Breaking News

ଜମି ଦେବାକୁ କହି ଟଙ୍କା ଲୁଟିଥିବା ପୂର୍ବତନ ବିଜେଡି ମନ୍ତ୍ରୀଙ୍କ ପୁଅ ଗିରଫ ||   (29-Aug-2026)       ||      ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦେଶକ ଭାବେ ଯୋଗଦେଲେ ସଞ୍ଜୟ କୁମାର ବିଶ୍ୱାଳ |   (29-Aug-2026)       ||      ବିଶ୍ୱର ସର୍ବ କନିଷ୍ଟ ରାଜାଙ୍କ 34 ବର୍ଷ ରେ ମୃତ୍ୟୁ ||   (29-Aug-2026)       ||      ରାୟଗଡା କଳାକାର ମହାସଂଘ ପକ୍ଷରୁ କଳାକାର ଙ୍କ ପଞ୍ଜିକରଣ, ପ୍ରଶିକ୍ଷଣ,ଶିବିର ଅନୁଷ୍ଠିତ | ,   (29-Aug-2026)       ||      ଭୀମ ଭୋଇ ଭିନ୍ନକ୍ଷମ ଶିବିର ବେଗୁନିଆପଡା ବ୍ଲକ ରେ ଅନୁଷ୍ଠିତ |   (29-Aug-2026)       ||      ବିଜେପିର ମଣ୍ଡଳ ସ୍ତରୀୟ ସାଙ୍ଗଠନିକ ବୈଠକ ସାଙ୍କୁଡ଼ା ଠାରେ ଅନୁଷ୍ଠିତ |    (29-Aug-2026)       ||      ଡି ଏ ଭି ପବ୍ଲିକ ସ୍କୁଲ ତରଫରୁ ଜାତୀୟ କ୍ରୀଡା ଦିବସ ଉପଲକ୍ଷେ "ମିନି ମାରାଥନ `   (29-Aug-2026)       ||      ରାତିରେ ସୋଇଥିଲା ବେଳେ ସର୍ପ ଦଂଶନ ରେ ଭାଇ ଭଉଣୀ ମୃତ |    (29-Aug-2026)       ||      କଟକ ବଡ଼ ମେଡିକାଲ ଡାଟା ଏଣ୍ଟ୍ରି ଅଧିକାରୀ ଅର୍ଥ ହେର ଫେର ଘଟଣା ରେ ଗିରଫ ||    (29-Aug-2026)       ||      ଏମ ଏମ ଡି ଆର ସଂଶୋଧନ ବିଲ ଓଡିଶା ତଥା ଆଦିବାସୀ ବିରୋଧ |    (29-Aug-2026)       ||      ଅଢ଼େଇ ବର୍ଷ ପରେ ପୁରୁଣା ହତ୍ୟା ମାମଲାରେ ଦୁଇ ଗିରିଫ |    (29-Aug-2026)       ||      ବସ ଭାଙ୍ଗିବା, ବଟି ମାଗିବା ଓ ହେଲପର କୁ ଆକ୍ରମଣ କରିବା ଅଭିଯୋଗ ରେ ତିନି ଗିରିଫ |   (29-Aug-2026)       ||      ପାରଳାଖେମୁଣ୍ଡି ଏମ କେ ସିଜି ରେ ପୋଷ, ପୋଷ୍କ ଏବଂ ନିଶାନିବାରଣ ଉପରେ କର୍ମଶାଳା ||   (29-Aug-2026)       ||      ହଳଦିଆ ପଦର ବସଷ୍ଟାଣ୍ଡ ଠାରେ ଥିବା ହୁଣ୍ଡାଇ କାର ସୋରୁମ ଜଳିଗଲା |    (29-Aug-2026)       ||      କେରଳର କାଜିଆ ଲିଜ ମେଜୋ ପାଇଲେ "ମିସ ୟୁନିଭରସିଟି ଇଣ୍ଡିଆ ` ମୁକୁଟ ||   (29-Aug-2026)       ||      ମମତା ରାଜନୀତିରୁ କେବେବି ସନ୍ୟାସ ନେବେ ନାହିଁ, ବରଂ ବିଜେପି କୁ ତଳି ତଳାନ୍ତ ନକଲା ଯାଏଁ ସେ ଶାନ୍ତିରେ ରହିବେନି ||   (29-Aug-2026)       ||      ବୟ ଫ୍ରେଣ୍ଡ ର କାର କୁ ହଜାର ହଜାର ଚୁମ୍ବନ ଦେବା ପରେ ପୋଲିସ କୁ ଅର୍ଥ ଗଣିଲା ପ୍ରେମିକ |    (29-Aug-2026)       ||      ଚୀନର ନେପାଳକୁ ସତର୍କ ବାଣୀ ପୁଣି ତିନିଦିନ ମଧ୍ୟରେ ବନ୍ୟା ଆଶଙ୍କା |   (28-Aug-2026)       ||      ପ୍ରେମିକ ଙ୍କ କାର ରେ ଚୁମ୍ବନ ଦେଲେ ପ୍ରେମିକା, ଅଧିକାରୀ ଙ୍କୁ ଅର୍ଥ ଦେଇ ହଟ ହଟା ହେଲେ ପ୍ରେମିକ |   (28-Aug-2026)       ||      ରାୟଗଡା ରେ ଭାରତୀୟ ମଜୁଦୁର ସଂଘ ର ରାଷ୍ଟ୍ରୀୟ ପର୍ଯ୍ୟାବରଣ ଦିବସ ପାଳିତ |   (28-Aug-2026)       ||     

