Breaking News

ଶବଯାତ୍ରାରେ ସଂକୀର୍ତନ କରୁଥିବା ବ୍ୟକ୍ତିଙ୍କ ପରଲୋକ |    (30-Aug-2026)       ||      କବି ଗଙ୍ଗାଧର ଜୟନ୍ତୀ ଓ ପ୍ରଫେସର ଘନଶ୍ୟାମ ଦାଶ ସ୍ମୃତି ସଭା କୋଶଲ ଟାଇମ ଆନୁ କୁଲ୍ୟରେ ଅନୁଷ୍ଠିତ |    (30-Aug-2026)       ||      ଜମି ଦେବାକୁ କହି ଟଙ୍କା ଲୁଟିଥିବା ପୂର୍ବତନ ବିଜେଡି ମନ୍ତ୍ରୀଙ୍କ ପୁଅ ଗିରଫ ||   (29-Aug-2026)       ||      ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦେଶକ ଭାବେ ଯୋଗଦେଲେ ସଞ୍ଜୟ କୁମାର ବିଶ୍ୱାଳ |   (29-Aug-2026)       ||      ବିଶ୍ୱର ସର୍ବ କନିଷ୍ଟ ରାଜାଙ୍କ 34 ବର୍ଷ ରେ ମୃତ୍ୟୁ ||   (29-Aug-2026)       ||      ରାୟଗଡା କଳାକାର ମହାସଂଘ ପକ୍ଷରୁ କଳାକାର ଙ୍କ ପଞ୍ଜିକରଣ, ପ୍ରଶିକ୍ଷଣ,ଶିବିର ଅନୁଷ୍ଠିତ | ,   (29-Aug-2026)       ||      ଭୀମ ଭୋଇ ଭିନ୍ନକ୍ଷମ ଶିବିର ବେଗୁନିଆପଡା ବ୍ଲକ ରେ ଅନୁଷ୍ଠିତ |   (29-Aug-2026)       ||      ବିଜେପିର ମଣ୍ଡଳ ସ୍ତରୀୟ ସାଙ୍ଗଠନିକ ବୈଠକ ସାଙ୍କୁଡ଼ା ଠାରେ ଅନୁଷ୍ଠିତ |    (29-Aug-2026)       ||      ଡି ଏ ଭି ପବ୍ଲିକ ସ୍କୁଲ ତରଫରୁ ଜାତୀୟ କ୍ରୀଡା ଦିବସ ଉପଲକ୍ଷେ "ମିନି ମାରାଥନ `   (29-Aug-2026)       ||      ରାତିରେ ସୋଇଥିଲା ବେଳେ ସର୍ପ ଦଂଶନ ରେ ଭାଇ ଭଉଣୀ ମୃତ |    (29-Aug-2026)       ||      କଟକ ବଡ଼ ମେଡିକାଲ ଡାଟା ଏଣ୍ଟ୍ରି ଅଧିକାରୀ ଅର୍ଥ ହେର ଫେର ଘଟଣା ରେ ଗିରଫ ||    (29-Aug-2026)       ||      ଏମ ଏମ ଡି ଆର ସଂଶୋଧନ ବିଲ ଓଡିଶା ତଥା ଆଦିବାସୀ ବିରୋଧ |    (29-Aug-2026)       ||      ଅଢ଼େଇ ବର୍ଷ ପରେ ପୁରୁଣା ହତ୍ୟା ମାମଲାରେ ଦୁଇ ଗିରିଫ |    (29-Aug-2026)       ||      ବସ ଭାଙ୍ଗିବା, ବଟି ମାଗିବା ଓ ହେଲପର କୁ ଆକ୍ରମଣ କରିବା ଅଭିଯୋଗ ରେ ତିନି ଗିରିଫ |   (29-Aug-2026)       ||      ପାରଳାଖେମୁଣ୍ଡି ଏମ କେ ସିଜି ରେ ପୋଷ, ପୋଷ୍କ ଏବଂ ନିଶାନିବାରଣ ଉପରେ କର୍ମଶାଳା ||   (29-Aug-2026)       ||      ହଳଦିଆ ପଦର ବସଷ୍ଟାଣ୍ଡ ଠାରେ ଥିବା ହୁଣ୍ଡାଇ କାର ସୋରୁମ ଜଳିଗଲା |    (29-Aug-2026)       ||      କେରଳର କାଜିଆ ଲିଜ ମେଜୋ ପାଇଲେ "ମିସ ୟୁନିଭରସିଟି ଇଣ୍ଡିଆ ` ମୁକୁଟ ||   (29-Aug-2026)       ||      ମମତା ରାଜନୀତିରୁ କେବେବି ସନ୍ୟାସ ନେବେ ନାହିଁ, ବରଂ ବିଜେପି କୁ ତଳି ତଳାନ୍ତ ନକଲା ଯାଏଁ ସେ ଶାନ୍ତିରେ ରହିବେନି ||   (29-Aug-2026)       ||      ବୟ ଫ୍ରେଣ୍ଡ ର କାର କୁ ହଜାର ହଜାର ଚୁମ୍ବନ ଦେବା ପରେ ପୋଲିସ କୁ ଅର୍ଥ ଗଣିଲା ପ୍ରେମିକ |    (29-Aug-2026)       ||      ଚୀନର ନେପାଳକୁ ସତର୍କ ବାଣୀ ପୁଣି ତିନିଦିନ ମଧ୍ୟରେ ବନ୍ୟା ଆଶଙ୍କା |   (28-Aug-2026)       ||     

