Breaking News

କରେଣ୍ଟ ଲଗାଇ ହାତୀ ମାରିବା ଘଟଣା ରେ ଅଭିଯୁକ୍ତ ଗିରିଫ |   (20-Aug-2026)       ||      ହାତୀ ଦାନ୍ତ ଜବତ ସହ ଚାରି ଅଭିଯୁକ୍ତ ଗିରଫ |    (20-Aug-2026)       ||      ଅନ୍ତର୍ଜାତୀୟ ଜୁଡେ ଏବଂ ମାର୍ଶାଲ ସ୍ଵର୍ଣ ପଦକ ବିଜେତା ଏବେ ଦିନ ମଜୁରିଆ |    (20-Aug-2026)       ||      ସୃଜନ ସାହିତ୍ୟ ସଂସ୍କୃତି ସଂସଦ ର ଷଷ୍ଟ ବାର୍ଷିକ ଉତ୍ସବ ଅବସର ରେ ସାରସ୍ୱତ ସମ୍ମାନ ସମାରୋହ ଆୟୋଜିତ |   (20-Aug-2026)       ||      ଗଞ୍ଜାମ ଜିଲ୍ଲା ଶାଖା ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ର ପ୍ରଥମ କାର୍ଯ୍ୟ କାରିଣୀ ବୈଠକ |   (20-Aug-2026)       ||      ଏୟାର ଇଣ୍ଡିଆର ଦୁଇ ପାଇଲେଟ ଡ୍ରଗ ଟେଷ୍ଟ ରେ ପଯେତିଭ |   (19-Aug-2026)       ||      ଟ୍ରେନ ର ଏସି ରୁମରେ ପସି ଚୋର କରୁଥିଲା ସୁନା ଚୋରି |    (19-Aug-2026)       ||      ଧସିଗଲା ନୁଆଁ ପୋଖରୀର ପାଖ ସୁରକ୍ଷା କାନ୍ଥ ||   (19-Aug-2026)       ||      ଚାକିରୀ ଦେବା ନାଁରେ 16 ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୁକ୍ତ ଗିରଫ |   (19-Aug-2026)       ||      ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ ତରଫରୁ କୋଦଳା ଠାରେ ପ୍ରତିଭା ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ |    (19-Aug-2026)       ||      ଯଳସେଚନ ସମସ୍ୟା ନେଇ ତହସିଲଦାର ଙ୍କୁ ଦାବିପତ୍ର ଦେଲେ ୩ ଗୋଟି ପଞ୍ଚାୟତ ବାସୀ |   (19-Aug-2026)       ||      ପ୍ରେମରେ ବିଫଳ ହୋଇ ଯୁବକଙ୍କ ଉନ୍ମୁତ କାଣ୍ଡ ¡   (19-Aug-2026)       ||      ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ଗଞ୍ଜାମ ଜିଲ୍ଲା ଶାଖା ର କାର୍ଯ୍ୟକାରିଣୀ ବୈଠକ |   (19-Aug-2026)       ||      ଦେଢକୋଟି ଟଙ୍କାର ସାମଗ୍ରୀ ହେର ଫେର ଘଟଣା ରେ ଜଣେ ଗିରଫ ||   (19-Aug-2026)       ||      ସରକାରୀ ଚାକିରୀ ଦେବା ଆଳରେ ଅନଲାଇନ ରେ ଅର୍ଥ ଠକେଇ କରୁଥିବା ଯୁବକ ଗିରଫ ||   (19-Aug-2026)       ||      ଶାହରୁଖାନ ଙ୍କ ପାଇଁ ଗୀତ ଲେଖିଥିଲେ ପୂର୍ବତନ ପ୍ରଧାନ ମନ୍ତ୍ରୀ ||   (19-Aug-2026)       ||      ଏଗାର ଦଫା ଦାବି ନେଇ ଜିଲ୍ଲା ପାଳ ଙ୍କ ଅଫିସ ଆଗରେ ଭାରତୀୟ ମଜୁଦୁର ସଂଘ ର ବିକ୍ଷୋଭ |    (18-Aug-2026)       ||      ସୁନା ଦୋକାନୀ ଉପରେ ପ୍ରତିଶୋଧ ପାଇଁ ଡକାୟତି ଯୋଜନା ପଣ୍ଡ, ପାଞ୍ଚ ଅଭିଯୁକ୍ତ ଗିରଫ |    (18-Aug-2026)       ||      ଚଢ଼େୟାପଡା ଠାରେ ଦୁଇ ମାସ ହେଲା ପାନୀୟ ଜଳ ଯୋଗାଣ ବନ୍ଦ |   (18-Aug-2026)       ||      ତାଡି ଜବତ ସହ ବାଇକ ଓ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କଲା ଅବକାରୀ ପୋଲିସ ||   (18-Aug-2026)       ||     

