Breaking News

ଶିକର ପାଇରେ ଭୈରବ ବାଲିଯାତ୍ରା, ନିଆଁ ମାଡି ମାନସିକ ପୁର୍ଣ କଲେ ଶ୍ରଦ୍ଧାଳୁ |   (09-Oct-2026)       ||      ତାରା ତାରିଣୀ କଲେଜ ରେ 24ଜଣଙ୍କ ନାମାଙ୍କନ ମଧ୍ୟରୁ ଜଣଙ୍କ ନାକଚ ||   (09-Oct-2026)       ||      ଅଙ୍ଗନ ୱାଡି କେନ୍ଦ୍ର ର ଅବ୍ୟବସ୍ଥା ସାମ୍ନାକୁ ଆଣିଲେ ସାମ୍ବାଦିକ ଙ୍କୁ ଧମକ ||   (09-Oct-2026)       ||      ଦୁଇ ଯୁବକଙ୍କ ମଧ୍ୟରେ ବଚସା ରୁ ଚୁରାମାଡ଼ ଜଣେ ମୃତ, ଜଣେ ଗୁରୁତର |    (09-Oct-2026)       ||      ସଭାପତି ଭାବେ ନିର୍ଦ୍ୱନ୍ଦ୍ୱ ରେ ବିଜୟୀ ହେଲେ ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟ ର ସରସ୍ବତୀ ସାହୁ |   (09-Oct-2026)       ||      ବେଲଗୁଣ୍ଠା ରେ ବେଆଇନ ବନ୍ଧୁକ ଜବତ, ଜଣେ ଗିରଫ |    (09-Oct-2026)       ||      ଗଞ୍ଜାମରେ ମାଷ୍ଟର ଟ୍ରେନର ପାଇଁ, ଜିଲ୍ଲା ସ୍ତରୀୟ ତାଲିମ ଶିବିର |   (09-Oct-2026)       ||      ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ ||   (09-Oct-2026)       ||      ଚିକିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ ||   (09-Oct-2026)       ||      କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ନିର୍ବାଚନ ପାଇଁ 17ଜଣଙ୍କ ନାମାଙ୍କନ ପତ୍ର ଦାଖଲ |    (09-Oct-2026)       ||      ବିପୁଳ ପରିମାଣ ର ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ |   (09-Oct-2026)       ||      ଟାଟାବେଞ୍ଜ ଛକ ସ୍ଥିତ ଏକ ଲଜରୁ ସେକ୍ସ ରାକେଟ କୁ ଠାବ କଲା ବୈଦ୍ୟନାଥ ପୁର ପୋଲିସ |   (09-Oct-2026)       ||      ଅବକାରୀ ବିଭାଗ ଗନ୍ଧ ମର୍ଦ୍ଦନ ରେ ଚଢ଼ାଉ କରି ମଦ ସହ 4000ଲିଟର ମହୁଲ ପୋଚ ଜବତ |    (09-Oct-2026)       ||      କଂଗ୍ରେସ ର ଓଡିଶା ବନ୍ଦର ଡାକରା ରଘୁନାଥ ପୁର ବ୍ଲକରେ ପ୍ରଭାବ ପଡିଲା ||   (09-Oct-2026)       ||      ପୋଲସରା ରେ ବିଜେଡିର" ଜନ ସମ୍ପର୍କ ପଦଯାତ୍ରା " ଆରମ୍ଭ |   (08-Oct-2026)       ||      ସିଂହପୁର ରେ ନୁଆଁ ମଲ୍ଟି କେୟାର ପ୍ଲସ କ୍ଲିନିକ ଉଦଘାଟିତ |   (08-Oct-2026)       ||      ଆଇନ ଶୃଙ୍ଖଳା ସ୍ଥିତି ପାଇଁ ଉପଜିଲ୍ଲାପାଳ ଙ୍କ ଖରସ୍ରୋତା ମହାବିଦ୍ୟାଳୟ ପରିଦର୍ଶନ ||    (08-Oct-2026)       ||      ଆର ତୁମ୍ବନାଥ ବିଦ୍ୟାପୀଠ ର 63ତମ ପ୍ରତିଷ୍ଠା ଦିବସ ପାଳିତ |    (08-Oct-2026)       ||      ଗଞ୍ଜାମ ଜିଲ୍ଲା ରେ ବନ୍ଦର 80 ପ୍ରତିଶତ ବନ୍ଦ ର ପ୍ରଭାବ ପଡିଛି ||   (08-Oct-2026)       ||      କଂଗ୍ରେସ ର ବନ୍ଦ ର ପ୍ରଭାବ ରେ ବାଲିଗୁଡା ଜନ ଶୂନ୍ୟ |   (08-Oct-2026)       ||     

