Breaking News

ରଣ ଝାଲୀ ରୋଡ଼ ନିକଟରେ ଅଟୋ ଧକ୍କାରେ ବାଇକ ଓ ସ୍କୁଟି ମୁହାଁମୁହିଁ ଧକ୍କା |   (19-Oct-2026)       ||      ତନ୍ତ୍ର ପୀଠ ଦକ୍ଷିଣ କାଳୀଙ୍କ ସରିଲା ଷୋଡଶ ଉପଚାର ପୂଜା ||   (19-Oct-2026)       ||      ଖଲ୍ଲିକୋଟ ବାଡ଼ ଯାତ୍ରାକୁ ପୁରିଲା 75 ବର୍ଷ, ଧୁମ, ଧାମ ରେ ପାଳନ ହେଉଛି ସାହି ଯାତ୍ରା |   (19-Oct-2026)       ||      ଝରକା ସଂରକ୍ଷିତ ଜଙ୍ଗଲରୁ ଶାଳ କାଠ ବୋଝେଇ ପିକପ ଭେନ ଜବତ, 3ଅଟକ ||   (19-Oct-2026)       ||      ଦୟାନିଧି ପୁର ଶାସନ ରେ ଥିବା କନକ ଦୁର୍ଗା ମହା ଗୌରୀ ବେଶ ରେ ଦର୍ଶନ ଦେଲେ |    (19-Oct-2026)       ||      ମା ତାରା ତାରିଣୀ ଙ୍କ ପୀଠରେ ସରିଲା ଷୋଡଶ ଦିନ ପୂଜା, ଆଜି ମହାକାଳୀ ବେଶରେ ଦର୍ଶନ ଦେବେ ମାଆ |   (19-Oct-2026)       ||      ତାରା ତାରିଣୀ ଙ୍କ ପୀଠରେ ଚାଲିଥିବା ଷୋଡଶ ଦିନାତ୍ମକ ପୂଜା ଶେଷ |    (19-Oct-2026)       ||      ନିଜ ଗାଁ କୁ ଫେରିଲା ମୃତ ଦେହ ଦାଦନ ଖଟିବାକୁ ଯାଇ ଶବ ହୋଈ ଫେରିଲେ |   (18-Oct-2026)       ||      ଖଲ୍ଲିକୋଟ ବ୍ଳକ କଂଗ୍ରେସ ର କର୍ମକର୍ତ୍ତା ଓ ନେତୃତ୍ୱ ମଣ୍ଡଳୀ ଙ୍କ ସମୀକ୍ଷା ବୈଠକ ||   (18-Oct-2026)       ||      କହ୍ନେଇ ପୁର ଠାରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହାତ୍ସବ "ସୁରଭି -26`ଅନୁଷ୍ଠିତ |   (18-Oct-2026)       ||      ଖଲ୍ଲିକୋଟ ମାର୍ଦରାଜ ବଂଶର ପ୍ରତିଷ୍ଠିତ ଦେବୀ ମା ବହୁତି ଙ୍କ ପୀଠରେ ନବରାତ୍ରି ମହୋତ୍ସବ |   (18-Oct-2026)       ||      ଟ୍ରାଫିକ ସମସ୍ୟା ର ସମାଧାନ ପାଈଁ ପଦ୍ମପୁର ରେ ପୋଲିସ ଓ ଓକିଲ ସଙ୍ଘର ଆଲୋଚନା |   (18-Oct-2026)       ||      ରାୟଗଡା ଜିଲ୍ଲା 326ନଂ ଜାତୀୟ ରାଜପଥ ଗୁମ୍ମା ଘାଟିରେ ଭୟଙ୍କର ସଡ଼କ ଦୁର୍ଘଟଣା |   (17-Oct-2026)       ||      ଦୁର୍ଗାପୂଜା ପାଇଁ ଉତ୍ସବ ମୁଖର ଓ ଚଳ ଚଞ୍ଚଳ କଲ୍ୟାଣସିଂହ ପୁର ସହର |    (17-Oct-2026)       ||      ହିଞ୍ଜିଳି କଲେଜ ଗଣ୍ଡଗୋଳ କୁ ନେଇ ବିଜେଡିର ଥାନା ଆଗରେ ଧାରଣା ||   (17-Oct-2026)       ||      ସରସ୍ବତୀ ଶିଶୁମନ୍ଦିର ରେ ଅଭିଭାବକ ଓ ଅଭିଭାବିକା ଙ୍କ ବୈଠକ ଅନୁଷ୍ଠିତ |    (17-Oct-2026)       ||      କେଶପୁର ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -26 ଅନୁଷ୍ଠିତ ||   (16-Oct-2026)       ||      ହତ୍ୟା ମାମଲାରେ କୋଦଳା ଅତିରିକ୍ତ ଦୌରାଜଜ ଙ୍କ ଅଦାଲତ ରେ ଦୁଇ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ |    (16-Oct-2026)       ||      ଅଶାନ୍ତ ହିଞ୍ଜିଳି କଲେଜ କ୍ୟାମ୍ପସ, ଶପଥ ଗ୍ରହଣ ପୂର୍ବରୁ ଦୁଇଗୋଷ୍ଟି ଛାତ୍ର ମୁହାଁମୁହିଁ ||   (16-Oct-2026)       ||      10.754 କିଲୋ ଗଞ୍ଜେଇ ଜବତ ଘଟଣାରେ ତଦନ୍ତ କଲା କ୍ରାଇମ ବ୍ରାଞ୍ଚ    (16-Oct-2026)       ||     