ଗୋରୁ ବେପାରିଙ୍କ ଆକ୍ରମଣ ରେ ଯୁବସାମ୍ବାଦିକ ଗୁରୁତର |

05-Feb-2025

ଗୋରୁ ବେପାରୀଙ୍କ ଆକ୍ରମଣ ରେ ଯୁବ ସମ୍ବାଦିକ ଗୁରୁତର,

          ଓଡିଶା ଜନମତ  ବ୍ୟୁରୋ,

ଭଞ୍ଜନଗର ଗୋରୁ ବେପାରୀଙ୍କ ଚରା  ଭୂଇଁ ପାଲଟି ଥିବା ବେଳେ କେତେବେଳେ କୋଉ ସମ୍ବାଦିକ ଏମାନଙ୍କ ଆକ୍ରମଣ ର ଶିକାର ହେଉଛନ୍ତି।ପ୍ରତ୍ୟୁକ ଦିନ ଗୋରୁ ଚାଲାଣକାରୀ ମାନେ ଖୁଲମ ଖୁଲା ରାଜ୍ ରାସ୍ତାରେ ବିଭିନ୍ନ ଯାନବାହନ ରେ ଗୋରୁ ଚାଲାଣ କରୁଛନ୍ତି,କିନ୍ତୁ ନିରବ ଦ୍ରଷ୍ଟା ପାଲଟିଛି ପୋଲିସ।ସୂଚନାଯୋଗ୍ୟ ଯେ ଗତ କାଲି ସକାଳ 9 ଘଣ୍ଟା ସମୟରେ କ୍ଷେତ ମୁଣ୍ଡାଳି ଗେରେଡା ରାସ୍ତାରେ  ଗୋଟେ ପିକଅପ ଭ୍ୟାନ ରେ କିଛି ଗୋରୁକୁ ନେବା ଦେଖି ଯୁବ ସମ୍ବାଦିକ ରାଜେଶ ଆଳତିଆ ପିଛା କରିଥିଲେ କିନ୍ତୁ ଗୋରୁ ବେପାରୀ ମାନେ ଅନ୍ୟ ସହଯୋଗୀ ଙ୍କ ଦ୍ଵାରା ଅତର୍କିତ ଭାବେ ରାଜେଶ ଙ୍କୁ ଆକ୍ରମଣ କରିଥିଲେ।ରାଜେଶ ର ମୁଣ୍ଡ କୁ ଆକ୍ରମଣ କରିବା ସମୟରେ ହାତ ଉଠାଇବା ସମୟରେ ହାତକୁ ଲୁହା ଛଡ଼ ରେ ବାଡେଇବା ରୁ ହାତ ଟି ଭାଙ୍ଗି ଯାଇଛି ଓ ଗୋଡ ମଧ୍ୟ ଭାଙ୍ଗି ଯାଇଛି।ଏହି ସମୟରେ ରାଜେଶ ସହ ଆସିଥିବା ଅନ୍ୟ ଏକ ଯୁବକ କୁ ମଧ୍ୟ ଆକ୍ରମଣ ହୋଇଥିଲା।ଏହି ସମୟରେ ଦୁହେଁ ପୋଲିସ ଥାନା କୁ ଅଭିଯୋଗ କରିବାକୁ ଆସିବା ସମୟରେ ବେଳଗୁଣ୍ଠ। ଥାନାରେ ଭଞ୍ଜନଗର ଅଞ୍ଚଳ ର ଜଣାଶୁଣା ସମାଜସେବୀ ତଥା ବିଶ୍ୱ ହିନ୍ଦୁ ପରିଷଦର ମୁରଲୀ ପଣ୍ଡା ଙ୍କ ଉପସ୍ଥିତ ରେ ଗୋଟିଏ ଆପୋଷ ବୁଝାମଣା ରାଜିନାମା  କରିଦେଇଥିଲେ।କିନ୍ତୁ ଆଜି ଭଞ୍ଜନଗର କବି ସାମ୍ରାଟ ମିଡ଼ିଆ କ୍ଲବ ର 25 ରୁ ଉର୍ଦ୍ଧ ସଦସ୍ୟ ଙ୍କ ଉପସ୍ଥିତ ରେ ବେଲ୍ଲଗୁଣ୍ଠା ଥାନାରେ ରାଜେଶ ଙ୍କ ଦ୍ଵାରା ଗୋରୁ ବେପାରୀ ଙ୍କ ବିରୁଦ୍ଧରେ  ଗୋଟିଏ ଅଭିଯୋଗ ଦାଖଲ କରିବା ସହ ଅଭିଯୁକ୍ତକୁ ତୁରନ୍ତ ଗିରଫ ସହ ଏଥିରେ ଯେଉଁମାନେ ସାମିଲ ଅଛନ୍ତି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଥିଲା। ସୂଚନାଯୋଗ୍ୟ ଯେ ଯେଉଁ ବିଶ୍ୱ ହିନ୍ଦୁ ପରିଷଦ ସଦସ୍ୟ ମାନେ ଚୋରା ଗୋରୁ ଚାଲାଣ କୁ ରୋକିବା କଥା ସେହି ମାନେ ଗୋରୁ ବେପାରୀଙ୍କ ସହ ମିଶି କିପରି ସଲାସୁତୁରା କରୁଛନ୍ତି।

News Comment

You Might Also Like

BACK TO TOP