Breaking News

ପୋଲସରା ରେ ବିଜେଡିର" ଜନ ସମ୍ପର୍କ ପଦଯାତ୍ରା " ଆରମ୍ଭ |   (08-Oct-2026)       ||      ସିଂହପୁର ରେ ନୁଆଁ ମଲ୍ଟି କେୟାର ପ୍ଲସ କ୍ଲିନିକ ଉଦଘାଟିତ |   (08-Oct-2026)       ||      ଆଇନ ଶୃଙ୍ଖଳା ସ୍ଥିତି ପାଇଁ ଉପଜିଲ୍ଲାପାଳ ଙ୍କ ଖରସ୍ରୋତା ମହାବିଦ୍ୟାଳୟ ପରିଦର୍ଶନ ||    (08-Oct-2026)       ||      ଆର ତୁମ୍ବନାଥ ବିଦ୍ୟାପୀଠ ର 63ତମ ପ୍ରତିଷ୍ଠା ଦିବସ ପାଳିତ |    (08-Oct-2026)       ||      ଗଞ୍ଜାମ ଜିଲ୍ଲା ରେ ବନ୍ଦର 80 ପ୍ରତିଶତ ବନ୍ଦ ର ପ୍ରଭାବ ପଡିଛି ||   (08-Oct-2026)       ||      କଂଗ୍ରେସ ର ବନ୍ଦ ର ପ୍ରଭାବ ରେ ବାଲିଗୁଡା ଜନ ଶୂନ୍ୟ |   (08-Oct-2026)       ||      କଲ୍ୟାଣ ପୁର ରେ ଶାନ୍ତି ପୂର୍ଣ୍ଣ 12ଘଣ୍ଟିଆ ବନ୍ଦ ପାଳନ |   (08-Oct-2026)       ||      ବେଗୁନିଆପଡା ରେ କଂଗ୍ରେସ ର ବନ୍ଦ ଡାକରା ର ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଛି ||   (08-Oct-2026)       ||      ପଦ୍ମପୁର ଉପଖଣ୍ଡ କଂଗ୍ରେସ ର ଡାକରା ରେ ସମ୍ପୂର୍ଣ୍ଣ ବନ୍ଦ ||   (08-Oct-2026)       ||      ଶାନ୍ତିନଗର ପୋଖରୀ ରେ ବୁଡି ଦୁଇ ନାବାଳିକା ମୃତ |    (08-Oct-2026)       ||      ମାଝୀଗୁଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହାତ୍ସବ ସୁରଭି ଅନୁଷ୍ଠିତ |    (08-Oct-2026)       ||      ଚାଷୀଙ୍କ ବିଭିନ୍ନ ସମସ୍ୟା ପାଇଁ ମୁଣ୍ଡ ଟେକିଲା ଅଖିଳ ଭାରତୀୟ କୃଷକ ସଂଘଟନ |   (08-Oct-2026)       ||      ନବମ ରାଷ୍ଟ୍ରୀୟ ପୋଷଣ ମାସ-- 2026ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଅନୁଷ୍ଠିତ |    (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା, ଲୋକଙ୍କ ସହ ଯୋଡି ହେବାଜୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା ରେ ଯୋଡି ହେବାକୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (07-Oct-2026)       ||      17ବର୍ଷରୁ କମ ଫୁଟବଲ ଚୟନ ରେ ଅନିୟମିତତା ନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଧିକାରୀଙ୍କୁ ଅଭିଯୋଗ |    (07-Oct-2026)       ||      ପ୍ରକୃତ ମାଲିକ ଙ୍କ ଅଜାଣତ ରେ ଅନ୍ୟ ବ୍ୟକ୍ତିଙ୍କ ନାମରେ ଦଲିଲ |    (07-Oct-2026)       ||      ଖୋର୍ଦ୍ଧା ବ୍ଲଜ ସ୍ତରୀୟ ଯୁବ ସମାବେଶ -2026 କେରଙ୍ଗ ରେ ଅନୁଷ୍ଠିତ |    (07-Oct-2026)       ||      ପୋଲସରା ରେ ବିଜେଡିର "ଜନ ସମ୍ପର୍କ ପଦଯାତ୍ରା ` ଆରମ୍ଭ |    (07-Oct-2026)       ||      ସାପକାମୁଡ଼ାରେ ତାଳସର ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ |   (07-Oct-2026)       ||     

