Breaking News

କୋଦଳା ମହାବିଦ୍ୟାଳୟ ରେ ମାତୃ ଭାଷା ର ଐତିହ୍ୟ ସମ୍ପର୍କ ରେ ପାଠ ଚକ୍ର |    (12-Apr-2026)       ||      ବିଦ୍ୟୁତ ଆଘାତ ରେ ବିଦ୍ୟୁତ କର୍ମଚାରୀ ଙ୍କ ମୃତ୍ୟୁ |    (12-Apr-2026)       ||      ବେଲଘର ବନାଞ୍ଚଳ ରେ ପୁଣି ହାତି ଆତଙ୍କ ||   (12-Apr-2026)       ||      ଆଁଳାଇ ପୀଠ ରେ 24ତମ ମହାବୀର ଜୟନ୍ତୀ ବାର୍ଷିକ ବିଶ୍ଵଶାନ୍ତି ମହାଯଂଜ୍ଞ ଶୋଭାଯାତ୍ରା ରେ 100ରୁ ଉର୍ଦ୍ଧ ମାନସିକ ବ୍ରତ ଧାରୀ ସାମଲ ||   (12-Apr-2026)       ||      ଆଁଳାଇ ପୀଠ ରେ 24ତମ ମହାବୀର ଜୟନ୍ତୀ ବାର୍ଷିକ ବିଶ୍ଵଶାନ୍ତି ମହାଯଂଜ୍ଞ ଶୋଭାଯାତ୍ରା ରେ 100ରୁ ଉର୍ଦ୍ଧ ମାନସିକ ବ୍ରତ ଧାରୀ ସାମଲ ||   (12-Apr-2026)       ||      କ ନୂଆଙ୍ଗା ବ୍ଳକ ଶିକ୍ଷା ବିଭାଗ ଅଫିସିରେ 5ମାସ ହେଲା ବିଇଓ ପଦବୀ ଖାଲି ||   (12-Apr-2026)       ||      ଗୋଳନ୍ଥରା ଥାନା ପଞ୍ଚାମା ଅଞ୍ଚଳ ରେ ପାନ ବ୍ୟବସାୟୀ ଙ୍କୁ ନିର୍ମମ ହତ୍ୟା |   (12-Apr-2026)       ||      ଖଲ୍ଲିକୋଟ ନଗର କଂଗ୍ରେସ ସଭାପତି ହେଲେ ମନ ମଦନ ସାହୁ |   (11-Apr-2026)       ||      ବାଲିଗୁଡା ଆଦିବାସୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ +2ଅନ ଲାଇନ ଓ ଅଫଲାଇନ ମୂଲ୍ୟାୟନ କେନ୍ଦ୍ର ଅନୁଷ୍ଠିତ |    (11-Apr-2026)       ||      ଓଡ଼ିଆ ପକ୍ଷ ଉପଲକ୍ଷେ ରକ୍ତ ଦାନ ଶିବିର,   (11-Apr-2026)       ||      ବାର୍ଷିକ ବିବରଣୀ ପତ୍ର 2025-26ର ଅବଲୋକନ ଓ 2026-27ବର୍ଷ ପାଇଁ କାର୍ଯ୍ୟ ଯୋଜନା ପ୍ରସ୍ତୁତି କରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ||   (10-Apr-2026)       ||      ପୋଲସରା ପୌର ପରିଷଦ ପକ୍ଷରୁ ଓଡ଼ିଆ ପକ୍ଷ ଅବସର ରେ କଳାକାର ମାନଙ୍କୁ ସମ୍ବର୍ଦ୍ଧନା ଅନୁଷ୍ଠିତ ||   (10-Apr-2026)       ||      ପଶ୍ଚିମ ଓଡ଼ିଶାର ସିନେକଳାକାର ମାନେ ତାରା ତାରିଣୀ ଙ୍କ ପୀଠରେ କଲେ ପୂଜାର୍ଚନା |   (09-Apr-2026)       ||      ଟିକାବାଲି ବ୍ଲକରେ ଲକ୍ଷାଧିକ ଟଙ୍କାରେ ନିର୍ମିତ ପାନୀୟ ଜଳ ପ୍ରକଳ୍ପ ଅଟକ |   (09-Apr-2026)       ||      ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମ ହତ୍ୟା ||   (07-Apr-2026)       ||      ନୂଆଗଡ ଗ୍ରାମରେ ଚୋରି ଘଟଣାରେ ସାତ ଜଣ ଗିରଫ ||   (07-Apr-2026)       ||      ରୁପା ବ୍ୟବସାୟୀ ଙ୍କଆକ୍ରମଣ କରି ତାଙ୍କଠାରୁ 7କେଜିର ରୁପା ବେଗ ଧରି ଛୁ ମାରିଲେ ଦୁଇ ଲୁଟେରା |    (06-Apr-2026)       ||      ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟ ର ମିଳିତ ଆନୁକୂଲ୍ୟରେ ଓଡ଼ିଆ ପକ୍ଷ -2026 ପାଳନ ||   (06-Apr-2026)       ||      ରକ୍ତ ଚାପ ସଚେତନତା ଓ ସ୍ୱାସ୍ଥ୍ୟ ଶିବିର    (06-Apr-2026)       ||      କଳମ୍ବ ରେ ଦୁତୀୟ ପର୍ଯ୍ୟାୟ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଅନୁଷ୍ଠିତ |   (06-Apr-2026)       ||     

