Breaking News

ଦାରା ସିଂହ ଙ୍କ କେଶ ରେ ସରକାର ଙ୍କ ଉପରେ ବର୍ଷିଲେ ସୁପ୍ରିମ କୋର୍ଟ ||   (20-Aug-2026)       ||      ଦାରା ସିଂହ ଙ୍କ ଶୁଣାଣୀ ଉପରେ ସରକାର ଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମ କୋର୍ଟ |    (20-Aug-2026)       ||      କରେଣ୍ଟ ଲଗାଇ ହାତୀ ମାରିବା ଘଟଣା ରେ ଅଭିଯୁକ୍ତ ଗିରିଫ |   (20-Aug-2026)       ||      ହାତୀ ଦାନ୍ତ ଜବତ ସହ ଚାରି ଅଭିଯୁକ୍ତ ଗିରଫ |    (20-Aug-2026)       ||      ଅନ୍ତର୍ଜାତୀୟ ଜୁଡେ ଏବଂ ମାର୍ଶାଲ ସ୍ଵର୍ଣ ପଦକ ବିଜେତା ଏବେ ଦିନ ମଜୁରିଆ |    (20-Aug-2026)       ||      ସୃଜନ ସାହିତ୍ୟ ସଂସ୍କୃତି ସଂସଦ ର ଷଷ୍ଟ ବାର୍ଷିକ ଉତ୍ସବ ଅବସର ରେ ସାରସ୍ୱତ ସମ୍ମାନ ସମାରୋହ ଆୟୋଜିତ |   (20-Aug-2026)       ||      ଗଞ୍ଜାମ ଜିଲ୍ଲା ଶାଖା ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ର ପ୍ରଥମ କାର୍ଯ୍ୟ କାରିଣୀ ବୈଠକ |   (20-Aug-2026)       ||      ଏୟାର ଇଣ୍ଡିଆର ଦୁଇ ପାଇଲେଟ ଡ୍ରଗ ଟେଷ୍ଟ ରେ ପଯେତିଭ |   (19-Aug-2026)       ||      ଟ୍ରେନ ର ଏସି ରୁମରେ ପସି ଚୋର କରୁଥିଲା ସୁନା ଚୋରି |    (19-Aug-2026)       ||      ଧସିଗଲା ନୁଆଁ ପୋଖରୀର ପାଖ ସୁରକ୍ଷା କାନ୍ଥ ||   (19-Aug-2026)       ||      ଚାକିରୀ ଦେବା ନାଁରେ 16 ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୁକ୍ତ ଗିରଫ |   (19-Aug-2026)       ||      ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ ତରଫରୁ କୋଦଳା ଠାରେ ପ୍ରତିଭା ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ |    (19-Aug-2026)       ||      ଯଳସେଚନ ସମସ୍ୟା ନେଇ ତହସିଲଦାର ଙ୍କୁ ଦାବିପତ୍ର ଦେଲେ ୩ ଗୋଟି ପଞ୍ଚାୟତ ବାସୀ |   (19-Aug-2026)       ||      ପ୍ରେମରେ ବିଫଳ ହୋଇ ଯୁବକଙ୍କ ଉନ୍ମୁତ କାଣ୍ଡ ¡   (19-Aug-2026)       ||      ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ଗଞ୍ଜାମ ଜିଲ୍ଲା ଶାଖା ର କାର୍ଯ୍ୟକାରିଣୀ ବୈଠକ |   (19-Aug-2026)       ||      ଦେଢକୋଟି ଟଙ୍କାର ସାମଗ୍ରୀ ହେର ଫେର ଘଟଣା ରେ ଜଣେ ଗିରଫ ||   (19-Aug-2026)       ||      ସରକାରୀ ଚାକିରୀ ଦେବା ଆଳରେ ଅନଲାଇନ ରେ ଅର୍ଥ ଠକେଇ କରୁଥିବା ଯୁବକ ଗିରଫ ||   (19-Aug-2026)       ||      ଶାହରୁଖାନ ଙ୍କ ପାଇଁ ଗୀତ ଲେଖିଥିଲେ ପୂର୍ବତନ ପ୍ରଧାନ ମନ୍ତ୍ରୀ ||   (19-Aug-2026)       ||      ଏଗାର ଦଫା ଦାବି ନେଇ ଜିଲ୍ଲା ପାଳ ଙ୍କ ଅଫିସ ଆଗରେ ଭାରତୀୟ ମଜୁଦୁର ସଂଘ ର ବିକ୍ଷୋଭ |    (18-Aug-2026)       ||      ସୁନା ଦୋକାନୀ ଉପରେ ପ୍ରତିଶୋଧ ପାଇଁ ଡକାୟତି ଯୋଜନା ପଣ୍ଡ, ପାଞ୍ଚ ଅଭିଯୁକ୍ତ ଗିରଫ |    (18-Aug-2026)       ||     

ଖଲ୍ଲିକୋଟ ବିଧାୟକ ଙ୍କ ଦ୍ୱାରା ରାସ୍ତାର ଉର୍ନତି କରଣ ନିମନ୍ତେ ଶିଳାନ୍ୟାସ |

04-Feb-2025

ଖଲ୍ଲିକୋଟ ବିଧାୟକ ଙ୍କ ଦ୍ୱାରା 338.67ଲକ୍ଷ୍ୟ ବ୍ୟୟ ରେ ମକୁନ୍ଦପୁର - ବି ଏନ ପୁର ରାସ୍ତା ଉନ୍ନତିକରଣ  ର ଭିତ୍ତପ୍ରସ୍ତର ସ୍ଥାପନ | 
********************************
ଓଡିଶା ଜନମତ, ଖଲ୍ଲିକୋଟ, ମାଧବ ବେହେରା, ତା-04/02:
ମଙ୍ଗଳବାର ଦିନ ଖଲ୍ଲିକୋଟ  ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ମକୁନ୍ଦପୁର ଛକ ଠାରୁ ବି ଏନ ପୁର ପର୍ଯ୍ୟନ୍ତ ଥିବା ପୂର୍ତ୍ତ ବିଭାଗ ରାସ୍ତା ଉନ୍ନତିକରଣ  ର ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ଜଣାପଡିଛି |ଉକ୍ତ ରାସ୍ତା ନିର୍ମାଣ ପାଇଁ ସମୁଦାୟ 338.67 ଲକ୍ଷ୍ୟ ଟଙ୍କା ବ୍ୟୟ ହେବା ନେଇ ବିଭାଗୀୟ ସୂତ୍ର ରୁ ଜଣାପଡିଛି |ଉକ୍ତ ରାସ୍ତା ଟୀ ପୁରୁଷୋତ୍ତମପୁର ବ୍ଲକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତାରାତାରିଣୀ ମନ୍ଦିର କୁ ଯାତାୟତ କ୍ଷେତ୍ର ରେ ସୁବିଧା ହେବା ସହ ରାସ୍ତା ଉପରେ ଚିକିଲି ତାଳପଡା ଓ ନାଇଁକାଣିପଲ୍ଲୀ ପଂଚାୟତ ବାସି ଙ୍କ ଯାତାୟତ ସୁବିଧା ହେବା ସହ ଝଡ଼େଶ୍ୱର ଶୈବ ପୀଠ କୁ ଯାତାୟତ କରିଥାନ୍ତି |ଉକ୍ତ  ପୂର୍ତ୍ତ ବିଭାଗ ରାସ୍ତା ଗତ 2009 ମସିହାରେ ନିର୍ମାଣ ହୋଇଥିବା ବେଳେ ଦୀର୍ଘଦିନ ପରେ ରାସ୍ତା ର ଅବସ୍ଥା ଶୋଚନୀୟ ହୋଇପଡ଼ିଥିଲା  ସେହିପରି ବିଧାୟକ ଶ୍ରୀ ସେଠୀ ନିର୍ମଳଝର ଠାରେ ଖଲ୍ଲିକୋଟ ସାନଘାଟି ରସ୍ଥା ର ନିର୍ମାଣ କାର୍ଯ୍ୟକ୍ରମ ରଶୁଭାରମ୍ଭ କରିଥିଲେ | |ଉକ୍ତ ଭିତ୍ତିପ୍ରସ୍ଥର ସ୍ଥାପନ କାର୍ଯ୍ୟକ୍ରମ ରେ ରମ୍ଭା ପୂର୍ତ୍ତ ବିଭାଗ ସହ ନିର୍ବାହୀ ଯନ୍ତ୍ରୀ ମଳୟ କୁମାର  ସାହୁ, ଖଲ୍ଲିକୋଟ ବ୍ଲକ ଅଧକ୍ଷ ଙ୍କ ପ୍ରତିନିଧି ଅରୁଣ କୁମାର ଖୁଣ୍ଟିଆ, ଚିକିଲି ସରପଞ୍ଚ ନୟନୀ ପ୍ରଧାନ ଓ ପୂର୍ତ୍ତ ବିଭାଗ କୋଷଧ୍ୟକ୍ଷ୍ୟ ରଘୁନାଥ ମହାପାତ୍ର, ପଞ୍ଚାନନ ଖଟୁଆ ଙ୍କ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦେଇ ଅଂଶ ଗ୍ରହଣ କରିଥିଲେ  |

News Comment

You Might Also Like

BACK TO TOP