ଭାଟ କୁମରଡ଼ା ସେକ୍ଟର ସ୍ତରୀୟ ପୋଷଣ ମେଳା ରାଇପୁର ଗ୍ରାମ ରେ ଅନୁଷ୍ଠିତ |

19-Apr-2025

ପୋଷଣ ଯୁକ୍ତ ଖାଦ୍ୟ ପ୍ରଦର୍ଶନ ସହ ପୋଷଣ ଦିବସ ପାଳିତ |

                    ଓଡିଶା ଜନମତ ବ୍ୟୁରୋ,

ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଳକ ଭାଟ କୁମରଡ଼ା ସେକ୍ଟର ସ୍ତରୀୟ ପୋଷଣ ଦିବସ ରାଇପୁର ଗ୍ରାମପଞ୍ଚାୟତ ସ୍କୁଲ ନିକଟ  କଲ୍ୟାଣୀ ମଣ୍ଡପ ପରିସରରେ  ସେକ୍ଟର ସୁପର ଭାଇଜର ଜୟନ୍ତୀ ସାବତ ଙ୍କ ନିର୍ଦେଶନା ଓ ସ୍ଥାନୀୟ ଅଙ୍ଗନ ୱାଡି କର୍ମୀଙ୍କ ମିଳିତ ସଂଯୋଜନା ରେଆରମ୍ଭ କରା ଯାଇଥିଲା | ଏହି କାର୍ଯ୍ୟକ୍ରମ ରେ ବ୍ଳକ ସିଡ଼ିପିଓ ଲଳିତା ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲା ବେଳେ  ସମ୍ମାନିତ ଅତିଥି ଭାବେ ରାଇପୁର  ସମିତି ସଭ୍ୟା  ଉଷା ରାଣୀ ବେହେରା, ନ୍ୟାୟବ ସରପଞ୍ଚ ସବିତା ବେହେରା, ଆଶା କର୍ମୀ ମଞ୍ଚାସିନ ଥିଲେ | ଏହା ସହିତ କିଛିୱାର୍ଡମେମ୍ବର, ଅଙ୍ଗନ ୱାଡି ସହାୟିକା, କିଶୋରୀ ବାଳିକା, ସହିତ ମାଆ ମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ରେ ସମୁର୍ଣ୍ଣ ସହଯୋଗ କରିଥିଲେ  | କାର୍ଯ୍ୟକ୍ରମରେ ସେକ୍ଟର ସ୍ତରୀୟ ସମସ୍ତ ଅଙ୍ଗନଓ୍ବାଡ଼ି କର୍ମୀ ମାନେ ନିଜ ନିଜ କେନ୍ଦ୍ରରେ ପୋଷଣ ଯୁକ୍ତ  ମାଣ୍ଡିଆରେ ତିଆରି ବିଭିନ୍ନ ପ୍ରସ୍ତୁତି ଖାଦ୍ୟ, ଏବଂ ଅନାନ୍ୟ ଖାଦ୍ୟ ଯାହା ଚୁଡ଼ା, ମୁଢ଼ି ଉପମା, ଚାଉଳରୁ ପ୍ରସ୍ତୁତି ବିଭିନ୍ନ ପିଠା, ପନିପରିବାରୁ ପ୍ରସ୍ତୁତଡାଲମା,ସନ୍ତୁଳା,ଘାଣ୍ଟ ତରକାରୀ, ସାଲଟ, କାଞ୍ଜି, ଶାଗ, ମୁଗ ବିରି,ଫଳ ଜୁସ, ଡାଲିଜାତୀୟ ରୁ ନିର୍ମିତ ବିଭିନ୍ନ ପିଠା ଭଳି ଅନେକ ଖାଦ୍ୟ ପ୍ରଦର୍ଶନୀ କରି କିଶୋରୀ ବାଳିକା, ମହିଳା ମାନଙ୍କୁ ପୋଷୋଣ ଖାଦ୍ୟ ଉପରେ ମତ ଦେଇ ସରଳୀ କରଣ ଭାବେ ବୁଝାଇଥିଲେ | । ମାତ୍ରାଧିକ ଆଇରନ ଯୁକ୍ତ ଖାଦ୍ୟ ପାଇବାକୁ ହେଲେ ନିଜ ବାଡ଼ି ବଗି ଚାରେ ପନିପରିବା ଚାଷ କାର୍ଯ୍ୟ କରିବାର ଆବଶ୍ୟକ‌ତା ଅଛି । ବାହାର  ଖାଦ୍ୟ ନଖାଇବା କିଶୋରୀ ବାଳିକା, ଗର୍ଭବତୀ ମା ଙ୍କ ସ୍ବାସ୍ଥ୍ୟ ପ୍ରତି ଭଲଅଟେ । ମାଆ ମାନେ ନିଜକୁ ସ୍ଵଚ୍ଛତା ରଖୁବାସହ,ପରିଷ୍କାର ପରିଚ୍ଛନ୍ନତାକୁ ପ୍ରାଧାନ୍ୟ ଦେବା ଉଚିତ ବୋଲିଅତିଥି ମାନେ ମତ ବ୍ୟକ୍ତ କରିଥିଲେ। ରାଜ୍ୟ ସରକାରଙ୍କ ତରଫରୁ  କିଶୋରୀ ବାଳିକା  ମାନଙ୍କୁ ସ୍ଵତନ୍ତ୍ର ପୃଷ୍ଟିକର ଖାଦ୍ୟ ଭାବେସପ୍ତାହକୁ 4ଗୋଟି ଲେଖାଏଁ 16 ଗୋଟି ଅଣ୍ଡା, ଭଜାଚଣାଏକପକେ ,ମସଲାମୁଢ଼ି଼ ଏକ ପକେଟ, ସାମାନ ବଣ୍ଟା ଯାଉଛି | ଏହି କାର୍ଯ୍ୟ କ୍ରମ ରେ ସେକ୍ଟର ସ୍ତରୀୟ  ସମସ୍ତ ଅଙ୍ଗନୱାଡି କର୍ମୀ ଓ ସହାୟିକା  ଓ କିଶୋରୀ ବାଳିକା ମାନେ ସହଯୋଗ କରିଥିଲେ | ଶେଷରେ ଅଙ୍ଗନୱାଡି କର୍ମୀ ଙ୍କ ସବୁ ଉଦ୍ୟମରେ ସଜ୍ଜିତ ହୋଇ ଥିବା  ଏହି ପୋଷଣ  କାର୍ଯ୍ୟକ୍ରମ ବହୁତ ଭଲ ହୋଇଥଲା ବୋଲି ସମନ୍ୱିତ ଶିଶୁ ବିକାଶ  ଅଧିକାରୀ ସମସ୍ତ ଅଙ୍ଗନୱାଡି କର୍ମୀ, ସହାୟିକା ଙ୍କୁ ଧନ୍ୟବାଦ ଜଣାଇ ଥିଲେ  |

News Comment

You Might Also Like

BACK TO TOP