Breaking News

କୋଦଳା ମହାବିଦ୍ୟାଳୟ ରେ ମାତୃ ଭାଷା ର ଐତିହ୍ୟ ସମ୍ପର୍କ ରେ ପାଠ ଚକ୍ର |    (12-Apr-2026)       ||      ବିଦ୍ୟୁତ ଆଘାତ ରେ ବିଦ୍ୟୁତ କର୍ମଚାରୀ ଙ୍କ ମୃତ୍ୟୁ |    (12-Apr-2026)       ||      ବେଲଘର ବନାଞ୍ଚଳ ରେ ପୁଣି ହାତି ଆତଙ୍କ ||   (12-Apr-2026)       ||      ଆଁଳାଇ ପୀଠ ରେ 24ତମ ମହାବୀର ଜୟନ୍ତୀ ବାର୍ଷିକ ବିଶ୍ଵଶାନ୍ତି ମହାଯଂଜ୍ଞ ଶୋଭାଯାତ୍ରା ରେ 100ରୁ ଉର୍ଦ୍ଧ ମାନସିକ ବ୍ରତ ଧାରୀ ସାମଲ ||   (12-Apr-2026)       ||      ଆଁଳାଇ ପୀଠ ରେ 24ତମ ମହାବୀର ଜୟନ୍ତୀ ବାର୍ଷିକ ବିଶ୍ଵଶାନ୍ତି ମହାଯଂଜ୍ଞ ଶୋଭାଯାତ୍ରା ରେ 100ରୁ ଉର୍ଦ୍ଧ ମାନସିକ ବ୍ରତ ଧାରୀ ସାମଲ ||   (12-Apr-2026)       ||      କ ନୂଆଙ୍ଗା ବ୍ଳକ ଶିକ୍ଷା ବିଭାଗ ଅଫିସିରେ 5ମାସ ହେଲା ବିଇଓ ପଦବୀ ଖାଲି ||   (12-Apr-2026)       ||      ଗୋଳନ୍ଥରା ଥାନା ପଞ୍ଚାମା ଅଞ୍ଚଳ ରେ ପାନ ବ୍ୟବସାୟୀ ଙ୍କୁ ନିର୍ମମ ହତ୍ୟା |   (12-Apr-2026)       ||      ଖଲ୍ଲିକୋଟ ନଗର କଂଗ୍ରେସ ସଭାପତି ହେଲେ ମନ ମଦନ ସାହୁ |   (11-Apr-2026)       ||      ବାଲିଗୁଡା ଆଦିବାସୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ +2ଅନ ଲାଇନ ଓ ଅଫଲାଇନ ମୂଲ୍ୟାୟନ କେନ୍ଦ୍ର ଅନୁଷ୍ଠିତ |    (11-Apr-2026)       ||      ଓଡ଼ିଆ ପକ୍ଷ ଉପଲକ୍ଷେ ରକ୍ତ ଦାନ ଶିବିର,   (11-Apr-2026)       ||      ବାର୍ଷିକ ବିବରଣୀ ପତ୍ର 2025-26ର ଅବଲୋକନ ଓ 2026-27ବର୍ଷ ପାଇଁ କାର୍ଯ୍ୟ ଯୋଜନା ପ୍ରସ୍ତୁତି କରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ||   (10-Apr-2026)       ||      ପୋଲସରା ପୌର ପରିଷଦ ପକ୍ଷରୁ ଓଡ଼ିଆ ପକ୍ଷ ଅବସର ରେ କଳାକାର ମାନଙ୍କୁ ସମ୍ବର୍ଦ୍ଧନା ଅନୁଷ୍ଠିତ ||   (10-Apr-2026)       ||      ପଶ୍ଚିମ ଓଡ଼ିଶାର ସିନେକଳାକାର ମାନେ ତାରା ତାରିଣୀ ଙ୍କ ପୀଠରେ କଲେ ପୂଜାର୍ଚନା |   (09-Apr-2026)       ||      ଟିକାବାଲି ବ୍ଲକରେ ଲକ୍ଷାଧିକ ଟଙ୍କାରେ ନିର୍ମିତ ପାନୀୟ ଜଳ ପ୍ରକଳ୍ପ ଅଟକ |   (09-Apr-2026)       ||      ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମ ହତ୍ୟା ||   (07-Apr-2026)       ||      ନୂଆଗଡ ଗ୍ରାମରେ ଚୋରି ଘଟଣାରେ ସାତ ଜଣ ଗିରଫ ||   (07-Apr-2026)       ||      ରୁପା ବ୍ୟବସାୟୀ ଙ୍କଆକ୍ରମଣ କରି ତାଙ୍କଠାରୁ 7କେଜିର ରୁପା ବେଗ ଧରି ଛୁ ମାରିଲେ ଦୁଇ ଲୁଟେରା |    (06-Apr-2026)       ||      ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟ ର ମିଳିତ ଆନୁକୂଲ୍ୟରେ ଓଡ଼ିଆ ପକ୍ଷ -2026 ପାଳନ ||   (06-Apr-2026)       ||      ରକ୍ତ ଚାପ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର    (06-Apr-2026)       ||      କଳମ୍ବ ରେ ଦୁତୀୟ ପର୍ଯ୍ୟାୟ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଅନୁଷ୍ଠିତ |   (06-Apr-2026)       ||     

