Breaking News

ରାୟଗଡା ଜିଲ୍ଲା 326ନଂ ଜାତୀୟ ରାଜପଥ ଗୁମ୍ମା ଘାଟିରେ ଭୟଙ୍କର ସଡ଼କ ଦୁର୍ଘଟଣା |   (17-Oct-2026)       ||      ଦୁର୍ଗାପୂଜା ପାଇଁ ଉତ୍ସବ ମୁଖର ଓ ଚଳ ଚଞ୍ଚଳ କଲ୍ୟାଣସିଂହ ପୁର ସହର |    (17-Oct-2026)       ||      ହିଞ୍ଜିଳି କଲେଜ ଗଣ୍ଡଗୋଳ କୁ ନେଇ ବିଜେଡିର ଥାନା ଆଗରେ ଧାରଣା ||   (17-Oct-2026)       ||      ସରସ୍ବତୀ ଶିଶୁମନ୍ଦିର ରେ ଅଭିଭାବକ ଓ ଅଭିଭାବିକା ଙ୍କ ବୈଠକ ଅନୁଷ୍ଠିତ |    (17-Oct-2026)       ||      କେଶପୁର ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -26 ଅନୁଷ୍ଠିତ ||   (16-Oct-2026)       ||      ହତ୍ୟା ମାମଲାରେ କୋଦଳା ଅତିରିକ୍ତ ଦୌରାଜଜ ଙ୍କ ଅଦାଲତ ରେ ଦୁଇ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ |    (16-Oct-2026)       ||      ଅଶାନ୍ତ ହିଞ୍ଜିଳି କଲେଜ କ୍ୟାମ୍ପସ, ଶପଥ ଗ୍ରହଣ ପୂର୍ବରୁ ଦୁଇଗୋଷ୍ଟି ଛାତ୍ର ମୁହାଁମୁହିଁ ||   (16-Oct-2026)       ||      10.754 କିଲୋ ଗଞ୍ଜେଇ ଜବତ ଘଟଣାରେ ତଦନ୍ତ କଲା କ୍ରାଇମ ବ୍ରାଞ୍ଚ    (16-Oct-2026)       ||      ପୋକ ସାଲୁବାଲୂ ଚାଉଳରେ ରନ୍ଧା ହେଉଛି ପିଲାଙ୍କ ମଧ୍ୟାହ୍ନ ଭୋଜନ |   (16-Oct-2026)       ||      ପୋଲସରା ରେ ବ୍ଳକ ସ୍ତରୀୟ ପୋଷଣ ମାସ-- 26 କାର୍ଯ୍ୟକ୍ରମ ଅନୁଷ୍ଠିତ |   (16-Oct-2026)       ||      ରାୟଗଡା ଜିଲ୍ଳାର ବିକାଶ ମୂଳକ ପ୍ରକଳ୍ପ ର ସମୀକ୍ଷା କଲେ ହସ୍ତତନ୍ତ ବୟନ ବିଭାଗ କମିଶନର |    (16-Oct-2026)       ||      ରାୟଗଡା ଜିଲ୍ଳାରେ ଜିଲ୍ଲା ସ୍ତରୀୟ ପୋଷଣ ମାହ ପାଳନ |   (16-Oct-2026)       ||      ରାୟଗଡା ଜିଲ୍ଲା ରେ ଜିଲ୍ଲା ସ୍ତରୀୟ ପୋଷଣ ମାହ ପାଳନ |   (16-Oct-2026)       ||      ସର୍ପ ଦଂଶନ ଯୋଗୁଁ ଯୁବ ଚାଷୀ ମୃତ ||   (16-Oct-2026)       ||      ଚମାଖଣ୍ଡି ହାଇସ୍କୁଲ ସାମ୍ନା ରେ ଦୁର୍ଘଟଣାରେ ଜଣେ ମୃତ ସହିତ 10ରୁ ଅଧିକ ବ୍ୟକ୍ତି ଆହାତ ||   (16-Oct-2026)       ||      ବେଢ଼ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -26 ଅନୁଷ୍ଠିତ |   (16-Oct-2026)       ||      ସମଲ ଉଚ୍ଚବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ |   (16-Oct-2026)       ||      ଛାତ୍ର ସଂସଦ ନିର୍ବାଚନ ରେ କୋଦଳା କଲେଜରେ ବିଜେଡି ଛାତ୍ର ଙ୍କ ବାଜିମାତ |   (16-Oct-2026)       ||      ମହିଳାଙ୍କ ଆର୍ଥିକ ସଶକ୍ତି କରଣ ନିମନ୍ତେ ଛତୁ ଚାଷ ତାଲିମ ଓ କର୍ମଶାଳା ଅନୁଷ୍ଠିତ |    (16-Oct-2026)       ||      ଆବାସିକ ସେବାଶ୍ରମ ପାର୍ସାଲିର ପ୍ରଧାନ ସେବକ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା |    (16-Oct-2026)       ||     

ଶ୍ରୀ କାଳେଶ୍ଵର ହାଇସ୍କୁଲ ରୁ 5ଥର ଚୋରି ପ୍ରତିବାଦ ରେ ଛାତ୍ର, ଛାତ୍ରୀ ଙ୍କ ସ୍କୁଲ ରାସ୍ତାରେ ଧାରଣା |

