Breaking News

ଶବଯାତ୍ରାରେ ସଂକୀର୍ତନ କରୁଥିବା ବ୍ୟକ୍ତିଙ୍କ ପରଲୋକ |    (30-Aug-2026)       ||      କବି ଗଙ୍ଗାଧର ଜୟନ୍ତୀ ଓ ପ୍ରଫେସର ଘନଶ୍ୟାମ ଦାଶ ସ୍ମୃତି ସଭା କୋଶଲ ଟାଇମ ଆନୁ କୁଲ୍ୟରେ ଅନୁଷ୍ଠିତ |    (30-Aug-2026)       ||      ଜମି ଦେବାକୁ କହି ଟଙ୍କା ଲୁଟିଥିବା ପୂର୍ବତନ ବିଜେଡି ମନ୍ତ୍ରୀଙ୍କ ପୁଅ ଗିରଫ ||   (29-Aug-2026)       ||      ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦେଶକ ଭାବେ ଯୋଗଦେଲେ ସଞ୍ଜୟ କୁମାର ବିଶ୍ୱାଳ |   (29-Aug-2026)       ||      ବିଶ୍ୱର ସର୍ବ କନିଷ୍ଟ ରାଜାଙ୍କ 34 ବର୍ଷ ରେ ମୃତ୍ୟୁ ||   (29-Aug-2026)       ||      ରାୟଗଡା କଳାକାର ମହାସଂଘ ପକ୍ଷରୁ କଳାକାର ଙ୍କ ପଞ୍ଜିକରଣ, ପ୍ରଶିକ୍ଷଣ,ଶିବିର ଅନୁଷ୍ଠିତ | ,   (29-Aug-2026)       ||      ଭୀମ ଭୋଇ ଭିନ୍ନକ୍ଷମ ଶିବିର ବେଗୁନିଆପଡା ବ୍ଲକ ରେ ଅନୁଷ୍ଠିତ |   (29-Aug-2026)       ||      ବିଜେପିର ମଣ୍ଡଳ ସ୍ତରୀୟ ସାଙ୍ଗଠନିକ ବୈଠକ ସାଙ୍କୁଡ଼ା ଠାରେ ଅନୁଷ୍ଠିତ |    (29-Aug-2026)       ||      ଡି ଏ ଭି ପବ୍ଲିକ ସ୍କୁଲ ତରଫରୁ ଜାତୀୟ କ୍ରୀଡା ଦିବସ ଉପଲକ୍ଷେ "ମିନି ମାରାଥନ `   (29-Aug-2026)       ||      ରାତିରେ ସୋଇଥିଲା ବେଳେ ସର୍ପ ଦଂଶନ ରେ ଭାଇ ଭଉଣୀ ମୃତ |    (29-Aug-2026)       ||      କଟକ ବଡ଼ ମେଡିକାଲ ଡାଟା ଏଣ୍ଟ୍ରି ଅଧିକାରୀ ଅର୍ଥ ହେର ଫେର ଘଟଣା ରେ ଗିରଫ ||    (29-Aug-2026)       ||      ଏମ ଏମ ଡି ଆର ସଂଶୋଧନ ବିଲ ଓଡିଶା ତଥା ଆଦିବାସୀ ବିରୋଧ |    (29-Aug-2026)       ||      ଅଢ଼େଇ ବର୍ଷ ପରେ ପୁରୁଣା ହତ୍ୟା ମାମଲାରେ ଦୁଇ ଗିରିଫ |    (29-Aug-2026)       ||      ବସ ଭାଙ୍ଗିବା, ବଟି ମାଗିବା ଓ ହେଲପର କୁ ଆକ୍ରମଣ କରିବା ଅଭିଯୋଗ ରେ ତିନି ଗିରିଫ |   (29-Aug-2026)       ||      ପାରଳାଖେମୁଣ୍ଡି ଏମ କେ ସିଜି ରେ ପୋଷ, ପୋଷ୍କ ଏବଂ ନିଶାନିବାରଣ ଉପରେ କର୍ମଶାଳା ||   (29-Aug-2026)       ||      ହଳଦିଆ ପଦର ବସଷ୍ଟାଣ୍ଡ ଠାରେ ଥିବା ହୁଣ୍ଡାଇ କାର ସୋରୁମ ଜଳିଗଲା |    (29-Aug-2026)       ||      କେରଳର କାଜିଆ ଲିଜ ମେଜୋ ପାଇଲେ "ମିସ ୟୁନିଭରସିଟି ଇଣ୍ଡିଆ ` ମୁକୁଟ ||   (29-Aug-2026)       ||      ମମତା ରାଜନୀତିରୁ କେବେବି ସନ୍ୟାସ ନେବେ ନାହିଁ, ବରଂ ବିଜେପି କୁ ତଳି ତଳାନ୍ତ ନକଲା ଯାଏଁ ସେ ଶାନ୍ତିରେ ରହିବେନି ||   (29-Aug-2026)       ||      ବୟ ଫ୍ରେଣ୍ଡ ର କାର କୁ ହଜାର ହଜାର ଚୁମ୍ବନ ଦେବା ପରେ ପୋଲିସ କୁ ଅର୍ଥ ଗଣିଲା ପ୍ରେମିକ |    (29-Aug-2026)       ||      ଚୀନର ନେପାଳକୁ ସତର୍କ ବାଣୀ ପୁଣି ତିନିଦିନ ମଧ୍ୟରେ ବନ୍ୟା ଆଶଙ୍କା |   (28-Aug-2026)       ||     

