Breaking News

ବିଜେପିର ମଣ୍ଡଳ ସ୍ତରୀୟ ସାଙ୍ଗଠନିକ ବୈଠକ ସାଙ୍କୁଡ଼ା ଠାରେ ଅନୁଷ୍ଠିତ |    (29-Aug-2026)       ||      ଡି ଏ ଭି ପବ୍ଲିକ ସ୍କୁଲ ତରଫରୁ ଜାତୀୟ କ୍ରୀଡା ଦିବସ ଉପଲକ୍ଷେ "ମିନି ମାରାଥନ `   (29-Aug-2026)       ||      ରାତିରେ ସୋଇଥିଲା ବେଳେ ସର୍ପ ଦଂଶନ ରେ ଭାଇ ଭଉଣୀ ମୃତ |    (29-Aug-2026)       ||      କଟକ ବଡ଼ ମେଡିକାଲ ଡାଟା ଏଣ୍ଟ୍ରି ଅଧିକାରୀ ଅର୍ଥ ହେର ଫେର ଘଟଣା ରେ ଗିରଫ ||    (29-Aug-2026)       ||      ଏମ ଏମ ଡି ଆର ସଂଶୋଧନ ବିଲ ଓଡିଶା ତଥା ଆଦିବାସୀ ବିରୋଧ |    (29-Aug-2026)       ||      ଅଢ଼େଇ ବର୍ଷ ପରେ ପୁରୁଣା ହତ୍ୟା ମାମଲାରେ ଦୁଇ ଗିରିଫ |    (29-Aug-2026)       ||      ବସ ଭାଙ୍ଗିବା, ବଟି ମାଗିବା ଓ ହେଲପର କୁ ଆକ୍ରମଣ କରିବା ଅଭିଯୋଗ ରେ ତିନି ଗିରିଫ |   (29-Aug-2026)       ||      ପାରଳାଖେମୁଣ୍ଡି ଏମ କେ ସିଜି ରେ ପୋଷ, ପୋଷ୍କ ଏବଂ ନିଶାନିବାରଣ ଉପରେ କର୍ମଶାଳା ||   (29-Aug-2026)       ||      ହଳଦିଆ ପଦର ବସଷ୍ଟାଣ୍ଡ ଠାରେ ଥିବା ହୁଣ୍ଡାଇ କାର ସୋରୁମ ଜଳିଗଲା |    (29-Aug-2026)       ||      କେରଳର କାଜିଆ ଲିଜ ମେଜୋ ପାଇଲେ "ମିସ ୟୁନିଭରସିଟି ଇଣ୍ଡିଆ ` ମୁକୁଟ ||   (29-Aug-2026)       ||      ମମତା ରାଜନୀତିରୁ କେବେବି ସନ୍ୟାସ ନେବେ ନାହିଁ, ବରଂ ବିଜେପି କୁ ତଳି ତଳାନ୍ତ ନକଲା ଯାଏଁ ସେ ଶାନ୍ତିରେ ରହିବେନି ||   (29-Aug-2026)       ||      ବୟ ଫ୍ରେଣ୍ଡ ର କାର କୁ ହଜାର ହଜାର ଚୁମ୍ବନ ଦେବା ପରେ ପୋଲିସ କୁ ଅର୍ଥ ଗଣିଲା ପ୍ରେମିକ |    (29-Aug-2026)       ||      ଚୀନର ନେପାଳକୁ ସତର୍କ ବାଣୀ ପୁଣି ତିନିଦିନ ମଧ୍ୟରେ ବନ୍ୟା ଆଶଙ୍କା |   (28-Aug-2026)       ||      ପ୍ରେମିକ ଙ୍କ କାର ରେ ଚୁମ୍ବନ ଦେଲେ ପ୍ରେମିକା, ଅଧିକାରୀ ଙ୍କୁ ଅର୍ଥ ଦେଇ ହଟ ହଟା ହେଲେ ପ୍ରେମିକ |   (28-Aug-2026)       ||      ରାୟଗଡା ରେ ଭାରତୀୟ ମଜୁଦୁର ସଂଘ ର ରାଷ୍ଟ୍ରୀୟ ପର୍ଯ୍ୟାବରଣ ଦିବସ ପାଳିତ |   (28-Aug-2026)       ||      ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ବାହୁଦା ବନ୍ଦର, ଓ ଶିଳ୍ପ ନିବେଶ ଦ୍ୱାରା ବଦଳିବ ଗରିବଙ୍କ ଭାଗ୍ୟ |   (28-Aug-2026)       ||      ରକ୍ଷା ବନ୍ଧନ ର ପୌରାଣିକ ମତ, ଓ ଶିକ୍ଷଣୀୟ କଥା |   (28-Aug-2026)       ||      ମନ୍ଦିର ସମନ୍ବିତ ଉର୍ନ୍ନତି କରଣ ସକାଶେ ବିଧାୟକ ଙ୍କ ପ୍ରସ୍ତୁତି ବୈଠକ |    (28-Aug-2026)       ||      ଶକ୍ତିଶ୍ରୀ ସେଲ ପକ୍ଷରୁ ଆଇନ ସଚେତନତା କର୍ମଶାଳା ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ରେ ଅନୁଷ୍ଠିତ ||   (28-Aug-2026)       ||      "ନିଶାମୁକ୍ତ ଓଡିଶା ଅଭିଯାନ ` ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପାଳିତ ||   (28-Aug-2026)       ||     

