Breaking News

ପୋଲସରା ରେ ବିଜେଡିର" ଜନ ସମ୍ପର୍କ ପଦଯାତ୍ରା " ଆରମ୍ଭ |   (08-Oct-2026)       ||      ସିଂହପୁର ରେ ନୁଆଁ ମଲ୍ଟି କେୟାର ପ୍ଲସ କ୍ଲିନିକ ଉଦଘାଟିତ |   (08-Oct-2026)       ||      ଆଇନ ଶୃଙ୍ଖଳା ସ୍ଥିତି ପାଇଁ ଉପଜିଲ୍ଲାପାଳ ଙ୍କ ଖରସ୍ରୋତା ମହାବିଦ୍ୟାଳୟ ପରିଦର୍ଶନ ||    (08-Oct-2026)       ||      ଆର ତୁମ୍ବନାଥ ବିଦ୍ୟାପୀଠ ର 63ତମ ପ୍ରତିଷ୍ଠା ଦିବସ ପାଳିତ |    (08-Oct-2026)       ||      ଗଞ୍ଜାମ ଜିଲ୍ଲା ରେ ବନ୍ଦର 80 ପ୍ରତିଶତ ବନ୍ଦ ର ପ୍ରଭାବ ପଡିଛି ||   (08-Oct-2026)       ||      କଂଗ୍ରେସ ର ବନ୍ଦ ର ପ୍ରଭାବ ରେ ବାଲିଗୁଡା ଜନ ଶୂନ୍ୟ |   (08-Oct-2026)       ||      କଲ୍ୟାଣ ପୁର ରେ ଶାନ୍ତି ପୂର୍ଣ୍ଣ 12ଘଣ୍ଟିଆ ବନ୍ଦ ପାଳନ |   (08-Oct-2026)       ||      ବେଗୁନିଆପଡା ରେ କଂଗ୍ରେସ ର ବନ୍ଦ ଡାକରା ର ମିଶ୍ରିତ ପ୍ରଭାବ ଦେଖିବାକୁ ମିଳିଛି ||   (08-Oct-2026)       ||      ପଦ୍ମପୁର ଉପଖଣ୍ଡ କଂଗ୍ରେସ ର ଡାକରା ରେ ସମ୍ପୂର୍ଣ୍ଣ ବନ୍ଦ ||   (08-Oct-2026)       ||      ଶାନ୍ତିନଗର ପୋଖରୀ ରେ ବୁଡି ଦୁଇ ନାବାଳିକା ମୃତ |    (08-Oct-2026)       ||      ମାଝୀଗୁଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହାତ୍ସବ ସୁରଭି ଅନୁଷ୍ଠିତ |    (08-Oct-2026)       ||      ଚାଷୀଙ୍କ ବିଭିନ୍ନ ସମସ୍ୟା ପାଇଁ ମୁଣ୍ଡ ଟେକିଲା ଅଖିଳ ଭାରତୀୟ କୃଷକ ସଂଘଟନ |   (08-Oct-2026)       ||      ନବମ ରାଷ୍ଟ୍ରୀୟ ପୋଷଣ ମାସ-- 2026ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ଅନୁଷ୍ଠିତ |    (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା, ଲୋକଙ୍କ ସହ ଯୋଡି ହେବାଜୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (08-Oct-2026)       ||      ଖୋର୍ଦ୍ଧା ରେ ସେବା ସଂକଳ୍ପ ପଦଯାତ୍ରା ରେ ଯୋଡି ହେବାକୁ ମୁଖ୍ୟମନ୍ତ୍ରୀ ଙ୍କ ଆହ୍ୱାନ |   (07-Oct-2026)       ||      17ବର୍ଷରୁ କମ ଫୁଟବଲ ଚୟନ ରେ ଅନିୟମିତତା ନେଇ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଧିକାରୀଙ୍କୁ ଅଭିଯୋଗ |    (07-Oct-2026)       ||      ପ୍ରକୃତ ମାଲିକ ଙ୍କ ଅଜାଣତ ରେ ଅନ୍ୟ ବ୍ୟକ୍ତିଙ୍କ ନାମରେ ଦଲିଲ |    (07-Oct-2026)       ||      ଖୋର୍ଦ୍ଧା ବ୍ଲଜ ସ୍ତରୀୟ ଯୁବ ସମାବେଶ -2026 କେରଙ୍ଗ ରେ ଅନୁଷ୍ଠିତ |    (07-Oct-2026)       ||      ପୋଲସରା ରେ ବିଜେଡିର "ଜନ ସମ୍ପର୍କ ପଦଯାତ୍ରା ` ଆରମ୍ଭ |    (07-Oct-2026)       ||      ସାପକାମୁଡ଼ାରେ ତାଳସର ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ |   (07-Oct-2026)       ||     