ଦିଗପହଣ୍ଡି ବିଧାୟକ ଙ୍କ କ୍ଷତିଗ୍ରସ୍ତ ଚାଷୀଙ୍କ ଫସଲ ପରିଦର୍ଶନ |

28-Dec-2024

ଫସଲ କ୍ଷୟକ୍ଷତି ପରିଦର୍ଶନ ରେ ଦିଗପହଣ୍ଡି ବିଧାୟକ ଲ

                  ଓଡିଶା ଜନମତ   ବ୍ୟୁରୋ,

କୁକୁଡାଖଣ୍ଡି ଚଳିତବର୍ଷ ଖରିପ ଋତୁର ପାଚିଲା ଧାନକୁ ବାରମ୍ବାର ଆଘାତ ଦେଇଛି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଗୁଚାପ ଜନିତ ବର୍ଷା ଜଳ l ଲଗାଣ ବର୍ଷା ଯୋଗୁଁ ଚାଷୀଙ୍କ ବର୍ଷକ ଅମଳ ଧାନ ଗୁଡିକ ବର୍ଷା ପାଣିରେ ସମ୍ପୂର୍ଣ ଭିଜିଯାଇଥିବା ବେଳେ ଭିଜା ଧାନ କୁ ନେଇ ଚିନ୍ତାପ୍ରକଟ କରିଛନ୍ତି ଚାଷୀ l ଗଞ୍ଜାମ ଜିଲ୍ଲା ର ବିଭିନ୍ନ ଅଞ୍ଚଳ ଚାଷୀ କ୍ଷତିଗ୍ରସ୍ତ ହୋଇଥିବା ବେଳେ କୁକୁଡାଖଣ୍ଡି ବ୍ଲକର ବିଭିନ୍ନ ଅଞ୍ଚଳରେ ଧାନ ନଷ୍ଟ ହୋଇଥିବା ଦେଖାଦେଇଛି l ଶୁକ୍ରବାର, ଶନିବାର ଲଗାତାର ପୂର୍ବାହ୍ନ ରେ ବାହାରି ନିଜ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବର୍ଷା ଜନିତ ଫସଲ ନଷ୍ଟ ଜମି ପରିଦର୍ଶନ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ଆଶ୍ୱାସନା ଦେଇଛନ୍ତି ବିଧାୟକ ଡ଼ଃ.ସିଦ୍ଧାନ୍ତ ମହାପାତ୍ର l କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଜଗଦଳପୁର, ମସିହାଖାଲି, ଆଙ୍କୁଶପୁର, କୁକୁଡାଖଣ୍ଡି, ବଉଳଝୋଳି,ରହିଗାଁ,ଅନନ୍ତlଇ, ବନ୍ଥପଲ୍ଲୀ, ଲାଠି, ସମେତ ନିକଟବର୍ତ୍ତୀ ଗ୍ରାମ ଗୁଡିକ ପରିକ୍ରମା କରି ଚାଷଜମି ପରିଦର୍ଶନ କରିଥିବା ବେଳେ ଗଜା ଧାନ କୁ ନେଇ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରଙ୍କ ତରଫରୁ କ୍ଷତିପୂର୍ଣ୍ଣ ସହାୟତା ଏବଂ ପ୍ରଧାନ ମନ୍ତ୍ରୀ କୃଷି ବୀମା ଯୋଜନା ଧାନ ମଣ୍ଡିରେ ଧାନ କିପରି ସରଳିକୃତ ଉପାୟରେ ଚାଷୀ ସରକାର ଙ୍କୁ ବିକ୍ରୟ ହେବ ତାହା ଉପରେ ବିଧାୟକ ଶ୍ରୀ ମହାପାତ୍ର ଚାଷୀଙ୍କ ଠାରେ ବସି ଆଲୋଚନା କରି ଧାନ ବିକ୍ରି ସରଳି ଉପରେ ପ୍ରତିଶୃତି ଦେଇଛନ୍ତି l ବିଧାୟକଙ୍କ ଗ୍ରସ୍ତ ବେଳେ  ପୂର୍ବତନ ସମବାୟ ସଭାପତି ସନାତନ ସଂଗ୍ରାମ ସିଂ, ବିଧାୟକ ପ୍ରତିନିଧି ନଳିନୀ ବିଷୟୀ,ତହସିଲଦାର ସପନ କୁମାର ସାହୁ, ବିଡ଼ିଓ ପୋଲ୍ଲବୀ ସ୍ୱାଇଁ, କୃଷି ଅଧିକାରୀ ସୁବ୍ରତ କୁମାର ବାରିକ,ମହନ୍ତ ଚିନ୍ମୟନନ୍ଦ ଦାସ, ମଣ୍ଡଳ ସଭାପତି ନନ୍ଦ କିଶୋର,ଫକୀର ବେହେରା,ବାପି ପ୍ରଧାନ ଙ୍କ ସମେତ ଜଗଦଳପୁର ସରପଞ୍ଚ କ୍ରାନ୍ତି ଦେବୀ, ସମିତିସଭ୍ୟ ରବୀନ୍ଦ୍ର ପାତ୍ର, ବହୁ ଚାଷୀ ଓ ସ୍ଥାନୀୟ ଆର.ଆଇ ଓ କୃଷି ବିଭାଗର କର୍ମଚାରି,ବିଧାୟକ ସମର୍ତକ ମାନେ ଉପସ୍ଥିତ ଥିଲେ l

News Comment

You Might Also Like

BACK TO TOP