Breaking News

ଏକ ପ୍ରକୃତ କର୍ମୀଙ୍କ ନିସ୍ୱାର୍ଥ ପର ସେବା ନିଷ୍ଟାର ଅନନ୍ୟ ଉଦାହରଣ କରିଥିବା ବ୍ୟକ୍ତି |    (22-Aug-2026)       ||      ଶବ ଦାହ କରିବାକୁ ଯାଇ ଶବ ହୋଇଗଲେ କରୁଣା କର |   (22-Aug-2026)       ||      ପଞ୍ଚମ ରାଜ୍ୟ ସ୍ତରୀୟ ଫୋଟୋ ପ୍ରତିଯୋଗିତା ରେ ଫୋଟଗ୍ରାଫର ସମ୍ମାନିତ |    (22-Aug-2026)       ||      ବାଲିଗୁଡା ପୋଲିସ ଦ୍ୱାରା ବ୍ରାଉନ ସୁଗାର ସହିତ ଟଙ୍କା,ମୋବାଇଲ ଓ ମୁଖ୍ୟ ଅଭିଯୁକ୍ତ ଗିରଫ |    (22-Aug-2026)       ||      ଆମେରିକା ଯିବାକୁ ତେଲେଙ୍ଗନା ମୁଖ୍ୟମନ୍ତ୍ରୀ ଙ୍କୁ କେନ୍ଦ୍ର ସରକାର ଙ୍କ ଠାରୁ ମିଳିଲାନି ଅନୁମତି |   (22-Aug-2026)       ||      ପୁଣି ଦ୍ୱତୀୟ ବିବାହ କଲେ ଜଣେ ଅଭିନେତା ||   (22-Aug-2026)       ||      ଜିରୋ ରନ ରେ କେବେବି ଆଉଟ ହୋଇ ନଥିବା ଜଣେ କ୍ରିକେଟିଏର |   (21-Aug-2026)       ||      କନ୍ୟାରୀ ବାଡ଼ିରେ ବେସାହାରା ହୋଇଥିବା ଚାରି କୁନି ଛୁଆଙ୍କୁ ସାହାଯ୍ୟ କଲେ ବିଧାୟକ ପ୍ରତାପ ନାୟକ |    (21-Aug-2026)       ||      ସାଧାରଣ ଲୋକଙ୍କ ପାଈଁ ନାହିଁ ଶ୍ମଶାନ କୁ ରାସ୍ତା , ଶବସଂସ୍କାର ପାଈଁ ହଟ ହଟା |   (21-Aug-2026)       ||      ଜୁଆ ଆଡ୍ଡା ଉପରେ ପୋଲିସ ର ଚଢ଼ାଉ ବାଇକ, ଟଙ୍କା ସହ 7ଜଣ ଗିରଫ |    (21-Aug-2026)       ||      ତପ୍ତପାଣି ଉଷ୍ଣ ପଶ୍ରବଣ ପରିଦର୍ଶନ କରି କନ୍ଧୁଣୀ ଦେବୀଙ୍କ ଉନ୍ନୟନ ବୁଲି ଦେଖିଲେ ବିଧାନ ସଭା ଗୃହ କମିଟି |   (21-Aug-2026)       ||      ବେଗୁନିଆପଡା ବ୍ଲକରେ ସାମାଜିକ ସୁରକ୍ଷା ଜନ ଶୁଣାଣୀ ଅନୁଷ୍ଠିତ |   (21-Aug-2026)       ||      ବସ ସହିତ ବୁଲେଟ ମୁହାଁମୁହିଁ ଧକ୍କାରେ ଯୁବକ ମୃତ |    (21-Aug-2026)       ||      ବ୍ରହ୍ମପୁର ରେ ତିନି ଦିନିଆ ରାଜ୍ୟ ସ୍ତରୀୟ ଲୋକନାଟକ ମହୋତ୍ସବ ଉଦଯାପିତ |    (21-Aug-2026)       ||      ଭଲ ପାଇ ଧୋକା ଦେଲା ପ୍ରେମିକ, ଥାନାରେ ମାମଲା ରୁଜୁ |    (21-Aug-2026)       ||      ହିଞ୍ଜିଳି କାଟୁ ବିଜ୍ଞାନ ମହା ବିଦ୍ୟାଳୟ କୁ ଏକକ ବିଶ୍ୱ ବିଦ୍ୟାଳୟ ମାନ୍ୟତା ଦେବାକୁ ଦାବି |    (21-Aug-2026)       ||      ବେଗୁନିଆପଡା ବ୍ଲକର 49 ଅଙ୍ଗନବାଡି କେନ୍ଦ୍ରର ନାହିଁ ନିଜସ୍ୱ ଗୃହ |    (21-Aug-2026)       ||      ପୁରୁଷୋତ୍ତମପୁର ରେ ଉଦଯାପିତ ହେଲା ତିନିଦିନ ଧରି ଚାଲିଥିବା ଲକ୍ଷପତି ଦିଦି କାର୍ଯ୍ୟକ୍ରମ ||   (21-Aug-2026)       ||      ବିଧାନ ସଭା ଗୃହ କମିଟି ଅଧକ୍ଷ ଓ ସଦସ୍ୟ ମାନେ ମା ତାରା ତାରିଣୀ ଙ୍କୁ ଦର୍ଶନ କଲେ ||   (21-Aug-2026)       ||      ବିଭିନ୍ନ ଅସୁବିଧା ନେଇ ବିଡ଼ିଓ ଙ୍କୁ ଦାବିପତ୍ର ଦେଲେ ମଠ ବରିଡା ଗ୍ରାମବାସୀ |   (20-Aug-2026)       ||     