ପୁରୁଷୋତ୍ତମପୁର ବ୍ଳକ ବୈଠକ ହଲରେ ଅନ୍ତର୍ଜାତୀୟ ବରିଷ୍ଟ ନାଗରିକ ଦିବସ ପାଳିତ |

10-Oct-2025

ବ୍ଳକ  କନଫରେନ୍ସ ହଲରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ,

(ଉପସ୍ଥିତ ହେଲେ ଦୁଇ ବିଧାୟକ ଏବଂ ଆସ୍କା ଏମପି ,

         ଓଡିଶା ଜନ ମତ ବ୍ୟୁରୋ,

ପୁରୁଷୋତ୍ତମପୁର  ବ୍ଲକ ବୈଠକ ହଲରେ ଆଜି ଅନ୍ତର୍ଜାତୀୟ  ବରିଷ୍ଟ ନାଗରିକ ଦିବସ  ବ୍ଳକ ଅଧକ୍ଷା ପିଙ୍କି ବେହେରା ଓ ବିଡ଼ିଓ ଶରତ ଚନ୍ଦ୍ର ପାତ୍ର ଙ୍କ ମିଳିତ ସଂଯୋଜନା ରେ ଆରମ୍ଭ କରାଯାଇଥିଲା | ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଆସ୍କା ଏମପି ଅନୀତା ଶୁଭ ଦର୍ଶିନୀ, ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ, ଓ କବିସୂର୍ଯ୍ୟ ନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକଙ୍କ ସହିତ ବ୍ଳକ ଅଧକ୍ଷା ଏବଂ ବିଡ଼ିଓ   ମଞ୍ଚାସିନ ଥିଲା ବେଳେ ସାମ୍ନାନୀତ ଅତିଥି ଭାବେ ବରିଷ୍ଠ ନାଗରିକ ସଂଘର ସମ୍ପାଦକ ପ୍ରଫୁଲ୍ଲ କୁମାର ରଥ ମଞ୍ଚାସିନ ରହି ପ୍ରଥମେ ଠାକୁରଙ୍କ ପାଖେ ପ୍ରଦୀପ ପ୍ରଜ୍ବଳନ କରି ଏହି ଅନ୍ତର୍ଜାତୀୟ ବରିଷ୍ଟ ନାଗରିକ ଦିବସ ଙ୍କୁ ପାଳନ କରିଥିଲେ | ଉପସ୍ଥିତ ବରିଷ୍ଟ ନାଗରିକ ଙ୍କ ନିମନ୍ତେ କିଛି ସୂଚନା ପ୍ରଦାନ କରିବା ସହ ସେମାନଙ୍କ ଜୀବନ କିପରି ଦୁର୍ବିସହ ହୋଇ ପଡୁଛି, ଏବଂ ସେମାନଙ୍କ ପିଲାମାନେ ସେମାନଙ୍କୁକିପରି ଶେଷ ସମୟ ରେ ବୃଦ୍ଧା ଶ୍ରମ ରେ ରଖୁଛନ୍ତି, ସେମାନଙ୍କୁ ବହୁତ ନିର୍ଯ୍ୟାତନା ଦେଉଛନ୍ତି ତାର ନିରାକରଣ ଉପରେ ପିଲାମାନଙ୍କୁ ଉପଦେଶ ର ବାର୍ତ୍ତା ଅତିଥି ମାନେ ଦେଇଥିଲେ | 
ଜାତିସଂଘ ଦ୍ବାରା 1991ମସିହା ଠାରୁ ଏହି ଦିନକୁ ଆନୁର୍ଜାତୀୟ  ବରିଷ୍ଟ ନାଗରିକ ଦିବସ ରୂପେ ପାଳନ କରାଯାଉଛି | ଯାହାର ମୁଖ୍ୟ ଉଦ୍ଦେଶ୍ୟ  ହେଲା ପରିବାର ରେ ରହିଥିବା ବୟୋଜ୍ୟେଷ୍ଟ ବୃଦ୍ଧ, ବୃଦ୍ଧା ମାନଙ୍କୁ ସଂସ୍କାର ଶିଷ୍ଟାଚାର ରେସମ୍ମାନ ଦେଇ ଏବଂ ତାଙ୍କର ଉତ୍ତମ ସେବା, ଯତ୍ନ କରି ତାଙ୍କ ମୁହଁରେ ହସ ଫୁଟେଇବା | 
