Breaking News

କବିସୂର୍ଯ୍ୟ ନଗରନିର୍ବାଚନ ମଣ୍ଡଳି ବିଜୁ ଜନତା ଦଳ ସକ୍ରିୟ |    (13-Oct-2026)       ||      ଦାରିଙ୍ଗବାଡି ରେ ଚୋରି ଓ ଅପରାଧୀର ଗୁମର ଖୋଲିବ ସିସି ଟିଭି |   (13-Oct-2026)       ||      ବର୍ତ୍ତିନି ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି --2026 ଅନୁଷ୍ଠିତ |   (13-Oct-2026)       ||      ଗଜଲକ୍ଷ୍ମୀ ପୂଜା ପାଇଁ ଶିକର ପାଇ ରେ ଶୁଭ ଖୁଣ୍ଟି ସ୍ଥାପନ |    (13-Oct-2026)       ||      ସାମ୍ବାଦିକ ମାନଙ୍କୁ ଧମକ ଦେବ ଅଭିଯୋଗ ରେ ଏସପି ଙ୍କୁ ସ୍ମାରକ ପତ୍ର ଦେଲେ ସାମ୍ବାଦିକ ମାନେ |    (13-Oct-2026)       ||      ତାଳ ପଡା ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026ଅନୁଷ୍ଠିତ |   (13-Oct-2026)       ||      ମିଷ୍ଟ ଭାସି ପରୋପକାରୀ ମଦନ ମୋହନ ଜେନାଙ୍କ ପରଲୋକ ||   (13-Oct-2026)       ||      ପାସପୋର୍ଟ କରିବାରେ ଅପରାଧୀ ସକ୍ରିୟ ଉଚ୍ଚ ସ୍ତରୀୟ ତଦନ୍ତ ଦାବି |   (13-Oct-2026)       ||      ଗଞ୍ଜେଇ ଜବତ ସହ ତିନି ଜଣଙ୍କୁ କୋର୍ଟ ଚାଲାଣ କଲା ହିଞ୍ଜିଳି ପୋଲିସ |    (12-Oct-2026)       ||      ବସ କଣ୍ଡକ୍ଟର କୁ ମରଣା ନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେମେଡିକାଲ ରେ ଭର୍ତ୍ତି |   (12-Oct-2026)       ||      ନାଇଟ ଶୋର ଦାଣ୍ଡିଆ ନୃତ୍ୟ ରେ ନାଚିଲେ ଦର୍ଶକ |   (12-Oct-2026)       ||      ଫୋଟ ଗ୍ରାଫର ଅଶୋକ ରଥ ନେସନ ବିଲଡର ଆୱାର୍ଡ ରେ ସାମ୍ନାନୀତ |   (12-Oct-2026)       ||      ଦିଗାପଡା --ଢାମଣାଖୋଲ ରାସ୍ତା ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ |   (12-Oct-2026)       ||      କେବେ ସୁଧୁରିବ ଡେ଼ମା ଗୁଡ଼ି ରାସ୍ତା, ଏବେବି ଭାରରେ ବୁହା ହେଉଛନ୍ତି ରୋଗୀ |    (12-Oct-2026)       ||      10ଦଫା ଦାବି ନେଇ ଗର୍ଜିଲେ ଅଙ୍ଗନୱାଡି କର୍ମୀ ଓ ସହାୟିକା |    (12-Oct-2026)       ||      ପୋଲସରା ପଞ୍ଚାୟତ ସମିତି ରେ ଜିଲ୍ଲପାଳ ଓ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ |    (12-Oct-2026)       ||      ବେଲକଣା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |   (12-Oct-2026)       ||      ବରଗଡ଼ ରେ ରାଜ୍ୟପାଳ ଙ୍କ ଦ୍ୱାରା ବୋଇଁ ସୁକନ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ |    (12-Oct-2026)       ||      ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||     

