଣ୍ଡାଇ କାର ସୋରୁମ ଜଳିଗଲା |    (29-Aug-2026)       ||      କେରଳର କାଜିଆ ଲିଜ ମେଜୋ ପାଇଲେ "ମିସ ୟୁନିଭରସିଟି ଇଣ୍ଡିଆ ` ମୁକୁଟ ||   (29-Aug-2026)       ||     

ମନମୋହନ ସିଂହ ଙ୍କ ପାଈଁ ସ୍ୱତନ୍ତ୍ର ସ୍ମୃତି ପୀଠ ନିର୍ମାଣ କରିବାକୁ କଂଗ୍ରେସ ର ପ୍ରଧନମନ୍ତ୍ରୀ ଙ୍କୁ ଚିଠି |

27-Dec-2024

କଂଗ୍ରେସର ପ୍ରଧାନମନ୍ତ୍ରୀ ଙ୍କୁ ଲେଖିଲେ ଚିଠି , 
(ମନମୋହନ ସିଂହଙ୍କ ପାଇଁ ସ୍ବତନ୍ତ୍ର ସ୍ମୃତି ପୀଠ ନିର୍ମାଣ ହେଉ  |

                 ଓଡିଶା ଜନମତ  ବ୍ୟୁରୋ,

ନୂଆଦିଲ୍ଲୀ: ଦିମ୍ବଗତ ପ୍ରଧାନ ମନ୍ତ୍ରୀ ମନମୋହନ ସିଂହଙ୍କର ଏକ ସ୍ବତନ୍ତ୍ର ସ୍ମୃତିପୀଠ କରିବା ପାଇଁ ଚାହୁଁଛି କଂଗ୍ରେସ । ଏଥିପାଇଁ ଦଳ କେନ୍ଦ୍ର ସରକାରଙ୍କୁ ଚିଠି ଲେଖୁ ଅନୁରୋଧ କରିଛି। ଗୁରୁବାର‌( ଡିସେମ୍ବର ୨୬) ରାତି ୯.୫୧ ବେଳେ ଭାରତୀୟ ଅର୍ଥନୀତିର କୌଟିଲ୍ୟ ଡ. ମନମୋହନ ସିଂହଙ୍କର ୯୨ ବର୍ଷ ବୟସରେ ବିୟୋଗ ହୋଇଛି । ତାଙ୍କ ବିୟୋଗରେ ଦେଶରେ ୭ ଦିନ ପାଇଁ ରାଷ୍ଟ୍ରୀୟ ଶୋଳ ଘୋଷଣା କରାଯାଇଛି । ଆସନ୍ତାକଲି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ। ଦେଶ ଅର୍ଥନୀତିର ବିକାଶ ପୁରୁଷ, ମହାନ ଜନ ନେତା ମନମୋହନଙ୍କର ଏକ ସ୍ଵତନ୍ତ୍ର ସ୍ମୃତି ପୀଠ ନିର୍ମାଣ ପାଇଁ କଂଗ୍ରେସ ଦାବି କରିଛି । ଏନେଇ କଂଗ୍ରେସ ସେକ୍ରେ ଟେରୀ ଅବିନାଶ ପାଣ୍ଡେ ସୂଚନା ଦେଇଛନ୍ତି । ସ୍ମୃତି ପୀଠ ନିର୍ମାଣ ପାଇଁ କଂଗ୍ରେସ ଅଧ୍ଯକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓ ମନମୋହନଙ୍କ ପରିବାର କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା ଜାରି ରଖୁଛନ୍ତି ବୋଲି ଅବିନାଶ ପାଣ୍ଡେ କହିଛନ୍ତି ।

