Breaking News

ବିଶ୍ୱର ସର୍ବ କନିଷ୍ଟ ରାଜାଙ୍କ 34 ବର୍ଷ ରେ ମୃତ୍ୟୁ ||   (29-Aug-2026)       ||      ରାୟଗଡା କଳାକାର ମହାସଂଘ ପକ୍ଷରୁ କଳାକାର ଙ୍କ ପଞ୍ଜିକରଣ, ପ୍ରଶିକ୍ଷଣ,ଶିବିର ଅନୁଷ୍ଠିତ | ,   (29-Aug-2026)       ||      ଭୀମ ଭୋଇ ଭିନ୍ନକ୍ଷମ ଶିବିର ବେଗୁନିଆପଡା ବ୍ଲକ ରେ ଅନୁଷ୍ଠିତ |   (29-Aug-2026)       ||      ବିଜେପିର ମଣ୍ଡଳ ସ୍ତରୀୟ ସାଙ୍ଗଠନିକ ବୈଠକ ସାଙ୍କୁଡ଼ା ଠାରେ ଅନୁଷ୍ଠିତ |    (29-Aug-2026)       ||      ଡି ଏ ଭି ପବ୍ଲିକ ସ୍କୁଲ ତରଫରୁ ଜାତୀୟ କ୍ରୀଡା ଦିବସ ଉପଲକ୍ଷେ "ମିନି ମାରାଥନ `   (29-Aug-2026)       ||      ରାତିରେ ସୋଇଥିଲା ବେଳେ ସର୍ପ ଦଂଶନ ରେ ଭାଇ ଭଉଣୀ ମୃତ |    (29-Aug-2026)       ||      କଟକ ବଡ଼ ମେଡିକାଲ ଡାଟା ଏଣ୍ଟ୍ରି ଅଧିକାରୀ ଅର୍ଥ ହେର ଫେର ଘଟଣା ରେ ଗିରଫ ||    (29-Aug-2026)       ||      ଏମ ଏମ ଡି ଆର ସଂଶୋଧନ ବିଲ ଓଡିଶା ତଥା ଆଦିବାସୀ ବିରୋଧ |    (29-Aug-2026)       ||      ଅଢ଼େଇ ବର୍ଷ ପରେ ପୁରୁଣା ହତ୍ୟା ମାମଲାରେ ଦୁଇ ଗିରିଫ |    (29-Aug-2026)       ||      ବସ ଭାଙ୍ଗିବା, ବଟି ମାଗିବା ଓ ହେଲପର କୁ ଆକ୍ରମଣ କରିବା ଅଭିଯୋଗ ରେ ତିନି ଗିରିଫ |   (29-Aug-2026)       ||      ପାରଳାଖେମୁଣ୍ଡି ଏମ କେ ସିଜି ରେ ପୋଷ, ପୋଷ୍କ ଏବଂ ନିଶାନିବାରଣ ଉପରେ କର୍ମଶାଳା ||   (29-Aug-2026)       ||      ହଳଦିଆ ପଦର ବସଷ୍ଟାଣ୍ଡ ଠାରେ ଥିବା ହୁଣ୍ଡାଇ କାର ସୋରୁମ ଜଳିଗଲା |    (29-Aug-2026)       ||      କେରଳର କାଜିଆ ଲିଜ ମେଜୋ ପାଇଲେ "ମିସ ୟୁନିଭରସିଟି ଇଣ୍ଡିଆ ` ମୁକୁଟ ||   (29-Aug-2026)       ||      ମମତା ରାଜନୀତିରୁ କେବେବି ସନ୍ୟାସ ନେବେ ନାହିଁ, ବରଂ ବିଜେପି କୁ ତଳି ତଳାନ୍ତ ନକଲା ଯାଏଁ ସେ ଶାନ୍ତିରେ ରହିବେନି ||   (29-Aug-2026)       ||      ବୟ ଫ୍ରେଣ୍ଡ ର କାର କୁ ହଜାର ହଜାର ଚୁମ୍ବନ ଦେବା ପରେ ପୋଲିସ କୁ ଅର୍ଥ ଗଣିଲା ପ୍ରେମିକ |    (29-Aug-2026)       ||      ଚୀନର ନେପାଳକୁ ସତର୍କ ବାଣୀ ପୁଣି ତିନିଦିନ ମଧ୍ୟରେ ବନ୍ୟା ଆଶଙ୍କା |   (28-Aug-2026)       ||      ପ୍ରେମିକ ଙ୍କ କାର ରେ ଚୁମ୍ବନ ଦେଲେ ପ୍ରେମିକା, ଅଧିକାରୀ ଙ୍କୁ ଅର୍ଥ ଦେଇ ହଟ ହଟା ହେଲେ ପ୍ରେମିକ |   (28-Aug-2026)       ||      ରାୟଗଡା ରେ ଭାରତୀୟ ମଜୁଦୁର ସଂଘ ର ରାଷ୍ଟ୍ରୀୟ ପର୍ଯ୍ୟାବରଣ ଦିବସ ପାଳିତ |   (28-Aug-2026)       ||      ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ବାହୁଦା ବନ୍ଦର, ଓ ଶିଳ୍ପ ନିବେଶ ଦ୍ୱାରା ବଦଳିବ ଗରିବଙ୍କ ଭାଗ୍ୟ |   (28-Aug-2026)       ||      ରକ୍ଷା ବନ୍ଧନ ର ପୌରାଣିକ ମତ, ଓ ଶିକ୍ଷଣୀୟ କଥା |   (28-Aug-2026)       ||     