ମଇଁଷି ଚରାଳି ନିଖୋଜ, 24 ଘଣ୍ଟା ପରେ ପୋଖରୀରୁ ମିଳିଲା ମୃତ ଦେହ ||

23-Dec-2025

ମଇଁଷି ଚରେଇବାକୁ ଯାଇଥିବା କୈଳାଶ ନିଖୋଜ, ୨୪ ଘଣ୍ଟା ପରେ ପୋଖରୀ ଭିତରୁ ମିଳିଲା ମୃତଦେହ,

ଓଡିଶା ଜନ ମତ, ବିକାଶ ଚନ୍ଦ୍ର ସାହୁ,
ଖଲ୍ଲିକୋଟ --୨୩/୧୧/୨୦୨୫:

ମଇଁଷି ଚରେଇବାକୁ ଯାଇଥିବା କୈଳାଶ ନିଖୋଜ ହୋଇ ଯାଇଥିଲେ। ୨୪ ଘଣ୍ଟା ପରେ ପୋଖରୀ ଭିତରୁ ମିଳିଲା ମୃତଦେହ। ଖୋଜି ଖୋଜି ନିରାଶ ହେବା ପରେ ଘର ଲୋକେ ଆଜି ଥାନା ରେ ଅଭିଯୋଗ କରିଥିଲେ। ଖଲ୍ଲିକୋଟ ଥାନା ଅନ୍ତର୍ଗତ ବାଣିଆ ଗ୍ରାମ ର କୈଳାଶ ଗୌଡ଼ (୪୫)। ପ୍ରାୟ ୫୦ ଗୋଟି ମଇଁଷି ପାଳନ କରି କ୍ଷୀର ବ୍ୟବସାୟ ଦ୍ୱାରା ବେଶ ଦି ପଇସା ରୋଜଗାର କରୁଥିଲେ। ଶନିବାର ଦିନ ୧୦ ଟାରେ କୈଳାଶ ମଇଁଷି ପଲ ଚରେଇବା ପାଇଁ ବାଣିଆ ନିକଟସ୍ଥ ଖାରିଣୀପଡ଼ା ଗ୍ରାମ କୁ ଯାଇଥିଲେ। ଦିନ ୧୨ ଟା ପରେ ମଇଁଷି ମାନେ ସେଠାରେ ଚରୁଥିବା ବେଳେ କୈଳାଶ ଙ୍କ ଦେଖା ନଥିଲା। ଏହା ଶୁଣି ପରିବାର ଲୋକେ ସେଠାରେ ପହଂଚି ଖୋଜା ଖୋଜି କରିଥିଲେ ମଧ୍ୟ କୈଳାଶ ଙ୍କ ସନ୍ଧାନ ମିଳି ନଥିଲା। ଖବର ପାଇ ଖଲ୍ଲିକୋଟ ଅଗ୍ନିଶମ ବାହିନୀ ପହଂଚି ନିକଟରେ ଥିବା ଏକ ଦଳ ଦଳିଆ ପୋଖରୀ ରେ ସନ୍ଧ୍ୟା ପର୍ଯ୍ୟନ୍ତ ଖୋଜି ଥିଲେ ମଧ୍ୟ କୌଣସି ସନ୍ଧାନ ନ ପାଇ ଫେରି ଆସିଥିଲେ। ନିରାଶ ହୋଇ କୈଳାଶ ଙ୍କ ପତ୍ନୀ ବନିତା ଗୌଡ଼ ଆଜି ଖଲ୍ଲିକୋଟ ଥାନା ରେ ସ୍ୱାମୀ ଙ୍କ ନିଖୋଜ ସମ୍ପର୍କ ରେ ଏତଲା ଦାଖଲ କରିଥିଲେ।ଆଜି ମଧ୍ୟାହ୍ନ ରେ ପୁଣି ଅଗ୍ନିଶମ ବାହିନୀ ପୋଖରୀ ଭିତରେ ରବର ବୋଟ ଦ୍ୱାରା ଖୋଜାଖୋଜି କରିବା ପରେ ପୋଖରୀ ଭିତରୁ ନିଖୋଜ କୈଳାଶ ଗୌଡ଼ ଙ୍କ ମୃତଦେହ ମିଳିଥିଲା। ଖବର ପାଇ ପୁଲିସ ପହଂଚି ମୃତଦେହ କୁ ଜବତ କରି ବ୍ୟବଛେଦ ନିମନ୍ତେ ପଠାଇଛି। ଏ ସମ୍ପର୍କ ରେ ଖଲ୍ଲିକୋଟ ଥାନା ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।

News Comment

You Might Also Like

BACK TO TOP