Breaking News

ପାର୍ଷାଲି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |   (07-Oct-2026)       ||      ବଡ଼ ଦ୍ୱାର ସାହିରେ ଧୁମ ଧାମ ରେ ସରିଲା ଗଜାନନ ଭସାଣି ଉତ୍ସବ |   (07-Oct-2026)       ||      ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ |    (07-Oct-2026)       ||      ସାର୍ଵ ଜନୀନ ଦୁର୍ଗାପୂଜା କମିଟିର ସାମ୍ବାଦିକ ସମ୍ମିଳନୀ |    (07-Oct-2026)       ||      ଘରେ କେହି ନଥିବା ବେଳେ ଝରକା ଭାଙ୍ଗି ଚୋରି କଲେ ଚୋର |    (06-Oct-2026)       ||      ପୀତବାସ ପଣ୍ଡା ହତ୍ୟା ସାକ୍ଷୀକୁ ଧମକ ଦେବା ଅଭିଯୋଗ ରେ ବିକ୍ରମ ପଣ୍ଡା ଥାନାରେହାଜର |    (06-Oct-2026)       ||      3156:ବୋତଲ କଫସିରଫ ଜବତ କଲା ବରଗଡ଼ ପୋଲିସ |    (06-Oct-2026)       ||      ବଡ଼ ଗଡ଼ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ କାଲିମେଘି ଓ ଜେ ରାମପାଲୀ ଠାରେ ଅନୁଷ୍ଠିତ |   (06-Oct-2026)       ||      ବ୍ରହ୍ମପୁର ରେ ଉପଖଣ୍ଡ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ||   (06-Oct-2026)       ||      ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ରେ 50ହଜାର ଲୋକଙ୍କ ଘରେ ଲାଗିବ ସୋଲାର ପେନେଲ, ଜିଲ୍ଲପାଳ |    (06-Oct-2026)       ||      ବୁଡ଼ାଗୁଡାକ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -2026 କାର୍ଯ୍ୟକ୍ରମ ଅନୁଷ୍ଠିତ |    (06-Oct-2026)       ||      ପାଦୁଲୁଗୁଡ଼ା ପ୍ରାଥମିକ ବିଦ୍ୟାଳୟ ବିପର୍ଯ୍ୟସ୍ତ ଅବସ୍ଥାରେ |    (06-Oct-2026)       ||      ପଦ୍ମପୁର ତରଫରୁ ୟୁ ଏ ଇ ରେ ସମ୍ବଲପୁର ସଙ୍ଗୀତ ମହାବିଦ୍ୟାଳୟ ଟିମକୁ ସମ୍ବର୍ଦ୍ଧନା ||   (05-Oct-2026)       ||      ନୁଆଁଖାଇ ଭେଟ ଘାଟ ସହିତ କର୍ମଜୀବୀ ସାମ୍ବାଦିକ ସଙ୍ଘର 15ତମ ପ୍ରତିଷ୍ଠା ଦିବସ ପାଳିତ ||   (05-Oct-2026)       ||      କଲ୍ୟାଣ ସିଂହ ପୁର ରାମ ମନ୍ଦିର ଛକ ଠାରେ 21 ଦିନ ପରେ ହେଲା ଗଜାନନ ଙ୍କ ବିସର୍ଜନ |   (05-Oct-2026)       ||      ମାଆଙ୍କ ପାହାଡ଼ ଉପରେ ଥିବା 5,ଗୋଟି ଦାନ ହୁଣ୍ଡି ଖୋଲାଗଲା ||   (05-Oct-2026)       ||      ବିଜେଡିର ବରିଷ୍ଟ ପେନେଲ ସଦସ୍ୟ ମନୋନୀତ ହେଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ||   (05-Oct-2026)       ||      ଧରା ଧର ପୁର ପ୍ରାଥମିକ କୃଷି ସମବାୟ ସମିତି ଖୋଲିଲା ପୂର୍ଣ୍ଣ ହେଲା ଗ୍ରାମବାସୀ ଙ୍କ ଆଶା |   (05-Oct-2026)       ||      ଗଞ୍ଜାମ ଜିଲ୍ଲା ର ଯୋଜନା ବୋର୍ଡ ର ସଦସ୍ୟ ଭାବେ ମନୋନୀତ ହେଲେ ସୁଧୀର ସାବତ |   (05-Oct-2026)       ||     

କବିସୂର୍ଯ୍ୟ ନଗର ପ୍ରେସ କ୍ଳବର 19 ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ||

19-Dec-2025

କବିସୂର୍ଯ୍ୟନଗର ପ୍ରେସ୍ କ୍ଲବର ୧୯ ତମ ବାର୍ଷିକ ଉତ୍ସବ
`ଦୁର୍ନୀତି ହିଁ ବିକାଶର ବାଧକ " ଆଲୋଚନା ଚକ୍ର ଅନୁଷ୍ଠିତ,