ନବୀନ ଙ୍କ ଖଲ୍ଲିକୋଟ ଗ୍ରସ୍ତ ପାଈଁ ବିଜେଡିର ପ୍ରସ୍ତୁତି ବୈଠକ |

29-Dec-2024

ନବୀନ ଙ୍କ ଖଲ୍ଲିକୋଟ ଗ୍ରସ୍ତ ପାଇଁ ବିଜେଡି ର ପ୍ରସ୍ତୁତି ବୈଠଜ,
        __________________________________

                        ଓଡିଶା  ଜନମତ  ବ୍ୟୁରୋ,

ଖଲ୍ଲିକୋଟ :29/12 ଗଞ୍ଜାମ ଜିଲ୍ଲା ରେ ଗତ ଦୁଇଥର ଧରି ଲଗାଣ ବର୍ଷା ଧାନ ଓ ପନିପରିବା ଚାଷ ବ୍ୟାପକ ମାତ୍ରା ରେ ନଷ୍ଟ ହୋଇଥିବା ଏଯାବତ କ୍ଷତିଗ୍ରସ୍ତ ଚାଷୀ ଙ୍କ କ୍ଷତି ପୂରଣ ପାଇ ନାହାନ୍ତି |ଯା ଫଳରେ ଚାଷୀ ଆତ୍ମହତ୍ୟା ଭଳି ସମସ୍ୟା ଉପୁଜିଛି |ଏହାକୁ ଆକ୍ଷି ଆଗରେ ରଖି ବିଭିନ୍ନ ଦଳ ତରଫରୁ ଫସଲ କ୍ଷତି ହୋଇଥିବା କ୍ଷେତ ବୁଲି ଦେଖିଥିବା ବେଳେ ଆସନ୍ତାକାଲି ଅପରାନ୍ନ 3ଘଣ୍ଟା 15 ମିନଟ ସମୟ ରେ ବିଜେଡି ସୁପ୍ରିମୋ ଓ ରାଜ୍ୟ ବିରୋଧୀ ଦଳ ନେତା ତଥାପି ଓଡିଶା ର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା ର ବିଭିନ୍ନ ବ୍ଲକ ବୁଲି ଫସଲ କ୍ଷତି ଦେଖି ଚାଷୀ ମାନଙ୍କୁ ଭେଟିବା ସହ ହେଲିକେପଟର ଯୋଗେ ଆସି ଖଲ୍ଲିକୋଟ ଆର ସି ଏମ କଲେଜ ଷ୍ଟାଡିଅମ ପଡିଆରେ ଅବତରଣ କରିବା ସହ ନିକଟସ୍ଥ ମଥୁରା ପଂଚାୟତ ରେ ଭରସା ଗ୍ରାମ ରେ ଧାନ ଫସଲ କ୍ଷତି ଅନୁଧ୍ୟାନ କରିବା ସହ  କ୍ଷତିଗ୍ରସ୍ତ ଚାଷୀ ମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି |ଏ ନେଇ ଏକ ପ୍ରସ୍ତୁତି ବୈଠକ ଖଲ୍ଲିକୋଟ ସ୍ଥିତ ପୂର୍ତ୍ତ ବିଭାଗ ଡାକ ବାଙ୍ଗାଲୋର ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା |ବୈଠକ ରେ ରାଜ୍ୟ ବିଜେଡି ର ସାଙ୍ଗଠନିକ ସମ୍ପାଦକ ବବି ଦାଶ,  ପ୍ରଣବ ପ୍ରକାଶ ଦାଶ ବିଜେଡି ରାଜ୍ୟ ଉପ - ସଭାପତି ଦେବୀ ମିଶ୍ର ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଡକ୍ଟର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ଶ୍ରୀକାନ୍ତ ସାହୁ, ସୁବାଷ ଚନ୍ଦ୍ର ବେହେରା, ସୂର୍ଯ୍ୟମଣି ବୈଦ୍ୟ ଖଲ୍ଲିକୋଟ ଏନ ଏ ସି ଅଧକ୍ଷ ଇଂ. ନିରଞ୍ଜନ ବେହେରା, ପ୍ରାକ୍ତନ ବ୍ଲକ ଅଧକ୍ଷ ଦୈତାରୀ ବେହେରା ବି ସି ସି ବ୍ୟାଙ୍କ ଡାଇରେକ୍ଟର ରାମ ମୋହନ ପଣ୍ଡା, ଯୁବ ବିଜେଡି ନେତା ରତ୍ନାକର ସାହୁ, ବ୍ଲକ ମହିଳା ସଭାନେତ୍ରୀ ମିତାଞ୍ଜଳି ମିଶ୍ର ଯୁବ ବିଜେଡି ସଭାପତି ଦୟାନିଧି ସାହୁ, ବାବୁଲି ପଣ୍ଡା, ବିଜେଡି ନେତା ଅଶୋକ ମାହାଙ୍କୁଡ, ଅସ୍ଥାୟୀ ବ୍ଲକ ସଭାପତି ପ୍ରଫୁଲ୍ଲ ସାହୁ ଏନ ଏ ସି ପ୍ରାକ୍ତନ ଉପ ନଗରପାଳ ଚିତ୍ତରଞ୍ଜନ ମାଝି, ରାଜ୍ୟ ଯୁବ ବିଜେଡି ସମ୍ପାଦକ ସତ୍ୟଭୂଷଣ  ସ୍ୱାଇଁ  ସାବୁଲିଆ ସରପଞ୍ଚ ଅହଲ୍ୟା ବେହେରା ବାଦ ପଲି ସମିତି ସଭ୍ୟ ଲଙ୍ଗଳେଶ୍ୱର ସରପଞ୍ଚ ରମେଶ ସାହୁ ଓ ସମିତି ସଭ୍ୟ ସମେତ ପୁରୁଷୋତ୍ତମପୁର ର ବହୁ ବିଜେଡି ନେତା ଉକ୍ତ ପ୍ରସ୍ତୁତି ବୈଠକ ରେ ଯୋଗ ଦେଇ ନବୀନ ଙ୍କ ଗ୍ରସ୍ତ କୁ ସଫଳ କରିବା ପାଇଁ ଆଲୋଚନା ହୋଇଥିଲା |ତେବେ ନବୀନ ଙ୍କ ଆଗମନ ନେଇ ଖଲ୍ଲିକୋଟ ରେ ବିଜେଡି ନେତା ଓ କର୍ମୀ ମାନେ ପ୍ରବଳ ମାତ୍ରା ରେ ଉସ୍ଛାହିତ ଥିବା ଦେଖିବାକୁ ମିଳୁଛି |

News Comment

You Might Also Like

BACK TO TOP