ମହିଳା ମାନଙ୍କ ଦାବି ବେଆଇନ ମଦ ଦୋକାନ ପ୍ରଶାସନ ତୁରନ୍ତ ବନ୍ଦ କାରବାକୁ ଅଭିଯୋଗ |

09-Oct-2025

ମହିଳା ଗୋଷ୍ଠୀଙ୍କ ଅଭିଯୋଗ ବେଆଇନ ମଦ ବିକ୍ରି ବନ୍ଦ କର  |

ଓଡିଶା ଜନମତ ବ୍ୟୁରୋ,

ମଫସଲ ଅଞ୍ଚଳରେ ଦିନ ମଜୁରିଆ ଓ କଷ୍ଟ ପଡି କାମ କରୁଥିବା ଲୋକମାନେ ଅଞ୍ଚଳ ରେବେଆଇନ ଭାବେ ବିକାଯାଉଥିବା ମଦ ପିଇ ତାର ପ୍ରାଭାବ ରେ ଘରେ ପାଟିତୁଣ୍ଡ, ମାରପିଟ ଇତ୍ୟାଦି କାର୍ଯ୍ୟ କରି ଅଶାନ୍ତି ର ବାତା ବରଣ ସୃଷ୍ଟି କରୁଥାନ୍ତି | ସେପଟେ ମଦ ମାଲିକ ଏମାନଙ୍କ ପଇସାରେ  ମାଲା ମାଲ  | ଏପରି ଏକ ଘଟଣା କୁ ଦେଖି ମହିଳା ମାନେ ଏହି ବେଆଇନ ଭାବେ ଖୋଲା ଯାଇଥିବା ମଦ ଦୋକାନ ବନ୍ଦ କରିବା ଦାବିରେ ରମ୍ଭା ଥାନା ରେ ଅଭିଯୋଗ କରି ଛନ୍ତି | ରମ୍ଭାଅଞ୍ଚଳର ବାହାଡ଼ାପଲ୍ଲୀ ଗ୍ରାମରେବେଆଇନ୍ ଭାବେ ମଦଦୋକାନ ଗଢ଼ିଉଠିଥୁବା ଜିଲ୍ଲା ପ୍ରଶାସନଠାରେଅଭି ଯୋଗ ହୋଇଛି ଉକ୍ତ ଗ୍ରାମରେ ୧୦ଟି ରୁ ଉର୍ଦ୍ଧ ମଦଦୋକାନ ଦୀର୍ଘବର୍ଷହେଲା ଖୋଲା ଯାଇଥିବା ସାଂଗକୁ ଗ୍ରାମରେ ଅଶାନ୍ତର ବାତାବରଣ ସୃଷ୍ଟି ହୋଇଛି Iଏପରିକି ଦୈନିକ ବିଶୃଙ୍ଖଳା, ଗଣ୍ଡଗୋଳ, ମାର୍ ପିଟ୍, ହେଉଛି, ଘରରପିଲାମାନଙ୍କର ଭବିଷ୍ୟତ ନଷ୍ଟ ହେଉଛି, ମହିଳାମାନଙ୍କ ପ୍ରତି ଅସଦାଚରଣ, ନିର୍ଯାତନା
ଦିନକୁ ଦିନ ବଢୁଥିବା ନେଇ ଗଞ୍ଜାମ ଜିଲ୍ଲାପାଳ, ଗଞ୍ଜାମ ଆରକ୍ଷୀ ଅଧୀକ୍ଷକଙ୍କଠାରେ ଅଭିଯୋଗ ହୋଇଛି । ସ୍ଥାନୀୟ ସଭମିତିସଭ୍ୟ ମାମି ଦାସ ଙ୍କ ନେତୃତ୍ୱ ରେଗ୍ରାମର ଶତାଧୂକ ମହିଳାଗୋଷ୍ଠୀ ଏକତାବଦ୍ଧ ହୋଇ  ଗଞ୍ଜାମ ଜିଲ୍ଲାସଦରମହକୁମାଛତ୍ରପୁର ଆସି ପ୍ରଶାସନ ଅଧିକାରୀ ଙ୍କୁ ଅଭିଯୋଗ କରିଛନ୍ତି | ଯଦି ଏକ ମାସ ମଧ୍ୟରେ ମଦ ଦୋକାନ ଗୁଡିକ ବନ୍ଦ ନହୁଏ ତେବେ ଜାତୀୟ ରାଜପଥ ରେ ଗାଡି ଚଳାଚଳ ବନ୍ଦ କରି ଅନଶନ କରିବୁ ବୋଲି ଚେତାବନୀ ଦେଇଛନ୍ତି |

News Comment

You Might Also Like

BACK TO TOP