କ୍ଷତିଗ୍ରସ୍ତ ଚାଷୀଙ୍କ ଉଜୁଡା ଫସଲ ଦେଖିଲେ ନବୀନ ପଟନାୟକ |

30-Dec-2024

କ୍ଷତିଗ୍ରସ୍ତ ଚାଷୀ ଙ୍କ ଉଜୁଡା ଫସଲ ଦେଖି କାନ୍ଦିଲେ ନବୀନ |

              *****************************
                          ଓଡିଶା  ଜନମତ ବ୍ୟୁରୋ,,

ଖଲ୍ଲିକୋଟ : 30/12  ଗଞ୍ଜାମ ଜିଲ୍ଲା ରେ ଦୁଇ ଥର ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବ୍ୟାପକ ଧାନ ଓ ପନିପରିବା ଚାଷ କ୍ଷତି ହୋଇ ଥିବା ବେଳେ ଗତ କାଲି ରାଜ୍ୟ ମୁଖ୍ୟମନ୍ତୀ ଗଞ୍ଜାମ ଗ୍ରସ୍ତ ରେ ଆସି କ୍ଷୟ କ୍ଷତି ର ସମୀକ୍ଷା କରି ଖୁବ ଶୀଘ୍ର କ୍ଷତି ପୂରଣ ଦେବା ପାଇଁ ପ୍ରତିଶୃତି ଦେଇ ଫେରିଛନ୍ତି |ତେବେ ସୋମବାର ଦିନ ରାଜ୍ୟ ବିଜେଡି ସୁପ୍ରିମୋ ଓ ବିରୋଧୀ ଦଳ ନେତା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଗ୍ରସ୍ତ ରେ ଆସି ବିଭିନ୍ନ ବ୍ଲକ କୁ ହେଲିକେପଟର ଯୋଗେ ଆସି ଧାନ ର କ୍ଷୟ କ୍ଷତି ବୁଲି  ଦେଖିବା ସହ ଚାଷୀ ମାନଙ୍କୁ ଭେଟି ଥିବା ବେଳେ ଅପରାହ୍ନ 3ଘଣ୍ଟା ସମୟ ରେ ହେଲିକେପଟର ଯୋଗେ ଆସି ଆର ସି ଏମ କଲେଜ ପଡିଆ ରେ ଅବତରଣ କରି ସେଠାରୁ ଖଲ୍ଲିକୋଟ ବ୍ଲକ ର ମଥୁରା ପଂଚାୟତ ର ଭରସା ଗ୍ରାମ କୁ ଯାଇ ଚାଷୀ ଙ୍କ ଉଜୁଡା ଚାଷ କୁ ଦେଖି କାନ୍ଦି ପକାଇ ଥିଲେ |, ପୁରୁଷ ଓ ମହିଳା ଚାଷୀ ମାନେ ଓଦା ଓ ଗଜା ଧାନ ଧରି ନବୀନ ଙ୍କୁ ଗୁହାରି ଜଣାଇ ଆବଶ୍ୟକ କ୍ଷତିପୂରଣ ଭରଣା କରିବା ପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ |ଚାଷୀ ମାନେ କାନ୍ଦି କାନ୍ଦି ସେମାନେ ଏକ ବର୍ଷ ର ସୁନାର ଫସଲ ଉଜୁଡି ଯିବା ଫଳରେ ସେମାନଙ୍କ ଏକ ବର୍ଷ ର ଖାଦ୍ୟ ନଷ୍ଟ ହୋଇ ଥିବା ଦୁଃଖ ଜଣାଇ ଥିଲେ | ବିରୋଧୀ ଦଳ ନେତା ନବୀନ ଙ୍କ ସହ ବିଜେଡି ଉପ -ସଭାପତି ଦେବୀ ମିଶ୍ର ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଡକ୍ଟର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଭୃଗୁ ବକ୍ସି ପାତ୍ର, ବବି ଦାଶ, ଶ୍ରୀକାନ୍ତ ସାହୁ, ସୁବାସ ବେହେରା, ବିକୃଷ୍ମ ପଣ୍ଡା, ସୂର୍ଯ୍ୟମଣି ବୈଦ୍ୟ ସ୍ଥାନୀୟ ବିଜେଡି ନେତା ଦୈତାରୀ ବେହେରା ଖଲ୍ଲିକୋଟ ଏନ ଏ ସି ନଗରପାଳ ଇଂ ନିରଞ୍ଜନ ବେହେରା,,  ଵରିଷ୍ଠ ବିଜେଡି ନେତା ତଥା କୋଦଳା ଏନ ଏ ସି ର ପୂର୍ବତନ ନଗରପାଳ ହର ପ୍ରସାଦ ସାହୁ ଯୁବ ବିଜେଡି ନେତା ରତ୍ନାକର ସାହୁ, ପୂର୍ବତନ ନଗରପାଳ ରାମ ମୋହନ ପଣ୍ଡା, ଯୁବ ବିଜେଡି ସଭାପତି ଦୟାନିଧି ସାହୁ ଓ ବ୍ଲକ ମହିଳା ସଭାପତି ମିତାଞ୍ଜଳି ମିଶ୍ର ଖଲ୍ଲିକୋଟ ନଗର ବିଜେଡି ସଭାପତି ନରେନ୍ଦ୍ର କୁମାର ପାତ୍ର ସମେତ ଖଲ୍ଲିକୋଟ ଓ ପୁରୁଷୋତ୍ତମପୁର ବ୍ଲକ ର ବହୁ ବିଜେଡି ନେତା ଓ କର୍ମୀ ମାନେ ବହୁ ମାତ୍ରା ରେ ଯୋଗ ଦେଇ ନବୀନ ଙ୍କୁ ଦେଖିବାକୁ ପ୍ରବଳ ଭିଡ଼ ଅନୁଭୂତ ହୋଇଥିଲା |

News Comment

You Might Also Like

BACK TO TOP