ଏନେଇ ଶୁକ୍ରବାର ଖଡ଼ଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖୀ ଅନୁରୋଧ କରିଛନ୍ତି । ଡିସେମ୍ବର ୨୮ ତାରିଖରେ ମନମୋହନଙ୍କର ଅନ୍ତିମ କ୍ରିୟା ପାଇଁ ଏକ ସ୍ମୃତି ପୀଠ ଦିଆଯାଉ । ଏନେଇ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଥିବା ଖଡ଼ଗେ ଚିଠିରେ ଉଲ୍ଲେଖ କରିଛନ୍ତି । ସେ ତାଙ୍କ ଚିଠିରେ ଲେଖୁଛନ୍ତି " ପ୍ରଧାନ ମନ୍ତ୍ରୀଙ୍କୁ ମୁଁ ଅନୁରୋଧ କଲି ଯେ ଡ. ମନମୋହନ ସିଂଙ୍କ ଅନ୍ତିମ ସଂସ୍କାର ଏକ ପବିତ୍ର ସ୍ଥାନରେ କରାଯାଉ। ଯାହାକୁ ଏକ ସ୍ମାରକୀ ସ୍ଥଳ ହେବ।” ପୂର୍ବ ପରମ୍ପରାରେ ମଧ୍ୟ ଏହା ରହିଛିବୋଲି ଖଡ଼ଗେ  ପ୍ରଧାନମନ୍ତ୍ରୀଙ୍କୁ ସୂଚାଇଛନ୍ତି । । ତେବେ କଂଗ୍ରେସର ଦାବି ଉପରେ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି । ତେବେ ଏଇଠି କହି ରଖୁଛୁ ଯେ କଂଗ୍ରେସ ନେତୃତ୍ୱାଧୀନ ସ୍ୱାଧୀନ ୟୁପିଏ ସରକାର ହିଁ ଅଲଗା ଭାବେ ସ୍ମୃତି ସ୍ଥାନ ଦାବିରେ ବାଧା ସୃଷ୍ଟି କରିଥିଲେ । ଜାଗା ଅଭାବକୁ ଦୃଷ୍ଟିରେ ରଖ୍ ୟୁପିଏ ସରକାର ୨୦୧୩ ରେ ରାଜ ଘାଟରେ ଏକ ସାଧାରଣ ସ୍ମୃତିସ୍ଥାନ ରାଷ୍ଟ୍ରିୟ ସ୍ମୃତି ସ୍ଥଳ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଥିଲେ । ଏମିତିରେ ବି ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓଙ୍କୁ ଅପମାନିତ କରିବାର ବଦନାମ କଂଗ୍ରେସ ମୁଣ୍ଡରେ ରହିଛି। କାରଣ ତାଙ୍କ ଦଳ କୌଣସି ବି ସ୍ବତନ୍ତ୍ର ସ୍ମୃତି ପୀଠ ନିର୍ମାଣ କରି ନାହିଁ । ଶ୍ରୀ ରାଓ ନେହରୁ - ଗାନ୍ଧୀ ପରିବାରରୁ ନ ହୋଇ ମଧ୍ୟ ପ୍ରଥମ ପ୍ରଧାନ ମନ୍ତ୍ରୀ ଭାବେ ତାଙ୍କ ସମ୍ପୂର୍ଣ କାର୍ଯ୍ୟକାଳ ପୂରା କରିଥିଲେ । ସେ ପ୍ରଥମ ପ୍ରଧାନମନ୍ତ୍ରୀ, ଯାହାଙ୍କର ଦିଲ୍ଲୀରେ ଅଲଗା ଭାବେ କୌଣସି ସ୍ମୃତି ପୀଠ ନାହିଁ । ୨୦୦୪ ଡିସେମ୍ବରରେ ତାଙ୍କ ମୃତ୍ୟୁ ପରେ କଂଗ୍ରେସ ତାଙ୍କ ପାର୍ଥିବ ଶରୀରକୁ ଏଆଇସିସି ମୁଖ୍ୟାଳୟରେ ପ୍ରବେଶ କରିବାକୁ ଦେଇ ନଥୁଲା। ସେହି କଂଗ୍ରେସ ଏବେ ମନମୋହନଙ୍କ ପାଇଁ ସ୍ଵତନ୍ତ୍ର ସ୍ମୃତି ପୀଠ ଦାବି କରିବା ଶାସକ ଦଳ ପାଇଁ ସମଲୋଚନା ପ୍ରସଙ୍ଗ ହୋଇ ପରେ । ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶାସନରେ ୨୦୧୫ରେ ନରସିଂହ ରାଓଙ୍କ ପାଇଁ ଏକତା ସ୍ଥଳ ସମାଧୂ ପରିସରରେ ଏକ ସ୍ମୃତି ପୀଠ ନିର୍ମାଣ କରାଯାଇଛି ।କେବଳ ସେତିକି ନୁହେଁ, ଶ୍ରୀ ରାଓଙ୍କୁ ଚଳିତ ବର୍ଷ ଆରମ୍ଭରେ ମୋଦୀ ସରକାର ଭାରତ ଗନ୍ଧ ପୁରସ୍କାର ପ୍ରଦାନ କରିଛନ୍ତି ।

News Comment

You Might Also Like

BACK TO TOP