କବିସୂର୍ଯ୍ୟନଗର ବିଧାୟକ ଆଗର ପରିବାର ଆଉ ଏବର ପରିବାର ଭିତରେ ବହୁତ ପାର୍ଥକ୍ୟ ରହିଛି | କିନ୍ତୁ ଆମ ବାପାଙ୍କ ସମୟ ରେ ତାହା ବହୁତ ଅଲଗା ଥିଲା | ଯାହାକି ଆମେ ଶିଖିଚୁ | ହେଲେ ଆଜିର ପିଲାମାନେ ଶିଖି ପାରୁନାହାନ୍ତି | ଏମପି ମଧ୍ୟ ପ୍ରତାପ ନାୟକ ଙ୍କ କଥାରେ ସହମତି ଓ ବାପା, ମାଆ ମାନଙ୍କୁ  କୌଣସି  ପରିସ୍ଥିତି ରେ ଅବହେଳା କରିବା ଉଚିତ ନୁହଁ ଯାହା ମୋର ପିତା ଆମକୁ ଶିକ୍ଷା ଦେଇଛନ୍ତି, ତାକୁ ଆମେ ପାଳନ କରୁଛୁ ବୋଲି କହିଥିଲେ |  ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ ବରିଷ୍ଟ ନାଗରିକ ମାନଙ୍କ ପାଇଁ ଏହି ସରକାର ସର୍ବଦା ତତ୍ପର ଅଛନ୍ତି, ଯାହାକି ମାନ୍ୟବର ପ୍ରଧାନମନ୍ତ୍ରୀ ତାଙ୍କର ଦିବଂଗତ ମାଆଙ୍କ ସେବା ଆଜି ପର୍ଯ୍ୟନ୍ତ କରି ଆସୁଥିଲେ | ତେଣୁ ଆମେ ସମସ୍ତେ ତାଙ୍କ ସେବା କରିବା ଉଚିତ ଅଟେ ବୋଲିଖଲ୍ଲିକୋଟ ବିଧାୟକ କହିଥିଲେ |  ସମ୍ପାଦକ ପ୍ରଫୁଲ୍ଲ କୁମାର ରଥ ତାଙ୍କ ମନ୍ତବ୍ୟ ରେ  ପଂଚାୟତରେ ବରିଷ୍ଠ ନାଗରିକ  ବ୍ୟକ୍ତିଙ୍କ ସବୁ ପ୍ରକାର ଆସୁବିଧା ର ଦୂରୀକରଣ କରି ସେମାନଙ୍କୁ ସହଯୋଗ କରିବା ପାଈଁ କହିଥିଲେ | ଏହି  କାର୍ଯ୍ୟକ୍ରମରେବିଜ୍ଞାପିତ ଅଞ୍ଚଳ ଓ ପଞ୍ଚାୟତ ର ବହୁ ବରିଷ୍ଠ ନାଗରିକ ମାନଙ୍କ ସହିତ ସେମାନଙ୍କ ସଭାପତି ଅରୁଣ କୁମାର ପଣ୍ଡା ଉପସ୍ଥିତ ରହିଥିଲେ | ପରିଶେଷରେ  ଏହି କାର୍ଯ୍ୟକ୍ରମ ପାଇଁ ପୂର୍ବରୁ କରାଯାଇଥ‌ିବା କିଛି ପ୍ରତିଯୋଗିତା ରେ ଶ୍ରେଷ୍ଠ ପ୍ରତିପାଦିତ ହୋଇଥିବା ଛାତ୍ର ଛାତ୍ରୀଙ୍କୁ ଅତିଥିଙ୍କ ଦ୍ୱାରା କିଛି ଅର୍ଥ ରାଶି ପ୍ରଦାନ  କରାଯାଇଥିଲା ।

News Comment

You Might Also Like

BACK TO TOP