ମହିଳା ମାନଙ୍କ ଦାବି ବେଆଇନ ମଦ ଦୋକାନ ପ୍ରଶାସନ ତୁରନ୍ତ ବନ୍ଦ କାରବାକୁ ଅଭିଯୋଗ |

09-Oct-2025

ମହିଳା ଗୋଷ୍ଠୀଙ୍କ ଅଭିଯୋଗ ବେଆଇନ ମଦ ବିକ୍ରି ବନ୍ଦ କର  |

        ଓଡିଶା ଜନମତ ବ୍ୟୁରୋ,

ମଫସଲ ଅଞ୍ଚଳରେ ଦିନ ମଜୁରିଆ ଓ କଷ୍ଟ ପଡି କାମ କରୁଥିବା ଲୋକମାନେ ଅଞ୍ଚଳ ରେବେଆଇନ ଭାବେ ବିକାଯାଉଥିବା ମଦ ପିଇ ତାର ପ୍ରାଭାବ ରେ ଘରେ ପାଟିତୁଣ୍ଡ, ମାରପିଟ ଇତ୍ୟାଦି କାର୍ଯ୍ୟ କରି ଅଶାନ୍ତି ର ବାତା ବରଣ ସୃଷ୍ଟି କରୁଥାନ୍ତି | ସେପଟେ ମଦ ମାଲିକ ଏମାନଙ୍କ ପଇସାରେ  ମାଲା ମାଲ  | ଏପରି ଏକ ଘଟଣା କୁ ଦେଖି ମହିଳା ମାନେ ଏହି ବେଆଇନ ଭାବେ ଖୋଲା ଯାଇଥିବା ମଦ ଦୋକାନ ବନ୍ଦ କରିବା ଦାବିରେ ରମ୍ଭା ଥାନା ରେ ଅଭିଯୋଗ କରି ଛନ୍ତି | ରମ୍ଭାଅଞ୍ଚଳର ବାହାଡ଼ାପଲ୍ଲୀ ଗ୍ରାମରେବେଆଇନ୍ ଭାବେ ମଦଦୋକାନ ଗଢ଼ିଉଠିଥୁବା ଜିଲ୍ଲା ପ୍ରଶାସନଠାରେଅଭି ଯୋଗ ହୋଇଛି ଉକ୍ତ ଗ୍ରାମରେ ୧୦ଟି ରୁ ଉର୍ଦ୍ଧ ମଦଦୋକାନ ଦୀର୍ଘବର୍ଷହେଲା ଖୋଲା ଯାଇଥିବା ସାଂଗକୁ ଗ୍ରାମରେ ଅଶାନ୍ତର ବାତାବରଣ ସୃଷ୍ଟି ହୋଇଛି Iଏପରିକି ଦୈନିକ ବିଶୃଙ୍ଖଳା, ଗଣ୍ଡଗୋଳ, ମାର୍ ପିଟ୍, ହେଉଛି, ଘରରପିଲାମାନଙ୍କର ଭବିଷ୍ୟତ ନଷ୍ଟ ହେଉଛି, ମହିଳାମାନଙ୍କ ପ୍ରତି ଅସଦାଚରଣ, ନିର୍ଯାତନା
ଦିନକୁ ଦିନ ବଢୁଥିବା ନେଇ ଗଞ୍ଜାମ ଜିଲ୍ଲାପାଳ, ଗଞ୍ଜାମ ଆରକ୍ଷୀ ଅଧୀକ୍ଷକଙ୍କଠାରେ ଅଭିଯୋଗ ହୋଇଛି । ସ୍ଥାନୀୟ ସଭମିତିସଭ୍ୟ ମାମି ଦାସ ଙ୍କ ନେତୃତ୍ୱ ରେଗ୍ରାମର ଶତାଧୂକ ମହିଳାଗୋଷ୍ଠୀ ଏକତାବଦ୍ଧ ହୋଇ  ଗଞ୍ଜାମ ଜିଲ୍ଲାସଦରମହକୁମାଛତ୍ରପୁର ଆସି ପ୍ରଶାସନ ଅଧିକାରୀ ଙ୍କୁ ଅଭିଯୋଗ କରିଛନ୍ତି | ଯଦି ଏକ ମାସ ମଧ୍ୟରେ ମଦ ଦୋକାନ ଗୁଡିକ ବନ୍ଦ ନହୁଏ ତେବେ ଜାତୀୟ ରାଜପଥ ରେ ଗାଡି ଚଳାଚଳ ବନ୍ଦ କରି ଅନଶନ କରିବୁ ବୋଲି ଚେତାବନୀ ଦେଇଛନ୍ତି |

News Comment

You Might Also Like

BACK TO TOP