ଖଲ୍ଲିକୋଟ ରେ ସ୍ମାର୍ଟ ମିଟର ଲଗେଇବା ବନ୍ଦ ଦାବିରେ ପ୍ରତିବାଦ |

21-Jan-2025

ଖଲ୍ଲିକୋଟ ରେ ସ୍ମାର୍ଟ ମିଟର ଲଗାଇବା  ବନ୍ଦ ଦାବିରେ ପ୍ରତିବାଦ | 
_____________________________
ଓଡିଶା ଜନମତ,  ଖଲ୍ଲିକୋଟ, ମାଧବ ବେହେରା, 21/1:

ରାଜ୍ୟ ରେ ସ୍ମାର୍ଟ ମିଟର ଲଗ|ଇବା ବାଧ୍ୟତା ମୂଳକ ବୋଲି ରାଜ୍ୟ ବିଦ୍ୟୁତ ମନ୍ତ୍ରୀ ଙ୍କ ଘୋଷଣା ପରେ ସାରା ରାଜ୍ୟରେ ବିଦ୍ୟୁତ ଗ୍ରାହକ ମାନଙ୍କ ମହଲ ରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇବା ସହ ଏକ ଆନ୍ଦୋଳନ ଜନିତ ଉତ୍ତେଜନା ଦେଖାଦେଲାଣି |ଏ ନେଇ ଖଲ୍ଲିକୋଟ ଜଗନ୍ନାଥ ମନ୍ଦିର ପରିସର ରେ ବରିଷ୍ଠ ନାଗରିକ ମଞ୍ଚ ଓ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଓ ଖଲ୍ଲିକୋଟ ର ବହୁ ବୁଦ୍ଧିଜୀବୀ ଏକ ବୈଠକ ବସି ସ୍ମାର୍ଟ ମିଟର ଲଗ|ଇବା ବନ୍ଦ କରିବା ପାଇଁ ପ୍ରବଳ କ୍ଷୋଭ ପ୍ରକାଶ ପାଇଥିଲା | ବିଦ୍ୟୁତ ବିଭାଗ ପ୍ରଥମେ ହୁଇଲ ମିଟର ପରେ ଡିଜିଟାଲ ମିଟର ଓ ବର୍ତ୍ତମାନ ସ୍ମାର୍ଟ ମିଟର ଲଗ|ଇବା ପାଇଁ ଉପୋଭୋକ୍ତା ମାନଙ୍କ ଉପରେ ଜୁଲୁମ ଆରମ୍ଭ କରିବା ସହ ଜବରଦସ୍ତ ସ୍ମାର୍ଟ ମିଟର  ଲଗ|ଇବା ପାଇଁ ବାଧ୍ୟ କରୁଛନ୍ତି |ସେହିପରି ବିଜୁଳି ବିଲ ର ସରଳୀ କରଣ ଓ ଓଡ଼ିଆ ରେ ବିଲ ପ୍ରଦାନ, ପ୍ରତି ମାସ ରେ ମିଟର ଭଡା ଓ ଏଫ ଡ଼ି ଉପରେ ପଇସା ବନ୍ଦ କରିବା ସହ ଗ୍ରାମାଞ୍ଚଳ ରେ ଥିବା ନିରକ୍ଷର ପୁରୁଷ, ମହିଳା ମାନେ ବିଜୁଳି ତାରିଫ ବିଲ ନିର୍ଣୟ କରିବା ସାଙ୍ଗକୁ ସରକାର 300 ୟୁନିଟ ମାଗଣା ବିଜୁଳି ପ୍ରଦାନ ନେଇ ଆଲୋଚନା ହୋଇ ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ବିଦ୍ୟୁତ ବିଭାଗ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ଙ୍କୁ ଲିଖିତ ଭାବେ  ଏକ ଦାବିପତ୍ର ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯାଇଥିଲା | ଆଗାମୀ 30 ତାରିଖ ସୁଦ୍ଧା କୌଣସି ପ୍ରତିକ୍ରିୟା ନ ମିଳିଲେ ଖଲ୍ଲିକୋଟ ବିଦ୍ୟୁତ ଉପୋଭୋକ୍ତା ସଂଘ ଆନ୍ଦୋଳନ ହାତକୁ ନେଇ ସ୍ଥାନୀୟ ବିଦ୍ୟୁତ ଉପଖଣ୍ଡ କାର୍ଯ୍ୟାଳୟ ଘେରିବା ନେଇ ସୂଚନା ଦେଇଛନ୍ତି |ଉକ୍ତ କାର୍ଯ୍ୟକ୍ରମ ରେ ବରିଷ୍ଟ ନାଗରିକ ମଞ୍ଚ ର ସମ୍ପାଦକ ପ୍ରମୋଦ କୁମାର ପଟ୍ଟନାୟକ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ସଭାପତି ବିଜୟ କୁମାର ପଟ୍ଟନାୟକ, ଲେଫ୍ଟନାଣ୍ଟ କର୍ନେଲ କିଶୋର ଚନ୍ଦ୍ର ବିଷୋୟୀ, ପ୍ରମୋଦ କୁମାର ସିଂ, ଚକ୍ରପାଣି ସାହୁ, ଦିଲୀପ କୁମାର ସାହୁ ପ୍ରମୁଖ ବୁଦ୍ଧିଜୀବୀ ମାନେ ଯୋଗ ଦେଇ ଅଂଶ ଗ୍ରହଣ କରି ସ୍ଲୋଗାନ ଦେଇଥିଲେ |

News Comment

You Might Also Like

BACK TO TOP