ସୋନପୁର ଥାନା ହରଣ ଖୋଲ ନିକଟରେ ଅଜଣା ଗାଡି ଧକ୍କାରେ ଦୁଇଜଣ ମୃତ |

23-Dec-2025

ସୋନପୁର ଥାନାହରଣ ଖୋଲ ନିକଟରେ ଅଜଣା ଗାଡି ଧକ୍କାରେ ୨ ମୃତ,

(କ୍ଷତିପୂରଣ ଦାବିରେ ଏନଏଚ୍ ଅବରୋଧ ଗ୍ରାମବାସୀ,

         ଓଡିଶା ଜନ ମତ ବ୍ୟୁରୋ,,

ରାସ୍ତାରେ ଯଦି ତୁମେ କେତେ ସତର୍କ ରେ ଗଲେ ମଧ୍ୟ ଅସମାଜିକ ବ୍ୟକ୍ତି ମାନଙ୍କବେପରୁଆ ଗାଡି ଚାଳନା ଦ୍ୱାରା ବହୁତ ବଡ଼ ଦୁର୍ଘଟଣା ଘଟିଥାଏ | ଏପରି ଏକ ଦୁର୍ଘଟଣା ଘଟିଛି ସୋନପୁର ଥାନା ଅଧୂନସ୍ତ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ ଖୋଲ୍ ନିକଟରେ  | ଗତକାଲି ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।  ଅଜଣା ଗାଡ଼ି ଧକ୍କାରେ ୨ ବାଇକ ଆରୋହିଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ସୋନପୁର ଥାନା ଗତରକେଲା ଗାଁର ଗଙ୍ଗାଧର ବେହେରା( ୩୦ ) ଓ ଜୟ ବେହେରା(୩୬) | ସୂଚନା ନା ଅନୁସାରେ, କୌଣସି କାମ ମରେ ବଲାଙ୍ଗୀର ଯାଇଥିବା  ଦୁଇ ବାଇକ ନଂ ଓଡି ୩୧ – ଏଚ୍୮୩୫୦-ରେଘରକୁ ଫେରୁଥିdବା ବେñଳେ ଏକ ଦ୍ରୁତଗାମୀ ଗାଡ଼ି ଧକ୍କାଦେଇଥିଲା। ଫଳରେ ରାସ୍ତା ପାର୍ଶ୍ବକୁ ଛିଟିକି ପଡ଼ି ଘଟଣା ସ୍ଥଳରେ ଜୟଙ୍କ ମୃତ୍ୟୁ ହୋଇଥିଲା। ଗଙ୍ଗାଧରଙ୍କୁ ଗୁରୁତର  ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ସୁବର୍ଣ୍ଣପୁର ଜିଲା ମୁଖ୍ୟଚିକିତ୍ସାଳୟକୁ ଅଣଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରି ଥିଲେ । ଘଟଣାସ୍ଥଳରେହରଡ଼ ଖୋଲ ଫାଣ୍ଡି ପୋଲିସ ପହଞ୍ଚି ମୃତ ଦେହ ଉଦ୍ଧାର କରିବା ସହିତ ଦୁର୍ଘଟଣାଗ୍ରସ୍ତ ବାଇକକୁ ଜବତ-କରିଛି। ତେବେ କ୍ଷତିପୂରଣ ଦାବିରେ  ଅଞ୍ଚଳବାସୀ ହରଡ ଖୋଲ ଠାରେ  ଏନଏଚ ଅବରୋଧ କରି ଛନ୍ତି ।  ତେବେ ଘଟଣା ସ୍ଥଳରେ ପରିସ୍ଥିତିକୁ ଲକ୍ଷ କରି ପୋଲିସ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରୁଛି |

News Comment

You Might Also Like

BACK TO TOP