Breaking News

ଶିକର ପାଇରେ ଭୈରବ ବାଲିଯାତ୍ରା, ନିଆଁ ମାଡି ମାନସିକ ପୁର୍ଣ କଲେ ଶ୍ରଦ୍ଧାଳୁ |   (09-Oct-2026)       ||      ତାରା ତାରିଣୀ କଲେଜ ରେ 24ଜଣଙ୍କ ନାମାଙ୍କନ ମଧ୍ୟରୁ ଜଣଙ୍କ ନାକଚ ||   (09-Oct-2026)       ||      ଅଙ୍ଗନ ୱାଡି କେନ୍ଦ୍ର ର ଅବ୍ୟବସ୍ଥା ସାମ୍ନାକୁ ଆଣିଲେ ସାମ୍ବାଦିକ ଙ୍କୁ ଧମକ ||   (09-Oct-2026)       ||      ଦୁଇ ଯୁବକଙ୍କ ମଧ୍ୟରେ ବଚସା ରୁ ଚୁରାମାଡ଼ ଜଣେ ମୃତ, ଜଣେ ଗୁରୁତର |    (09-Oct-2026)       ||      ସଭାପତି ଭାବେ ନିର୍ଦ୍ୱନ୍ଦ୍ୱ ରେ ବିଜୟୀ ହେଲେ ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟ ର ସରସ୍ବତୀ ସାହୁ |   (09-Oct-2026)       ||      ବେଲଗୁଣ୍ଠା ରେ ବେଆଇନ ବନ୍ଧୁକ ଜବତ, ଜଣେ ଗିରଫ |    (09-Oct-2026)       ||      ଗଞ୍ଜାମରେ ମାଷ୍ଟର ଟ୍ରେନର ପାଇଁ, ଜିଲ୍ଲା ସ୍ତରୀୟ ତାଲିମ ଶିବିର |   (09-Oct-2026)       ||      ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ ||   (09-Oct-2026)       ||      ଚିକିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ ||   (09-Oct-2026)       ||      କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ନିର୍ବାଚନ ପାଇଁ 17ଜଣଙ୍କ ନାମାଙ୍କନ ପତ୍ର ଦାଖଲ |    (09-Oct-2026)       ||      ବିପୁଳ ପରିମାଣ ର ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ |   (09-Oct-2026)       ||      ଟାଟାବେଞ୍ଜ ଛକ ସ୍ଥିତ ଏକ ଲଜରୁ ସେକ୍ସ ରାକେଟ କୁ ଠାବ କଲା ବୈଦ୍ୟନାଥ ପୁର ପୋଲିସ |   (09-Oct-2026)       ||      ଅବକାରୀ ବିଭାଗ ଗନ୍ଧ ମର୍ଦ୍ଦନ ରେ ଚଢ଼ାଉ କରି ମଦ ସହ 4000ଲିଟର ମହୁଲ ପୋଚ ଜବତ |    (09-Oct-2026)       ||      କଂଗ୍ରେସ ର ଓଡିଶା ବନ୍ଦର ଡାକରା ରଘୁନାଥ ପୁର ବ୍ଲକରେ ପ୍ରଭାବ ପଡିଲା ||   (09-Oct-2026)       ||      ପୋଲସରା ରେ ବିଜେଡିର" ଜନ ସମ୍ପର୍କ ପଦଯାତ୍ରା " ଆରମ୍ଭ |   (08-Oct-2026)       ||      ସିଂହପୁର ରେ ନୁଆଁ ମଲ୍ଟି କେୟାର ପ୍ଲସ କ୍ଲିନିକ ଉଦଘାଟିତ |   (08-Oct-2026)       ||      ଆଇନ ଶୃଙ୍ଖଳା ସ୍ଥିତି ପାଇଁ ଉପଜିଲ୍ଲାପାଳ ଙ୍କ ଖରସ୍ରୋତା ମହାବିଦ୍ୟାଳୟ ପରିଦର୍ଶନ ||    (08-Oct-2026)       ||      ଆର ତୁମ୍ବନାଥ ବିଦ୍ୟାପୀଠ ର 63ତମ ପ୍ରତିଷ୍ଠା ଦିବସ ପାଳିତ |    (08-Oct-2026)       ||      ଗଞ୍ଜାମ ଜିଲ୍ଲା ରେ ବନ୍ଦର 80 ପ୍ରତିଶତ ବନ୍ଦ ର ପ୍ରଭାବ ପଡିଛି ||   (08-Oct-2026)       ||      କଂଗ୍ରେସ ର ବନ୍ଦ ର ପ୍ରଭାବ ରେ ବାଲିଗୁଡା ଜନ ଶୂନ୍ୟ |   (08-Oct-2026)       ||     

