Breaking News

ରାୟଗଡା ଜିଲ୍ଲା 326ନଂ ଜାତୀୟ ରାଜପଥ ଗୁମ୍ମା ଘାଟିରେ ଭୟଙ୍କର ସଡ଼କ ଦୁର୍ଘଟଣା |   (17-Oct-2026)       ||      ଦୁର୍ଗାପୂଜା ପାଇଁ ଉତ୍ସବ ମୁଖର ଓ ଚଳ ଚଞ୍ଚଳ କଲ୍ୟାଣସିଂହ ପୁର ସହର |    (17-Oct-2026)       ||      ହିଞ୍ଜିଳି କଲେଜ ଗଣ୍ଡଗୋଳ କୁ ନେଇ ବିଜେଡିର ଥାନା ଆଗରେ ଧାରଣା ||   (17-Oct-2026)       ||      ସରସ୍ବତୀ ଶିଶୁମନ୍ଦିର ରେ ଅଭିଭାବକ ଓ ଅଭିଭାବିକା ଙ୍କ ବୈଠକ ଅନୁଷ୍ଠିତ |    (17-Oct-2026)       ||      କେଶପୁର ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -26 ଅନୁଷ୍ଠିତ ||   (16-Oct-2026)       ||      ହତ୍ୟା ମାମଲାରେ କୋଦଳା ଅତିରିକ୍ତ ଦୌରାଜଜ ଙ୍କ ଅଦାଲତ ରେ ଦୁଇ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ |    (16-Oct-2026)       ||      ଅଶାନ୍ତ ହିଞ୍ଜିଳି କଲେଜ କ୍ୟାମ୍ପସ, ଶପଥ ଗ୍ରହଣ ପୂର୍ବରୁ ଦୁଇଗୋଷ୍ଟି ଛାତ୍ର ମୁହାଁମୁହିଁ ||   (16-Oct-2026)       ||      10.754 କିଲୋ ଗଞ୍ଜେଇ ଜବତ ଘଟଣାରେ ତଦନ୍ତ କଲା କ୍ରାଇମ ବ୍ରାଞ୍ଚ    (16-Oct-2026)       ||      ପୋକ ସାଲୁବାଲୂ ଚାଉଳରେ ରନ୍ଧା ହେଉଛି ପିଲାଙ୍କ ମଧ୍ୟାହ୍ନ ଭୋଜନ |   (16-Oct-2026)       ||      ପୋଲସରା ରେ ବ୍ଳକ ସ୍ତରୀୟ ପୋଷଣ ମାସ-- 26 କାର୍ଯ୍ୟକ୍ରମ ଅନୁଷ୍ଠିତ |   (16-Oct-2026)       ||      ରାୟଗଡା ଜିଲ୍ଳାର ବିକାଶ ମୂଳକ ପ୍ରକଳ୍ପ ର ସମୀକ୍ଷା କଲେ ହସ୍ତତନ୍ତ ବୟନ ବିଭାଗ କମିଶନର |    (16-Oct-2026)       ||      ରାୟଗଡା ଜିଲ୍ଳାରେ ଜିଲ୍ଲା ସ୍ତରୀୟ ପୋଷଣ ମାହ ପାଳନ |   (16-Oct-2026)       ||      ରାୟଗଡା ଜିଲ୍ଲା ରେ ଜିଲ୍ଲା ସ୍ତରୀୟ ପୋଷଣ ମାହ ପାଳନ |   (16-Oct-2026)       ||      ସର୍ପ ଦଂଶନ ଯୋଗୁଁ ଯୁବ ଚାଷୀ ମୃତ ||   (16-Oct-2026)       ||      ଚମାଖଣ୍ଡି ହାଇସ୍କୁଲ ସାମ୍ନା ରେ ଦୁର୍ଘଟଣାରେ ଜଣେ ମୃତ ସହିତ 10ରୁ ଅଧିକ ବ୍ୟକ୍ତି ଆହାତ ||   (16-Oct-2026)       ||      ବେଢ଼ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -26 ଅନୁଷ୍ଠିତ |   (16-Oct-2026)       ||      ସମଲ ଉଚ୍ଚବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ |   (16-Oct-2026)       ||      ଛାତ୍ର ସଂସଦ ନିର୍ବାଚନ ରେ କୋଦଳା କଲେଜରେ ବିଜେଡି ଛାତ୍ର ଙ୍କ ବାଜିମାତ |   (16-Oct-2026)       ||      ମହିଳାଙ୍କ ଆର୍ଥିକ ସଶକ୍ତି କରଣ ନିମନ୍ତେ ଛତୁ ଚାଷ ତାଲିମ ଓ କର୍ମଶାଳା ଅନୁଷ୍ଠିତ |    (16-Oct-2026)       ||      ଆବାସିକ ସେବାଶ୍ରମ ପାର୍ସାଲିର ପ୍ରଧାନ ସେବକ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା |    (16-Oct-2026)       ||     

ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ ଙ୍କ ବଳି ଦାନ ଦିବସ ପାଳିତ|

14-Feb-2025

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ବଳିଦାନ ଦିବସରେ ବିଜେପିରଶ୍ରଦ୍ଧାଞ୍ଜଳି ଓ ସମର୍ପଣ କାର୍ଯ୍ୟକ୍ରମ ପାଳିତ,

                ଓଡିଶା ଜନମତ  ବ୍ୟୁରୋ,

ରାଷ୍ଟ୍ର ବାଦର ପ୍ରଚଣ୍ଡ ପ୍ରବକ୍ତା, ଉତ୍କୃଷ୍ଟ ସଂଗଠକ, ମୂଳ ଜନସଂଘ ଓ ଏବେର ବିଜେପି ଦଳର ଅନ୍ୟତମ ମୁଖ୍ୟ ପ୍ରତିଷ୍ଠାତା, ଏକକ ମାନବବାଦର ପ୍ରଣେତା ତଥା କୋଟିକୋଟି ଭାରତୀୟଙ୍କ ପଥ ପ୍ରଦର୍ଶକ ପଣ୍ଡିତ ଦିନୟାଲଜୀଙ୍କ  ପବିତ୍ର ପୁଣ୍ୟ ତିଥି । ଏହି ଅବସରରେ ପୁରୁଷୋତ୍ତମପୁର ବିଜେପି ମଣ୍ଡଳ ତରଫରୁ ପୂର୍ତ୍ତ ବିଭାଗ  ଡାକ ବଙ୍ଗଳା ରେ ସଭାପତି ସୂର୍ଯ୍ୟ ନାରାୟଣ ମହାରଣା ଙ୍କ ସଂଯୋଜନା  ଓ ବିଜେପିରପୂର୍ବତନ ଘୁମୁସର ଜିଲ୍ଲା ସଭାପତି  ପୃଥ୍ଵୀ ରାଜ ମହାପାତ୍ର ଏବଂ ବିଜେପି ରାଜ୍ୟ  କାର୍ଯ୍ୟ କାରିଣୀ ସଦସ୍ୟଅରୁଣ ପଣ୍ଡା ଙ୍କ ଉପସ୍ଥିତି ରେ  ଏକ ଶ୍ରଦ୍ଧାଞ୍ଜଳି  ସଭା  ଆୟୋଜିତ ହୋଇଯାଇଛି। ଆଜିର ଏହି ଦିବସଟିକୁ ବିଜେପି ସମଗ୍ର ଦେଶରେ ସମର୍ପଣ ଦିବସ ଭାବେ ପାଳନ କରୁଛି |ପଣ୍ଡିତ ଦିନଦୟାଲଜୀଙ୍କ ସ୍ମୃତିଭରା ବାଲ୍ୟ ଜୀବନ, କାଳଜୟୀ କୃତ୍ତା, ସମର୍ପିତ ଦେଶପ୍ରେମ, ଭାରତୀୟ ମୁଳଭୂତ ସିଦ୍ଧାନ୍ତ, ସଂସ୍କୃତି ଓ ବିକଶିତ ଅର୍ଥନୈତିକ ଆଧାରିତ ଆଧୁନିକ ଭାରତ ନିର୍ମାଣର ସ୍ଵପ୍ନ, ସଂକଳ୍ପ, ତ୍ୟାଗ, ତପସ୍ୟା ଓ ବଳିଦାନ ଉପରେ ଆଲୋକପାତ କରିଥିଲେ। ପରେ ବିଜେପି କାର୍ଯ୍ୟକର୍ତ୍ତା ମାନେ ନିଜ ନିଜର ସକ୍ଷମ ଅନୁସାରେ ସମର୍ପଣ ରାଶି ଅନ ଲାଇନ ମାଧ୍ୟମରେ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ  ବିଜେପି ନେତା ଶେଷ ଦେବ ପଣ୍ଡା,  ପ୍ରଶାନ୍ତ ରାଉଳ, ସନ୍ତୋଷ ପଣ୍ଡା, ଦିଲେସୁ ମହାରଣା ଙ୍କ ସହିତ ଅନାନ୍ୟ  ନେତା କର୍ମୀ ମାନେ ଉପସ୍ଥିତ ରହି ଥିଲେ |

News Comment

You Might Also Like

BACK TO TOP