Breaking News

ରାୟଗଡା ଜିଲ୍ଲା 326ନଂ ଜାତୀୟ ରାଜପଥ ଗୁମ୍ମା ଘାଟିରେ ଭୟଙ୍କର ସଡ଼କ ଦୁର୍ଘଟଣା |   (17-Oct-2026)       ||      ଦୁର୍ଗାପୂଜା ପାଇଁ ଉତ୍ସବ ମୁଖର ଓ ଚଳ ଚଞ୍ଚଳ କଲ୍ୟାଣସିଂହ ପୁର ସହର |    (17-Oct-2026)       ||      ହିଞ୍ଜିଳି କଲେଜ ଗଣ୍ଡଗୋଳ କୁ ନେଇ ବିଜେଡିର ଥାନା ଆଗରେ ଧାରଣା ||   (17-Oct-2026)       ||      ସରସ୍ବତୀ ଶିଶୁମନ୍ଦିର ରେ ଅଭିଭାବକ ଓ ଅଭିଭାବିକା ଙ୍କ ବୈଠକ ଅନୁଷ୍ଠିତ |    (17-Oct-2026)       ||      କେଶପୁର ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -26 ଅନୁଷ୍ଠିତ ||   (16-Oct-2026)       ||      ହତ୍ୟା ମାମଲାରେ କୋଦଳା ଅତିରିକ୍ତ ଦୌରାଜଜ ଙ୍କ ଅଦାଲତ ରେ ଦୁଇ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ |    (16-Oct-2026)       ||      ଅଶାନ୍ତ ହିଞ୍ଜିଳି କଲେଜ କ୍ୟାମ୍ପସ, ଶପଥ ଗ୍ରହଣ ପୂର୍ବରୁ ଦୁଇଗୋଷ୍ଟି ଛାତ୍ର ମୁହାଁମୁହିଁ ||   (16-Oct-2026)       ||      10.754 କିଲୋ ଗଞ୍ଜେଇ ଜବତ ଘଟଣାରେ ତଦନ୍ତ କଲା କ୍ରାଇମ ବ୍ରାଞ୍ଚ    (16-Oct-2026)       ||      ପୋକ ସାଲୁବାଲୂ ଚାଉଳରେ ରନ୍ଧା ହେଉଛି ପିଲାଙ୍କ ମଧ୍ୟାହ୍ନ ଭୋଜନ |   (16-Oct-2026)       ||      ପୋଲସରା ରେ ବ୍ଳକ ସ୍ତରୀୟ ପୋଷଣ ମାସ-- 26 କାର୍ଯ୍ୟକ୍ରମ ଅନୁଷ୍ଠିତ |   (16-Oct-2026)       ||      ରାୟଗଡା ଜିଲ୍ଳାର ବିକାଶ ମୂଳକ ପ୍ରକଳ୍ପ ର ସମୀକ୍ଷା କଲେ ହସ୍ତତନ୍ତ ବୟନ ବିଭାଗ କମିଶନର |    (16-Oct-2026)       ||      ରାୟଗଡା ଜିଲ୍ଳାରେ ଜିଲ୍ଲା ସ୍ତରୀୟ ପୋଷଣ ମାହ ପାଳନ |   (16-Oct-2026)       ||      ରାୟଗଡା ଜିଲ୍ଲା ରେ ଜିଲ୍ଲା ସ୍ତରୀୟ ପୋଷଣ ମାହ ପାଳନ |   (16-Oct-2026)       ||      ସର୍ପ ଦଂଶନ ଯୋଗୁଁ ଯୁବ ଚାଷୀ ମୃତ ||   (16-Oct-2026)       ||      ଚମାଖଣ୍ଡି ହାଇସ୍କୁଲ ସାମ୍ନା ରେ ଦୁର୍ଘଟଣାରେ ଜଣେ ମୃତ ସହିତ 10ରୁ ଅଧିକ ବ୍ୟକ୍ତି ଆହାତ ||   (16-Oct-2026)       ||      ବେଢ଼ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -26 ଅନୁଷ୍ଠିତ |   (16-Oct-2026)       ||      ସମଲ ଉଚ୍ଚବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ |   (16-Oct-2026)       ||      ଛାତ୍ର ସଂସଦ ନିର୍ବାଚନ ରେ କୋଦଳା କଲେଜରେ ବିଜେଡି ଛାତ୍ର ଙ୍କ ବାଜିମାତ |   (16-Oct-2026)       ||      ମହିଳାଙ୍କ ଆର୍ଥିକ ସଶକ୍ତି କରଣ ନିମନ୍ତେ ଛତୁ ଚାଷ ତାଲିମ ଓ କର୍ମଶାଳା ଅନୁଷ୍ଠିତ |    (16-Oct-2026)       ||      ଆବାସିକ ସେବାଶ୍ରମ ପାର୍ସାଲିର ପ୍ରଧାନ ସେବକ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା |    (16-Oct-2026)       ||     