    ଓଡିଶା ଜନ ମତ କବିସୂର୍ଯ୍ୟନଗର, ପୋଲସରା, ସୂର୍ଯ୍ୟ ନାରାୟଣ ବଡୁ ଓ ସନ୍ତୋଷ କୁମାର ପଣ୍ଡା,

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସ୍ଥିତ କନକମଞ୍ଜରୀ ପାଠାଗାର ଠାରେ କବିସୂର୍ଯ୍ୟନଗର ପ୍ରେସ୍ କ୍ଲବର ୧୯ ତମ ବାର୍ଷିକ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ସଭାପତି ସମରଜିତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ କବିସୂର୍ଯ୍ୟନଗର ଏନଏସି ପୂର୍ବତନ ନଗରପାଳ ମନୋରଞ୍ଜନ ମହାପାତ୍ର, କବିସୂର୍ଯ୍ୟନଗର ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଭିମନ୍ୟୁ ସାହୁ, ଯୁବ ବିଜେଡ଼ି ରାଜ୍ୟ ସଂପାଦକ ପ୍ରମୋଦ କୁମାର ପଣ୍ଡା, ସମଦୃଷ୍ଟି କାର୍ଯ୍ୟ ନିର୍ବାହୀ ସଂପାଦକ ବିଘ୍ନେଶ୍ୱର ସାହୁ, ତ୍ରିଧାରା ସାହିତ୍ୟ ସଂସଦ ସଂପାଦକ ଡକ୍ଟର ଲଷ୍ମୀ ନାରାୟଣ ଦାଶ, ଯୋଗୀ ଚରଣ ମିଶ୍ର ପ୍ରମୁଖ ମଞ୍ଚାସିନ ଥିଲେ। 
ଜନ ସମସ୍ଯାର ସମାଧାନ ପାଇଁ ପ୍ରଶାସନ ଓ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଇବା ସହ ଅଞ୍ଚଳର ବିକାଶ ତଥା ଉନ୍ନତି ଦିଗରେ କବିସୂର୍ଯ୍ୟନଗର ପ୍ରେସ୍ କ୍ଲବ ଅଭିଯାନ ଜାରି ରଖିଛି ବୋଲି କହିଛନ୍ତି ସଭାପତି ସମରଜିତ ମହାନ୍ତି। ଇତି ମଧ୍ୟରେ ପ୍ରେସ୍ କ୍ଲବ ୧୯ ବର୍ଷରେ ପଦାର୍ପଣ କରିଥିବା ବେଳେ ଏହି ଅବସରରେ ଦୁର୍ନୀତି ହିଁ ବିକାଶର ବାଧକ " ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ନିରନ୍ତର ବିକାଶରେ ଦୁର୍ନୀତି ହେଉଛି ବଡ଼ ବାଧକ ।ଲୋଭ ଓ ଆଗକୁ ଯିବାର ଝୁଙ୍କ୍ ହିଁ ଦୁର୍ନୀତିର କାରଣ । ହକ୍ ଓ ସରକାରୀ ସେବା ପାଇଁ ସାଧାରଣ ମଣିଷଟିଏ ହାତଗୁଞ୍ଜା ଦେଉଛି । ଦୁର୍ନୀତି ଗଣତାନ୍ତ୍ରିକ ବ୍ୟବସ୍ଥାର ସବୁଠାରୁ ବଡ଼ ରୋଗ । ଆମ ଦେଶରେ ବୃଦ୍ଧି ପାଇବାରେ ଲାଗିଛି ଦୁର୍ନୀତି ଓ ଭ୍ରଷ୍ଟାଚାଲ ମାମଲା। ଗଣମାଧ୍ୟମ ପ୍ରତିନିଧି ମାନେ ଦୁର୍ନୀତି ଖବର ପ୍ରସାରଣ କଲେ ରୋଷର ଶିକାର ହେବାକୁ ପଡୁଛି। ଏଣୁ ଦୁର୍ନୀତି ହଟାଇବାକୁ ହେଲେ ଆମେ ପ୍ରଥମେ ଆମ ମାନସିକତାକୁ ବଦଳାଇବାକୁ ପଡିବ। ଆମଠୁ ହିଁ ଦୁର୍ନୀତି ବନ୍ଦ କରିବାକୁ ପଡିବ। ଦୁର୍ନୀତିର ମୂଳୋତ୍ପାଟନ କଷ୍ଟସାଧ୍ୟ, କିନ୍ତୁ ଏହାକୁ ପ୍ରତିହତ କରିବା ପାଇଁ ସବୁ ଦିଗରୁ ଚେଷ୍ଟା ଜାରି ରହିବା ଆବଶ୍ୟକ ବୋଲି ଏଠାରେ ଅତିଥି ମାନେ ମତପ୍ରକାଶ କରିଛନ୍ତି। ଏଥିରେ ଅଞ୍ଚଳର ଶତାଧିକ ସାମ୍ବାଦିକ ଉପସ୍ଥିତ ଥିଲେ।

News Comment

You Might Also Like

BACK TO TOP