Breaking News

ବିଭିନ୍ନ ଅସୁବିଧା ନେଇ ବିଡ଼ିଓ ଙ୍କୁ ଦାବିପତ୍ର ଦେଲେ ମଠ ବରିଡା ଗ୍ରାମବାସୀ |   (20-Aug-2026)       ||      ବିଭିନ୍ନ ସମସ୍ୟା ନେଇ କୃଷକ ସଂଘର ଜିଲ୍ଲା ପାଳ ଙ୍କୁ ଦାବିପତ୍ର |    (20-Aug-2026)       ||      ସୁନା ଲୁଟ କରିବାକୁ ଆସି ଭୁଜାଲିରେ ପରିବାର ଙ୍କୁ ଆକ୍ରମଣ |    (20-Aug-2026)       ||      ବଟି ମାଗିବାକୁ ନେଇ ବିଜେପି ନାରୀ ନେତ୍ରୀଙ୍କ ବିରୁଦ୍ଧରେ ଥାନା ରେ ଅଭିଯୋଗ |   (20-Aug-2026)       ||      ଯୋଗ୍ୟ ହିତାଧିକାରୀ ଆବାସ ଯୋଜନା ରୁ ବଞ୍ଚିତ ହୋଇ ପାଲଥିନ ତଳେ ଜୀବନ ବିତାଉଛନ୍ତି |    (20-Aug-2026)       ||      ଦାରା ସିଂହ ଙ୍କ କେଶ ରେ ସରକାର ଙ୍କ ଉପରେ ବର୍ଷିଲେ ସୁପ୍ରିମ କୋର୍ଟ ||   (20-Aug-2026)       ||      ଦାରା ସିଂହ ଙ୍କ ଶୁଣାଣୀ ଉପରେ ସରକାର ଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମ କୋର୍ଟ |    (20-Aug-2026)       ||      କରେଣ୍ଟ ଲଗାଇ ହାତୀ ମାରିବା ଘଟଣା ରେ ଅଭିଯୁକ୍ତ ଗିରିଫ |   (20-Aug-2026)       ||      ହାତୀ ଦାନ୍ତ ଜବତ ସହ ଚାରି ଅଭିଯୁକ୍ତ ଗିରଫ |    (20-Aug-2026)       ||      ଅନ୍ତର୍ଜାତୀୟ ଜୁଡେ ଏବଂ ମାର୍ଶାଲ ସ୍ଵର୍ଣ ପଦକ ବିଜେତା ଏବେ ଦିନ ମଜୁରିଆ |    (20-Aug-2026)       ||      ସୃଜନ ସାହିତ୍ୟ ସଂସ୍କୃତି ସଂସଦ ର ଷଷ୍ଟ ବାର୍ଷିକ ଉତ୍ସବ ଅବସର ରେ ସାରସ୍ୱତ ସମ୍ମାନ ସମାରୋହ ଆୟୋଜିତ |   (20-Aug-2026)       ||      ଗଞ୍ଜାମ ଜିଲ୍ଲା ଶାଖା ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ର ପ୍ରଥମ କାର୍ଯ୍ୟ କାରିଣୀ ବୈଠକ |   (20-Aug-2026)       ||      ଏୟାର ଇଣ୍ଡିଆର ଦୁଇ ପାଇଲେଟ ଡ୍ରଗ ଟେଷ୍ଟ ରେ ପଯେତିଭ |   (19-Aug-2026)       ||      ଟ୍ରେନ ର ଏସି ରୁମରେ ପସି ଚୋର କରୁଥିଲା ସୁନା ଚୋରି |    (19-Aug-2026)       ||      ଧସିଗଲା ନୁଆଁ ପୋଖରୀର ପାଖ ସୁରକ୍ଷା କାନ୍ଥ ||   (19-Aug-2026)       ||      ଚାକିରୀ ଦେବା ନାଁରେ 16 ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୁକ୍ତ ଗିରଫ |   (19-Aug-2026)       ||      ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ ତରଫରୁ କୋଦଳା ଠାରେ ପ୍ରତିଭା ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ |    (19-Aug-2026)       ||      ଯଳସେଚନ ସମସ୍ୟା ନେଇ ତହସିଲଦାର ଙ୍କୁ ଦାବିପତ୍ର ଦେଲେ ୩ ଗୋଟି ପଞ୍ଚାୟତ ବାସୀ |   (19-Aug-2026)       ||      ପ୍ରେମରେ ବିଫଳ ହୋଇ ଯୁବକଙ୍କ ଉନ୍ମୁତ କାଣ୍ଡ ¡   (19-Aug-2026)       ||      ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ଗଞ୍ଜାମ ଜିଲ୍ଲା ଶାଖା ର କାର୍ଯ୍ୟକାରିଣୀ ବୈଠକ |   (19-Aug-2026)       ||     