12-Feb-2025

ଶ୍ରୀ କାଳେଶ୍ଵର ହାଇସ୍କୁଲ ରୁ  ଚୋରି , ପୋଲିସ ର ତଦନ୍ତ ଜାରି,|

             ଓଡିଶା ଜନମତ   ବ୍ୟୁରୋ,,

ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ବଡ଼ ଖରିଡ଼ା ଗ୍ରାମର ଶେଷ ପ୍ରାନ୍ତରେ ଥିବା   ଶ୍ରୀକାଳେଶ୍ଵର ଉଚ୍ଚ ବିଦ୍ୟଳୟ ରୁ ପାଞ୍ଚ, ପାଞ୍ଚ ଥର ଚୋରି,  ହୋଇ ଯାଇଛି | ଲୋକଙ୍କ କହିବା କଥା କି  ବାହାର ଚୋର କିମ୍ବା ଏରିଆର ଚୋର ଯେଉଁମାନେ ବି ହୋଇ ଥାଆନ୍ତୁ  ସେମାନେ ଶିକ୍ଷା ଭଳି  ଅନୁଷ୍ଠାନ କୁ ମଧ୍ୟ  ଛାଡିଲେ ନାହିଁ, କମ୍ପୁଟର, ଠାରୁ ଆରମ୍ଭ କରି ସବୁ ଜିନିଷ  ଚୋରି କରି ଥରେ ନୁହଁ ଲଗାତାର ପାଞ୍ଚ ଥର ଲୁଟି ନେଇଯାଇଛନ୍ତି | ଏଇତ ଗଲା ସ୍କୁଲ  ଏହାପୂର୍ବରୁ କାଳେଶ୍ଵର ମହାଦେବ ଙ୍କ ହୁଣ୍ଡି ଭାଙ୍ଗି ମଧ୍ୟ ଟଙ୍କା ସୁନା ଚୋରି କରି ନେଇଯାଇଥିଲେଚୋର  |   ଯାହାକି  ଏପର୍ଯ୍ୟନ୍ତ ସେମାନ ଙ୍କ ଟେର ପାଇ ପାରିଲାନି ପୋଲିସ | ଯାହା ତଦନ୍ତ ହେଲା ତାହା ଦ୍ୱାରା ଚୋର ମାନେ ବୋଧେ ଆଶ୍ବସ୍ତି ହୋଇ ଗଲେ | ଯାହା ଫଳରେ   ସେମାନେ ହୁଅନ୍ତୁ କିମ୍ବା ଅନ୍ୟ ଗୋଷ୍ଠି ଏହି ସ୍କୁଲ ରୁ  5 ଥର  ଚୋରି କରିବାକୁ ସକ୍ଷମ ହେଲେ  | ସ୍କୁଲ ର ଇନଚାର୍ଜ ପ୍ରଧାନ ଶିକ୍ଷକ ବାଳକୃଷ୍ଣ ଶବର କବିସୂର୍ଯ୍ୟ ନଗର ଥାନାରେ ଏଫଆର ଦେଲାପରେ  ପୋଲିସ ଆସି ତଦନ୍ତ କରୁଛି  |  କିନ୍ତୁ ସେହି ତଦନ୍ତ ରେ ସ୍କୁଲ ର ଛାତ୍ର, ଛାତ୍ରୀ ଖୁସି ନୁହନ୍ତି କିମ୍ବା  ସ୍କୁଲ ପରିଚାଳନା  କମିଟି ବୃନ୍ଦ, ଏବଂ ଅଭିଭାବକ ମାନେ ମଧ୍ୟ ଖୁସି ନାହାନ୍ତି |  ତେଣୁ ଏହା ଉପରେ ଆସିବାକୁ ଥିବା ନୂଆଁ ଏସଡ଼ି ପିଓ କିମ୍ବା ଏସପି ଗୁରୁତ୍ୱ ଦେଲେ  ପ୍ରକୃତ  ଚୋର ଧରା ପଡିବ ଏବଂ ଆଗକୁ ସେମାନେ ଆଉ ଏପରି ଚୋର କାର୍ଯ୍ୟ କରିବାକୁ  ଆଉକେବେ ସାହସ କରି ପାରିବେନି |  ତେବେ  ଆଜି ଏହାର ସମାଧାନ  ନହେବାରୁ  ପୁରୁଷୋତ୍ତମପୁର  ଆସ୍କା ରାସ୍ତାକୁ ଅବରୋଧ କରି ଥିଲେଛାତ୍ର ଛାତ୍ରୀ ମାନେ | ଏହି ଖବର ପାଇସ୍ଥାନୀ ସରପଞ୍ ଙ୍କ ପ୍ରତିନିଧି ରମେଶଦଳେଇ ପହଞ୍ଚ  ଛାତ୍ର,ଛାତ୍ର   ଙ୍କୁ ବୁଝାସୁଝାjକରିପୋଲିସ କୁ ଖବର ଦେବାପରେ କବିସୂର୍ଯ୍ୟ ନଗର ଥାନାଷ୍ଟାଫ  ପହଞ୍ଚି ବୁଝା,ସୁଝା କରିବା ପରେ  ଛାତ୍ର, ଛାତ୍ରୀ ମାନେ ରାସ୍ତାରୁ  ଉଠି ଥିଲେ!| ତେବେ କେବେ ଧରାପଡିବ ମନ୍ଦିର ଚୋରି ସାମାନ ଓ ସ୍କୁଲ ର ପ୍ରାୟ  5ଲକ୍ଷ ଟଙ୍କାର ଉପକରଣ  |  ତେବେ 5ମ ଥର ଚୋର ମାନେ  ସିସିଟିଭି ସହିତ ସମସ୍ତ ତାର ଗୁଡ଼ିକ କାଟି ନଷ୍ଟ୍ର ଭଷ୍ଟ୍ର କରିଦେଇଛନ୍ତି |

News Comment

You Might Also Like

BACK TO TOP