ହାଇଦ୍ରାବାଦ ରୁ ବେଙ୍ଗଲୁର ଯାଉଥିବା ବସ ରେ ନିଆଁ ଲାଗି 20 ଯାତ୍ରୀ ମୃତ |

25-Oct-2025

ହାଇଦ୍ରାବାଦ ରୁ ବେଙ୍ଗୁଲୁରଯାଉଥିବା ବସ୍‌ରେ ଲାଗିଲା ନିଆଁ, 20 ମୃତ,

      ଓଡିଶା ଜନ ମତ ବ୍ୟୁରୋ,

ଏନ ଏ ତ୍ରେ କାବେରୀ ଟ୍ରାଭେଲର୍ସ କମ୍ପାନୀର ଗୋଟିଏ ବସ 40 ଜଣ ଯାତ୍ରୀଙ୍କୁ ଧରି ହାଇଦ୍ରାବାଦ ରୁ ବେଙ୍ଗୁଲୁର ଅଭିମୁଖେ ଯାଉଥିଲା ବେଳେ ଆନ୍ଦ୍ର ପ୍ରଦେଶର କୁଣ୍ଡୁଲୁ ଜିଲ୍ଲା ଚିନ୍ନା ଟେକୁର ଗାଁ ନିକଟରେ ବସ ଟି ଏକ ବାଇକ ସହଧକ୍କା ହେବାରୁ  ବସରେ ନିଆଁ ଲାଗି କ୍ଷଣକ ଭିତରେ ହୁତୁହୁତୁ ହୋଇ ଯଲିଯାଇଥିଲା | ଆଖି ପିଛୁଳାକେ ଜଳି ପୋଡି ପାଉଁଶ ହୋଇଗଲା  ବସ ଟି । ଜୀବନ୍ତଜଳିଗଲେ 20ଯାତ୍ରୀ । କିଏ କେଉଁ କାମରେ ଘରୁ ବାହାରିଥିବେ ହେଲେ ଅଧାବାଟରେ ସବୁକିଛି ଛାରଖାର ହୋଇଗଲା |  ଜୀବନ ବିକଳରେ କିଛି ଯାତ୍ରୀ ଏମର୍ଜେନ୍ସି  ଡୋର ଦେଇ ତଳକୁ ଡେଇଁ ପଡିଥିଲେ । ବସ୍‌ରେ ୪୨ ଜଣ ଯାତ୍ରୀ ଥିଲେ । ୨୦ ଜଣଙ୍କର  ଜୀବନ୍ତ ଦଗ୍ଧ ହୋଇ ମୃତ୍ୟୁ ହୋଇଥିବା ରିପୋର୍ଟ ହସ୍ତଗତ ହୋଇଛି । ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା କରାଯାଉଛି ।  ବସ୍‌ରେ ଥିବା ଅଧିକାଂଶ ଯାତ୍ରୀ ହାଇଦ୍ରାବାଦ ଏବଂ ବେଙ୍ଗାଲୁରୁ ମଧ୍ୟରେ ଯାତ୍ରା କରୁଥିବା ପ୍ରବାସୀ ଶ୍ରମିକ ବୋଲି କୁହାଯାଉଛି । ପ୍ରାରମ୍ଭିକ ସୂଚନା ଅନୁସାରେ, ହାଇୱେ ରେବସ୍‌ଟି ଏକ ଦୁଇଚକିଆ ଯାନ ସହିତ ଧକ୍କା ହୋଇଥିଲା । ଏହାପରେ ବସ୍‌ରେ ନିଆଁ ଲାଗିଯାଇଥିଲା ।  ଆହତ ମାନଙ୍କୁ  କୁଣ୍ଡୁଲ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।  ସ୍ଥାନୀୟ ଲୋକମାନଙ୍କ ସହଯୋଗ ଓ ପୁଲିସ୍ ସହାୟତାରେ ଉଦ୍ଧାରକାର୍ଯ୍ୟ ଆରମ୍ଭହୋଇ ଥିଲା । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲା । ଘଟଣାକୁ ନେଇ କୁଣ୍ଡୁଲ ଏସ୍‌ପି କହିଛନ୍ତି, ଦୁର୍ଘଟଣା ଶୁକ୍ରବାର ଭୋର ୩ଟା ୩୦ରେ ହୋଇଥିଲା ।  ଏହି ଘଟଣାଶୁଣିବା ପରେ ରାଷ୍ଟ୍ରପତିଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଶୋକ ବ୍ୟକ୍ତ କରି ଅମର ଆତ୍ମାର ସଦଗତି କାମନା କରିଛନ୍ତି |ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ  ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଶୋକ ବ୍ୟକ୍ତ କରିଛନ୍ତି | ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ଦୁଇଲକ୍ଷ ସହାୟତା ପ୍ରଦାନ ସହ ଆହତଙ୍କୁ 50ହଜାର ଟଙ୍କା ପ୍ରଦାନ କରିଥିବା ବେଳେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ  ଏ ରେବନ୍ତ ରେଡି ପାରିବହନ ମନ୍ତ୍ରୀ ପୁନମ ପ୍ରଭାକର ଏହି ଘଟଣା ଶୁଣି ଶୋକ ବ୍ୟକ୍ତ କରିବା ସହ ମୃତକ ଙ୍କ ପରିବାର କୁ 5ଲକ୍ଷ ଓ ଆହାତ ଙ୍କୁ 2 ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି |

News Comment

You Might Also Like

BACK TO TOP