ଖଲ୍ଲିକୋଟ କଲେଜ ଛାତ୍ର ଙ୍କ ଛୁରା ମାଡ଼ ରେ ଦୁଈ ଅଣ ଛାତ୍ର ଗୁରୁତର |

12-Feb-2025

କଲେଜ ଛାତ୍ର ଙ୍କ  ଛୁରା ମାଡ ଆକ୍ରମଣ ରେ ଦୁଇ ଅଣ ଛାତ୍ର  ଗୁରୁତର |

ଓଡିଶା ଜନମତ,  ଖଲ୍ଲିକୋଟ, ମାଧବ ବେହେରା,12/02 :

ଖଲ୍ଲିକୋଟ ସ୍ଥିତ ଆର ସି ଏମ  କଲେଜ ସଂଲଗ୍ନ ପଡିଆ ରେ ଛାତ୍ର ଓ ଦୁଇ ଅଣ ଛାତ୍ର ଙ୍କ ମଧ୍ୟରେ ଘଟିଥିବା ଛୁରୀ ମାଡ ଘଟଣା ରେ ଦୁଇ ଅଣ ଛାତ୍ର ଗୁରୁତର ହୋଇ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି ହୋଇଥିବା ଜଣାପଡିଛି |ପୋଲିସ ସୂତ୍ର ରୁ ମିଳିଥିବା ସୂଚନା ଅନୁଯାୟୀ କୌଣସି କ|ରଣ କୁ ନେଇ ଉଭୟ କଲେଜ ଛାତ୍ର ଓ ଦୁଇ ଅଣ ଛାତ୍ର  ଙ୍କ ମଧ୍ୟରେ  ଶତ୍ରୁତା ର ସୂତ୍ରପାତ ହୋଇ ଥିଲା |ହଠାତ ବୁଧବାର ଦିନ ଅର ସି ଏମ କଲେଜ ନିକଟସ୍ଥ ଖେଳ ପଡିଆ ରେ ଉଭୟ ଗୋଷ୍ଠୀ ଙ୍କ ମଧ୍ୟରେ ରେ ମୁହାଁ ମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା |ଫଳରେ ଆର ସି ଏମ କଲେଜ ର  ଜଣେ +3 ବାଣିଜ୍ୟ  ପ୍ରଥମ ବର୍ଷ ପଢ଼ୁଥିବା କଲେଜ ଛାତ୍ର ଦୁଇ  ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି | ଆହତ ଅଣ ଛାତ୍ର ହେଲେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ବଧି ନୂଆପଲ୍ଲୀ ଗ୍ରାମର ରାଜା ଗୌଡ଼ (19 ) ଓ ତୋଟା ଗାଁ ର ବିଜୟ ନାୟକ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ |ରାଜା ଗୌଡ଼ ଙ୍କ ଅବସ୍ଥା ଖରାପ ହେବା ଫଳରେ ତାଙ୍କୁ ବ୍ରହ୍ମପୁର ଏମ କେ ସି ଜି କୁ ସ୍ଥାନାନ୍ତର ହୋଇଥିବା ବେଳେ ଅନ୍ୟ ଜଣେ ଆହତ ଖଲ୍ଲିକୋଟ ମେଡିକାଲ କୁ ଆସି ନଥିବା ଜଣାପଡିଛି | ତେବେ ଖଲ୍ଲିକୋଟ ପୋଲିସ ଅଧିକାରୀ ରମେଶ ପ୍ରଧାନ ଆର ସି ଏମ କ୍ୟାମ୍ପସ ରେ ପହଂଚି କଲେଜ ଅଧକ୍ଷ ଡ଼ଃ. ସୁରେନ୍ଦ୍ରନାଥ ସ୍ୱାଇଁ ଙ୍କ ଓ କଲେଜ ଛାତ୍ର ଙ୍କ ସହ ଆଲୋଚନା ଚଳାଇଥିବା ବେଳେ ଖଲ୍ଲିକୋଟ ଥାନା ରେ ଏ ନେଇ ଏକ ଏତଲା ଖଲ୍ଲିକୋଟ ଥାନା ରେ ଦ|ଖଲ ହୋଇଥିବା ପୋଲିସ ସୂତ୍ର ରୁ ଜଣା ପଡିଛି |ଛୁରୀ ମାଡ଼ ର ଘଟଣା ର କୌଣସି ସ୍ପଷ୍ଟ ଚିତ୍ର ମିଳିପାରିନି | ତେବେ ପୋଲିସ କଲେଜ ର ସି ସି ଟିଭି ଫୁଟେଜ କୁ ଯାଞ୍ଚ କରି ତଦନ୍ତ  ଚଳାଇଥିବା ପ୍ରକାଶ |

News Comment

You Might Also Like

BACK TO TOP