ମଥୁରା ମଣ୍ଡିରୁ ଉଠୁନି ଧାନ, ଗାଈଗୋରୁ ଙ୍କ ଚରା ପାଳି, ଚିନ୍ତାରେ ଚାଷୀ |

02-Feb-2025

ଖଲ୍ଲିକୋଟ: ମଥୁରା ପଞ୍ଚାୟତରେ ଧାନମଣ୍ଡିରୁ ଧାନ ବସ୍ତା ଚରୁଛନ୍ତି ଗାଈଗୋରୁ: ଚାଷୀ ମୁଣ୍ଡରେ ହାତଦେଇ ବସିଛି ।

ଖଲ୍ଲିକୋଟ ବ୍ଲକ୍ ମଥୁରା ପଞ୍ଚାୟତ ଅଧୀନସ୍ଥ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଧାନମଣ୍ଡି ସ୍ଥାପିତ ହୋଇଥିଲେ ହେଁ ସ୍ଥାନ ଅଭାବରୁ ଚାଷୀମାନେ ଧାନ ରଖିବାକୁ ହଇରାଣ ହନ୍ତସନ୍ତ ହେଉଛନ୍ତି । ପଞ୍ଚାୟତର ସମ୍ପୂର୍ଣ୍ଣ ପରିସର ଧାନ ବସ୍ତାରେ ଭର୍ତ୍ତି ହୋଇଥିବା ବେଳେ ଚାଷୀମାନେ ଅନନ୍ୟୋପାୟ ହୋଇ ପାଚେରୀ ବାହାରେ ବାଧ୍ୟବାଧକ ହୋଇ ଧାନ ବସ୍ତା ରଖୁଛନ୍ତି । ଦୀର୍ଘ ଦିନ ହେଲା ଧାନ ବସ୍ତା ଏଣେତେଣେ ରହୁଥିବାରୁ ଚାଷୀଙ୍କ କଷ୍ଟ ଅର୍ଜିତ ଧାନ ଓଜନ ହେବା ପୂର୍ବରୁ ଗାଈଗୋରୁଙ୍କ ଆଧାର ପାଲଟିଛି । ମଥୁରା ଗ୍ରାମର ଲିଲି ପରିଡାଙ୍କ ଛଅ ବସ୍ତା ଧାନ ଗାଈଗୋରୁ ଅଖା ଚିରି ଖାଇଦେଇଥିବା କାରଣରୁ ଚାଷୀ ମୁଣ୍ଡରେ ହାତଦେଇ ବସିଛନ୍ତି । କ୍ଷତିଗ୍ରସ୍ତ ଧାନ ପାଇଁ ସହାୟତା ଯୋଗାଇବାକୁ ବିଭିନ୍ନ ମହଲରେ ଦାବି ହେଉଛି । ଆଗାମୀ ୦୯ ତାରିଖରେ ମଣ୍ଡିରୁ ଧାନ ଉଠେଇବାର ଶେଷ ତାରିଖ ହୋଇଥିଲେ ହେଁ ଚାଷୀଙ୍କ ବର୍ଷକର ଆଧାର ଅସୁରକ୍ଷିତ ହୋଇପଡିଛି ।

News Comment

You Might Also Like

BACK TO TOP