Breaking News

ରାୟଗଡା ଜିଲ୍ଲା 326ନଂ ଜାତୀୟ ରାଜପଥ ଗୁମ୍ମା ଘାଟିରେ ଭୟଙ୍କର ସଡ଼କ ଦୁର୍ଘଟଣା |   (17-Oct-2026)       ||      ଦୁର୍ଗାପୂଜା ପାଇଁ ଉତ୍ସବ ମୁଖର ଓ ଚଳ ଚଞ୍ଚଳ କଲ୍ୟାଣସିଂହ ପୁର ସହର |    (17-Oct-2026)       ||      ହିଞ୍ଜିଳି କଲେଜ ଗଣ୍ଡଗୋଳ କୁ ନେଇ ବିଜେଡିର ଥାନା ଆଗରେ ଧାରଣା ||   (17-Oct-2026)       ||      ସରସ୍ବତୀ ଶିଶୁମନ୍ଦିର ରେ ଅଭିଭାବକ ଓ ଅଭିଭାବିକା ଙ୍କ ବୈଠକ ଅନୁଷ୍ଠିତ |    (17-Oct-2026)       ||      କେଶପୁର ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -26 ଅନୁଷ୍ଠିତ ||   (16-Oct-2026)       ||      ହତ୍ୟା ମାମଲାରେ କୋଦଳା ଅତିରିକ୍ତ ଦୌରାଜଜ ଙ୍କ ଅଦାଲତ ରେ ଦୁଇ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ |    (16-Oct-2026)       ||      ଅଶାନ୍ତ ହିଞ୍ଜିଳି କଲେଜ କ୍ୟାମ୍ପସ, ଶପଥ ଗ୍ରହଣ ପୂର୍ବରୁ ଦୁଇଗୋଷ୍ଟି ଛାତ୍ର ମୁହାଁମୁହିଁ ||   (16-Oct-2026)       ||      10.754 କିଲୋ ଗଞ୍ଜେଇ ଜବତ ଘଟଣାରେ ତଦନ୍ତ କଲା କ୍ରାଇମ ବ୍ରାଞ୍ଚ    (16-Oct-2026)       ||      ପୋକ ସାଲୁବାଲୂ ଚାଉଳରେ ରନ୍ଧା ହେଉଛି ପିଲାଙ୍କ ମଧ୍ୟାହ୍ନ ଭୋଜନ |   (16-Oct-2026)       ||      ପୋଲସରା ରେ ବ୍ଳକ ସ୍ତରୀୟ ପୋଷଣ ମାସ-- 26 କାର୍ଯ୍ୟକ୍ରମ ଅନୁଷ୍ଠିତ |   (16-Oct-2026)       ||      ରାୟଗଡା ଜିଲ୍ଳାର ବିକାଶ ମୂଳକ ପ୍ରକଳ୍ପ ର ସମୀକ୍ଷା କଲେ ହସ୍ତତନ୍ତ ବୟନ ବିଭାଗ କମିଶନର |    (16-Oct-2026)       ||      ରାୟଗଡା ଜିଲ୍ଳାରେ ଜିଲ୍ଲା ସ୍ତରୀୟ ପୋଷଣ ମାହ ପାଳନ |   (16-Oct-2026)       ||      ରାୟଗଡା ଜିଲ୍ଲା ରେ ଜିଲ୍ଲା ସ୍ତରୀୟ ପୋଷଣ ମାହ ପାଳନ |   (16-Oct-2026)       ||      ସର୍ପ ଦଂଶନ ଯୋଗୁଁ ଯୁବ ଚାଷୀ ମୃତ ||   (16-Oct-2026)       ||      ଚମାଖଣ୍ଡି ହାଇସ୍କୁଲ ସାମ୍ନା ରେ ଦୁର୍ଘଟଣାରେ ଜଣେ ମୃତ ସହିତ 10ରୁ ଅଧିକ ବ୍ୟକ୍ତି ଆହାତ ||   (16-Oct-2026)       ||      ବେଢ଼ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -26 ଅନୁଷ୍ଠିତ |   (16-Oct-2026)       ||      ସମଲ ଉଚ୍ଚବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ |   (16-Oct-2026)       ||      ଛାତ୍ର ସଂସଦ ନିର୍ବାଚନ ରେ କୋଦଳା କଲେଜରେ ବିଜେଡି ଛାତ୍ର ଙ୍କ ବାଜିମାତ |   (16-Oct-2026)       ||      ମହିଳାଙ୍କ ଆର୍ଥିକ ସଶକ୍ତି କରଣ ନିମନ୍ତେ ଛତୁ ଚାଷ ତାଲିମ ଓ କର୍ମଶାଳା ଅନୁଷ୍ଠିତ |    (16-Oct-2026)       ||      ଆବାସିକ ସେବାଶ୍ରମ ପାର୍ସାଲିର ପ୍ରଧାନ ସେବକ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା |    (16-Oct-2026)       ||     