ପୁରୁଷୋତ୍ତମପୁର ରେ ଠାକୁରାଣୀ ଯାତ୍ରା ନିମନ୍ତେ ବଣିକ ସଙ୍ଘ ଓ ଅନ୍ୟାନ୍ୟ କମିଟି କର୍ମକର୍ତ୍ତା ଙ୍କ ବୈଠକ ||

18-Apr-2025

ଶ୍ରୀ ଶ୍ରୀ ଶ୍ରୀ ମାଁ କନକା ଠାକୁରାଣୀ ଯାତ୍ରା ଉପଲକ୍ଷେ ଗ୍ରାମସଭା ବୈଠକ ଅନୁଷ୍ଠିତ ,

                     ଓଡିଶା ଜନ ମତ ବ୍ୟୁରୋ, 

ତା୧୮/୦୪/୨୦୨୫ରିଖ ଶୁକ୍ରବାର  ଆଜିରାତ୍ର ଘ୮.୦୦ଣ୍ଟ ସମୟରେ ପୁରୁଷୋତ୍ତମପୁର ବଜାର ଛକ ଠାରେ ପୂର୍ବ ପରମ୍ପରା ଅନୁଯାୟୀ ଏକ ଗ୍ରାମ ସଭା ଅନୁଷ୍ଠିତ ହେଲା ।ଏହାର ମୁଖ୍ୟ ଲକ୍ଷ ଥିଲା ମାଆ କନକା ଠାକୁରାଣୀ ଙ୍କ ସହିତ ଆଉ ଚାରି ଠାକୁରାଣୀ ଙ୍କ ଯାତ୍ରା ନିମନ୍ତେ ଏହି ବୈଠକ ଅନୁଷ୍ଠିତ ହୋଇ ଥିଲା |