ଚିଲିକା ମଝିରେ ଅଟକି ଗଲା ଯାତ୍ରୀ ବାହୀ ଡ଼ଙ୍ଗା |

30-Dec-2024

ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା,

                  ଓଡିଶା  ଜନମତ ବ୍ୟୁରୋ,

 ପୂରୀ -ସାତ ପଡା:ପୁଣି ଚିଲିକା ମଝିରେ ଫସିଲା ଯାତ୍ରୀ ବାହି ଡ଼ଙ୍ଗା  | ସୂଚନା ଅନୁସାରେ ପୁରୀ ଜିଲ୍ଲା କୃଷ୍ଣପ୍ରସଦା ବ୍ଲକ ଅନ୍ତର୍ଗତ ସାତପଡ଼ା ଘାଟରୁ ଜହ୍ନିକୁଦା ଘାଟ ଯିବା ପାଇଁ ଏକ ଯାତ୍ରୀବାହୀ ଡଙ୍ଗା ବାହାରି ଥିଲା। ଏଥିରେ ପ୍ରାୟ ୫୦ ଜଣ ଯାତ୍ରୀ ଓ ୨୦ଟି ବାଇକ୍ ରଖାଯାଇଥିଲା  | ଦେଶୀ ଡ଼ଙ୍ଗାଟି ଯାତ୍ରା ଆରମ୍ଭ କରିବାର କିଛି ସମୟପରେ ଯାନ୍ତ୍ରିକ ତ୍ରୁଟି ପାଇଁ ଅଟକି ଯାଇଥିଲା ମଝି ଚିଲିକାର ମହିଷାଗାଁ ତଳିରେ ଫସି ରହିଛି।  ଚିଲିକା ମଝିରେ ଯାତ୍ରୀମାନେ ଫସି ରହିଛନ୍ତି। ଅନ୍ୟ ଦୁଇଟି ମତ୍ସ୍ୟଜୀବୀ ଡ଼ଙ୍ଗା ଉଦ୍ଧାର ପାଇଁ ଉଦ୍ୟମ କରୁଛି |  ଅନ୍ୟପଟରେ ପୀଡିତଙ୍କୁ ଉଦ୍ଧାର କରିବା ପାଇଁ ପ୍ରଶାସନିକ ଅଧିକାରୀ ଙ୍କର ଦେଖାନାହିଁ | ବାରମ୍ବାର ମଝି ଚିଲିକାରେ ଯାତ୍ରୀଙ୍କ ସହ ଡ଼ଙ୍ଗା ଫସି ରହୁଛି କିନ୍ତୁ ପ୍ରଶାସନ ନିରବ ହୋଇ ବସିଛି |ଚିଲିକା ହ୍ରଦ ମଧ୍ୟରେ ଥିବା ଏକାକ ସ୍ଥଳ ଭାଗରେ ଛୋଟଛୋଟ ଗାଁ ରହିଛି ଏହି ଗାଁଗୁଡ଼ିକର ଲୋକେ ଚିଲିକାରୁ ମାଛଧରି ଜୀବିକା ନିର୍ବାହ କରୁଛନ୍ତି। ଏମାନେ ଅନ୍ୟ ଜିନିଷପତ୍ର କିଣାକିଣି ପାଇଁ ସାତପଡ଼ାକୁ ଆସିଥାନ୍ତି। ଜଳପଥ ହେଉଛି ଏମାନଙ୍କ ପାଇଁ ଏକମାତ୍ର ବିକଳ୍ପା ତେଣୁ ବିଭିନ୍ନ ସମୟରେ ସେମାନେ ଦୁର୍ଘଟଣା ଓ ଅଘଟଣର ସାମ୍ନା କରିଥାନ୍ତି।
ସୂଚନାଯୋଗ୍ୟ, ସାତପଡ଼ାରୁ ଜହ୍ନିକୁଦା ଘାଟର ଦୂରତା ୫ କିଲୋମିଟରା ସବୁଦିନ ଲୋକେ ଏହି ଜଳପଥରେ ପାରି ହୋଇଥାନ୍ତି। ଲୋକଙ୍କର ମାଧ୍ଯମ କେବଳ ଜଳପଥ ହୋଇଥିବାରୁ ଦେଶୀଡଙ୍ଗାରେ କ୍ଷମତା ଠାରୁ ଅଧିକ ଯାତ୍ରୀ ବସିଥାଆନ୍ତି । ଚିଲିକା ପାରି ହେବାବେଳେ ଏହିଭଳି ବାରମ୍ବାର ଅଘଟଣ ଘଟୁଛି।

News Comment

You Might Also Like

BACK TO TOP