ସହିଦ ଙ୍କ ସ୍ମୃତି ଉଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ ଓ ଶୋକସଭା ଅନୁଷ୍ଠିତ |

14-Feb-2025

ସହିଦ ଙ୍କ ସ୍ମୃତି ଉଧେଶ୍ୟ ରେ ଶ୍ରଦ୍ଧାଞ୍ଜଳି ଅର୍ପଣ ଓ ଶୋଭାଯାତ୍ରା  ପାଳିତ | 
 ଓଡିଶ ଜନମତ, ଖଲ୍ଲିକୋଟ, ମାଧ ବେହେର,  14/2 

 ଖଲ୍ଲିକୋଟ ସହର ର ପ୍ରତିଷ୍ଠିତ ବେସରକାରୀ ଶିକ୍ଷା ଅନୁଷ୍ଠାନ ଆରିଆନ ଏକାଡେମୀ ପକ୍ଷରୁ ଶୁକ୍ରବାର ଦିନ   କଳା ଦିବସ ପାଳନ କରାଯାଉଛି|  ଏହି ଅବସର ରେ ଦିବଂଗତ ସହିଦ୍ ମାନଙ୍କ ଅମ୍ଳାନ ଶ୍ରୁତି ଉଦ୍ଦେଶ୍ୟ ରେ  ଛାତ୍ର ଛାତ୍ରୀ ମାନଙ୍କ ଏକ ବିରାଟ ଶୋଭାଯାତ୍ରା ଖଲ୍ଲିକୋଟ ସହର ପରିକ୍ରମା କରିଥିଲ | . ସହିଦ୍ ଯବାନ ଅମର ରହେ ସ୍ଲୋଗାନ ଦେଇ ପୋଲୱାମା ଆକ୍ରମଣ ରେ ବୀରଗତି ପ୍ରାପ୍ତ ହୋଇଥିବା ଯବାନ ମାନଙ୍କ ଅମର ଆତ୍ମା ର ସଦଗତି କାମନା କରିଥିଲ| . ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଶିକ୍ଷକ ଶିକ୍ଷୟତ୍ରୀ ସହିତ ଶତାଧଛାତ୍ର ଛାତ୍ରୀ ଯୋଗ ଦେଇଥିଲେ| . ଆଧୁନିକତାର ଛାପ ରେ ବସବର୍ତ୍ତି ଯୁବକ ଓ ଯୁବତୀ ମାନେ ଆଜି ର ଦିନ କୁ ପ୍ରେମ ଦିବସ ଭାବେ ପାଳନ କରୁଥିବା ବେଳେ ଉକ୍ତ ଛାତ୍ର ଛାତ୍ରୀ ମାନେ କଳା ଦିବସ ପାଳନ କରିଥିବାରୁ ଏହାକୁ ବିଭିନ୍ନ ମହଲ ରେ ସ୍ଵାଗତ କରାଯାଇଛି| ଏ ଉପଲକ୍ଷେ ଛାତ୍ର ଛାତ୍ରୀ ମାନେ ଚାଳିଶି ଗୋଟି ଦୀପ ପ୍ରଜ୍ବଳନ କରିଥିବା ବେଳେ ଅମର ସହିଦ ମାନଙ୍କ ପାଇଁ ଏକ ମିନେଟ ନିରବ ପାର୍ଥନା କରିଥିଲେ |ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ଶିକ୍ଷକ ପ୍ରଶାନ୍ତ କୁମାର ବେହେରା ଓ ଅନ୍ୟାନ୍ୟ ଶିକ୍ଷକ ଓ ଛାତ୍ର ଛାତ୍ରୀ ମାନେ ସମ୍ପାଦିତ କରିଥିଲେ |ପ୍ରକାଶ ଥାଉକି ଏହି ଅନୁଷ୍ଠାନ ରୁ ପ୍ରାୟ 280 ଜଣ ବିଭିନ୍ନ ବର୍ଗ ର କୋଚିଂ ନେଇ ପଦଟିକ ବାୟୁ ସେନା ଓ ଶିକ୍ଷକ ପଭୃତି ଚାକିରୀ ପାଇଥିବା ପ୍ରକାଶ | ( ଫୋଟୋ ) 
ରିପୋର୍ଟ : ମାଧବ ବେହେରା ଖଲ୍ଲିକୋଟ

News Comment

You Might Also Like

BACK TO TOP