ବୁଦ୍ଧ ଖୋଲ ରେ ବଣ ଭୋଜି ପାଈଁ ପର୍ଯ୍ୟଟନ ଙ୍କ ଗହଳି ବେଶୀ |

28-Dec-2024

ବଣଭୋଜି ପାଇଁ ବୁଦ୍ଧଖୋଲ ପାଦଦେଶ ପାଲଟିଛି ପ୍ରକୃଷ୍ଟ ସ୍ଥଳ,

                   ଓଡିଶା ଜନମତ  ବ୍ୟୁରୋ,

ବୁଗୁଡ଼ା : ତା ୨୮/୧୨/୨୪ : ପ୍ରସିଦ୍ଧ ଐତିହାସିକ ଶୈବ ପୀଠ ତଥା ପର୍ଯ୍ଯଟନସ୍ଥଳୀ ବୁଦ୍ଧଖୋଲ ପାଦଦେଶ ଏବେ ବଣଭୋଜି କରିବା ପାଇଁ ପ୍ରକୃଷ୍ଟ ସ୍ଥଳ  ପାଲଟି ଥିବାରୁ ଏହା ଚଳ ଚଞ୍ଚଳ ହୋଇ ଉଠିଛି । ପାଠପଢ଼ା ପିଲାଙ୍କ ଶୀତ ଛୁଟି ହେତୁ ବଣଭୋଜି ପାଇଁ କେବଳ ଆଖପାଖରୁ ନୁହେଁ ଦୂରଦୂରାନ୍ତରୁ ମଧ୍ୟ ଦଳ ଦଳ ହୋଇ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଏବଂ ଲୋକେ ନିଜ ନିଜର ବନ୍ଧୁବର୍ଗଙ୍କ ସହ ଆସି ବୁଦ୍ଧଖୋଲ ପାଦଦେଶରେ ଭୋଜିଭାତର ଆସର ଜମାଉଛନ୍ତି  । ଏଥି ସହ ଲୋକେ ଠାକୁର ଦର୍ଶନ ସାଙ୍ଗକୁ ପାଦଦେଶସ୍ଥ ଇକୋ ପାର୍କ ଭ୍ରମଣର ମଜା ଉଠାଉଛନ୍ତି । ବୁଦ୍ଧଖୋଲ ପାଦଦେଶସ୍ଥ ଜନ ସୁବିଧା କେନ୍ଦ୍ର ଏବଂ ଅତିଥି ଭବନରେ ପର୍ଯ୍ୟଟକଙ୍କ ଆରାମଦାୟକ ରହଣିର ସୁଯୋଗ ସାଙ୍ଗକୁ ମହୋତ୍ସବ ପଡିଆରେ ଯାନବାହାନ ରହଣିର ସୁବ୍ଯବସ୍ଥା ସହ ରୋଷେଇ ସ୍ଥଳଗୁଡିକ ନିକଟରେ ପାଇପ୍ ଯୋଗେ ଜଳ ଯୋଗାଣର ସୁବନ୍ଦୋବସ୍ତ ଯୋଗୁଁ ଲୋକେ ଏଠାରେ ସୁବିଧାରେ ଭୋଜିଭାତର ଆସର ଜମାଉଛନ୍ତି । ତେବେ ଡିସେମ୍ବର ମାସ ଶେଷ ଭାଗରେ ଗତବର୍ଷ ଅପେକ୍ଷା ଏବର୍ଷ ପର୍ଯ୍ଯଟକଙ୍କ ଆଗମନରେ ବୃଦ୍ଧି ଘଟିଥିବା ବେଳେ ବୁଦ୍ଧଖୋଲ ପାଦଦେଶ ଚଳ ଚଞ୍ଚଳ ହୋଇ ଉଠିଛି ବୋଲି ବୁଦ୍ଧଖୋଲ ଉନ୍ନୟନ ସମିତିର କର୍ମକର୍ତ୍ତାଙ୍କଠାରୁ ପ୍ରକାଶ ପାଇଛି  ।

News Comment

You Might Also Like

BACK TO TOP