ଏହି ସଭାରେ ପୁରୁଷୋତ୍ତମପୁର ଗ୍ରାମବାସୀ ଓ କପିଳେଶ୍ଵର ବଣିକ ସଂଘର ବ୍ୟବସାୟୀଙ୍କ ମିଳିତ ବୈଠକରେ ଚଳିତ ବର୍ଷ ଠାକୁରାଣୀଙ୍କ ଯାତ୍ରା କରିବା ସକାଶେ ଯାତ୍ରା ଅଧିକାରୀ ରମାକାନ୍ତଦାଶ ଙ୍କ ତତ୍ୱାବଧାନ ଏବଂ ସ୍ଵପ୍ନେଶ୍ଵର ବଣିକ ସଙ୍ଘ ସଭାପତି ଙ୍କ ସଂଯୋଜନା ରେ ନିଷ୍ପତି ନିଆଗଲା । ଏଥିରେ ଯାତ୍ରା କମିଟି କର୍ମକର୍ତ୍ତା,ବଣିକ ସଙ୍ଘ  କର୍ମକର୍ତ୍ତା, ବଜାର ଯାତ୍ରା କମିଟି କର୍ମକର୍ତ୍ତା, ଅସ୍ଥାୟୀ ମନ୍ଦିର ରପରିଚାଳନା କମିଟି କର୍ମକର୍ତ୍ତା, ଉପଦେଷ୍ଟା  ମଣ୍ଡଳୀ   କର୍ମକର୍ତ୍ତା, ଯାତ୍ରା ପରିଚାଳନାକମିଟି କର୍ମକର୍ତ୍ତା  ମାନେ ଉପସ୍ଥିତ ରହି ଥିଲେ | 
ଯାତ୍ରାର କାର୍ଯ୍ୟକ୍ରମ ବିବରଣୀ
ହେଲା, ତା୨୦.୦୪.୨୦୨୫ରି ରବିବାର -ଡାକବାନା 
2 -ତା୨୩.୦୪.୨୦୨୫ରିଖ ବୁଧବାର -ଶୁଭଖୁଣ୍ଟି
3--- ତାଠ୭.୦୫.୨୦୨୫ରିଖ ବୁଧବାର ଯାତ୍ରା ଆରମ୍ଭ
४ -ତା୦୮.୦୬.୨୦୨୫ରିଖ ମଙ୍ଗଳବାର ରେ  ଦୀର୍ଘ ଏକମାସରୁ ଉର୍ଧ୍ଵ ଦିନରେ 
ଯାତ୍ରା ଉଦ୍‌ଯାପନହେବ | ଏହି କାର୍ଯ୍ୟକ୍ରମ ରେ ଅଧିକାରୀ ରମାକାନ୍ତ ଦାଶ, ବଣିକ ସଙ୍ଘ ସଭାପତି ରବୀନ୍ଦ୍ର କୁମାର ପାତ୍ର, ଉପସଭାପତି କୃଷ୍ଣ ଚନ୍ଦ୍ର ପଣ୍ଡା, ସମ୍ପାଦକ ତ୍ରିନାଥ ପଣ୍ଡା, ସହ ସମ୍ପାଦକ ରବି ନାରାୟଣ ପଣ୍ଡା, କୋଷାଧକ୍ଷ, ରବୀନ୍ଦ୍ର କୁମାର ଦାଶ, ଅସ୍ଥାୟୀ ମନ୍ଦିର ପରିଚାଳନା ଦାଇତ୍ୱ ରେ ଥିବା କମିଟି ସଦସ୍ୟ ରମାକାନ୍ତ ଦାଶ, ରବୀନ୍ଦ୍ର କୁମାର ଦାଶ,କୃଷ୍ଣ ଚନ୍ଦ୍ର ଦାଶ, ପ୍ରଶାନ୍ତ କୁମାର ମହାପତ୍ର, ରବି ନାରାୟଣ ମହାପାତ୍ର, ପ୍ରେମାନନ୍ଦ ସାହୁ, ମନୋଜ କୁମାର ଗୌଡ଼, ନୀଳ ମାଧବ ଦାଶ, (ଉପଦେଷ୍ଟା କମିଟି --ହେଲେ  ଶରତ ଚନ୍ଦ୍ର ଦାଶ, ଆଇ ବିଶ୍ଵନାଥ ରାଓ, ଦୁର୍ଗା ଚରଣ ଦାଶ, ସନ୍ତୋଷ କୁମାର ସାହୁ, ଜନାର୍ଦନ ପାଢ଼ୀ, ସୁରେନ୍ଦ୍ର ନାୟକ, (ଯାତ୍ରା ପରିଚାଳନା କମିଟି ହେଲେ --ସନ୍ତୋଷ କୁମାର ସାହୁ, କେ କିସାନ  ଆଚରି, ମନୋଜ କୁମାର ଗୌଡ଼, ପ୍ରଶାନ୍ତ ମହାପାତ୍ର, କବି ଗୌଡ଼, ଲକ୍ଷ୍ମୀ ନାରାୟଣ ଦାଶ, ସିମାଞ୍ଚଳ ପଣ୍ଡା, ସାଇ ଶଙ୍କର ନାୟକ, ନରେନ୍ଦ୍ର କୁମାର ନାୟକ, ଗିରିଜା ଶଙ୍କର ପଟନାୟକ, ଏସ କାହ୍ନା ପାତ୍ର, ବିଶ୍ୱଜିତ ପାଳ, ଅମିତ କୁମାର ମହାପାତ୍ର, ସୁବାଷ ପାଳ, ରାଜେଶ କୁମାର ସାହୁ (ରିଙ୍କୁ ) ଜୀବନ ସାହୁ, କେ କାଳିଆ ଆଚାରୀ ଙ୍କ ସହିତ ବହୁ ବ୍ୟବସ୍ୟାୟି, ଯୁବଗୋଷ୍ଟି,  ଙ୍କ ଉପସ୍ଥିତି ରେ  ଏହି ବୈଠକ ହୋଉ ଯାତ୍ରା ହେବା ପାଈଁ ସବୁ କାର୍ଯ୍ୟ କ୍ରମ ସ୍ଥିର ହୋଇଥିଲା  |

ପ୍ରକାଶ ଥାଉକି ଉକ୍ତ ଯାତ୍ରା ସୁପରିସ୍ଖଳନା ସକାଶେ ତଳ‌ଲିଖିତ ଗ୍ରାମବାସୀ ଓ ପରିପ୍ପଳନା କରିବା ପାଇଁ ଗ୍ରାମବାସୀ ସମ୍ମତି ପ୍ରଦାନ କଲେ ।

News Comment

You Might Also Like

BACK TO TOP